ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପତ୍ନୀ । ସୁରକ୍ଷା ବଳୟ ଭେଦ କରି ବାଇଡେନଙ୍କ କାରକୁ ଧକ୍କା ଦେଲା ଆଉ ଏକ କାର ।

କନକ ବ୍ୟୁରୋ: ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପତ୍ନୀ । ଜୋ ବାଇଡେନଙ୍କ କାରକୁ ଧକ୍କା ଦେଇଛି ସହ ଏକ ଏସୟୁଭି କାର । ବିଳମ୍ବିତ ରାତିରେ ଡେଲାୱେରର ୱିଲମିଙ୍ଗଟନରେ ଏହି ଦୁର୍ଘଟଣା ଘଟିଛି । ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ତାଙ୍କ କାର ଧକ୍କାର ଶିକାର ହୋଇଛି । ବାଇଡେନ ଏବଂ ତାଙ୍କ ପତ୍ନୀ ସୁରକ୍ଷିତ ଅଛନ୍ତି । ସେମାନଙ୍କ ମଧ୍ୟରୁ କାହାରିContinue reading “ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପତ୍ନୀ । ସୁରକ୍ଷା ବଳୟ ଭେଦ କରି ବାଇଡେନଙ୍କ କାରକୁ ଧକ୍କା ଦେଲା ଆଉ ଏକ କାର ।”

ଗ୍ରାମାଞ୍ଚଳରେ ବିଜେପି କରୁଛି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ । ନିର୍ବାଚନ ପାଇଁ ଆରମ୍ଭ ହେଲାଣି ଜୋରଦାର ପ୍ରସ୍ତୁତି ।

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଗାଁ ଗାଁରେ ବିଜେପି କରୁଛି କର୍ମୀ ସମ୍ମିଳନୀ ଓ ମିଶ୍ରଣପର୍ବ । କଟକ ଜିଲ୍ଲା ନିଆଳି ବ୍ଲକ ରାଣିଓଳା ପଂଚାୟତରେ ନିଆଳି ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିଆଳିର ବିଜେପି ନେତା ଛବି ମଲ୍ଲିକଙ୍କ ନେତୁତ୍ୱରେ ଏକ ଶୋଭାଯାତ୍ରା ତଣ୍ଡିକଣା ବିଜ୍ର ନିକଟରୁ ବାହାରି ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ଏହାପରେ ବରିସଣ ପଡିଆରେ ବିଜେପିର ମିଶ୍ରଣ ପର୍ବ ହୋଇଥିଲା । ମିଶ୍ରଣContinue reading “ଗ୍ରାମାଞ୍ଚଳରେ ବିଜେପି କରୁଛି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ । ନିର୍ବାଚନ ପାଇଁ ଆରମ୍ଭ ହେଲାଣି ଜୋରଦାର ପ୍ରସ୍ତୁତି ।”

ବଢିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ମୋଟ୍ ୧ ହଜାର ୭୦୧ଟି ଆକ୍ଟିଭ କେସ୍ ।

କନକ ବ୍ୟୁରୋ: ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରବିବାର ସାରା ଦେଶରେ ୩୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ମୋଟ୍ ୧ ହଜାର ୭୦୧ଟି ଆକ୍ଟିଭ କେସ ରହିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ଦେଇଛି । କେରଳ ଓ ୟୁପିରେ ଅଧିକାଂଶ ଅ।।କ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । କରୋନାର ନୂଆ ଉପ ପ୍ରଜାତି ଜେ-ଏନ-ୱାନ ଯୋଗୁଁ ପୁଣିଥରେ ସଂକ୍ରମଣ ଉପରମୁହାଁ ହୋଇଥିବା କୁହାଯାଉଛିContinue reading “ବଢିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ମୋଟ୍ ୧ ହଜାର ୭୦୧ଟି ଆକ୍ଟିଭ କେସ୍ ।”

ରେଳ ଷ୍ଟେସନରୁ ଉଦ୍ଧାର ହେଲା କନଷ୍ଟେବଳଙ୍କ ମୃତ ଦେହ । ଆତ୍ମହତ୍ୟା କରିଥିବା ସନ୍ଦେହ ।

କନକ ବ୍ୟୁରୋ: ରାୟଗଡା ରେଲୱେ ଷ୍ଟେସନରୁ ଉଦ୍ଧାର ହେଲା ପୋଲିସ କନଷ୍ଟେବଳଙ୍କ ମୃତ ଦେହ । ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ମୃତ ଈଶ୍ୱର ରାଓ ଜିଲ୍ଲା ଏସପିଙ୍କ ଘରେ ରୋଷେୟା ଭାବେ ନିୟୋଜିତ ଥିଲେ ବୋଲି ସୂଚନା ରହିଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ କନେଷ୍ଟବଳ ଈଶ୍ୱର ରାଓ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । The post ରେଳ ଷ୍ଟେସନରୁ ଉଦ୍ଧାର ହେଲା କନଷ୍ଟେବଳଙ୍କ ମୃତ ଦେହContinue reading “ରେଳ ଷ୍ଟେସନରୁ ଉଦ୍ଧାର ହେଲା କନଷ୍ଟେବଳଙ୍କ ମୃତ ଦେହ । ଆତ୍ମହତ୍ୟା କରିଥିବା ସନ୍ଦେହ ।”

ରାଜ୍ୟରେ ବଢୁଛି ମନ୍ଦିର ହୁଣ୍ଡି ଲୁଟ୍ । ଶାରଳା, ସାକ୍ଷୀଗୋପାଳ ମନ୍ଦିର ପରେ ଏବେ ଭଦ୍ରକ ମଦନମୋହନ ମନ୍ଦିରରୁ ଚୋରୀ ।

କନକ ବ୍ୟୁରୋ: ବିଳମ୍ବିତ ରାତିରେ ମନ୍ଦିରରୁ ଦୁଇଟି ହୁଣ୍ଡି ବାକ୍ସ ଲୁଟିନିଲେ ଦୁର୍ବୃତ । ପୁରୁଣା ବଜ଼ାର ଥାନା ନିକଟ ସନ୍ତିଆ ସ୍ଥିତ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଏହି ଲୁଟ୍ ହୋଇଛି । ତେବେ ହୁଣ୍ଡି ବାକ୍ସରେ କେତେ ଟଙ୍କା ଥିଲା ତାହାର ସଠିକ ତଥ୍ୟ ମିଳି ନଥିବା ବେଳେ ପାଖ ବିଲରୁ ଏହା ଉଦ୍ଧାର ହୋଇଛି । ପୁରୁଣା ବଜ଼ାର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । The postContinue reading “ରାଜ୍ୟରେ ବଢୁଛି ମନ୍ଦିର ହୁଣ୍ଡି ଲୁଟ୍ । ଶାରଳା, ସାକ୍ଷୀଗୋପାଳ ମନ୍ଦିର ପରେ ଏବେ ଭଦ୍ରକ ମଦନମୋହନ ମନ୍ଦିରରୁ ଚୋରୀ ।”

ନୀଳଗିରିରେ ହାତୀ ଆତଙ୍କ । ଘର ଭାଙ୍ଗି କରୁଛି ଆକ୍ରମଣ ।

କନକ ବ୍ୟୁରୋ: ନୀଳଗିରି ଏନ୍.ଏ.ସି ବେତଶୁଳ ଗାଁରେ ହାତୀ ଆତଙ୍କ । କୁଲଡିଆ ଜଙ୍ଗଲ ମାଈ ହାତୀ ଆକ୍ରମଣରେ ଭାଙ୍ଗିଲା ଘର ଦ୍ୱାର । ଗଲକାଲି ରାତିରେ ଘରେ ମାଆ ଓ ତିନୋଟି ଛୁଆ ଶୋଇଥିବାବେଳେ ଘର ଉପରେ ହାତୀ ଆକ୍ରମଣ କରିଥିଲା । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିର୍ିଲେ ମା’ ଓ ଛୁଆ । ଘଟଣାରେ କେହି ମୃତାହତ ହୋଇନଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ନଷ୍ଟ ହେବାସହ ଧାନ ନଷ୍ଟ କରିଦେଇଥିବା ଅଭିଯୋଗContinue reading “ନୀଳଗିରିରେ ହାତୀ ଆତଙ୍କ । ଘର ଭାଙ୍ଗି କରୁଛି ଆକ୍ରମଣ ।”

ପୁରୀ ହସ୍ପିଟାଲରେ କୁକୁର ଦୌରାତ୍ମ୍ୟ । କୁକୁର ରକ୍ତ ପିଭିସି ପାଇପ୍ କାମୁଡି ନେଉଥିବା ଦୃଶ୍ୟ ବିଚଳିତ କରୁଛି ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୁକୁର ହାଉଜାଉ । ହସ୍ପିଟାଲ ଭିତରେ ପଶି କୁକୁରଟି ରକ୍ତ ସଂଗ୍ରହ କରୁଥିବା ପିଭିସି ପାଇପକୁ କାମୁଡି ନେଇଯାଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ହସ୍ପିଟାଲ ଭିତରକୁ ରୋଗୀ, ରୋଗୀଙ୍କ ସଂପର୍କୀୟ ସହିତ ସ୍ୱାସ୍ଥ୍ୟ କର୍ମଚାରୀ ଯା ଆସ କରୁଥନ୍ତି । ଏପରି ସ୍ଥିତିରେ ହସ୍ପିଟାଲ ଭିତରେ କୁକୁରଙ୍କ ପ୍ରାର୍ଦୁଭାବ ବଢିବା ଚିନ୍ତା ବଢାଇଛି । କାରଣ ୱାର୍ଡ ଭିତରେ ରୋଗୀଙ୍କContinue reading “ପୁରୀ ହସ୍ପିଟାଲରେ କୁକୁର ଦୌରାତ୍ମ୍ୟ । କୁକୁର ରକ୍ତ ପିଭିସି ପାଇପ୍ କାମୁଡି ନେଉଥିବା ଦୃଶ୍ୟ ବିଚଳିତ କରୁଛି ।”

ଗାଡି ସାଇଡ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । କଣାସ ବାଦୁରା ବରହ ଘଟଣା ।

କନକ ବ୍ୟୁରୋ: ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ୬ଜଣ ମସ୍ୟଜୀବୀ ଆହତ ହୋଇଛନ୍ତି । ଏହାପରେ ଆହତକୁ କଣାସ ମେଡିକାଲରେ ଭର୍ତି କରାଯାଇଛି । ନ୍ୟାୟ ଦାବିରେ ଗଡ଼ିଶାଗୋଦା ଥାନା ଆଗରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ବସିଥିଲେ ଗ୍ରାମବାସୀ । ପୋଲିସ ଉତ୍ୟକ୍ତ ଲୋକଙ୍କ ଆଲୋଚନା କରି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିବା ଜଣାପଡିଛି । The post ଗାଡି ସାଇଡ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । କଣାସ ବାଦୁରା ବରହContinue reading “ଗାଡି ସାଇଡ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । କଣାସ ବାଦୁରା ବରହ ଘଟଣା ।”

ଯୁଦ୍ଧ ଭିତରେ ଇସ୍ରାଏଲ ସେନାର ନୂଆ ଦାବି । ହମାସର ବିଶାଳ ସୁଡଙ୍ଗରେ ଯିବା ଆସିବା କରୁଛନ୍ତି ଗାଜା ହସ୍ପିଟାଲ କର୍ମଚାରୀ ।

କନକ ବ୍ୟୁରୋ: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ସେନା ଏକ ବିରାଟ ଟନେଲ୍ ଖୋଜି ବାହାର କରିଛି । ଆଇଡିଏଫ୍ ଦାବି କରିଛି ଯେ ଏହା ହମାସର ସବୁଠାରୁ ବଡ ଟନେଲକୁ ଖୋଜି ବାହାର କରାଯାଇଛି । ରବିବାର ଟ୍ୱିଟରରେ ଏକ ପୋଷ୍ଟରେ ଆଇଡିଏଫ୍ କହିଛି ଯେ ବାହାର କରାଯାଇଥିବା ଟନେସ ହମାସର ସବୁଠାରୁ ବଡ ଟନେଲ୍ । ଏହାର ଲମ୍ବା ୪ କିଲୋମିଟର । ଆଇଡିଏଫ୍ ଦାବି କରିଛି ଯେContinue reading “ଯୁଦ୍ଧ ଭିତରେ ଇସ୍ରାଏଲ ସେନାର ନୂଆ ଦାବି । ହମାସର ବିଶାଳ ସୁଡଙ୍ଗରେ ଯିବା ଆସିବା କରୁଛନ୍ତି ଗାଜା ହସ୍ପିଟାଲ କର୍ମଚାରୀ ।”

ରାଜ୍ୟରେ ଶୀତର ଲହରୀ । ହେଲେ ଶମିଳିପାଳ ଅଭୟାରଣ୍ୟରେ ଏହାର ମଜା ନେଇପାରୁନାହାଁନ୍ତି ପର୍ଯ୍ୟଟକ । ରାସ୍ତା ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ସାରା ରାଜ୍ୟରେ ଶୀତ ଲହରି ଜାର୍ ରହିଛି । ଜାଡରେ ଥରୁଛି ଅଧିକାଂଶ ସ୍ଥାନ । ରାତି ହେଲେ ବିଭିନ୍ନ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଚାଲିଯାଉଛି । ହେଲେ ଶିମିଳପାଳ ଅଭୟାରଣ୍ୟ ଭିତରେ ଶୀତକୁ ଅନୁଭବ କରିପାରୁନହାନ୍ତି ପର୍ଯ୍ୟଟକ । ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ଯୋଗୁଁ ପର୍ଯ୍ୟଟଙ୍କ ପାଇଁ ବନ୍ଦ ରହିଛି ଜାତୀୟ ଉଦ୍ୟାନ । ଅଭୟାରଣ୍ୟର ସୌନ୍ଦର୍ଯ୍ୟ ଉପଭୋଗ କରିବାରୁ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।Continue reading “ରାଜ୍ୟରେ ଶୀତର ଲହରୀ । ହେଲେ ଶମିଳିପାଳ ଅଭୟାରଣ୍ୟରେ ଏହାର ମଜା ନେଇପାରୁନାହାଁନ୍ତି ପର୍ଯ୍ୟଟକ । ରାସ୍ତା ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ ।”

Design a site like this with WordPress.com
Get started