ଦେହରେ ସେଲୋଟେପ୍ ଲଗାଇ ଗଞ୍ଜେଇ ଚାଲାଣ କରୁଥିଲେ । ବାଟରେ ମାଡି ବସିଲା ପୋଲିସ୍ ।

କନକ ବ୍ୟୁରୋ: ପୋଷାକ ଭିତରେ ଗଞ୍ଜେଇ ଚାଲାଣ । ଦେହରେ ସେଲୋଟେପ୍ ଲଗାଇ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । କୋରାପସ୍ୱଙ୍କ, ଲମତାପୁଟରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ କରି ୨୮ କେଜିର ଗଞ୍ଜେଇ ଜବତ କରିଛି ପୋଲିସ୍ । ସୀମାନ୍ତ ଆନ୍ଧ୍ରରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଖବର ପାଇ ପୋଲିସ ମାଡି ବସିଥିଲା । ଘଟଣାରେ ପଶ୍ଚିମବଙ୍ଗର ୨୪ ବର୍ଷୀୟ ଯୁବକ ଦୁଲହନ୍ ଖାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତContinue reading “ଦେହରେ ସେଲୋଟେପ୍ ଲଗାଇ ଗଞ୍ଜେଇ ଚାଲାଣ କରୁଥିଲେ । ବାଟରେ ମାଡି ବସିଲା ପୋଲିସ୍ ।”

ଇରାନରେ ଫାଶୀର ଫାଶ , ବର୍ଷକ ମଧ୍ୟରେ ୬୦୪ ଜଣ ଝୁଲିଲେଣି ଫାଶୀ ଖୁଣ୍ଟରେ ।

ଇରାନରେ ମୃତ୍ୟୁଦଣ୍ଡ ଏକ ସାଧାରଣ ଦଣ୍ଡ ପ୍ରକ୍ରିୟା କିନ୍ତୁ ବିଗତ କିଛି ବର୍ଷ ହେଲା ଏହାର ସଂଖ୍ୟା କ୍ଷିପ୍ର ଗତିରେ ବଢି ଚାଲିଛି । କେବଳ ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ଅତି କମରେ ୬୦୪ ଜଣଙ୍କୁ ଫାଶୀ ଦିଆଯାଇଛି । ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ହେଉଛନ୍ତି ଅଳ୍ପସଂଖ୍ୟକ ଗୋଷ୍ଠୀରକିମ୍ବା ଇରାନର କଠୋର ଇସଲାମିକ ନିୟମକୁ ଅବମାନନା କରୁଥିବା ଲୋକ । ନିକଟରେ ଇରାନ ନିଜର ଜଣେ ନାଗରିକଙ୍କୁ ଫାଶୀ ଦେଇଥିଲା । ଇରାନContinue reading “ଇରାନରେ ଫାଶୀର ଫାଶ , ବର୍ଷକ ମଧ୍ୟରେ ୬୦୪ ଜଣ ଝୁଲିଲେଣି ଫାଶୀ ଖୁଣ୍ଟରେ ।”

ଡାଇରିଆ ସ୍ଥିତି ସଙ୍ଗୀନ ପରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଘନଘନ ବୈଠକ । ଲୋକଙ୍କୁ ସଚେତନ କରିବାକୁ ସବୁ ବିଭାଗ ସହ ଆଲୋଚନା ।

କନକ ବ୍ୟୁରୋ: ସୁନ୍ଦରଗଡରେ ଡାଇରିଆ ସ୍ଥିତି ସଂଗୀନ ହେଉଥିବା ଦେଖି ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି । ଲୋକଙ୍କୁ ସତର୍କ କରାଇବା ସହିତ ବିଭିନ୍ନ ପଦକ୍ଷେପ ନେଇଛି । ସମସ୍ତ ବିଭାଗକୁ ନେଇ ଜିଲ୍ଲପାଳ ବୈଠକ କରିଛନ୍ତି । ଯେଉଁଥିରେ ଜିଏମ ୱାଟକୋ , ଆଇଜିଏଚ , ଆରଜିଏଚ , ଡିଏଚଓଙ୍କୁ ନେଇ ବୈଠକ ହୋଇଛି । ଏଥିରେ ସମସ୍ତ ଦିଗକୁ ଦୃଷ୍ଟିରେ ରଖାଯାଇଛି । ଏବେ ନଜର ପକାନ୍ତୁ ପ୍ରଶାସନ କି କି ପଦକ୍ଷେପ ନେଇଛିContinue reading “ଡାଇରିଆ ସ୍ଥିତି ସଙ୍ଗୀନ ପରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଘନଘନ ବୈଠକ । ଲୋକଙ୍କୁ ସଚେତନ କରିବାକୁ ସବୁ ବିଭାଗ ସହ ଆଲୋଚନା ।”

୫ ମୃତକଙ୍କ ଚାଲିଛି ଶବ ବ୍ୟବଚ୍ଛେଦ । ଅପରାହ୍ଣରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ମୃତଦେହ । ରବିବାର ହାଇୱା ଧକ୍କାରେ ଯାଇଥିଲା ଜୀବନ ।

କନକ ବ୍ୟୁରୋ: ସୁନ୍ଦରଗଡ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ମୃତକଙ୍କ ଚାଲିଛି ଶବ ବ୍ୟବଚ୍ଛେଦ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଶୋକାକୂଳ ପରିବେଶ । ୫ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଅପରାହ୍ଣରେ ସମସ୍ତଙ୍କୁ କବର ଦିଆଯିବ ବୋଲି ଜଣା ପଡିଛି । ରବିବାର ସୁନ୍ଦରଗଡ ସଦର ଥାନା ଟାଙ୍ଗରାମୁଣ୍ଡା ନିକଟ ଏକ ଅଟୋକୁ ବାଲି ବୋଝେଇ ହାଇୱା ଧକ୍କା ଦେବାରୁ ଘଟଣା ସ୍ଥଳରେContinue reading “୫ ମୃତକଙ୍କ ଚାଲିଛି ଶବ ବ୍ୟବଚ୍ଛେଦ । ଅପରାହ୍ଣରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ମୃତଦେହ । ରବିବାର ହାଇୱା ଧକ୍କାରେ ଯାଇଥିଲା ଜୀବନ ।”

ଜଗତସିଂହପୁର ଶାରଳା ମନ୍ଦିର ଚୋରି ଘଟଣା । କେନ୍ଦୁଝରରୁ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ।

କନକ ବ୍ୟୁରୋ: ବନ୍ଧା ହେଲା ଶାରଳା ମନ୍ଦିର ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ । କେନ୍ଦୁଝରରୁ ଗିରଫ ହେଲା ଅଭିଯୁକ୍ତ ଋଷି ମହାନ୍ତି । ତାଙ୍କ ନିକଟରୁ ୧ ଲକ୍ଷ ୮୫ହଜାର ଟଙ୍କା ଜବତ ହୋଇଛି । କେନ୍ଦୁଝରର ସଦର ଥାନା ଅନ୍ତର୍ଗତ କେରି ଗାଁର ବାସିନ୍ଦା ଋଷି ମହାନ୍ତି । ଗତ ୧୩ ତାରିଖରେ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଚୋରି ଖବର ସାମ୍ନାକୁ ଆସିଥିଲାContinue reading “ଜଗତସିଂହପୁର ଶାରଳା ମନ୍ଦିର ଚୋରି ଘଟଣା । କେନ୍ଦୁଝରରୁ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ।”

ପୂର୍ବତନ ଓଏଏସଙ୍କ ଘରୁ ମିଳିଲା ଜିଆରଏସଙ୍କ ଝୁଲନ୍ତା ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

କନକ ବ୍ୟୁରୋ: ସନ୍ଦେହଜନକ ଭାବେ ଜିଆରଏସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନବୀନ ବାଗ୍ ଅଂଚଳରୁ ଆସିଛି ଏଭଳି ଖବର । ଯୁବକ ଜଣଙ୍କ ନବୀନ ବାଗ୍ ଅଂଚଳର ଜଣେ ପୂର୍ବତନ ଓଏଏସ ଅଧିକାରୀଙ୍କ ଘରେ ଭଡ଼ାରେ ରହୁଥିଲେ । ସେ ସ୍ଥାନୀୟ ଗଡ଼ବଡ଼ପୁଟ ପଞ୍ଚାୟତରେ ଜିଆରଏସ ଭାବେ କାମ କରୁଥିଲେ । ହେଲେ ତାଙ୍କ ଘର ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡ଼ି ଗାଁରେ । ମୃତ ଯୁବକଙ୍କ ଜଣଙ୍କContinue reading “ପୂର୍ବତନ ଓଏଏସଙ୍କ ଘରୁ ମିଳିଲା ଜିଆରଏସଙ୍କ ଝୁଲନ୍ତା ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।”

ତାରକାଙ୍କ ମଧ୍ୟରେ ଶୀର୍ଷରେ ଶାହାରୁଖ୍‌, ଦ୍ୱିତୀୟରେ ଆଲିଆ । ପ୍ରକାଶ ପାଇଲା ଶ୍ରେଷ୍ଠ ୫୦ ଏସୀୟ ତାରକାମାନଙ୍କ ତାଲିକା ।

କନକ ବ୍ୟୁରୋ: କିଙ୍ଗ୍‌ଖାନ୍‌ ଶାହରୁଖ୍‌ଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି। କିଙ୍ଗ୍‌ଖାନ୍‌ ତାଙ୍କ ସଫଳତା ତାଲିକା‌ରେ ଆଉ ଏକ ଧାଡ଼ି ଯୋଡ଼ିଛନ୍ତି। ଖବର ରହିଛି ଯେ ବ୍ରିଟେନ୍‌ରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକାମାନଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଶାହରୁଖ୍‌। ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ୍‌ ଟର୍ଣ୍ଣଡ୍‌ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଦଲଜିତ୍‌ ଦୋସାଞ୍ଜ୍‌ ଓ ରଣବୀର କପୁର ବି ସମାନContinue reading “ତାରକାଙ୍କ ମଧ୍ୟରେ ଶୀର୍ଷରେ ଶାହାରୁଖ୍‌, ଦ୍ୱିତୀୟରେ ଆଲିଆ । ପ୍ରକାଶ ପାଇଲା ଶ୍ରେଷ୍ଠ ୫୦ ଏସୀୟ ତାରକାମାନଙ୍କ ତାଲିକା ।”

ହାଡଭଙ୍ଗା ଶୀତକୁ ପ୍ରବଳ ବର୍ଷା ବିତ୍ପାତ । ତାମିଲନାଡୁରେ ଜନଜୀବନ ଅସ୍ତବ୍ୟସ୍ତ, ଘରେ ପଶିଲା ପାଣି ।

କନକ ବ୍ୟୁରୋ: ସାରା ଦେଶରେ ଶୀତର ଲହରୀ ଜାରି ରହିଛି । ଏହାରି ଭିତରେ କିନ୍ତୁ ତାମିଲନାଡୁରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ରାସ୍ତା ଘାଟ ସହିତ ଘର ଭିତରେ ପାଣି ପଶିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି । କନ୍ୟାକୁମାରୀ, ତିରୁନେଲଭି, ଥୋଠୁକୁଡି ଏବଂ ତେନକାସି ଜିଲ୍ଲାରେ ଆଜି ସ୍କୁଲ ଛୁଟି ଘୋଷଣା ହୋଇଛି । ବର୍ଷା ଅଧିକ ହେଉଥିବାରୁ ଟ୍ରେନ ସେବାContinue reading “ହାଡଭଙ୍ଗା ଶୀତକୁ ପ୍ରବଳ ବର୍ଷା ବିତ୍ପାତ । ତାମିଲନାଡୁରେ ଜନଜୀବନ ଅସ୍ତବ୍ୟସ୍ତ, ଘରେ ପଶିଲା ପାଣି ।”

ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ଦିଲ୍ଲୀ ପୋଲିସ୍ ସ୍ପେଶାଲ ସେଲର ତନାଘନା । ୬ଟି ରାଜ୍ୟରେ ତଦନ୍ତକାରୀ ଟିମ୍ ।

କନକ ବ୍ୟୁରୋ: ସଂସଦ ଭବନ ଭିତରେ ସୁରକ୍ଷା ଭଙ୍ଗ ଘଟଣାରେ ତଦନ୍ତ ଆହୁରି ଜୋରଦାର ହୋଇଛି । ୬ଟି ରାଜ୍ୟରେ ଦିଲ୍ଲୀ ସ୍ପେଶାଲ ସେଲର ଟିମ୍ ପହଂଚି ଖୋଳତାଡ ଆରମ୍ଭ କରିିଛି । ଏହି ମାମଲାର ଅଭିଯୁକ୍ତମାନେ ଆତଙ୍କ ସୃଷ୍ଟି କରିବା ପୂର୍ବରୁ ଦିଲ୍ଲୀ, ୟୁପି, ରାଜସ୍ଥାନ, ହରିଆଣାରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିଥିଲେ । ଏହି ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ ବାଚସ୍ପତି ଚିନ୍ତାପ୍ରକଟ କରିଥିବା ବେଳେ ତଦନ୍ତକାରୀ ଟିମ୍ ମଧ୍ୟ ସକ୍ରିୟ ହୋଇଛି ।Continue reading “ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ଦିଲ୍ଲୀ ପୋଲିସ୍ ସ୍ପେଶାଲ ସେଲର ତନାଘନା । ୬ଟି ରାଜ୍ୟରେ ତଦନ୍ତକାରୀ ଟିମ୍ ।”

ଡାଇରିଆ ନେଲା ଆଉ ଏକ ଜୀବନ । ରାଉରକେଲାରେ ବଢୁଛି ଡାଇରିଆ ରୋଗୀଙ୍କ ମୃତ୍ୟୁ ସଂଖ୍ୟା । ଖାଦ୍ୟ କି ପାଣିରୁ ବ୍ୟାପୁଛି ହୋଇ ପାରୁନି ସ୍ପଷ୍ଟ ।

କନକ ବ୍ୟୁରୋ: ରାଉରକେଲାରେ ଡାଇରିଆ ନେଲା ଆଉ ଏକ ଜୀବନ । ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଡାଇରିଆରେ ମୃତ୍ୟୁ ସଂଖ୍ୟା ଛୁଇଁଛି ୭ । ମୃତକ ହେଉଛନ୍ତି, ସେକ୍ଟର ୨୧ର ସରୋଜିନୀ ଖଣ୍ଡାଇତ । ଏବେ ଜିଲ୍ଲାର ସରକାରୀ ହସ୍ପିଟାଲ ସମେତ ବିଭିନ୍ନ ଘରୋଇ ହସ୍ପିଟାଲରେ ଆକ୍ରାନ୍ତ ମାନେ ଭର୍ତ୍ତି ହୋଇଛନ୍ତି । ସରକାରୀ ହସ୍ପିଟାଲରେ କେବଳ ୧୦୦ରୁ ଅଧିକ ଚିକିତ୍ସାଧୀନ ଥିବା ଜଣାପଡିଛି । ଦିନକୁ ଦିନକୁ ସ୍ଥିତିContinue reading “ଡାଇରିଆ ନେଲା ଆଉ ଏକ ଜୀବନ । ରାଉରକେଲାରେ ବଢୁଛି ଡାଇରିଆ ରୋଗୀଙ୍କ ମୃତ୍ୟୁ ସଂଖ୍ୟା । ଖାଦ୍ୟ କି ପାଣିରୁ ବ୍ୟାପୁଛି ହୋଇ ପାରୁନି ସ୍ପଷ୍ଟ ।”

Design a site like this with WordPress.com
Get started