କନକ ବ୍ୟୁରୋ : ୨୦୧୯ରେ ସମସ୍ତଙ୍କୁ ଚମକାଇ ପ୍ରମିଳା ବିଶୋୟୀଙ୍କୁ ଏହି ଆସନରୁ ସାଂସଦ ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ । ଆଉ ପ୍ରମିଳା ବିଶୋୟୀ ବିଜୟୀ ବି ହୋଇଥିଲେ । ହେଲେ, ୨୦୨୪ରେ ପ୍ରମିଳାଙ୍କୁ ପୁଣି ବିଜେଡି ଟିକେଟ ଦେବ ନା ନୂଆ ଚେହେରା ମଇଦାନକୁ ଓହ୍ଲାଇବ ତାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ତେବେ ପ୍ରମିଳା ବିଷୋୟୀ ପୁଣି ଥରେ ଲଢ଼ିବା ପାଇଁ ଆଶା ରଖିଛନ୍ତି । ନବୀନ ଚାହିଁଲେ ସେContinue reading “ଆସିକାର ସଂସଦୀୟ କ୍ଷେତ୍ରକୁ ନେଇ ବଢୁଛି ଚର୍ଚ୍ଚା । ବର୍ତ୍ତମାନର ସାଂସଦ ପୁଣି ଟିକେଟ୍ ପାଇବେ, ନାଁ ନୂଆ ମୁହଁ ଆଣିବେ ନବୀନ୍”
Category Archives: News
ଅନ୍ୟ ମଇଁଷିଙ୍କ ଠାରୁ ଅଲଗା ଚିଲିକା ମଇଁଷି । କ୍ଷୀରରେ ରହିଛି, ପ୍ରଚୁର ପରିମାଣର ଓମେଗା-୩ ଭଳି ଉନ୍ନତ ଧରଣର ଫ୍ୟାଟି ଏସିଡ୍
କନକ ବ୍ୟୁରୋ : ଅନ୍ୟ ମଇଁଷିଙ୍କ ଠାରୁ ସଂପୂର୍ଣ୍ଣ ଅଲଗା ଚିଲିକା ମଇଁଷି । ଚିଲିକା ରାତିର ରାଣୀଙ୍କୁ ନେଇ ଗବେଷଣା କରୁଛନ୍ତି ଭାରତ ସରକାର । ଚିଲିକା ଦଳ ଖାଇ ଏହି ମଇଁଷି ଦେଉଥିବା କ୍ଷୀରରେ ପ୍ରଚୁର ପରିମାଣର ଓମେଗା-୩ ଭଳି ଉନ୍ନତ ଧରଣର ଫ୍ୟାଟି ଏସିଡ୍ ଥିବା ଦାବି କରିଛନ୍ତି ହରିଆଣାରୁ ଚିଲିକା ଆସିଥିବା ବିଶେଷଜ୍ଞ । The post ଅନ୍ୟ ମଇଁଷିଙ୍କ ଠାରୁ ଅଲଗା ଚିଲିକା ମଇଁଷି । କ୍ଷୀରରେ ରହିଛି, ପ୍ରଚୁରContinue reading “ଅନ୍ୟ ମଇଁଷିଙ୍କ ଠାରୁ ଅଲଗା ଚିଲିକା ମଇଁଷି । କ୍ଷୀରରେ ରହିଛି, ପ୍ରଚୁର ପରିମାଣର ଓମେଗା-୩ ଭଳି ଉନ୍ନତ ଧରଣର ଫ୍ୟାଟି ଏସିଡ୍”
ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର । ୨୦୧୦ରୁ ପରିତ୍ୟକ୍ତ ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠପଢା
କନକ ବ୍ୟୁରୋ : ପରିତ୍ୟକ୍ତ, ଭଙ୍ଗା ଦଦରା ଘର । ଗଛଲତାରେ ଭର୍ତି ହୋଇଯାଇଛି ପୁରା ପରିବେଶ । ଗେଟ୍ ପାଖରୁ ଆରମ୍ଭ କରି କୁନି କୁନି ପିଲା ବସୁଥିବା ସ୍ଥାନ, ସବୁଠି ପ୍ରତି ମୁହୂର୍ତ୍ତରେ ବିପଦର ଆଶଙ୍କା । କାନ୍ଥ ଫାଟି ଆଁ କରିଛି । ବିଦ୍ୟୁତ୍ ତାର ଚାରିଆଡେ ଝୁଲିଛି । କେନ୍ଦ୍ରାପଡା ମହାକାଳପଡା ବ୍ଲକ ମାଣିତିରି ଅଙ୍ଗନବାଡିର ଚିତ୍ର । । ୨୦୧୦ ମସିହାରୁ ଏମିତି ବିପଦସଂକୁଳ ସ୍ଥାନରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ରContinue reading “ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର । ୨୦୧୦ରୁ ପରିତ୍ୟକ୍ତ ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠପଢା”
ବ୍ଲକ କାର୍ଯ୍ୟାଳୟକୁ ନଗଲେ ମିଳୁନି ଭତା । ୫ଶହ ଟଙ୍କା ପାଇଁ ବୃଦ୍ଧଙ୍କୁ ୮ କିଲୋମିଟର ପିଠିରେ ବୋହିଲେ ସଂପର୍କୀୟ
କନକ ବ୍ୟୁରୋ : ଭତ୍ତା ପାଇଁ ବୁହା ହେଲେ ବୃଦ୍ଧ । ୫ ଶହ ଟଙ୍କା ଆଣିବା ପାଇଁ ୮୦ ବର୍ଷିୟ ବୃଦ୍ଧଙ୍କୁ ୮ କିଲୋମିଟର ରାସ୍ତା ପିଠିରେ ବୋହି ନେଲେ ସଂପର୍କୀୟ । ଗାଁ ଠାରୁ ବ୍ଲକ କାର୍ଯ୍ୟାଳୟର ଦୂରତା ୮ କିଲୋମିଟର । ତେଣୁ ଭତ୍ତା ଟଙ୍କା ପାଇଁ ଏମିତି ଯାଉଛନ୍ତି କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଂଚାୟତ ଅଧିନସ୍ଥ ଜଡାପୁଟ ଗାଁର ପିତ ମୁଦୁଲି । ସୂଚନା ଅନୁସାରେ, ୫ ବର୍ଷContinue reading “ବ୍ଲକ କାର୍ଯ୍ୟାଳୟକୁ ନଗଲେ ମିଳୁନି ଭତା । ୫ଶହ ଟଙ୍କା ପାଇଁ ବୃଦ୍ଧଙ୍କୁ ୮ କିଲୋମିଟର ପିଠିରେ ବୋହିଲେ ସଂପର୍କୀୟ”
ସବୁଠାରୁ ସ୍ୱାଧୀନ ଏଠିକାର ବାସିନ୍ଦା । ନା ଆଇନକୁ ଡର ନା ଟ୍ୟାକ୍ସ ଭରିବାର ଚିନ୍ତା
କନକ ବ୍ୟୁରୋ : ଆପଣ ପୃଥିବୀର ଯେ କୌଣସି ଦେଶକୁ ଯାଆନ୍ତୁ , ସେଠାରେ ନିଶ୍ଚିତ ଭାବେ ଏକ ସରକାର ଥିବ ଓ ସରକାରଙ୍କର ଆଇନ କାନୁନ ମଧ୍ୟ ଥିବ । ହେଲେ ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ବାବଦରେ କହିବାକୁ ଯାଉଛୁ ଯେଉଁଠି ରହିବାକୁ ନା ଦେବାକୁ ପଡେ ଭଡା ନା କୌଣସି ଟ୍ୟାକ୍ସ । ଏଠିକାର ଲୋକଙ୍କ ଉପରେ କୌଣସି ଆଇନ କାମ କରେନାହିଁ ତେଣୁ ସେମାନେ ସେମାନଙ୍କ ଇଚ୍ଛାରେ ସବୁକିଛି କରିଥାନ୍ତିContinue reading “ସବୁଠାରୁ ସ୍ୱାଧୀନ ଏଠିକାର ବାସିନ୍ଦା । ନା ଆଇନକୁ ଡର ନା ଟ୍ୟାକ୍ସ ଭରିବାର ଚିନ୍ତା”
ଗୋଟିଏ ଘଟଣା ପରେ ବଦଳିଗଲା ମାନସିକତା । ହାଇକୋର୍ଟର ବିଚାରପତି ଚାକିରି ଛାଡି ଆରମ୍ଭ କରିଦେଲେ ତନ୍ତ୍ର ସାଧନା
କନକ ବ୍ୟୁରୋ : କୋଲକତା ହାଇକୋର୍ଟର ଜଣେ ବିଚାରପତି, ଯେ ସବୁକିଛି ଛାଡି ତନ୍ତ୍ର ସାଧନାରେ ଲାଗିପଡିଥିଲେ । ତନ୍ତ୍ର ସାଧନା ପ୍ରତି ତାଙ୍କର ଆଗ୍ରହ ଏତେ ବଢିଯାଇଥିଲା କି, ସେ ଏହା ଉପରେ ୧୨ଟିରୁ ଅଧିକ ପୁସ୍ତକ ରଚନା କରିଥିଲେ । ସେ ହେଉଛନ୍ତି ସାର୍ ଜନ୍ ଜର୍ଜ ଇଡ୍ରୋଫି । ସେ ୧୮୬୫ ମସିହା ଡିସେମ୍ବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ । ସେ ୧୮୯୦Continue reading “ଗୋଟିଏ ଘଟଣା ପରେ ବଦଳିଗଲା ମାନସିକତା । ହାଇକୋର୍ଟର ବିଚାରପତି ଚାକିରି ଛାଡି ଆରମ୍ଭ କରିଦେଲେ ତନ୍ତ୍ର ସାଧନା”
ସୁରକ୍ଷିତ ନୁହେଁ ବାରବାଟୀ ଷ୍ଟାଡିୟମ ଗ୍ୟାଲେରୀ: ଓସିଏ ସାଧାରଣ ପରିଷଦ ବୈଠକରେ ଦିଆଗଲା ସୂଚନା
କନକ ବ୍ୟୁରୋ: ସୁରକ୍ଷିତ ନୁହେଁ ବାରବାଟୀ ଷ୍ଟାଡିୟମ ଗ୍ୟାଲେରୀ । ବାରବାଟୀର ୪, ୫, ୬ ଓ ୭ ନମ୍ବର ଗ୍ୟାଲେରୀ ସୁରକ୍ଷିତ ନଥିବା ଜଣାପଡ଼ିଛି । ଓଡ଼ିଶା କ୍ରିକେଟ୍ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଏ ନେଇ ସୂଚନା ନିଆଯାଇଛି । ଏସବୁ ଗ୍ୟାଲେରୀ ଗୁଡ଼ିକର ମରାମତି ଆବଶ୍ୟକ ଥିବା ବୈଠକରେ କୁହାଯାଇଛି । ବୈଠକରେ ଓସିଏ ସଭାପତି ବବି ଦାସ, ସମ୍ପାଦକ ସଂଜୟ ବେହେରାଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଗତବର୍ଷContinue reading “ସୁରକ୍ଷିତ ନୁହେଁ ବାରବାଟୀ ଷ୍ଟାଡିୟମ ଗ୍ୟାଲେରୀ: ଓସିଏ ସାଧାରଣ ପରିଷଦ ବୈଠକରେ ଦିଆଗଲା ସୂଚନା”
ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ: ସଦର ଥାନା ତେଲେନଡିହି ନିକଟରେ ଅଟୋକୁ ଚାପିଦେଲା ହାଇୱା
କନକ ବ୍ୟୁରୋ: ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ । ସଦର ଥାନା ତେଲେନଡିହି ନିକଟରେ ଅଟୋକୁ ହାଇୱା ଚାପିଦେବାରୁ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିପରି ୨ଜଣ ଗୁରୁତରଙ୍କୁ ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ଭର୍ତି ହୋଇଛନ୍ତି । ଭୋଜି କରିବାକୁ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । The post ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ: ସଦର ଥାନା ତେଲେନଡିହି ନିକଟରେ ଅଟୋକୁ ଚାପିଦେଲା ହାଇୱାContinue reading “ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ: ସଦର ଥାନା ତେଲେନଡିହି ନିକଟରେ ଅଟୋକୁ ଚାପିଦେଲା ହାଇୱା”
କଟକ ମେୟରଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ । ସାଇବର ଥାନାର ସହାୟତା ଲୋଡିଲେ ସୁବାସ ସିଂ ।
କନକ ବ୍ୟୁରୋ: ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ନେଇ ଅଭିଯୋଗ ଆଣିଲେ କଟକ ମେୟର ସୁବାସ ସିଂ । ଏନେଇ ସାଇବର କ୍ରାଇମ ଥାନାର ସହାୟତା ଲୋଡ଼ିଛନ୍ତି ସୁବାସ ସିଂ । ଏକ ଭିଡିଓ ଜରିଆରେ ସୂଚନା ଦେଇ କହିଛନ୍ତି ଗତକାଲି ରାତିରେ ତାଙ୍କ ଫେସବୁକ୍ ଆକାଉଣ୍ଟ ସୁବାସ ସିଂ ଅଫିସିଆଲ ହ୍ୟାକ ହୋଇଯାଇଛି । ଏହି ପେଜରୁ ବାରମ୍ବାର ଅଶ୍ଳୀଳ ପୋଷ୍ଟ କରାଯାଉଥିବା କଟକ ମେୟର ଅଭିଯୋଗ କରିଛନ୍ତି । ଏହାକୁ ଅଟକାଇବା ପାଇଁ ଉଦ୍ୟମ କରାଯାଉଥିଲେContinue reading “କଟକ ମେୟରଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ । ସାଇବର ଥାନାର ସହାୟତା ଲୋଡିଲେ ସୁବାସ ସିଂ ।”
ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ।
କନକ ବ୍ୟୁରୋ: ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଜେଲରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ପ୍ରତିବାଦରେ ଦଶପଲ୍ଲା-ଭଂଜନଗର ରାସ୍ତା ଅବରୋଧ । ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ୨୦ ନଭେମ୍ବରରେ ଜେଲ ଯାଇଥିଲେ ଗଂଜାମ ତାରସିଂ ଥାନା ବୁଡ଼ାବାରୀ ଗାଁର ଦୀପକ ବାରିକ । ଦୁଇ ଦିନ ତଳେ ଦୀପକ ଜେଲରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଆତ୍ମହତ୍ୟା ନୁହେଁ ଆମ ପୁଅକୁ ଜେଲରେ ହତ୍ୟାContinue reading “ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ।”