ହସ୍ପିଟାଲକୁ ବିଏମସିର ୫୦ ହଜାର ଫାଇନ୍ । ସର୍ବସାଧାରଣ ସ୍ଥାନରେ ଆବର୍ଜନା ଫିଙ୍ଗିବା ପଡିଲା ମହଙ୍ଗା ।

କନକ ବ୍ୟୁରୋ: ହସ୍ପିଟାଲରୁ ବାହାରୁଥିବା ଅଳିଆ ପାଇଁ ୫୦ ହଜାର ଫାଇନ୍ । ଭୁବନେଶ୍ୱର ୟୁନିଟ୍-୬ ଅଞ୍ଚଳରେ ଥିବା ମଡର୍ଣ୍ଣ ହେଲଥ କେୟାର ବିରୋଧରେ ୫୦ହଜାର ଟଙ୍କାର ଜୋରିମାନା ଲଗାଇଛି ବିଏମସି । ସର୍ବସାଧାରଣ ସ୍ଥାନରେ ହସ୍ପିଟାଲରୁ ବାହାରୁଥିବା ଉପକରଣ ଫିଙ୍ଗିବା କାରଣରୁ ଏହି ଫାଇନ୍ କରାଯାଇଛି । ଔଷଧ ଖୋଳ, ବ୍ୟବହୃତ ସିରିଞ୍ଜ, ସାଲାଇନ୍ ବୋତଲ ଆଦି ସାମଗ୍ରୀ ରାସ୍ତା ଉପରେ ଫିଙ୍ଗିଥିବା ଅଭିଯୋଗ ହୋଇଥିଲା । Team BMC imposed a penalty ofContinue reading “ହସ୍ପିଟାଲକୁ ବିଏମସିର ୫୦ ହଜାର ଫାଇନ୍ । ସର୍ବସାଧାରଣ ସ୍ଥାନରେ ଆବର୍ଜନା ଫିଙ୍ଗିବା ପଡିଲା ମହଙ୍ଗା ।”

ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ୫-ଟି ଅଧ୍ୟକ୍ଷ । କହିଲେ, କିଛି ଲୋକଙ୍କୁ ଦେଖାଯାଉନି ରୂପାନ୍ତରୀକରଣ । ଆଖି ଖୋଲି ଦେଖିଲେ ଦିଶିବ ବିକାଶର ଅସଲ ଚିତ୍ର

କନକ ବ୍ୟୁରୋ: ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ୫-ଟି ଅଧ୍ୟକ୍ଷ । ଗଂଜାମ ଗସ୍ତରେ ଥିବା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, କିଛି ଲୋକଙ୍କୁ ରୂପାନ୍ତରୀକରଣ ଦେଖାଯାଉନି । ଶ୍ରୀମନ୍ଦିର, ତାରା ତାରିଣୀ ଓ ସମଲେଶ୍ୱରୀ ମନ୍ଦିରର ଉଦାହରଣ ଦେଇ, ଆଖି ଖୋଲି ଦେଖିଲେ ଦିଶିବ ବିକାଶର ଅସଲ ଚିତ୍ର ବୋଲି କହିଛନ୍ତି ପାଣ୍ଡିଆନ । ଗଂଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେContinue reading “ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ୫-ଟି ଅଧ୍ୟକ୍ଷ । କହିଲେ, କିଛି ଲୋକଙ୍କୁ ଦେଖାଯାଉନି ରୂପାନ୍ତରୀକରଣ । ଆଖି ଖୋଲି ଦେଖିଲେ ଦିଶିବ ବିକାଶର ଅସଲ ଚିତ୍ର”

ପୁଣି ଚିନ୍ତା ବଢ଼ାଇଲା କରୋନା । କେରଳରେ ସାମ୍ନାକୁ ଆସିଲା ନୂଆ ଭାରିଆଣ୍ଟ ଜେଏନ୍-ୱାନ୍ ।

କନକ ବ୍ୟୁରୋ: ପୁଣି ଚିନ୍ତା ବଢ଼ାଇଲା କରୋନା । କେରଳରେ ସାମ୍ନାକୁ ଆସିଲା ନୂଆ ଭାରିଆଣ୍ଟ ଜେଏନ୍-ୱାନ୍ । ଓମିକ୍ରନର ଏହି ସବ୍-ଭାରିଆଣ୍ଟରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି । ମାତ୍ର ଗୋଟିଏ ମାସ ଭିତରେ କେରଳରେ ୩୩ରୁ ୭୬୮ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । କିଛି ମାସ ମଧ୍ୟରେ ଏସିଆର ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । କେରଳ ସରକାର ଏହା ଉପରେ ନଜରContinue reading “ପୁଣି ଚିନ୍ତା ବଢ଼ାଇଲା କରୋନା । କେରଳରେ ସାମ୍ନାକୁ ଆସିଲା ନୂଆ ଭାରିଆଣ୍ଟ ଜେଏନ୍-ୱାନ୍ ।”

ସଂସଦ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ପଛରେ କାହାର ଷଡଯନ୍ତ୍ର ତାହା ଜାଣିବା ନିହାତି ଜରୁରୀ

କନକ ବ୍ୟୁରୋ : ସଂସଦ ଆକ୍ରମଣକୁ କିଛିଦିନ ବିତିଯାଇଥିଲେ ବି ଆକ୍ରମଣ ପଛରେ କାହାର ଷଡଯନ୍ତ୍ର ରହିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ଘଟଣାକୁ ନେଇ ବିବାଦ ଲାଗିବା ଜରୁରୀ ନୁହେଁ । ହେଲେ ଘଟଣା ପଛରେ କାହାର ହାତ ରହିଛି ତାହା ଜାଣିବା ନିହାତି ଜରୁରୀ । ଏହାସହ ପ୍ରଧାନମନ୍ତ୍ରୀContinue reading “ସଂସଦ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ପଛରେ କାହାର ଷଡଯନ୍ତ୍ର ତାହା ଜାଣିବା ନିହାତି ଜରୁରୀ”

ପ୍ରସିଦ୍ଧ ବ୍ୟବସାୟୀ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ମହିଳା ଡାକ୍ତର ଆଣିଲେ ସଙ୍ଗୀନ୍ ଅଭିଯୋଗ ।

କନକ ବ୍ୟୁରୋ: ଦେଶର ଜଣାଶୁଣା ଉଦ୍ୟୋଗପତି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଡାକ୍ତର । ମହିଳା ଡାକ୍ତର ମୁମ୍ବାଇ ବିକେସି ପୋଲିସ ଷ୍ଟେସନରେ ଜିନ୍ଦଲଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ମହିଳାଙ୍କ ଅଭିଯୋଗ ଯେ, ବିଦେଶରେ ଆୟୋଜିତ ଏକ କ୍ରିକେଟ ମ୍ୟାଚ୍ ସମୟରେ ଦୁହିଁଙ୍କର ଭେଟ ହୋଇଥିଲା । ଏହି ସାକ୍ଷାତ ପରେ ଦୁହିଁଙ୍କ ଭିତରେ ସମ୍ପର୍କ ବଢିଥିଲା । ଏହାର ସୁଯୋଗ ନେଇ ସଜ୍ଜନ ଜିନ୍ଦଲ ତାଙ୍କୁ ଦୁଷ୍କର୍ମ କରିଥିଲେContinue reading “ପ୍ରସିଦ୍ଧ ବ୍ୟବସାୟୀ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ମହିଳା ଡାକ୍ତର ଆଣିଲେ ସଙ୍ଗୀନ୍ ଅଭିଯୋଗ ।”

ଚର୍ଚ୍ଚାରେ ଆତଙ୍କବାଦୀର ମୋବାଇଲ ଚାଟ୍! ଏସଟିଏଫର ଚାଞ୍ଚଲ୍ୟକର ତଥ୍ୟ । ଏଏସଆଇ ଏଜେଣ୍ଟଙ୍କ ସହ ଚାଟିଂ କରୁଥିଲା ବୁଖାରୀ!

କନକ ବ୍ୟୁରୋ: ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଘଟଣାରେ ଏସଟିଏଫ୍ ଦେଲା ଚାଞ୍ଚଲ୍ୟକର ତଥ୍ୟ । ମୋଷ୍ଟ ୱାଣ୍ଟେଡ୍ ସୟଦ ଇଶାନ୍ ବୁଖାରୀ, ଏଏସଆଇ ଏଜେଣ୍ଟଙ୍କ ସହ ଚାଟିଂ କରୁଥିବା ନେଇ ସୂଚନା ଦେଇଛି ଏସଟିଏଫ୍ । ବିଚାରବିଭାଗୀୟ ତଦନ୍ତରେ ଥିବା ବୁଖାରିକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଏସଟିଏଫ୍ । ଆସନ୍ତାକାଲି ବୁଖାରିକୁ କୋର୍ଟରେ ହାଜର କରାଯିବ । ଓଡ଼ିଶାରେ ରହି ଏଏସଆଇ ଏଜେଂଟଙ୍କ ସହ ଯୋଗାଯୋଗରେ ଥିବା ବୁଖାରି ସମ୍ପର୍କରେ ଅଧିକContinue reading “ଚର୍ଚ୍ଚାରେ ଆତଙ୍କବାଦୀର ମୋବାଇଲ ଚାଟ୍! ଏସଟିଏଫର ଚାଞ୍ଚଲ୍ୟକର ତଥ୍ୟ । ଏଏସଆଇ ଏଜେଣ୍ଟଙ୍କ ସହ ଚାଟିଂ କରୁଥିଲା ବୁଖାରୀ!”

ମଝି ସମୁଦ୍ରରେ ଭୟଙ୍କର ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ ୟୁରୋପ ଯାଉଥିବା ଡଙ୍ଗା ଲିବିୟା ସୀମାରେ ଦୁର୍ଘଟଣା, ୬୧ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ :ଉତ୍ତର ଅଫ୍ରିକୀୟ ଦେଶ ଲିବିୟା ସୀମାରେ ବୁଡିଯିବା କାରଣରୁ ୬୧ ଜଣଙ୍କର ମୃତ୍ୟୁ ହୋଇଛି । ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ ତରଫରୁ କୁହାଯାଇଛି କି ଲିବିୟାରର ଉତ୍ତର -ପଶ୍ଚିମ ଘାଟ ଜୁବାଶା ରୁ ବାହାରିବା ପରେ ଡଙ୍ଗାଟି ଉଚ୍ଚ ଲହଡୀର ଶିକାର ହୋଇଥିଲା । ଏହି ଡଙ୍ଗାରେ ଅନେକ ଶ୍ରମିକ ଥିଲେ । ସେମାନେ ସମସ୍ତେ ନାଇଜେରିଆ, ଗାମ୍ବିୟା ଓ ଅନ୍ୟ ଅଫ୍ରିକା ଦେଶର ବାସିନ୍ଦା । ସେମାନେ ଲିବୟା ଓ ଟ୍ୟୁନିସିଆContinue reading “ମଝି ସମୁଦ୍ରରେ ଭୟଙ୍କର ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ ୟୁରୋପ ଯାଉଥିବା ଡଙ୍ଗା ଲିବିୟା ସୀମାରେ ଦୁର୍ଘଟଣା, ୬୧ ଜଣଙ୍କ ମୃତ୍ୟୁ”

ରାଜସ୍ଥାନରେ ଦୁଇ ଉପମୁଖ୍ୟମନ୍ତ୍ରୀ ପଦ ଅସାମ୍ବିଧାନିକ କହି ହାଇକୋର୍ଟରେ ପହଞ୍ଚିଲା ମାମଲା । ଉପମୁଖ୍ୟମନ୍ତ୍ରୀ ପଦକୁ ରଦ୍ଦ କରିବାକୁ ଦାବି ।

କନକ ବ୍ୟୁରୋ: ଭାରତର ସମ୍ବିଧାନରେ ଉପ-ମୁଖ୍ୟମନ୍ତ୍ରୀ ବୋଲି ପଦବୀ ନାହିଁ । ତେଣୁ ରାଜସ୍ଥାନରେ ଯେଉଁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ତାହା ଅସାମ୍ବିଧାନିକ । ଏଭଳି ଏକ ଅଭିଯୋଗ ଆଣି ରାଜସ୍ଥାନ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏଭଳି ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ଆଇନଜୀବୀ ଓମ୍ ପ୍ରକାଶ ସୋଲାଙ୍କି । ଉପମୁଖ୍ୟମନ୍ତ୍ରୀ ବୋଲି କୌଣସି ପଦବୀ ନାହିଁ ଏହା ଏକ ରାଜନୈତିକ ପଦବୀ ଏବଂContinue reading “ରାଜସ୍ଥାନରେ ଦୁଇ ଉପମୁଖ୍ୟମନ୍ତ୍ରୀ ପଦ ଅସାମ୍ବିଧାନିକ କହି ହାଇକୋର୍ଟରେ ପହଞ୍ଚିଲା ମାମଲା । ଉପମୁଖ୍ୟମନ୍ତ୍ରୀ ପଦକୁ ରଦ୍ଦ କରିବାକୁ ଦାବି ।”

ଡାଇରିଆରେ ମୃତ୍ୟୁ ସଂଖ୍ୟା ବଢିବା ପରେ ଜିଲ୍ଲା ହସ୍ପିଟାଲରେ ମନ୍ତ୍ରୀ ସାରଦା ନାୟକ । ରୋଗୀଙ୍କ ଚିକିତ୍ସା ପାଇଁ ପହଞ୍ଚିଲେ ୮ଜଣିଆ ଡାକ୍ତରୀ ଟିମ୍ ।

କନକ ବ୍ୟୁରୋ: ରାଉରକେଲାରେ ଡାଇରିଆ ଏବଂ ମୃତ୍ୟୁ ସଂଖ୍ୟା ବଢିବା ପରେ ଜିଲ୍ଲାପାଳ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ଟିମ ସହ ବୈଠକ କରିଛନ୍ତି । ସେହିପରି ସୁନ୍ଦରଗଡ ମେଡିକାଲ କଲେଜରୁ ରାଉରକେଲାକୁ ୮ ଜଣିଆ ବିଶେଷଜ୍ଞ ଟିମ୍ ଆସିଛନ୍ତି । ବୈଠକ ପୂର୍ବରୁ ସରକାରୀ ଡାକ୍ତରଖାନାରେ ପହଞ୍ଚି ଅନୁଧ୍ୟାନ କରିଥିଲେ ସ୍ୱତନ୍ତ୍ର ଟିମ୍ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହିତ ଅନୁଧ୍ୟାନକାରୀ ଟିମ୍ ଆଲୋଚନା କରିଛନ୍ତିା ସାଙ୍ଗରେ ଶ୍ରମContinue reading “ଡାଇରିଆରେ ମୃତ୍ୟୁ ସଂଖ୍ୟା ବଢିବା ପରେ ଜିଲ୍ଲା ହସ୍ପିଟାଲରେ ମନ୍ତ୍ରୀ ସାରଦା ନାୟକ । ରୋଗୀଙ୍କ ଚିକିତ୍ସା ପାଇଁ ପହଞ୍ଚିଲେ ୮ଜଣିଆ ଡାକ୍ତରୀ ଟିମ୍ ।”

ବିଚାରପତିଙ୍କ ଅଭାବ ନା ବିଚାରରେ ଅସୁବିଧା । ଭାରତର ଅଦାଲତରେ କାହିଁକି ପଡି ରହିଛି ୫ କୋଟି ମାମଲା ?

କନକ ବ୍ୟୁରୋ : ସାରା ଦେଶରେ ଅଦାଲତଗୁଡିକରେ ପଡି ରହିଥିବା ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଏବେ ସଂସଦରେ ଏହି ପ୍ରସଙ୍ଗ ଉଠିଥିଲା । ଏନେଇ ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓବାଲ ଲୋକସଭାରେ କହିଛନ୍ତି କି ଭାରତୀୟ ଅଦାଲତଗୁଡିକରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫କୋଟିରୁ ଅଧିକ ମାମଲା ପଡି ରହିଛି । କେବଳ ସୁପ୍ରିମକୋର୍ଟରେ ୮୦ ହଜାରରୁ ଅଧିକ ମାମଲା ପଡି ରହିଥିବା କଥା ଆଇନମନ୍ତ୍ରୀ କହିଛନ୍ତି । ସଂସଦରେ ଗୋଟିଏ ପ୍ରଶ୍ନର ଉତ୍ତରContinue reading “ବିଚାରପତିଙ୍କ ଅଭାବ ନା ବିଚାରରେ ଅସୁବିଧା । ଭାରତର ଅଦାଲତରେ କାହିଁକି ପଡି ରହିଛି ୫ କୋଟି ମାମଲା ?”

Design a site like this with WordPress.com
Get started