ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି । ଏବେ ଦୁଇ ପିଲା ଅନାଥ, ମେଟ୍ରୋ ଟ୍ରେନରେ ଶାଢୀ ଲାଗି ଜୀବନ ହରାଇଥିବା ରାନାଙ୍କ କାହାଣୀ

କନକ ବ୍ୟୁରୋ: ଦିଲ୍ଲୀ ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛଇ । ମୃତ ରୀନା ଗୁରୁବାର ଦୁଇ ପିଲାଙ୍କ ସହ ବାପ ଘରକୁ ଯାଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ସୂଚନା ମୁତାବକ, ମା’ଙ୍କ ପାଖକୁ ଯିବା ପାଇଁ ରୀନା ଦେବୀ ଦୁଇ ପୁଅ ଝିଅଙ୍କ ସହ ଇନ୍ଦ୍ରଲୋକ ଷ୍ଟେସନରୁ ରେଡ୍ ଲାଇନ୍ ମେଟ୍ରୋକୁ ଚଢୁଥିଲେ । ହେଲେ ବାହାରେ ରହିଯାଇଥିଲା ପୁଅ । ପୁଅକୁ ଆଣିବାକୁ ବାହାରକୁContinue reading “ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି । ଏବେ ଦୁଇ ପିଲା ଅନାଥ, ମେଟ୍ରୋ ଟ୍ରେନରେ ଶାଢୀ ଲାଗି ଜୀବନ ହରାଇଥିବା ରାନାଙ୍କ କାହାଣୀ”

ଭି.କେ. ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ । ଦ୍ୱିତୀୟ ଦିନରେ ପୋଲସରା, କବିସୂର୍ଯ୍ୟନଗରରେ କାର୍ଯ୍ୟକ୍ରମ । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା ।

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଆଜି ଭୋର ୬ଟାରେ ଏମକେସିଜି ମେଡିକାଲରେ ପହଞ୍ଚିଥିଲେ ପାଣ୍ଡିଆନ୍ । ମେଡିକାଲରେ ଚାଲିଥିବା କ୍ୟାନସର ହସ୍ପିଟାଲ ବୁଲି ଦେଖିବା ପରେ କିଭଳି କାମ ଶୀଘ୍ର ସରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ମେଡିକାଲ କନଫରେନ୍ସ ହଲରେ ପହଞ୍ଚି ଡାକ୍ତର, ଷ୍ଟାଫ୍ ନର୍ସ ଓ ଛାତ୍ରଛାତ୍ରୀମାନଙ୍କ ସହContinue reading “ଭି.କେ. ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ । ଦ୍ୱିତୀୟ ଦିନରେ ପୋଲସରା, କବିସୂର୍ଯ୍ୟନଗରରେ କାର୍ଯ୍ୟକ୍ରମ । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା ।”

ବିସ୍ଫୋରକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ, ଅନେକ ଗୁରୁତର ।ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ସାମଗ୍ରୀ ଯୋଗାଏ ଏହି କମ୍ପାନୀ ।

କନକ ବ୍ୟୁରୋ: ନାଗପୁରରେ ଥିବା ଏକ ବିସ୍ଫୋଟକ ପ୍ରସ୍ତୁତକାରୀ କମ୍ପାନୀରେ ବିସ୍ଫୋରଣ ଘଟି ୯ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାସହ ଏକାଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବଜାରଗାଓଁ ଅଞ୍ଚଳରେ ଅବସ୍ଥିତ ‘ସୋଲାର୍‌ ଇଣ୍ଡ‌ଷ୍ଟ୍ରିଜ୍‌ ଲିମିଟେଡ୍‌’ ନାମକ କମ୍ପାନିରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ ଏହି ବିସ୍ଫୋରଣ ଘଟିଛି। କୋଇଲା ଫଟାଇବା ଲାଗି ବ୍ୟବହାର କରାଯାଉଥିବା ବିସ୍ଫୋରକ ପ୍ୟାକିଙ୍ଗ୍‌ କରିବା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ଯୋଗୁଁ ଆହତ ହୋଇଥିବାContinue reading “ବିସ୍ଫୋରକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ, ଅନେକ ଗୁରୁତର ।ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ସାମଗ୍ରୀ ଯୋଗାଏ ଏହି କମ୍ପାନୀ ।”

ବିଶ୍ୱର ସବୁଠୁ ବଡ ଅଫିସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ୩୪୦୦ କୋଟିରେ ହୋଇଛି ନିର୍ମାଣ ।

କନକ ବ୍ୟୁରୋ: ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟ ଏୟାରପୋର୍ଟର ନୂଆ ବିଲ୍ଡିଂ ଉଦଘାଟନ କରିଥିଲେ । ଏହାପରେ ମୋଦୀ ଏକ ବିଶାଳ ରୋଡ୍ ସୋ କରିଥିଲେ । ତେବେ ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ବିଶାଳ କାର୍ଯ୍ୟାଳୟର ଲୋକାର୍ପଣ କରିଥିଲେ ତାକୁ ନେଇ ଏବେ ଚର୍ଚ୍ଚା ବଢିଛି । ଏ ହେଉଛି ଆମେରିକାର ପ୍ରତିରକ୍ଷା ବିଭାଗର କାର୍ଯ୍ୟାଳୟ ପେଣ୍ଟାଗନଠାରୁ ମଧ୍ୟ ବଡ ଅଫିସ୍ । ଯାହାକି ଏବେ ବିଶ୍ୱର ସବୁଠୁ ବଡContinue reading “ବିଶ୍ୱର ସବୁଠୁ ବଡ ଅଫିସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ୩୪୦୦ କୋଟିରେ ହୋଇଛି ନିର୍ମାଣ ।”

୨ ଶ୍ରମିକଙ୍କୁ ଦଳିଦେଲା ଦନ୍ତା । ଭୟରେ ଘରୁ ବାହାରୁନାହାଁନ୍ତି ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ବରଗଡ଼ ଭେଡେନ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ୨ଶ୍ରମିକ ମୃତ । ସକାଳୁ ଶ୍ରମିକ ମାନେ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ । ମୃତକ ମାନେ ଗାଇସିଲେଟ ବ୍ଲକ କଉଠମାଳର ହୋଇଥିବା ଜଣାପଡିଛି । ସମ୍ବଲପୁରରୁ ୪ଟିକିଆ ହାତୀପଲ ବରଗଡ଼ ଭେଡେନ ଅଞ୍ଚଳକୁ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହ ଉପଦ୍ରବ ମଚାଇଛନ୍ତି । ହାତୀ ଆତଙ୍କରେ ଭୟଭୀତ ସ୍ଥାନୀୟ ଅଂଚଳବାସୀ । ଖବର ପାଇବା ପରେContinue reading “୨ ଶ୍ରମିକଙ୍କୁ ଦଳିଦେଲା ଦନ୍ତା । ଭୟରେ ଘରୁ ବାହାରୁନାହାଁନ୍ତି ସ୍ଥାନୀୟ ଲୋକେ ।”

ବହୁ ବାଦବିବାଦ ପରେ କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ୍ । ଭଡା ଦର କମ୍ ହୋଇଥିବାରୁ ସନ୍ତୋଷ ପ୍ରକାଶ କଲେ ଯାତ୍ରୀ ।

କନକ ବ୍ୟୁରୋ: ବହୁ ବାଦ ବିବାଦ ପରେ କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ । ଘରୋଇ ବସ ଓ ଭଡ଼ା ଅଟୋ ଛାଡି ସରକାରୀ ବସରେ ଚଢିଲେ ଗାଁ ଲୋକେ । ପୂର୍ବରୁ ଘରୋଇ ବସରେ ଅଧିକ ଟଙ୍କା ଦେଇ ଯାତ୍ରା କରୁଥିବା ବେଳେ ଲକ୍ଷ୍ମୀ ବସରେ କମ୍ ଟଙ୍କାରେ ଆରାମଦାୟକ ଯାତ୍ରା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ମିଳୁଥିବା ଯାତ୍ରୀମାନେ କହିଛନ୍ତି । ଅନ୍ୟପଟେ କୋରାପୁଟରେ ଲକ୍ଷ୍ମୀ ବସ ଗଡିବାକୁ ନେଇ ପ୍ରତିକ୍ରିୟା ରଖିଛି ଘରୋଇ ବସContinue reading “ବହୁ ବାଦବିବାଦ ପରେ କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ୍ । ଭଡା ଦର କମ୍ ହୋଇଥିବାରୁ ସନ୍ତୋଷ ପ୍ରକାଶ କଲେ ଯାତ୍ରୀ ।”

ଗଳାକାଟି ନାବାଳକକୁ ହତ୍ୟା ଅଭିଯୋଗ । ଗତକାଲି ରାତିରୁ ଥିଲା ନିଖୋଜ । ପୁଅକୁ କେହି ମାରି ଫିଙ୍ଗିଦେଇଥିବା ଅଭିଯୋଗ ଆଣିଲେ ପରିବାରଲୋକ ।

କନକ ବ୍ୟୁରୋ: କଟକ ଜଗତପୁର ଥାନା ଥୋରିଆସାହିରେ ଚାଞ୍ଚଲ୍ୟ । ଗଳାକାଟି ନାବାଳକକୁ ହତ୍ୟା ଅଭିଯୋଗ । ଗତକାଲି ରାତିରୁ ନିଖୋଜ ଥିଲେ ନାବାଳକ । ଆଜି ଗାଁର ଚନ୍ଦନପୋଖରୀ ହୁଡ଼ାରେ ପୁଅ ମୃତଦେହ ପଡ଼ିଥିବା ଗାଁଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୁଅକୁ କେହି ମାରି ଫିଙ୍ଗିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତ ନାବାଳକ ହେଲେ ଜଗନ୍ନାଥ ବେହେରାଙ୍କ ପୁଅ ଜ୍ୟୋତି ପ୍ରକାଶ ବେହେରା । ସେ ସପ୍ତମContinue reading “ଗଳାକାଟି ନାବାଳକକୁ ହତ୍ୟା ଅଭିଯୋଗ । ଗତକାଲି ରାତିରୁ ଥିଲା ନିଖୋଜ । ପୁଅକୁ କେହି ମାରି ଫିଙ୍ଗିଦେଇଥିବା ଅଭିଯୋଗ ଆଣିଲେ ପରିବାରଲୋକ ।”

ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ଦୁଇ ଡ୍ରାଇଭର । ଜଣେ ଗିରଫ, ଅନ୍ୟଜଣେ ଫେରାର

କନକ ବ୍ୟୁରୋ: ଯୁବତୀଜଣକ ବସରେ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ଗଣଦୁଷ୍କର୍ମର ଶୀକାର ହେଲେ । ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତ ହେଉଛନ୍ତି ବସ୍ର ଦୁଇ ଡ୍ରାଇଭର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ । ସୂଚନା ମୁତାବକ, ଘଟଣାଟି ଡିସେମ୍ବର ୯ ତାରିଖ ରାତିରେ ଘଟିଛି। ସନ୍ଧ୍ୟା ପ୍ରାୟ ୭.୩୦ରେ ସେ ତରୁଣୀଜଣକ ଜୟପୁରରେ ଥିବା ତାଙ୍କ ମାମୁଙ୍କ ପାଖକୁ ଯାଉଥିଲେ। ବସ୍‌ରେ ଆଉ ସିଟ୍ ନ ଥିବାରୁ ସେ ଡ୍ରାଇଭରଙ୍କ କ୍ୟାବିନରେ ବସିଥିଲେ। କ୍ୟାବିନ୍‌ ଭିତରପଟୁ ବନ୍ଧContinue reading “ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ଦୁଇ ଡ୍ରାଇଭର । ଜଣେ ଗିରଫ, ଅନ୍ୟଜଣେ ଫେରାର”

ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ ଘଟଣା । ଚୋରକୁ ଧରିଲା ସାକ୍ଷୀଗୋପାଳ ପୋଲିସ । ମନ୍ଦିରରୁ ଚୋରି, ଜଣେ ଗିରଫ

କନକ ବ୍ୟୁରୋ: ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ ଘଟଣାରେ ଧରାପଡିଲା ଚୋର । ପଚରାଉଚରା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ସାକ୍ଷୀଗୋପଳ ନୂଆଗାଁର ବୋଲି ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ମନ୍ଦିର ତାଲା ଭାଙ୍ଗି ୨୫ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ସହ ସିସିଟିଭି ମନିଟରକୁ ଚୋରାଇ ନେଇଥିଲା ଚୋର । ଖବର ପାଇବା ପରେ ପିପିଲି ପୋଲିସ ସହ ସାଇଁଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲାContinue reading “ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ ଘଟଣା । ଚୋରକୁ ଧରିଲା ସାକ୍ଷୀଗୋପାଳ ପୋଲିସ । ମନ୍ଦିରରୁ ଚୋରି, ଜଣେ ଗିରଫ”

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବିଜେପି ବିଧାୟକ ଓ ସାଂସଦ । ମୋଦୀ, ଶାହଙ୍କୁ ଭେଟି ରାଜ୍ୟ ରାଜନୀତି ବାବଦରେ କରିବେ ଆଲୋଚନା ।

କନକ ବ୍ୟୁରୋ: ଦିଲ୍ଲୀ ଯିବେ ବିଜେପି ବିଧାୟକ । ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ୨୨ ବିଧାୟକ । ମଙ୍ଗଳବାର ରାତିରେ ସମସ୍ତ ବିଧାୟକ ଦୁଇ ଦିନିଆ ଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ଜଣାପଡିଛି । ୨୦ ଓ ୨୧ ତାରିଖ ଦୁଇ ଦିନ ସେମାନଙ୍କର ଦିଲ୍ଲୀରେ ରହଣି କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ଅନ୍ୟ ପ୍ରମୁଖ ନେତାଙ୍କୁContinue reading “ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବିଜେପି ବିଧାୟକ ଓ ସାଂସଦ । ମୋଦୀ, ଶାହଙ୍କୁ ଭେଟି ରାଜ୍ୟ ରାଜନୀତି ବାବଦରେ କରିବେ ଆଲୋଚନା ।”

Design a site like this with WordPress.com
Get started