ବ୍ରିଟେନରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଘର ମାଲିକ, ମାସ ମାସ ଧରି ଭଡା ନ ଦେବାରୁ ନିଜ ଭଡ଼ାଟିଆକୁ ପାନେ ଦେବାକୁ ରାଗରେ ଏମିତି ଏକ କାଣ୍ଡ କରିଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଚକିତ ହେଇ ରହିଯିବେ । କୌଣସି ବି ଘରମାଲିକ ଏମିତି ପଦକ୍ଷେପ ନେବାର କେବେ ଶୁଣାଯାଇନାହିଁ । କିନ୍ତୁ ତାଙ୍କର ଏହି ପଦକ୍ଷେପ ତାଙ୍କର ଘର ଖାଲି କରିବାରେ ସହାୟକ ହେଲା । ଆଜିରContinue reading “ଘରଭଡା ନଦେବାରୁ ମାଲିକ ରାଗରେ କରତରେ କବାଟ କାଟିଦେଲା ।”
Category Archives: News
ହଟିଲେ ହିଟମ୍ୟାନ୍ ଟିମ୍ ଉପରୁ ମୁହଁ ମୋଡ଼ିଦେଲେ ମୁମ୍ବାଇ ଫ୍ୟାନ୍ସ ।
କନକ ବ୍ୟୁରୋ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କହିଲେ ରୋହିତ୍ ଶର୍ମା ଆଉ ରୋହିତ୍ ଶର୍ମା କହିଲେ, ୫ ଥରର ଚାମ୍ପିୟନ କ୍ୟାପଟେନକୁ ବୁଝାଏ । ହେଲେ ଯେତେବେଳେ ରୋହିତଙ୍କୁ କ୍ୟାପଟେନ୍ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ କରାଗଲା ସେତେବେଳେ ସୋସିଆଲ ମିଡ଼ିଆରେ ବର୍ଷିଛନ୍ତି ମୁମ୍ବାଇ ଫ୍ୟାନ୍ସ । ମାତ୍ର କେଇ ଘଣ୍ଟାରେ ମୁମ୍ବାଇ ଇଣ୍ଡିଆନ୍ସର ସମସ୍ତ ସୋସିଆଲ ସାଇଟରୁ ଲକ୍ଷ ଲକ୍ଷ ଫଲୋଅର୍ସ ଅନଫଲୋ କରିଦେଇଥିବା ଦେଖିବାକୁ ମିଳିଛି । ଏପରିକି ସୋସିଆଲContinue reading “ହଟିଲେ ହିଟମ୍ୟାନ୍ ଟିମ୍ ଉପରୁ ମୁହଁ ମୋଡ଼ିଦେଲେ ମୁମ୍ବାଇ ଫ୍ୟାନ୍ସ ।”
ପରିବା ଚାଷର ଗାଁ ହାଟଡିହିର ଶିବନାରାୟଣପୁର । ଚାଷ କରି ପେଟ ପୋଶୁଛନ୍ତି ୭ଶହ ପରିବାର
କନକ ବ୍ୟୁରୋ : ଚାଷ ଜମିରେ ପୁରା ଗାଁ । ଘରର ମହିଳା-ପୁରୁଷ ସମସ୍ତେ ଲାଗିଛନ୍ତି ଚାଷ କାମରେ । କିଏ ଗଛରେ ପାଣି ଦେଉଛନ୍ତି, ପୁଣି କିଏ କୋଡାକୋଡି କାମରେ ଲାଗିଛନ୍ତି । କାରଣ ଇଏ ହେଉଛି, ଏମାନଙ୍କ ଆର୍ଥିକ ମେରୁଦଣ୍ଡ । ପରିବାର ପ୍ରତିପୋଷଣର ମୂଳ ଉତ୍ସ । ଏଇ ପନିପରିବା କ୍ଷେତ ପୁରା ଗାଁକୁ କରିଛି ଲକ୍ଷପତି । ଚାଷୀ ପରିବାରକୁ ବାର୍ଷିକ ଦେଉଛି ଲକ୍ଷଲକ୍ଷ ଟଙ୍କା । ପନିପରିବା ଚାଷକୁ ନେଇContinue reading “ପରିବା ଚାଷର ଗାଁ ହାଟଡିହିର ଶିବନାରାୟଣପୁର । ଚାଷ କରି ପେଟ ପୋଶୁଛନ୍ତି ୭ଶହ ପରିବାର”
ଯଜ୍ଞ ମଣ୍ଡପରେ ମହିଳା ପଣ୍ଡିତ । ଯୁବତୀ କରୁଛନ୍ତି ମନ୍ତ୍ରୋଚାରଣ, ଆହୁତି ଦେଉଛନ୍ତି ଯଜ୍ଞକର୍ତ୍ତା
କନକ ବ୍ୟୁରୋ : ଚାଲିଛି ହୋମଯଜ୍ଞ.. .. ହୋମ ନିଆଁରେ ଆହୁତି ଦେଉଛନ୍ତି କର୍ତ୍ତା କର୍ତ୍ତୀ.. .. ପୁରା ପରିବେଶ ହୋଇଛି ଭକ୍ତିମୟ.. .. ସମସ୍ତେ କୃଷ୍ଣ ପ୍ରେମରେ ନିମଗ୍ନ.. .. । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଯଜ୍ଞରେ ମନ୍ତ୍ରୋଚାରଣ କରୁଛନ୍ତି ଜଣେ ମହିଳା ପଣ୍ଡିତ । ସେ ବ୍ରାହ୍ମଣ ନୁହଁନ୍ତି, କିନ୍ତୁ ଅନର୍ଗଳ ଗାଇ ଚାଲିଛନ୍ତି ସଂସ୍କୃତ ଶ୍ଲୋକ । ନିର୍ଭୁଲ ଭାବେ ଅଠର ଅଧ୍ୟାୟର ଗୀତାକୁ ଉଚ୍ଚାରଣ କରୁଛନ୍ତି କୃଷ୍ଣଙ୍କ ପ୍ରେମରେContinue reading “ଯଜ୍ଞ ମଣ୍ଡପରେ ମହିଳା ପଣ୍ଡିତ । ଯୁବତୀ କରୁଛନ୍ତି ମନ୍ତ୍ରୋଚାରଣ, ଆହୁତି ଦେଉଛନ୍ତି ଯଜ୍ଞକର୍ତ୍ତା”
୨୦୨୪ରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ହକି ଇଣ୍ଡିଆ ସଭାପତି । ସୁନ୍ଦରଗଡରେ ପୁଣି ହେବ କି ବଡ ଟକ୍କର, ଗାଁ ଗାଁରେ ବୁଲି କ୍ଷେତ୍ର ପ୍ରସ୍ତୁତ କଲେଣି ଦିଲ୍ଲୀପ ତିର୍କୀ
କନକ ବ୍ୟୁରୋ : ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ଦିଲ୍ଲୀପ ତିର୍କୀ? ସୁନ୍ଦରଗଡରେ ପୁଣି ହେବ କି ବଡ ଟକ୍କର ? ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀ । ହକି ପାଇଁ ସାରା ଦେଶରେ ତାଙ୍କର ଏକ ସ୍ୱତନ୍ତ୍ର କ୍ରେଜ୍ ରହିଛି । ଦିନେ ଭାରତୀୟ ହକି ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ହେଲେ ଏବେ ସେ ଜଣେ ଦକ୍ଷ ରାଜନେତା । ୨୦୧୪ରେ ବିଜେଡିରୁ ସୁନ୍ଦରଗଡ ଲୋକସଭା ଆସନରୁ ଲଢି ଜୋରଦାରContinue reading “୨୦୨୪ରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ହକି ଇଣ୍ଡିଆ ସଭାପତି । ସୁନ୍ଦରଗଡରେ ପୁଣି ହେବ କି ବଡ ଟକ୍କର, ଗାଁ ଗାଁରେ ବୁଲି କ୍ଷେତ୍ର ପ୍ରସ୍ତୁତ କଲେଣି ଦିଲ୍ଲୀପ ତିର୍କୀ”
ଠକ୍ ଠକ୍ ଗ୍ୟାଙ୍ଗ: ଯଦି କେହି ଆପଣଙ୍କ କାରର କାଚକୁ ଠକ୍ ଠକ୍ କରେ ତେବେ କଣ କରିବେ ଆପଣ ? ଠକ୍ ଠକ୍ ଗ୍ୟାଙ୍ଗ କିପରି ଡକାୟତି କରେ?
ଠକ୍ ଠକ୍ ଗ୍ୟାଙ୍ଗ ତିନୋଟି ରାଜ୍ୟ ପୋଲିସକୁ ନାକେଦମ କରି ସାରିଲାଣି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଗାଜିଆବାଦରୁ ଗୁରୁଗ୍ରାମ ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ଲୁଟ୍ କରିଚାଲିଛନ୍ତି । ଯେତେବେଳେ ପୋଲିସ ସେମାନଙ୍କ ପଛରେ ପଡେ ସେତେବେଳେ ଏହି ଡକାୟତମାନେ ଅଣ୍ଡରଗ୍ରାଉଣ୍ଡକୁ ହେଇଯାଆନ୍ତି । ଯଦି ଆପଣ ଏମିତି ଗ୍ୟାଙ୍ଗ ହାବୁଡରେ ପଡନ୍ତି ତେବେ ଏମାନଙ୍କ କବଳରୁ କେମିତି ରକ୍ଷା ପାଇବେ ? ଯଦି ଆପଣ କାରରେ ଯାତ୍ରା କରୁଛନ୍ତି । ବିଶେଷ କରି ଦିଲ୍ଲୀ କିମ୍ବାContinue reading “ଠକ୍ ଠକ୍ ଗ୍ୟାଙ୍ଗ: ଯଦି କେହି ଆପଣଙ୍କ କାରର କାଚକୁ ଠକ୍ ଠକ୍ କରେ ତେବେ କଣ କରିବେ ଆପଣ ? ଠକ୍ ଠକ୍ ଗ୍ୟାଙ୍ଗ କିପରି ଡକାୟତି କରେ?”
ବ୍ରହ୍ମପୁରରେ ୧୬ ଜଣ ବ୍ୟକ୍ତିଙ୍କୁ ସୁନା ଫେରାଇଲା ବ୍ରହ୍ମପୁର ପୁଲିସ । ସୁନା ଗହଣା ଫେରି ପାଇବା ପରେ ଏସପି ଶ୍ରବଣା ବିବେକ ଏମଙ୍କୁ ଧନ୍ୟବାଦ ଜଣାଇଲେ ବ୍ରହ୍ମପୁରବାସୀ
କନକ ବ୍ୟୁରୋ : ବ୍ରହ୍ମପୁର ଥାନା ଆଗରେ ଲୋକଙ୍କ ଭିଡ । ହାତରେ ପ୍ରମାଣ ପତ୍ର ଧରିଧାଡିରେ ଠିଆ ହୋଇଛନ୍ତି ଲୋକେ । ଅପେକ୍ଷା କରିଛନ୍ତି, କେତେବେଳେ ବ୍ରହ୍ମପୁର ଏସପି ଡାକିବେ, ଥାନା ଭିତରକୁ ଯାଇ ଚୋରି ହୋଇଥିବା ସୁନାଗହଣା ଫେରିପାଇବେ । ଚୋରି ସୁନା ଜବତ କରି ଫେରାଇବା ନେଇ ପୁଲିସ ସୂଚନା ପାଇବା ପରେ ଲୋକମାନେ ଥାନାକୁ ଆସିଛନ୍ତି । ପୁଲିସ ସେମାନଙ୍କ ପ୍ରମାଣପତ୍ର ରଖି ସୁନା ଗହଣା ଫେରାଇ ଦେଇଛି । ବ୍ରହ୍ମପୁରରୁContinue reading “ବ୍ରହ୍ମପୁରରେ ୧୬ ଜଣ ବ୍ୟକ୍ତିଙ୍କୁ ସୁନା ଫେରାଇଲା ବ୍ରହ୍ମପୁର ପୁଲିସ । ସୁନା ଗହଣା ଫେରି ପାଇବା ପରେ ଏସପି ଶ୍ରବଣା ବିବେକ ଏମଙ୍କୁ ଧନ୍ୟବାଦ ଜଣାଇଲେ ବ୍ରହ୍ମପୁରବାସୀ”
ବିସ୍ଥାପନର ୭୦ ବର୍ଷ ପରେ ବି ସରୁନି ଦୁଃଖ । ଆଜି ବି ତାଜା ଅଛି ସେଦିନର ସ୍ମୃତି, ପରିଚୟ ଖୋଜୁଛନ୍ତି ହୀରାକୁଦ ନଦୀ ବନ୍ଧ ବିସ୍ଥାପିତ
କନକ ବ୍ୟୁରୋ : ହୀରାକୁଦ ବନ୍ଧକୁ ୭୦ ବର୍ଷ ବିତିଲାଣି, ହେଲେ ବିସ୍ଥାପନର କରୁଣ କାହାଣୀ ଆଜି ବି ପ୍ରତିଟି ପ୍ରଭାବିତ ପରିବାର ପାଇଁ ତାଜା ସ୍ମୃୁତି ହୋଇ ରହିଛି । ୧୯୫୪ ମସିହାରେ ନିଜର ଲହୁଲୁହ ଢାଳି ଯେଉଁମାନେ ହୀରାକୁଦ ପାଇଁ ଜମି ଛାଡିଛନ୍ତି ସେମାନେ ଆଜି ଉପେକ୍ଷିତ ହୋଇ ରହିଛନ୍ତି । ପ୍ରକଳ୍ପ ପାଇଁ ଭିଟାମାଟି ହରାଇ ନିଜ ପରିଚୟ ଖୋଜୁଛନ୍ତି । ନିର୍ବାସିତ ଜୀବନ ଜିଉଁଛନ୍ତି । ଜମି ପଟ୍ଟାଟିଏ ନଥିବାରୁ ସରକାରୀContinue reading “ବିସ୍ଥାପନର ୭୦ ବର୍ଷ ପରେ ବି ସରୁନି ଦୁଃଖ । ଆଜି ବି ତାଜା ଅଛି ସେଦିନର ସ୍ମୃତି, ପରିଚୟ ଖୋଜୁଛନ୍ତି ହୀରାକୁଦ ନଦୀ ବନ୍ଧ ବିସ୍ଥାପିତ”
ଚିନ୍ତା ବଢାଉଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ୨୦୧୯-୨୧ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ
କନକ ବ୍ୟୁରୋ : ନିକଟରେ ସାମାଜିକ ବୈଷମ୍ୟତାର ଶିକାର ହୋଇ କେତେ ଆଦିବାସୀ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ଏହି ପ୍ରଶ୍ନ ଉଠିବା ପରେ ରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନାରାୟଣ ସ୍ୱାମୀ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟରୋର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଲୋକ ସଭାରେ ଦିଆ ଯାଇଥିବା ତଥ୍ୟ ଅନୁସାରେ ୨୦୧୯ରୁ ୨୦୨୧ ଭିତରେ ପ୍ରାୟ ୩୫ ହଜାର ମୃତ୍ୟୁ ଘଟଣାର ର ରେକର୍ଡ ରହିଛି । ସମାଜରେ ଅବହେଳା କାରଣରୁ ଅଣସୂଚିତ ବର୍ଗର ଛାତ୍ରContinue reading “ଚିନ୍ତା ବଢାଉଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ୨୦୧୯-୨୧ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ”
ସେଞ୍ଚୁରିଅନ ବିଦ୍ୟାଳୟର ନିଆରା ପ୍ରୟାସ । ବିଦ୍ୟାଳୟରେ ୟୁଥ ପାର୍ଲିଆମେଣ୍ଟର କାର୍ଯ୍ୟକ୍ରମ ଉଦଯାପିତ.
କନକ ବ୍ୟୁରୋ : ଭାରତୀୟ ଗଣତନ୍ତ୍ର ହେଉଛି ପୃଥିବୀର ସର୍ବ ବୃହତ ଗଣତନ୍ତ୍ର. ଏଠାରେ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି. ଗଣତନ୍ତ୍ରର ମୂଳ ମନ୍ତ୍ର ହେଲା ଶିକ୍ଷା. ଗଣତାନ୍ତ୍ରିକ ମୂଲ୍ୟବୋଧର ଶିକ୍ଷା ଓ ବ୍ୟବସ୍ଥା ବିଷୟରେ ଛାତ୍ର, ଛାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତ୍ତୃପକ୍ଷ ୟୁଥ ପାର୍ଲିଆମେଣ୍ଟର ପରିକଳ୍ପନା କରିଥିଲେ ଏବଂ ଆଜି ଏହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମଟି ଓଟିଭିର ପଶ୍ଚିମ ଓଡିଶା ମୁଖ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ଯୋଶୀଙ୍କContinue reading “ସେଞ୍ଚୁରିଅନ ବିଦ୍ୟାଳୟର ନିଆରା ପ୍ରୟାସ । ବିଦ୍ୟାଳୟରେ ୟୁଥ ପାର୍ଲିଆମେଣ୍ଟର କାର୍ଯ୍ୟକ୍ରମ ଉଦଯାପିତ.”