ନିଜର ୪ଟି ସନ୍ତାନକୁ ହତ୍ୟା କରିଥିବା ଅଭିଯୋଗରେ ଯାଇଥିଲେ ଜେଲ । ୨୦ ବର୍ଷ ପରେ ଜେଲରୁ ଫେରିଲେ ସବୁଠାରୁ ଖରାପ ମା’

କନକ ବ୍ୟୁରୋ : ନିଜ ୪ ସନ୍ତାନକୁ ହତ୍ୟା କରିବା ଅଭିଯୋଗରେ ଜେଲ ଯାଇ ପ୍ରାୟ ୨୦ ବର୍ଷର ଦଣ୍ଡ କାଟିବା ପରେ ମୁକୁଳିଛନ୍ତି କ୍ୟାଥଲିନ ଫୋଲବିଗ । ନିଉ ସାଉଥ ବେଲସର ସୁଡପ୍ରିମ କୋର୍ଟ କ୍ୟାଥଲିନଙ୍କୁ ଦୋଷ ମୁକ୍ତ ଘୋଷଣା କରିବା ସହ ତାଙ୍କ ବିରୋଧରେ ଥିବା ସବୁ ମାମଲାକୁ ଖାରଜ କରିଛି । ୧୯ ଦିନରୁ ୧୮ ମାସ ଭିତରେ ଥିବା ଚାରିଟି ଛୁଆ କେଲ. ପାଟ୍ରିକ, ସାରା ଓଲାରାଙ୍କୁ ହତ୍ୟା କରିବା ଅଭିଯୋଗContinue reading “ନିଜର ୪ଟି ସନ୍ତାନକୁ ହତ୍ୟା କରିଥିବା ଅଭିଯୋଗରେ ଯାଇଥିଲେ ଜେଲ । ୨୦ ବର୍ଷ ପରେ ଜେଲରୁ ଫେରିଲେ ସବୁଠାରୁ ଖରାପ ମା’”

ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ସ୍କୁଲ ପିଲା: ଭୁବନେଶ୍ୱର ପଳାଶୁଣିରେ ସୁନା ଦୋକାନରେ ନିଶା ସ୍ପ୍ରେ କରି ଲୁଟ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା

କନକ ବ୍ୟୁରୋ: ଲୁଟେରାକୁ କାବୁ କଲେ ସ୍କୁଲ ପିଲା । ଭୁବନେଶ୍ୱର ପଳାଶୁଣିରେ ସୁନା ଦୋକାନ ପଶି ନିଶା ସ୍ପ୍ରେ କରି ଲୁଟ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା । ଲୁଟେରାକୁ ଧରି ନିସ୍ତୁକ ମାଡ ମାରିବା ପରେ ପୁଲିସ ଜିମା ଦେଇଛନ୍ତି ଛାତ୍ର । ମଂଚେଶ୍ୱର ପୁଲିସ ଲୁଟେରାକୁ ଥାନାକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । The post ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ସ୍କୁଲ ପିଲା: ଭୁବନେଶ୍ୱରContinue reading “ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ସ୍କୁଲ ପିଲା: ଭୁବନେଶ୍ୱର ପଳାଶୁଣିରେ ସୁନା ଦୋକାନରେ ନିଶା ସ୍ପ୍ରେ କରି ଲୁଟ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା”

ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ: ମନ୍ତ୍ରୀ ନବଦାସ, ମମିତା ମେହେର ହତ୍ୟାକାଣ୍ଡ ଓ ଦାଦନ ପ୍ରସଙ୍ଗ ଉଠାଇ ଘେରିଲେ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବାକୁ ନିଷ୍ପତି ନେଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ତାଙ୍କ ବୈଠକ ପରେ ସେ କଣ ପ୍ରତିକ୍ରିୟା ରଖିଲେ ତାହା ଅଲଗା କଥା । ହେଲେ ବିଜେଡି ନିଜେ କହୁ କେଉଁ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ହତ୍ୟା କରିଛି । ଏହି ରାଜ୍ୟରୁ ସର୍ବାଧିକ ଦାଦନ ବାହାର ରାଜ୍ୟକୁContinue reading “ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ: ମନ୍ତ୍ରୀ ନବଦାସ, ମମିତା ମେହେର ହତ୍ୟାକାଣ୍ଡ ଓ ଦାଦନ ପ୍ରସଙ୍ଗ ଉଠାଇ ଘେରିଲେ ଧର୍ମେନ୍ଦ୍ର ପ୍ରଧାନ”

ଭାରତୀୟ ଖାଦ୍ୟକୁ ବିଶ୍ୱ ସ୍ତରରେ ପରିଚିତ କରାଇଛନ୍ତି ଗରିମା । ଦ୍ୱିତୀୟ ଥର ପାଇଁ ମିଳିଲା ମିସେଲିନ୍ ଷ୍ଟାର

କନକ ବ୍ୟୁରୋ : ମାଷ୍ଟର ସେଫର ବିଚାରକ ତଥା ଜଣାଶୁଣା ମିସେଲିନ୍ ଷ୍ଟାର ସେଫ୍ ଗରିମା ଅରୋରା ପୁଣି ଥରେ ମିସେଲିନ୍ ଷ୍ଟାର ହେବାର ସୌଭାଗ୍ୟ ପାଇଛନ୍ତି । ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଥିବା ଗରିମାଙ୍କ ରେଷ୍ଟୁରାଣ୍ଟ‘ଗା’ ଏହି ମାନ୍ୟତା ପାଇଛି । ମାତ୍ର ୩୭ ବର୍ଷ ବୟସ୍କ ଗରିମା ପୁର୍ବରୁ ୨୦୧୮ରେ ପ୍ରଥମଥର ପାଇଁ ଏହି ସମ୍ମାନ ପାଇଥିଲେ ବର୍ତମାନ ଭାରତର ପ୍ରଥମ ମହିଳା ଭାବେ ସେ ଦ୍ୱିତୀୟ ଥର ପାଇଁ ସେ ଏହି ସମ୍ମାନ ପାଇଛନ୍ତିContinue reading “ଭାରତୀୟ ଖାଦ୍ୟକୁ ବିଶ୍ୱ ସ୍ତରରେ ପରିଚିତ କରାଇଛନ୍ତି ଗରିମା । ଦ୍ୱିତୀୟ ଥର ପାଇଁ ମିଳିଲା ମିସେଲିନ୍ ଷ୍ଟାର”

ବେଙ୍ଗାଲୁରୁକୁ ୨୦୨୩ରେ ମିଳିଛି କେକ କ୍ୟାପିଟାଲର ପରିଚୟ ଓ ବିରିୟାନୀ ବଜାୟ ରଖିଛି ନିଜ ଲୋକପ୍ରିୟତା

କନକ ବ୍ୟୁରୋ : ନିକଟରେ ସ୍ୱିଗି ତରଫରୁ ଭାରତୀୟ ମାନେ ସ୍ୱିଗିରୁ କେଉଁ ଖାଦ୍ୟ ଅଧିକା ଆଣିବା ପସନ୍ଦ କରୁଛନ୍ତି ଏ ନେଇ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣା ପଡିଛି କି ବେଙ୍ଗାଲୁରୁ ସହରର ଲୋକେ ଖୁବ କେକପ୍ରିୟ । ଅନଲାଇନ ପ୍ଲାଟଫର୍ମ ସ୍ୱିଗିରୁ ପ୍ରାୟ ୮.୫ ମିଲିୟନରୁ ଅଧିକ କେକ ଅର୍ଡର ହୋଇସାରିଲାଣି । ଏଣୁ ଏହି ସହରକୁ ୨୦୨୩ ବର୍ଷର କେକ କ୍ୟାପିଟାଲର ଉପାଧୀ ମିଳିଛି । କେକ ଭିତରେ ଦେଖିବାକୁ ଗଲେContinue reading “ବେଙ୍ଗାଲୁରୁକୁ ୨୦୨୩ରେ ମିଳିଛି କେକ କ୍ୟାପିଟାଲର ପରିଚୟ ଓ ବିରିୟାନୀ ବଜାୟ ରଖିଛି ନିଜ ଲୋକପ୍ରିୟତା”

ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ବିଜେଡିର ଜବାବ ବିଜେପି ମିଛର ସୌଦାଗର, ଓଡିଶାକୁ ଅବହେଳା କରୁଛି କେନ୍ଦ୍ର

କନକ ବ୍ୟୁରୋ: ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବା ପାଇଁ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବିମାନ ବନ୍ଦରରେ ପହଂଚିବା ସେ ବିକାଶ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଓଡିଶାରେ ଯାହା ବି ବିକାଶ ହେଉଛି କେବଳ ମୋଦୀ ସରକାରଙ୍କ ଯୋଗୁଁ ହେଉଛି । ଓଡିଶାରେ ବିଧି ବ୍ୟବସ୍ଥା ଭଲ ନାହିଁ, ଲୋକେ ଭୟର ବାତାବରଣରେ ଅଛନ୍ତିContinue reading “ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ବିଜେଡିର ଜବାବ ବିଜେପି ମିଛର ସୌଦାଗର, ଓଡିଶାକୁ ଅବହେଳା କରୁଛି କେନ୍ଦ୍ର”

ଶ୍ରୀମନ୍ଦିର ବଡଦାଣ୍ଡରେ ବୁଲିଲା ବିଲୁଆ: ଜନଗହଳିପୂର୍ଣ୍ଣ ସ୍ଥାନରେ ବିଲୁଆ ଦେଖି ଲୋକେ ଆତଙ୍କିତ

କନକ ବ୍ୟୁରୋ: ପୁରୀ ବଡ଼ଦାଣ୍ଡରେ ବିଲୁଆ ଆତଙ୍କ । ବଡ଼ଦାଣ୍ଡ ନିକଟ ଏକ କୋଠା ଉପରେ ବିଲୁଆଟି ବସିଥିବାର ଦେଖିବାକୁ ମିଳିଛି । ଜନଗହଳିପୂଣ୍ଣ ସହର ଭିତରେ ବିଲୁଆ ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିନ ଦ୍ୱିପ୍ରହରେ ବଡ଼ଦାଣ୍ଡରେ ବିଲୁଆ ବୁଲିବାକୁ ନେଇ ଭୟଭୀତ ଅଛନ୍ତି ଲୋକେ । ଜଣେ ବାଇକ ଆରୋହି ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି । The post ଶ୍ରୀମନ୍ଦିର ବଡଦାଣ୍ଡରେ ବୁଲିଲା ବିଲୁଆ: ଜନଗହଳିପୂର୍ଣ୍ଣ ସ୍ଥାନରେ ବିଲୁଆ ଦେଖି ଲୋକେContinue reading “ଶ୍ରୀମନ୍ଦିର ବଡଦାଣ୍ଡରେ ବୁଲିଲା ବିଲୁଆ: ଜନଗହଳିପୂର୍ଣ୍ଣ ସ୍ଥାନରେ ବିଲୁଆ ଦେଖି ଲୋକେ ଆତଙ୍କିତ”

ମଞ୍ଚରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କଲେ ସାଂସଦ ଭର୍ତୃହରି ମହତାବ: କହିଲେ ଆଗକୁ ଯିବା ବେଳେ କେହି ଫାଉଲ ମାରିଲେ ମୁକାବିଲା କରିଜାଣନ୍ତି କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ: ଗୋଟିଏ ମଂଚରେ ନଜର ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତୃହରି ମହତାବ । ଅଭିଭାଷଣ ଦେଇ ଦୁଇ ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସାଂସଦ ଭର୍ତୃହରି ମହତାବ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରି କହିଥିଲେ, କେନ୍ଦ୍ରମନ୍ତ୍ରୀ ଆଗକୁ ବଢିବାକୁ ଚାହୁଁଥିଲେ ଯଦି କିଏ ତାଙ୍କୁ ଫାଉଲ ମାରିବାକୁ ଚେଷ୍ଟା କରେContinue reading “ମଞ୍ଚରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କଲେ ସାଂସଦ ଭର୍ତୃହରି ମହତାବ: କହିଲେ ଆଗକୁ ଯିବା ବେଳେ କେହି ଫାଉଲ ମାରିଲେ ମୁକାବିଲା କରିଜାଣନ୍ତି କେନ୍ଦ୍ରମନ୍ତ୍ରୀ”

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଆଉ ଏକ ଚୁକ୍ତି ହେବ କି ? ମୋସାଦ ମୁଖ୍ୟ ଏବଂ କତାର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ ।

ଇସ୍ରାଏଲ ଓ ହମାସ ମଧ୍ୟରେ ଆଉ ଏକ ଅସ୍ତ୍ର ବିରତି ହେବାକୁ ଯାଉଥିବାର ସୂଚନା ମିଳୁଛି । ଗତ ଦୁଇଟି ଅସ୍ଥାୟୀ ଅସ୍ତ୍ରବିରତି ସମୟରେ, ହମାସ୍ ୧୦୦ ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିଥିଲେ, ଯାହା ବଦଳରେ ଇସ୍ରାଏଲ ୨୪୦ ଜଣ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଥିଲା । ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟ ଡେଭିଡ ବର୍ଣ୍ଣିଆ ଏହି ସପ୍ତାହ ଶେଷରେ ୟୁରୋପରେ କାତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ଅବଦୁଲ ରହମାନ ଅଲ ଥାନିଙ୍କୁ ଭେଟିବେContinue reading “ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଆଉ ଏକ ଚୁକ୍ତି ହେବ କି ? ମୋସାଦ ମୁଖ୍ୟ ଏବଂ କତାର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ ।”

ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ । କହିଲେ, ସଂସଦ ଆକ୍ରମଣ ପଛରେ ରହିଛି ବେରୋଜଗାରୀ ଓ ଦରବୃଦ୍ଧି ଭଳି କାରଣ

କନକ ବ୍ୟୁରୋ : ସଂସଦ ସୁରକ୍ଷା ତୃଟି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏନେଇ ସେ କେନ୍ଦ୍ରରେ ମୋଦୀ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି ସଂସଦ ସୁରକ୍ଷା ତ୍ରୁଟିର ମୁଖ୍ୟ କାରଣ ହେଉଛି ବେରୋଜଗାରୀ ଓ ଦରବୃଦ୍ଧି । କାରଣ ଏବେ ଦେଶରେ ବେରୋଜଗାରୀ ହେଉଛି ସବୁଠାରୁ ବଡ ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି କାରଣରୁଚ ଦେଶର ଯୁବକଙ୍କୁ ରୋଜଗାରContinue reading “ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ । କହିଲେ, ସଂସଦ ଆକ୍ରମଣ ପଛରେ ରହିଛି ବେରୋଜଗାରୀ ଓ ଦରବୃଦ୍ଧି ଭଳି କାରଣ”

Design a site like this with WordPress.com
Get started