ରାଉରକେଲାରେ ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ । ଶତାଧିକ ଆକ୍ରାନ୍ତ, ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ଝାଡାବାନ୍ତିରେ ୪ ଜଣଙ୍କର ମୃତ୍ୟୁ । ରାଉରକେଲାରେ ଦୁଇ ଦିନରେ ୪ ଜଣଙ୍କର ମୃତ୍ୟୁ ଏବେ ଲୋକଙ୍କ ମନରେ ଆତଙ୍କ ଖେଳାଇଛି । ୧୦୨ ଜଣ ଆକ୍ରାନ୍ତ ଏବେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି । ରାଉରକେଲାର ପାନପୋଷ ସହ ବସ୍ତି ଅଂଚଳ ତଥା ସେକ୍ଟର ଅଂଳଚରେ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କେଉଁ କାରଣରୁ ହଠାତ୍Continue reading “ରାଉରକେଲାରେ ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ । ଶତାଧିକ ଆକ୍ରାନ୍ତ, ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି”

ଓଡିଶାରେ କାଶ୍ମୀର ଆତଙ୍କବାଦୀ । ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

କନକ ବ୍ୟୁରୋ : କାଶ୍ମୀର ପୋଲିସର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଏବେ ଓଡିଶାରେ ରହିଛି । ତାକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଗିରଫ କରିଛି । କାଶ୍ମୀର ପୋଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଓଡିଶାରୁ ଗିରଫ କରାଯାଇଛି । ତା ନିକଟରୁ ଅନେକଗୁଡିଏ ବିଦେଶୀ ନକଲି କାଜଗପତ୍ର ଜବତ କରାଯାଇଛି । ତାକୁ ଯାଜପୁରରୁ ଗିରଫ କରାଯାଇଛି । ବିଭିନ୍ନ ସ୍ଥାନରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଉଥିଲା । ଯାଜପୁରContinue reading “ଓଡିଶାରେ କାଶ୍ମୀର ଆତଙ୍କବାଦୀ । ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍”

ୟୁଜିସିର ଚେତାବନୀ । ଏଭଳି କଲେଜରେ କରନ୍ତୁ ନାହିଁ ଆଡମିଶନ, ବୈଦ୍ଧ ହେବ ନାହିଁ ଡିଗ୍ରୀ

କନକ ବ୍ୟୁରୋ : ଯଦି ଆପଣ କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟର କୋଲାବରେସନ କରିଥିବା ଏଡଟେକ କମ୍ପାନୀ କିମ୍ବା କଲେଜରେ ପ୍ଧଙ୍ଖ ପଢୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏନେଇ ୟୁଜିସି ତରଫରୁ ଚେତବାନୀ ଦିଆଯାଇଛି । ୟୁଜିସି ତରଫରୁ ବିଦେଶୀ ବିଶ୍ୱବିଦ୍ୟାଳୟ ସହ କୋଲାବରେସନ ବ୍ୟବସ୍ଥାରେ ଡିଗ୍ରୀ ପ୍ରଦାନ କରୁଥିବା ଏଡଟେକ କମ୍ପାନୀ କିମ୍ବା କଲେଜକୁ ଚେତାବନୀ ଦିଆଯାଇଛି । ଏହି ଚେତାବନୀରେ ଆୟୋଗ କହିଛି କି, ଏମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା କୌଣସି ଡିଗ୍ରୀ ବୈଦ୍ଧContinue reading “ୟୁଜିସିର ଚେତାବନୀ । ଏଭଳି କଲେଜରେ କରନ୍ତୁ ନାହିଁ ଆଡମିଶନ, ବୈଦ୍ଧ ହେବ ନାହିଁ ଡିଗ୍ରୀ”

ଝଡ଼ବତାସରେ ଉଡି ଯାଇ ଗଛ ଉପରେ ଲାଗିଲା ଛୁଆ । ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲା ଜୀବନ । ଯାହାକୁ ରଖିବେ ଅନନ୍ତ : କି କରିପାରେ ……..

ଆମେରିକାରେ ଏପରି ଚମତ୍କାର ଘଟିଛି ଯେ ଆପଣ ମଧ୍ୟ ଏହା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।  ଆମେରିକାର ଟେନିସିରେ ପ୍ରବଳ ଝଡ଼ତୋଫାନ ସମୟରେ ନିଜ କ୍ରେଡ ସହିତ ଉଡ଼ିଯାଇଥିବା ଏକ ୪ ମାସର ଶିଶୁ ଚମତ୍କାର ଭାବରେ ବଞ୍ଚିଯାଇଛି ।  ତାଙ୍କ ପିତାମାତା କହିଛନ୍ତି ଯେ ‘ଭଗବାନଙ୍କ କୃପାରୁ’ ସେମାନଙ୍କ ସନ୍ତାନ ନୂତନ ଜୀବନ ପାଇଛି । ଶନିବାର ଦିନ ଏକ ଘାତକ ଘୂର୍ଣ୍ଣିବଳୟ ସେମାନଙ୍କ ଘରକୁ ନଷ୍ଟ କରି ଦେଇଥିବା ଦମ୍ପତି କହିଛନ୍ତିContinue reading “ଝଡ଼ବତାସରେ ଉଡି ଯାଇ ଗଛ ଉପରେ ଲାଗିଲା ଛୁଆ । ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲା ଜୀବନ । ଯାହାକୁ ରଖିବେ ଅନନ୍ତ : କି କରିପାରେ ……..”

ବି. ରାଧିକାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ କିଏ ହେବେ ନୂଆ ପୋଲିସ ଡିଜି ପୁଣି ବଢ଼ିଲା ଚର୍ଚ୍ଚା । ଦୌଡରେ ଅଛନ୍ତି ୱା.ବି. ଖୁରାନିଆ ଓ ଏ.ଏମ ପ୍ରସାଦ

କନକ ବ୍ୟୁରୋ : ପୁଣି ବଢିଲା ଆଗାମୀ ଡିଜିପିଙ୍କୁ ନେଇ ଚର୍ଚ୍ଚା । ଆଇପିଏସ୍ ବି. ରାଧିକା ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ହେବା ପରେ ଡିଜିପି ଆଉ କେହି ହେବା ସମ୍ଭାବନା ବଢିଛି । ୧୯୮୯ ବ୍ୟାଚର ଏହି ଆଇପିଏସ ଅଧିକାରୀ ନିକଟରେ କେନ୍ଦ୍ର ଡେପୁଟେସନରୁ ଫେରିଥିଲେ । ଜୁଲାଇ ୨୦୨୪ ଯାଏଁ ତାଙ୍କର କାର୍ଯ୍ୟକାଳ ରହିଛି । ତେଣୁ ବରିଷ୍ଠତା ଦୃଷ୍ଟିରୁ କୁହାଯାଉଥିଲା ବି. ରାଧିକା ହିଁ ହେବେ ଏବେର ଡିଜିପି ସୁନୀଲ ବଂଶଲଙ୍କContinue reading “ବି. ରାଧିକାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ କିଏ ହେବେ ନୂଆ ପୋଲିସ ଡିଜି ପୁଣି ବଢ଼ିଲା ଚର୍ଚ୍ଚା । ଦୌଡରେ ଅଛନ୍ତି ୱା.ବି. ଖୁରାନିଆ ଓ ଏ.ଏମ ପ୍ରସାଦ”

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ହେବେ ଶ୍ରୀମୟୀ ମିଶ୍ର: ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଜନ ସମ୍ପର୍କ ପଦଯାତ୍ରାରେ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା

କନକ ବ୍ୟୁରୋ: ଭୁବନେଶ୍ୱରରୁ ଲଢିବେ ଶ୍ରୀମୟୀ ମିଶ୍ର । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ର ବିଜେଡିରୁ ନିର୍ବାଚନ ଲଢିବା ନେଇ ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରିମୟୀଙ୍କୁ ଭୁବନେଶ୍ୱରର ପ୍ରାର୍ଥୀ କରିବା ନେଇ ନିଷ୍ପତି ନେଇଥିବା ଅଶୋକ ପଣ୍ଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସଠିକ୍ ସାବ୍ୟସ୍ଥ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ । ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଶ୍ରୀମୟୀଙ୍କୁ ଜିତାଇବା ପାଇଁ ସେ ଆହ୍ୱନ ଦେଇଛନ୍ତି ।Continue reading “ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ହେବେ ଶ୍ରୀମୟୀ ମିଶ୍ର: ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଜନ ସମ୍ପର୍କ ପଦଯାତ୍ରାରେ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା”

ସମ୍ବଲପୁରର କାଇଁସିର୍ ଠାରେ ଆୟୋଜିତ ହୋଇଛି ନିଃଶୁଳ୍କ ଚର୍ମ ଓ କେଶ , ସ୍ୱାସ୍ଥ୍ୟ ପରାମର୍ଶ ଶିବିର । ସୁସ୍ଥ ଜୀବନ ପାଇଁ ପରାମର୍ଶ ଦେଲେ ଡ. ରାଜ ମିଶ୍ର ।

କନକ ବ୍ୟୁରୋ: ତା ୧୪.୧୨.୨୩ ରିଖରେ ସମ୍ବଲପୁରର କାଇଁସିର୍ ଗ୍ରାମରେ ଆୟୋଜିତ ହୋଇଯାଇଛି ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା । ସମ୍ବଲପୁରର ଜଣେ ନାମୀ ଚର୍ମ ଓ କେଶ ବିଶେଷଜ୍ଞ ଡ. ରାଜ ମିଶ୍ର ସ୍ଵଇଚ୍ଛାରେ ଗ୍ରାମ ବାସୀଙ୍କୁ ସୁସ୍ଥ ଚର୍ମ ଓ କେଶ ବିଷୟରେ ପରାମର୍ଶ ଦେବା ପାଇଁ ଗୋଟିଏ ଶିବିର କରିଥିଲେ। ଏହି ନିଃଶୁଳ୍କ ପରାମର୍ଶ ଶିବିରର ମୂଳ ଲକ୍ଷ୍ୟ ହେଉଛି ଗ୍ରାମବାସୀଙ୍କ ମଧ୍ୟରେ ସୁସ୍ଥ ଚର୍ମ ଓ କେଶ ବିଷୟରେ ସଚେତନତା ସୃଷ୍ଟି କରିବାContinue reading “ସମ୍ବଲପୁରର କାଇଁସିର୍ ଠାରେ ଆୟୋଜିତ ହୋଇଛି ନିଃଶୁଳ୍କ ଚର୍ମ ଓ କେଶ , ସ୍ୱାସ୍ଥ୍ୟ ପରାମର୍ଶ ଶିବିର । ସୁସ୍ଥ ଜୀବନ ପାଇଁ ପରାମର୍ଶ ଦେଲେ ଡ. ରାଜ ମିଶ୍ର ।”

ଇସ୍ରାଏଲି ସେନା କରିବସିଲା ଏକ ବଡ଼ ଭୁଲ । ନିଜର ବନ୍ଧକ ମାନଙ୍କୁ ଶତ୍ରୁ ଭାବି ଗୁଳି କରିଦେଲା ।

ଇସ୍ରାଏଲ୍ ସେନା ଏକ ବଡ ଭୁଲ କରିବସିଛନ୍ତି । ସେମାନେ  ଗାଜାରେ ତାଙ୍କ ନିଜର ତିନି ଜଣ ବନ୍ଧକଙ୍କୁ ଶତ୍ରୁ ଭାବି ଗୁଳି କରି ହତ୍ୟା କରିଛନ୍ତି ।  ଇସ୍ରାଏଲ୍ ସେନା ମୁଖପାତ୍ର ଡାନିଏଲ୍ ହାଗରୀ କହିଛନ୍ତି ଯେ ଇସ୍ରାଏଲ୍ ସୈନିକମାନେ ଭୁଲରେ ବନ୍ଧକମାନଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଦୁଃଖଦ ଘଟଣା ପାଇଁ IDF  ନିଜକୁ ଦାୟୀ କରିଛି । ସେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ମରିଥିବା ବନ୍ଧକ ମାନଙ୍କ ସହିତ ଏଥିରେContinue reading “ଇସ୍ରାଏଲି ସେନା କରିବସିଲା ଏକ ବଡ଼ ଭୁଲ । ନିଜର ବନ୍ଧକ ମାନଙ୍କୁ ଶତ୍ରୁ ଭାବି ଗୁଳି କରିଦେଲା ।”

ଆୟକର ଜବତ ଟଙ୍କାକୁ ନେଇ ତେଜିଲା ବାକ୍ ଯୁଦ୍ଧ । କେନ୍ଦ୍ରମନ୍ତ୍ରୀ କହିଲେ ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ହେଉଛନ୍ତି ଧୀରଜ ସାହୁ ।

କନକ ବ୍ୟୁରୋ: ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ କଂଗ୍ରେସ ସାଂସଦ ଧୀରଜ ସାହୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଟି ରେଡ୍ ଘଟଣାରେ ମୁହଁ ଖୋଲି କଂଗ୍ରେସ ସାଂସଦ ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହିତ କଂଗ୍ରେସର ଲିଙ୍କ ନାହିଁ । ଏହା ତାଙ୍କ ପରିବାରର ଟଙ୍କା । ଏହାପରେ ଧୀରଜଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି । ଆଉ କହିଛନ୍ତି, ଦୁନିଆ ଜାଣିଛି ଧୀରଜ ସାହୁ ହେଉଛନ୍ତି ଗାନ୍ଧୀ ପରିବାରରContinue reading “ଆୟକର ଜବତ ଟଙ୍କାକୁ ନେଇ ତେଜିଲା ବାକ୍ ଯୁଦ୍ଧ । କେନ୍ଦ୍ରମନ୍ତ୍ରୀ କହିଲେ ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ହେଉଛନ୍ତି ଧୀରଜ ସାହୁ ।”

ଆଜି ଭାରତ ପାଳୁଛି ବିଜୟ ଦିବସ: ଆଜିର ଦିନରେ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ପାକିସ୍ତାନୀ ସେନା

କନକ ବ୍ୟୁରୋ : ଆଜି ଭାରତ ପାଳୁଛି ବିଜୟ ଦିବସ । କାରଣ ଏହି ଦିନ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ । ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ୯୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନାଙ୍କ ପାଖରେ କରିଥିଲେ ଆତ୍ମସମର୍ପଣ । ଏହି ଯୁଦ୍ଧ ଭାରତ ପାଇଁ ଥିଲା ଐତିହାସିକ । କେବଳ ଭାରତ ପାଇଁ ନୁହେଁ ବାଂଲାଦେଶ ପାଇଁ ମଧ୍ୟContinue reading “ଆଜି ଭାରତ ପାଳୁଛି ବିଜୟ ଦିବସ: ଆଜିର ଦିନରେ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ପାକିସ୍ତାନୀ ସେନା”

Design a site like this with WordPress.com
Get started