କନକ ବ୍ୟୁରୋ : ଢେଙ୍କାନାଳରେ ହାତୀ ଆତଙ୍କ । ଷଡ଼ଙ୍ଗୀ ବାଇସିଙ୍ଗା ପଂଚାୟତ ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀ ପଲ ନେଇ ଆତଙ୍କ । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି ହାତୀ ପଲ । ଏହି ହାତୀ ପଲ ଭୂବନ ପଟୁ ନଦୀ ପାର ହୋଇ ଗାଁ ଭିତରେ ପଶି ଆତଙ୍କ ଖେଳାଇଚାଲିଛନ୍ତି । ସେହିଭଳି ଚାଷ ଜମିରେ ହାତୀ ପଲ ପଶି ରହିଛନ୍ତି ।Continue reading “ଢେଙ୍କାନାଳ ବଲ୍ଲଭ ଗାଁ ନିକଟରେ ନଦୀ ପାର ହୋଇ ପଶିଛନ୍ତି ହାତୀ । ଗାଁରୁ ନେଇ ଧାନ କ୍ଷେତରେ ହାତୀ ପଲ ଆତଙ୍କ”
Category Archives: News
ଛତିଶଗଡ଼ରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ । ରାୟପୁରରେ ଚାଲିଛି ବିଜେପି ବିଧାୟକ ଦଳ ବୈଠକ, ଉପସ୍ଥିତ ଅଛନ୍ତି ୩ ପର୍ଯ୍ୟବେକ୍ଷକ
କନକ ବ୍ୟୁରୋ : ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ ଜାରି ରହିଛି । ତିନି ରାଜ୍ୟରେ ଏକାଧିକ ଦାବିଦାର ଥିବାରୁ ଜଣକ ନାଁରେ ସହମତି ଆଣିବାକୁ ଡେରି ହେଉଛି । ସେଇଥିପାଇଁ ୬ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରୁ ନାହିଁ । ସେପଟେ ୩ରାଜ୍ୟରେ ପହଁଚିଥିବା ନଅ ପର୍ଯ୍ୟବେକ୍ଷକ ନିଜ କାମରେ ଲାଗିପଡିଛନ୍ତି । ନବ ନିର୍ବାଚିତ ବିଧାୟକ, ରାଜ୍ୟସ୍ତରୀୟ ଦଳର ବରିଷ୍ଠ ନେତାଙ୍କୁ ଭେଟିContinue reading “ଛତିଶଗଡ଼ରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ । ରାୟପୁରରେ ଚାଲିଛି ବିଜେପି ବିଧାୟକ ଦଳ ବୈଠକ, ଉପସ୍ଥିତ ଅଛନ୍ତି ୩ ପର୍ଯ୍ୟବେକ୍ଷକ”
ବଲାଙ୍ଗୀରରେ ଆଜି ବି ଚାଲିଛି ଟଙ୍କା ଗଣତି । ୧୦୫ଟି ବସ୍ତାରୁ ୧୬୪ କୋଟି ଟଙ୍କା ଗଣତି ଶେଷ, ଆହୁରି ବାକି ଅଛି ୭୧ଟି ବସ୍ତା
କନକ ବ୍ୟୁରୋ : ବଲାଙ୍ଗୀରରେ ଚାଲିଛି ଜବତ ହୋଇଥିବା ଟଙ୍କାର ଗଣତି । ରବିବାର ଛୁଟି ଦିନରେ ଟଙ୍କା ଗଣିବାରେ ସାମିଲ ହୋଇଛନ୍ତି କର୍ମଚାରୀ । ୧୦୫ଟି ବସ୍ତାରୁ ୧୬୪ କୋଟି ଟଙ୍କା ଗଣତି ଶେଷ ହୋଇଛି । ଆହୁରି ୭୧ଟି ବସ୍ତା ଗଣିବାକୁ ବାକି ରହିଛି । ଏସବୁ ବସ୍ତାରୁ କେତେ କୋଟି ଟଙ୍କା ବାହାରିବ ତାହା ଉପରେ ନଜର ରହିଛି । ଆଜି ସଂଧ୍ୟା ସୁଦ୍ଧା ଗଣତି ଶେଷ ହୋଇଯିବ ବୋଲି ଆଶା ରଖାଯାଇଛିContinue reading “ବଲାଙ୍ଗୀରରେ ଆଜି ବି ଚାଲିଛି ଟଙ୍କା ଗଣତି । ୧୦୫ଟି ବସ୍ତାରୁ ୧୬୪ କୋଟି ଟଙ୍କା ଗଣତି ଶେଷ, ଆହୁରି ବାକି ଅଛି ୭୧ଟି ବସ୍ତା”
ହନୁମାନଙ୍କ ଭକ୍ତ ରିଙ୍କୁ ସିଂ, ପିଲାବେଳେ କାମୁଡିଥିଲା ମାଙ୍କଡ । କ୍ୟାମେରା ସାମ୍ନାରେ କହିଲେ କ୍ରିକେଟ କ୍ୟାରିୟରର କାହାଣୀ ।
କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିବା ରିଙ୍କୁ ସିଂଙ୍କୁ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚରେ ମୈଦାନରେ ଦେଖିବାକୁ ମିଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଭାରତ ପାଇଁ ସହଜ ହେବନି ସତ କିନ୍ତୁ ବିଦେଶ ମାଟିରେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ରିଙ୍କୁ । ମ୍ୟାଚ୍ ପୂର୍ବରୁ ରିଙ୍କୁ ସିଂ କ୍ୟାମେରା ସାମ୍ନାରେ ଅନେକ ଅକୁହା କଥା କହିଛନ୍ତି । ମ୍ୟାଚ୍ ପୂର୍ବରୁ ବିସିସିଆଇContinue reading “ହନୁମାନଙ୍କ ଭକ୍ତ ରିଙ୍କୁ ସିଂ, ପିଲାବେଳେ କାମୁଡିଥିଲା ମାଙ୍କଡ । କ୍ୟାମେରା ସାମ୍ନାରେ କହିଲେ କ୍ରିକେଟ କ୍ୟାରିୟରର କାହାଣୀ ।”
ଢେଙ୍କାନାଳରେ ହାତୀ ଆତଙ୍କ । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ କଲେ ନଷ୍ଟ ।
କନକ ବ୍ୟୁରୋ: ଢେଙ୍କାନାଳରେ ହାତୀ ଆତଙ୍କ । ଷଡ଼ଙ୍ଗୀ ବାଇସିଙ୍ଗା ପଂଚାୟତ ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀ ପଲ ନେଇ ଆତଙ୍କ । ଗାଁରେ ପଶି ହାତୀ ପଲ ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି ହାତୀ ପଲ । ଏହି ହାତୀ ପଲ ଭୂବନ ପଟୁ ନଦୀ ପାର ହୋଇ ଗାଁ ଭିତରେ ପଶି ଆତଙ୍କ ଖେଳାଇଚାଲିଛନ୍ତି । ସେହିଭଳି ଚାଷ ଜମିରେ ହାତୀ ପଲ ପଶି ରହିଛନ୍ତିContinue reading “ଢେଙ୍କାନାଳରେ ହାତୀ ଆତଙ୍କ । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ କଲେ ନଷ୍ଟ ।”
୩ହଜାର ଆଶାୟୀଙ୍କ ମଧ୍ୟରୁ ଚୟନ ହେଲେ ଏହି ଯୁବକ । ଅଯୋଧ୍ୟାରେ କରିବେ ପ୍ରଭୁ ଶ୍ରୀରାମଙ୍କ ସେବା
କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜକ ଭାବେ ନିଯୁକ୍ତି ମିଳିଛି । ମୋହିତ ପାଣ୍ଡ୍ୟା ବିଶେଷ ଭାବେ ଶ୍ରୀ ଦୂଧେଶ୍ୱର ନାଥ ମଠ ମହାଦେବ ମନ୍ଦିରରେ ଶ୍ରୀ ଦୂଧେଶ୍ୱର ପୀଠାଧିଶ୍ମର, ଦିଲ୍ଲୀ ସଂନ୍ଥ ମହାମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ୟୁନାଇଟେଡ ହିନ୍ଦୁ ଫ୍ରଣ୍ଟର ସଭାପତି ଶ୍ରୀ ପଞ୍ଚମ ଦଶମ ଜୁନା ଆଖଡାଙ୍କ ତତ୍ୱାବଧାନରେ ଶ୍ରୀ ଦୂଧେଶ୍ୱର ପୀଠାଧିଶ୍ୱରଙ୍କ ପାଇଁ ଏହା ଏକ ବଡ ସଫଳତା ।Continue reading “୩ହଜାର ଆଶାୟୀଙ୍କ ମଧ୍ୟରୁ ଚୟନ ହେଲେ ଏହି ଯୁବକ । ଅଯୋଧ୍ୟାରେ କରିବେ ପ୍ରଭୁ ଶ୍ରୀରାମଙ୍କ ସେବା”
ଅଯୋଧ୍ୟାରୁ ଜଗନ୍ନାଥଧାମ ଆସିଲା ନିମନ୍ତ୍ରଣପତ୍ର । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ।
କନକ ବ୍ୟୁରୋ: ଅଯୋଧ୍ୟାରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆସିଲା ନିମନ୍ତ୍ରଣ ପତ୍ର । ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଅକ୍ଷତ କଳସ ଯାତ୍ରା ବାହାରିଛି । ଏହି କ୍ରମରେ ଓଡିଶାର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି । ବିଶ୍ୱ ହିନ୍ଦ ପରିଷଦ ପୁରୀ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା କରି ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ରContinue reading “ଅଯୋଧ୍ୟାରୁ ଜଗନ୍ନାଥଧାମ ଆସିଲା ନିମନ୍ତ୍ରଣପତ୍ର । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ।”
ପ୍ରଫେସର ଲକ୍ଷ୍ମଣ ଯାଦବଙ୍କ ପାଇଁ ଖୋଲିଲା ରାଜନୀତିର ରାସ୍ତା । ଏସପିରେ ଯୋଗଦେବା ନେଇ ବଢିଲା ଚର୍ଚ୍ଚା
କନକ ବ୍ୟୁରୋ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଜାକିର ହୁସେନ କଲେରେ ଗତ ୧୪ ବର୍ଷ ଧରି ହିନ୍ଦୀ ବିଭାଗରେ ଆସିଷ୍ଟାଣ୍ଡ ପ୍ରଫେସର ଥିବା ଲକ୍ଷ୍ମଣ ଯାଦବଙ୍କ କଲେଜ ତରଫରୁ ବହିସ୍କାର କରାଯାଇଛି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ସୋସିଆଲ ମିଡିଆରେ ଲକ୍ଷ୍ମଣ ଯାଦବଙ୍କର ଅନେକ ଫଲୋଅର୍ସ ରହିଛନ୍ତି । ସେପଟେ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଲକ୍ଷ୍ମଣଙ୍କ ସପକ୍ଷରେ ରାଜରାସ୍ତାକୁ ଉହ୍ଲାଇଛନ୍ତି । ଲକ୍ଷ୍ମଣ ଯାଦବଙ୍କ କଲେଜରୁ ବହିସ୍କାରContinue reading “ପ୍ରଫେସର ଲକ୍ଷ୍ମଣ ଯାଦବଙ୍କ ପାଇଁ ଖୋଲିଲା ରାଜନୀତିର ରାସ୍ତା । ଏସପିରେ ଯୋଗଦେବା ନେଇ ବଢିଲା ଚର୍ଚ୍ଚା”
ମୋଦୀ ପରେ ନବୀନ ସେଲ୍ଫି ପଏଣ୍ଟ । ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ।
କନକ ବ୍ୟୁରୋ: ମୋଦୀ ପରେ ଏବେ ନବୀନ ସେଲ୍ଫି ପଏଂଟ । ନବୀନ ପଟ୍ଟନାୟକ ସେଲ୍ଫି ପଏଣ୍ଟ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ କୁହାଯାଇଛି । କ୍ୟାମ୍ପସର ପ୍ରମୁଖ ସ୍ଥାନରେ ସେଲ୍ଫି ପଏଂଟ ପ୍ରତିଷ୍ଠା କରିବା ସହ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାମ୍ପସରେ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ରାଜ୍ୟ ସରକାର ନଭେମ୍ବରରେ ଆଇୱାଇଡିପିର ଶୁଭାରମ୍ଭ କରିଥିଲେContinue reading “ମୋଦୀ ପରେ ନବୀନ ସେଲ୍ଫି ପଏଣ୍ଟ । ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ।”
ଉଦଳା ଜଙ୍ଗଲରେ ପଡିଛି ଗରିବଙ୍କ ଦାନା । ବସ୍ତା ବସ୍ତା ପିଡିଏସ ଚାଉଳ ପଡିଥିବା ଦେଖି ଲୋକେ ଚକିତ
କନକ ବ୍ୟୁରୋ : ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉଥିବା ରାସନର କେମିତି ଅପବ୍ୟବହାର ହେଉଛି ତାହା ଏବେ ଜଙ୍ଗଲ ଭିତରେ ପଡିଥିବା ପିଡିଏସ ଚାଉଳ ଦେଖିବା ପରେ ସ୍ପଷ୍ଟ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ଉଦଳାର ବହୂବନ୍ଧ ଜଙ୍ଗଲ ଭିତରେ ୩୦ ବସ୍ତାରୁ ଅଧିକ ପିଡିଏସ୍ ଚାଉଳ ପଡିଥିବାର ଦେଖିବାକୁ ମିଳିଛି । ଏଭଳି ବସ୍ତା ବସ୍ତା ଚାଉଳ ପଡିଥିବାର ଦେଖି ଏହାକୁ ନେଇ ବିିଭିନ୍ନ ଆଲୋଚନା ମଧ୍ୟ ହେଉଛି । କୁହାଯାଉଛିContinue reading “ଉଦଳା ଜଙ୍ଗଲରେ ପଡିଛି ଗରିବଙ୍କ ଦାନା । ବସ୍ତା ବସ୍ତା ପିଡିଏସ ଚାଉଳ ପଡିଥିବା ଦେଖି ଲୋକେ ଚକିତ”