ଭୁବନେଶ୍ୱରରେ ଭିଣ୍ଟେଜ୍ କାର୍ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ବରମୁଣ୍ଡା ପଡ଼ିଆରେ ଚାଲିଛି ପ୍ରଦର୍ଶନୀ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଆୟୋଜିତ ହୋଇଛି ୨ ଦିନିଆ ଭିଣ୍ଟେଜ୍ କାର ପ୍ରଦର୍ଶନୀ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ପୁନରୁଦ୍ଧାର କରାଯାଇଥିବା ୫୨ଟି କ୍ଲାସିକ୍ କାର୍ ପ୍ରଦର୍ଶନ କରାଯାଇଛି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏପରି ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ । ଭୁବନେଶ୍ୱରରେ ଉଦଘାଟିତ ହୋଇଛି ପ୍ରଥମ ଓଡ଼ିଶା କନକର୍ସ ଡି-ଏଲିଗାନ୍ସ । ମୁଖ୍ୟContinue reading “ଭୁବନେଶ୍ୱରରେ ଭିଣ୍ଟେଜ୍ କାର୍ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ବରମୁଣ୍ଡା ପଡ଼ିଆରେ ଚାଲିଛି ପ୍ରଦର୍ଶନୀ ।”

ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିବ ସସପେନ୍ସ, କାଲି ଦୂର ହୋଇପାରେ ଦ୍ୱନ୍ଦ୍ୱ ।

କନକ ବ୍ୟୁରୋ: ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ ଜାରି ରହିଛି । ତିନି ରାଜ୍ୟରେ ଏକାଧିକ ଦାବିଦାର ଥିବାରୁ ଜଣକ ନାଁରେ ସହମତି ଆଣିବାକୁ ଡେରି ହେଉଛି । ସେଇଥିପାଇଁ ୬ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରୁ ନାହିଁ । ସେପଟେ ୩ରାଜ୍ୟରେ ପହଁଚିଥିବା ନଅ ପର୍ଯ୍ୟବେକ୍ଷକ ନିଜ କାମରେ ଲାଗିପଡିଛନ୍ତି । ନବ ନିର୍ବାଚିତ ବିଧାୟକ, ରାଜ୍ୟସ୍ତରୀୟ ଦଳର ବରିଷ୍ଠ ନେତାଙ୍କୁ ଭେଟି ମୁଖ୍ୟମନ୍ତ୍ରୀContinue reading “ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିବ ସସପେନ୍ସ, କାଲି ଦୂର ହୋଇପାରେ ଦ୍ୱନ୍ଦ୍ୱ ।”

ବଲାଙ୍ଗୀରରୁ ଜବତ କୋଟି କୋଟି । ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ଗଣା ସରିଲାଣି ୧୦୨ଟି ବ୍ୟାଗର ଟଙ୍କା ।

କନକ ବ୍ୟୁରୋ: ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା । ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି, ହେଲେ ଟଙ୍କା ସରିବାର ନାଁ ଧରୁନାହିଁ । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ସୂଚନା ମିଳିଛି । ହେଲେ କେତେ କୋଟି ଟଙ୍କା ମିଳିଛି, ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି କର୍ତୃପକ୍ଷ । ଆହୁରି ୭୪ଟି ବ୍ୟାଗ ଗଣା ହେବାକୁ ରହିଛି । ଗତକାଲିContinue reading “ବଲାଙ୍ଗୀରରୁ ଜବତ କୋଟି କୋଟି । ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ଗଣା ସରିଲାଣି ୧୦୨ଟି ବ୍ୟାଗର ଟଙ୍କା ।”

ମଦ ସାମ୍ରାଜ୍ୟର କଳା ଟଙ୍କାର ପାହାଡ । ଶନିବାର ସୁଦ୍ଧା ୨୯୦ କୋଟି ଟଙ୍କା ଗଣତି ସରିଥିବା ସୂଚନା ।

କନକ ବ୍ୟୁରୋ: ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଯେଉଁଠି ହାତ ବାଜୁଛି, ସେଇଠି ଦେଖିବାକୁ ମିଳୁଛି ଟଙ୍କାର ପାହାଡ଼ । ସମ୍ବଲପୁରରେ ମିଳିଛି ୩୭ କୋଟି ୫୦ ଲକ୍ଷ ଟଙ୍କା । ସମ୍ବଲପୁର ଏସବିଆଇର ମୁଖ୍ୟ ବ୍ରାଞ୍ଚରେ ଟଙ୍କା ଗଣତି ଚାଲିଥିଲା । ଆଉ ସେହି ସମୟର ଏକ୍ସକ୍ଲୁସିଭ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ମେସିନରେ କେମିତି ବିଡା ବିଡା ନୋଟContinue reading “ମଦ ସାମ୍ରାଜ୍ୟର କଳା ଟଙ୍କାର ପାହାଡ । ଶନିବାର ସୁଦ୍ଧା ୨୯୦ କୋଟି ଟଙ୍କା ଗଣତି ସରିଥିବା ସୂଚନା ।”

ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିପାରିବେ କି କୋହଲି । ୱେଷ୍ଟ ଇଣ୍ଡିଜ ପୂର୍ବତନ କ୍ରିକେଟର ବ୍ରାଏନ୍ ଲାରାଙ୍କ ବୟାନକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ରେକର୍ଡକୁ ଭାଙ୍ଗିସାରିଛନ୍ତି ବିରାଟ କୋହଲି । ବିଶ୍ୱର ପ୍ରଥମ ଖେଳାଳି ଭାବେ ଦିନିକିଆରେ ଶତକରେ ଅର୍ଦ୍ଧଶତକ ମାରିଛନ୍ତି ବିରାଟ । କୋହଲି ଚଳିତ ବର୍ଷ ବିଶ୍ୱକପରେ ମୁମ୍ବାଇଇ ୱାଙ୍ଖଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫୦ ତମ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ । ସଚିନ ଦିନିକିଆରେ ୪୯ ଟି ଶତକ ମାରିଥିବା ବେଳେ ବିରାଟ ୫୦ ଟି ଶତକ ମାରିଛନ୍ତି । କିନ୍ତୁ କ୍ରିକେଟରେ ସବୁContinue reading “ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିପାରିବେ କି କୋହଲି । ୱେଷ୍ଟ ଇଣ୍ଡିଜ ପୂର୍ବତନ କ୍ରିକେଟର ବ୍ରାଏନ୍ ଲାରାଙ୍କ ବୟାନକୁ ନେଇ ଚର୍ଚ୍ଚା”

ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ପ୍ରଥମ ଦୃଶ୍ୟ । ଗର୍ଭଗୃହରେ ଦୁଇଟି ଫଟୋ ପୋଷ୍ଟ କରି କାର୍ଯ୍ୟକ୍ରମର ସୂଚନା ଦେଲା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ଫଟୋରେ ପ୍ରଭୁ ରାମଲାଲା ବିରାଜମାନ ହେବାକୁ ଥିବା ସିଂହାସନ ସମେତ ଗର୍ଭଗୃହ ଭିତରର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ଦୁଇଟି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଂଟରେ ସେୟାର କରିଛନ୍ତି । ଜାନୁଆରୀ ୨୨ରେ ରାମ ମନ୍ଦିରରContinue reading “ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ପ୍ରଥମ ଦୃଶ୍ୟ । ଗର୍ଭଗୃହରେ ଦୁଇଟି ଫଟୋ ପୋଷ୍ଟ କରି କାର୍ଯ୍ୟକ୍ରମର ସୂଚନା ଦେଲା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ”

ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟକାଣ୍ଡ । ବକେୟା ବିଲ ନଦେଇ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ସହ ପୋଷା କୁକୁର ଜରିଆରେ କଲେ ଆକ୍ରମଣ

କନକ ବ୍ୟୁରୋ : ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟ କାଣ୍ଡ । ଉତରପ୍ରଦେଶ ବୁଲନ୍ଦ ସହରରୁ ଆସିଛି ଚକିତ କରିବା ଭଳି ଘଟଣା । ବକେୟା ବିଜୁଳି ବିଲ ମାଗିବାକୁ ଆସିଥିବା ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ କୁକୁର ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କର୍ମଚାରୀମାନଙ୍କୁ ଗୋଡାଇ ଗୋଡାଇ ଲହୁଲୁହାଣ କରିଛନ୍ତି ପୋଷା କୁକୁର । ବୁଲନ୍ଦସହରର ଏହି ଘଟଣାକୁ ନେଇ ଏବେ ସବୁଠି ଆଲୋଡନ । କୁକୁର ଲଗାଇ ଆକ୍ରମଣ କରିଥିବା ଅଭିଯୋଗରେ ୪ଜଣଙ୍କ ନାରେContinue reading “ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟକାଣ୍ଡ । ବକେୟା ବିଲ ନଦେଇ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ସହ ପୋଷା କୁକୁର ଜରିଆରେ କଲେ ଆକ୍ରମଣ”

ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା । ବିଜେପିକୁ ଭୋଟ ଦେବାରୁ ଭାଉଜଙ୍କୁ ଦିଅର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ବିଜେପିକୁ ଭୋଟ ଦେବାରୁ ଭାଉଜଙ୍କୁ ନିଧୁର୍ମ ପିଟିଲା ଦିଅର । ସେହୋର ସହର ଘଟିଛି ନିର୍ମମ ହତ୍ୟା କାଣ୍ଡ । ଜଣେ ମୁସଲମାନ ସମ୍ପ୍ରଦାୟର ମହିଳା ବିଜେପିକୁ ଭୋଟ ଦେଇଥିଲେ । ଯେଉଁଥିରେ ଉ୍ତକ୍ଷିପ୍ତ ହୋଇ ଦିଅର ମାଡ଼ ମାରିଥିଲେ । ସୂଚନା ଅନୁସାରେ ଯେଉଁ ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା ସେହିଦିନ ମହିଳା ନିଜ ଝିଅ ସହ ଉତ୍ସବ ମନାଉଥିଲେContinue reading “ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା । ବିଜେପିକୁ ଭୋଟ ଦେବାରୁ ଭାଉଜଙ୍କୁ ଦିଅର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ”

ଲୋକସଭାରୁ ବହିଷ୍କାର ପରେ କ’ଣ କରିବେ ମହୁଆ ମୋଇତ୍ରା । ଏଥିକ୍ସ କମିଟି ନିଷ୍ପତିକୁ ବିରୋଧ ପାଇଁ ମହୁଆଙ୍କ ପାଖରେ ରହିଛି ୫ଟି ବିକଳ୍ପ

କନକ ବ୍ୟୁରୋ : ଲୋକସଭାରୁ ବହିଷ୍କୃତ ହେବା ପରେ ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ତାଙ୍କୁ ବହିଷ୍କାର କରାଯିବା ଘଟଣା ଜାତୀୟ ରାଜନୀତିରେ ବର୍ତମାନର ସବୁଠୁ ଅଧିକ ଚର୍ଚ୍ଚିତ ବିଷୟ ପାଲଟିଛି । ଆରୋପପ୍ରତ୍ୟାରୋପ ଚାଲିଛି । ଏହା ଭିତରେ ସମସ୍ତଙ୍କ ନଜର ରହିଛି କ’ଣ ରହିବ ମହୁଆ ମୋଇତ୍ରାଙ୍କ ଆଗାମୀ ପଦକ୍ଷେପ । ଏଥିକ୍ସ କମିଟି ରିପୋର୍ଟକୁ ଏକତରଫା ନିଷ୍ପତି କହି ନିଜ ଲଢେଇ ଜାରି ରଖିବେContinue reading “ଲୋକସଭାରୁ ବହିଷ୍କାର ପରେ କ’ଣ କରିବେ ମହୁଆ ମୋଇତ୍ରା । ଏଥିକ୍ସ କମିଟି ନିଷ୍ପତିକୁ ବିରୋଧ ପାଇଁ ମହୁଆଙ୍କ ପାଖରେ ରହିଛି ୫ଟି ବିକଳ୍ପ”

ଚର୍ଚ୍ଚା ବଢ଼ାଇଲା ଅମିତ୍ ଶାହଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ । ୨ ନାତୁଣୀଙ୍କ ସହ ଚେସ୍ ଖେଳୁଥିବାର ଛାଡ଼ିଲେ ଫଟୋ

କନକ ବ୍ୟୁରୋ : ଚର୍ଚ୍ଚା ବଢ଼ାଇଲା ଅମିତ ଶାହାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଫଟୋ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ଛାଡ଼ିଥିବା ଏହି ଫୋଟୋରେ ଶାହ ତାଙ୍କ ଦୁଇ ନାତୁଣିଙ୍କ ସହ ଚେସ୍ ଖେଳୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜନୀତିର ଚାଣକ୍ୟ ବୋଲି କୁହାଯାଏ । ତାଙ୍କ ଗୋଟିଚାଳନା ଆଗରେ ବିରୋଧୀଙ୍କ ସବୁ ଯୋଜନା ଫେଲ ମାରିଯାଏ । ସାଧାରଣରେ ଏକ ଧାରଣା ରହିଛି, ଚେସ୍ ବୁଦ୍ଧିମାନଙ୍କ ଖେଳContinue reading “ଚର୍ଚ୍ଚା ବଢ଼ାଇଲା ଅମିତ୍ ଶାହଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ । ୨ ନାତୁଣୀଙ୍କ ସହ ଚେସ୍ ଖେଳୁଥିବାର ଛାଡ଼ିଲେ ଫଟୋ”

Design a site like this with WordPress.com
Get started