୩ରାଜ୍ୟର କିଏ ଧରିବେ ମଙ୍ଗ, ଖୋଜ ସହ ମାନସମନ୍ଥନ କରୁଛି ବିଜେପ । ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତିି ପର୍ଯ୍ୟବେକ୍ଷକ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଚେହେରା ଭିତରେ ଜାରି ରହିଛି ବିଜେପିର ମାନସମନ୍ଥନ । ରାଜସ୍ଥାନ ପାଇଁ ସବୁଠୁ ଅଧିକ କସରତ କରୁଛି ଦଳ । ସେପଟେ ଚର୍ଚ୍ଚା ସାଉଁଟିଛି ମୁଖ୍ୟମନ୍ତ୍ରୀ ରେସର ଅନ୍ୟତମ ପ୍ରମୁଖ ଦାବିଦାର ବାବା ବାଲକନାଥଙ୍କ ସୋସିଆଲ ମିଡିଆ ପୋଷ୍ଟ । ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଖବରକୁ ଅଣଦେଖା କରିବାକୁ ବାବା ବାଲକନାଥ କହିଛନ୍ତି । ଜଣେ ସାଂସଦ ଓ ବିଧାୟକଭାବେ ଦେଶର ସେବା କରିବାକୁ ମୌକା ମିଳିଛି ଓ ଆଗକୁContinue reading “୩ରାଜ୍ୟର କିଏ ଧରିବେ ମଙ୍ଗ, ଖୋଜ ସହ ମାନସମନ୍ଥନ କରୁଛି ବିଜେପ । ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତିି ପର୍ଯ୍ୟବେକ୍ଷକ”

କଳାଟଙ୍କାକୁ ନେଇ ସାରା ଦେଶରେ ଆନ୍ଦୋଳନ । ଚଢ଼ାଉକୁ ନେଇ ତେଜୁଛି ରାଜନୀତି

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ବିଭିନ୍ନ ଠିକଣା ଉପରେ ଆୟକର ବିଭାଗ ଛଢାଉରେ ବର୍ତମାନ ସୁଦ୍ଧା ପାଖାପାଖି ୩୦୦ କୋଟି ନଗଦ ଟଙ୍କା ଜବତ ହୋଇ ସାରିଲାଣି । ଏତେ ମାତ୍ରାରେ କଳାଧନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଶହ ଶହ କୋଟି ଟଙ୍କାରେ ରାଜନେତାଙ୍କ ସମ୍ପୃକ୍ତି ଅଭିଯୋଗ ପରେ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ବିଭିନ୍ନ ସ୍ଥାନରେ ବିଜପିContinue reading “କଳାଟଙ୍କାକୁ ନେଇ ସାରା ଦେଶରେ ଆନ୍ଦୋଳନ । ଚଢ଼ାଉକୁ ନେଇ ତେଜୁଛି ରାଜନୀତି”

ଆନ୍ଧ୍ରପ୍ରଦେଶରୁ ଚୋରି, ଭୁବନେଶ୍ୱରରେ ଠାବ । ପୋଲିସ ଫେରାଇଲା ଚୋରି ବାଇକ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଶ୍ରିକାକୁଲମ ନିବାସୀ ତୁଲସିଦାସଙ୍କ ବୁଲେଟ ତାଙ୍କ ଇଚ୍ଛାପୁରମ ଅଫିସ ନିକଟରୁ ଗତ ମାସ ଚୋରି ହୋଇଥିଲା । ରାତିରେ ନାଇଟ ଡ୍ୟୁଟି କରୁଥିବା ସମୟରେ ଚୋର ତାଙ୍କ ବୁଲେଟର ହ୍ୟାଣ୍ଡେଲ ଲକ ଭାଙ୍ଗି ବୁଲେଟଟିକୁ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ । ସେ ଏନେଇ ଆନ୍ଧ୍ରପ୍ରଦେଶର ସ୍ଥାନିୟ ଥାନାରେ ଏତଲା ଦେଇଥିଲେ,ହେଲେ ନିଜ ପ୍ରିୟ ବୁଲେଟ ଯେ ମିଳିବ, ସେ ଆଶା ଛାଡି ଦେଇଥିଲେ । କିନ୍ତୁ ଶୁକ୍ରବାର ଯେତେବେଳେ ଭୁବନେଶ୍ୱରContinue reading “ଆନ୍ଧ୍ରପ୍ରଦେଶରୁ ଚୋରି, ଭୁବନେଶ୍ୱରରେ ଠାବ । ପୋଲିସ ଫେରାଇଲା ଚୋରି ବାଇକ”

ରେଳବାଇର ଅଜବ ନୀତି । ଦୂରତା ସମାନ, ହେଲେ ଭଡ଼ା ଭିନ୍ନ

କନକ ବ୍ୟୁରୋ : ପାସେଞ୍ଜର ଟ୍ରେନରେ ସବୁଦିନ ହଜାର ହଜାର ଲୋକ ଯାତ୍ରା କରିବା ଭଳି ଏହି ଦୁଇ ଷ୍ଟେସନ ମଧ୍ୟରେ ମଧ୍ୟ ଯାତ୍ରୀଙ୍କ ଯିବା ଆସିବା ଚାଲେ । ଏମିତିକି ବାଲେଶ୍ୱରର ଲୋକ ସବୁଦିନ ଭଦ୍ରକ ଆସି ଚାକିରିରେ ଯୋଗଦେଇ ଫେରିଯାଆନ୍ତି । ସେମିତି ଭଦ୍ରକରୁ ଯାତ୍ରୀ ପ୍ରତିଦିନ ବାଲେଶ୍ୱର ଯାଆନ୍ତି । ଏଥିପାଇଁ ମୁଖ୍ୟତଃ ପାସେଞ୍ଜର ଟ୍ରେନ ଉପରେ ନିର୍ଭର କରନ୍ତିି । ହେଲେ ଏହି ଦୁଇ ଷ୍ଟେସନ ଭିତରେ ଯିବା , ଆଉContinue reading “ରେଳବାଇର ଅଜବ ନୀତି । ଦୂରତା ସମାନ, ହେଲେ ଭଡ଼ା ଭିନ୍ନ”

ରାସ୍ତାଖୋଳି ଲୋକଙ୍କୁ ମରଣଯନ୍ତାରେ ପକାଉଛି ୱାଟକୋ । ଗାତରେ ପଡି ମହିଳା ଗୁରୁତର

କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ସ୍ୱେରେଜ୍ ଲାଇନ ପାଇଁ ୱାଟକୋ ଖୋଳିଥିବା ୧୫ଫୁଟ ଗଭୀର ଗାତରେ ଖସି ପଡିଛନ୍ତି ମହିଳା । ସ୍କୁଟି ଭାଂଗି ଯାଇଥିଲେ ବି ସୌଭାଗ୍ୟ ବସତଃ ମହିଳାଙ୍କ ମୁଣ୍ଡରେ ହେଲମେଟ ଥିବାରୁ ତାଙ୍କ ଜୀବନ ବଂଚିଯାଇଛି । ସବୁଦିନ ଭଳି ପିଲାକୁ ସ୍କୁଲକୁ ଆଣିବାକୁ ଯାଉଥିଲେ ୫୮ନମ୍ବର ୱାର୍ଡର ଶିବନଗରୀରେ ରହୁଥିବା ନନ୍ଦିତା ଆଚାର୍ଯ୍ୟ । ସ୍କୁଟିରେ ଯିବା ସମୟରେ ସେ ରାସ୍ତାରେ ଖୋଳାContinue reading “ରାସ୍ତାଖୋଳି ଲୋକଙ୍କୁ ମରଣଯନ୍ତାରେ ପକାଉଛି ୱାଟକୋ । ଗାତରେ ପଡି ମହିଳା ଗୁରୁତର”

ଏନସିଆରବି ରିପୋର୍ଟରେ ସାଂଘାତିକ ତଥ୍ୟ । ୩୪ ହଜାରରୁ ଅଧିକ ଶିଶୁ ଓ ମହିଳାଙ୍କ ମିଳୁନି ପତ୍ତା

କନକ ବ୍ୟୁରୋ : ଅପରାଧ, ଦୁର୍ନୀତି ଓ ଆଇନ ଶୃଙ୍ଖଳାର ସ୍ଥିତି ନେଇ ପ୍ରକାଶ ପାଇଛି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୨ର ରିପୋର୍ଟ । ଏଥିରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ବେଶ ଚିନ୍ତାଜନକ । କାରଣ ଦେଶରେ ମହିଳା ଓ ଶିଶୁଙ୍କ ନିଖୋଜ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି, କେମିତି ଉଭାନ ହୋଇ ଯାଉଛନ୍ତି ଏତେ ସଂଖ୍ୟକ ମହିଳା ଓ ଛୋଟ ପିଲା? ଓଡିଶା ସଂପର୍କରେ ଯେଉଁ ତଥ୍ୟ ଦିଆଯାଇଛିContinue reading “ଏନସିଆରବି ରିପୋର୍ଟରେ ସାଂଘାତିକ ତଥ୍ୟ । ୩୪ ହଜାରରୁ ଅଧିକ ଶିଶୁ ଓ ମହିଳାଙ୍କ ମିଳୁନି ପତ୍ତା”

ତିନି ରାଜ୍ୟରେ ବିଜେପିର ବିଜୟ । ଓଡି଼ଶାରେ ଗାଁ ମୁହାଁ ବିଜେପି

କନକ ବ୍ୟୁରୋ : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଜୟ ପରେ ଓଡିଶା ବିଜୟ ଲାଗି ଉତ୍ସାହିତ ରାଜ୍ୟ ବିଜେପି । ରାଜ୍ୟରେ କିଭଳି ସରକାର କରିବେ ସେ ନେଇ ରାମ ମନ୍ଦିର ପାଖ ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି ତତ୍ପରତା । କେନ୍ଦ୍ରିୟ ନେତୃତ୍ୱଙ୍କୁ ଭେଟି ରାଜ୍ୟରେ ସରକାର କରିବାକୁ ଯୋଜନା ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । କେନ୍ଦ୍ରିୟ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ ଏବେ ରାଜ୍ୟ ବିଜେପି ଗାଁ ମୁହାଁ । ତୃଣମୂଳ ସ୍ତରରୁContinue reading “ତିନି ରାଜ୍ୟରେ ବିଜେପିର ବିଜୟ । ଓଡି଼ଶାରେ ଗାଁ ମୁହାଁ ବିଜେପି”

ମଦ ବ୍ୟବସାୟୀଙ୍କ ଟଙ୍କାର ପାହାଡ ଦେଖି ତାଜୁବ ଲୋକେ, ମୋଦୀ ଗ୍ୟାରେଣ୍ଟି ନେଇ ଧର୍ମେନ୍ଦ୍ରଙ୍କ ବୟାନ ପରେ ତେଜିଲା ରାଜନୀତି

କନକ ବ୍ୟୁରୋ : ଆଇଟି ରେଡ୍ ବେଳେ ମଦ ବ୍ୟବସାୟୀଙ୍କ ନିକଟରେ ଟଙ୍କାର ପାହାଡ଼ ଦେଖି ତାଜୁବ ହୋଇ ଯାଇଛନ୍ତି ସମସ୍ତେ । ଏହାକୁ ନେଇ ରାଜନୀତି ବି ସରଗରମ ହେବାରେ ଲାଗିଛି । ଜବତ ହୋଇଥିବା କୋଟି କୋଟି କଳାଟଙ୍କା ଉପରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ଜନତାଙ୍କ ଠାରୁ ହରିଲୁଟ ହେଉଥିବା ଟଙ୍କା ଗୋଟି ଗୋଟି ଅସୁଲ କରାଯିବ ବୋଲି ମୋଦୀ କହିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହା ହେଉଛିContinue reading “ମଦ ବ୍ୟବସାୟୀଙ୍କ ଟଙ୍କାର ପାହାଡ ଦେଖି ତାଜୁବ ଲୋକେ, ମୋଦୀ ଗ୍ୟାରେଣ୍ଟି ନେଇ ଧର୍ମେନ୍ଦ୍ରଙ୍କ ବୟାନ ପରେ ତେଜିଲା ରାଜନୀତି”

ମଦ ବ୍ୟବସାୟୀଙ୍କ ଘରେ ଚତୁର୍ଥ ଦିନରେ ବି ଚାଲିଛି ଚଢାଉ । ମଦ ସମ୍ରାଟଙ୍କ ଲକରରୁ ପୁଣି ମିଳିଲା ପୁଳା ପୁଳା ଟଙ୍କା

କନକ ବ୍ୟୁରୋ : ବିଦେଶୀ ମଦ ପାଲଟିଛି କଳାଧନ ଆଦାୟର ମାଧ୍ୟମ । ରାଜ୍ୟରେ ମଦବ୍ୟବସାୟୀଙ୍କଠାରୁ ୩ଶହ କୋଟିରୁ ଅଧିକ ଟଙ୍କା ମିଳିବା ପରେ ସମସ୍ତଙ୍କ ଆଖି ଖୋସିହୋଇଯାଇଛି । ତେବେ ବିଦେଶୀ ମଦରୁ କେମିତି ଏତେ ଟଙ୍କାର କଳାଧନ ଆସୁଛି ତାହା ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି । କୁହାଯାଉଛି, ଏହି ଟଙ୍କା ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କମ୍ପାନୀର -ଧୀରଜ ସାହୁ ଓ କିଛି ବ୍ୟବସାୟୀ ବୌଦ୍ଧ ଡିଷ୍ଟଲାରୀ ନାମରେ ଏକContinue reading “ମଦ ବ୍ୟବସାୟୀଙ୍କ ଘରେ ଚତୁର୍ଥ ଦିନରେ ବି ଚାଲିଛି ଚଢାଉ । ମଦ ସମ୍ରାଟଙ୍କ ଲକରରୁ ପୁଣି ମିଳିଲା ପୁଳା ପୁଳା ଟଙ୍କା”

ତନୟା ପଟ୍ଟନାୟକ ହେଲେ ‘କନକ ନ୍ୟୁଜ୍’ର ସମ୍ପାଦକ

କନକ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ କନକ ନ୍ୟୁଜର ସମ୍ପାଦକ ଦାୟିତ୍ୱ ନେଲେ ସମ୍ବାଦର ସମ୍ପାଦକ ତଥା ସମ୍ବାଦ ଗ୍ରୁପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ । ଦୀର୍ଘ ଦଶନ୍ଧିରୁ ଅଧିକ ସମୟ ଧରି ଗଣମାଧ୍ୟମ ଜଗତ ସହ ଜଡିତ ଏବଂ ସମ୍ବାଦ ଗ୍ରୁପର ବରିଷ୍ଠ ପରିଚାଳନା ମଣ୍ଡଳୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଛନ୍ତି ତନୟା । ତନୟାଙ୍କ ନେତୃତ୍ୱ ଏବଂ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କନକ ନ୍ୟୁଜ୍, ରେଡିଓ ଚକଲେଟ୍ ଏବଂ ସମ୍ବାଦContinue reading “ତନୟା ପଟ୍ଟନାୟକ ହେଲେ ‘କନକ ନ୍ୟୁଜ୍’ର ସମ୍ପାଦକ”

Design a site like this with WordPress.com
Get started