କନକ ବ୍ୟୁରୋ: ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରୋଚକ ମୋଡରେ ପହଂଚିଛି ବିଜେଡିର ଗୋଷ୍ଠୀ କନ୍ଦଳ । ବିଧାୟକ ରମେଶ ବେହେରାଙ୍କୁ ବିରୋଧ କରି ମେଳି ବାନ୍ଧିଛନ୍ତି ଭିନ୍ନ ଏକ ଗୋଷ୍ଠୀ । ଆଗାମୀ ନିର୍ବାଚନରେ ବିଜେଡି ଟିକେଟ ହାତେଇବେ ବୋଲି ଦମ୍ଭ ପ୍ରକାଶ କରିଛନ୍ତି । ସେପଟେ ବିଗତ ଦିନରେ ଦଳରୁ ତଡା ଖାଇଥିବା କିଛି ଲୋକଙ୍କ ଏକ ସମାବେଶ ବୋଲି ବିଧାୟକ କହିଛନ୍ତି । ପୁରୁଣା ସ୍କ୍ରିପ୍ଟ , ନୂଆ ଅଭିନେତା । ପ୍ରତି ୫Continue reading “ନୟାଗଡ ଦଶପଲ୍ଲା ବିଜେଡି ବନାମ ବିଜେଡି: ବିଧାୟକ ରମେଶ ବେହେରାଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି ଭିନ୍ନ ଏକ ଗୋଷ୍ଠୀ”
Tag Archives: News
ସମ୍ବଲପୁର ଟାଙ୍ଗରପାଲିରେ ଘର ଭିତରୁ ମା’-ପୁଅଙ୍କ ମୃତଦେହ ଉଦ୍ଧାର: ବୋହୂ ବାପାଘରକୁ ଯାଇଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ
କନକ ବ୍ୟୁରୋ: ଆତ୍ମହତ୍ୟା, ଗୋଟିଏ ପରିବାରକୁ ସାରିଦେଲା । କରୋନା ବେଳେ ଆତ୍ମହତ୍ୟା କରିଥିଲେ ସାନ ପୁଅ । ଆଉ ଏବେ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ବଡ ପୁଅ ଓ ମା’ଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ୱାମୀ ଓ ଶାଶୁଙ୍କ ମୃତ୍ୟୁ ପରେ ଏକା ହୋଇଯାଇଛନ୍ତି ବୋହୂ ଓ କୁନି ପୁଅ । ତେବେ ମାନସିକ ଚାପ ଓ ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରୁଛି ସମ୍ବଲପୁର ଅଇଁଠାପାଲି ଥାନାContinue reading “ସମ୍ବଲପୁର ଟାଙ୍ଗରପାଲିରେ ଘର ଭିତରୁ ମା’-ପୁଅଙ୍କ ମୃତଦେହ ଉଦ୍ଧାର: ବୋହୂ ବାପାଘରକୁ ଯାଇଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ”
ଖୋଲୁନି ଶିଶୁ ବିଭାଗ ଓପିଡି: ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି କଅଁଳ ଶିଶୁ
କନକ ବ୍ୟୁରୋ: ପିଲାକୁ ଧରି ଧାଇଁ ଆସୁଛନ୍ତି କେନ୍ଦୁଝର ଆନନ୍ଦପୁର ଅଂଚଳର ଉପଖଣ୍ଡ ଚିକିତ୍ସାଳୟକୁ ଡାକ୍ତରଖାନାକୁ ଆସିଛନ୍ତି । ହେଲେ ଏଠି ଶିଶୁ ବିଭାଗ ଓପିଡି ବନ୍ଦ ଥିବାରୁ କୁନି କୁନି ପିଲାଙ୍କୁ କୋଳରେ ଧରି ଧାଡିରେ ଠିଆ ହୋଇଛନ୍ତି ମାଆମାନେ । ମେଡିକାଲକୁ ସଠିକ ସମୟରେ ଆସୁନଥିବା ଶିଶୁ ଡାକ୍ତର କହୁଛନ୍ତି କେବଳ ମେଡିକାଲରେ ଆଡ଼ମିସନ ଶିଶୁ ଙ୍କୁ ଚିକିତ୍ସା କରିବେ ବାହାରେ ଅସୁସ୍ଥ ହୋଇଥିବା ଶିଶୁ ଙ୍କୁ ନୁହଁ । ଘଟଣାକୁ ନେଇ ଶିଶୁମାନଙ୍କContinue reading “ଖୋଲୁନି ଶିଶୁ ବିଭାଗ ଓପିଡି: ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି କଅଁଳ ଶିଶୁ”
ଏସିଆ କପରେ କାହିଁକି ଚୟନ ହେଲେନି ୟୁଜବେନ୍ଦ୍ର ଚହଲ? କାରଣ କହିଲେ ରୋହତି ଶର୍ମା
କନକ ବ୍ୟୁରୋ: ଏସିଆ କପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହାର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କ ହାତରେ ରହିବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ ଯୋଗୁଁ ତିଲକ ବର୍ମାଙ୍କୁ ଏସିଆ କପରେ ଏଣ୍ଟ୍ରି ମିଳିଛି । ହେଲେ ଟିମ ଇଣ୍ଡିଆର ଅଫ ସ୍ପିନର ଆର ଅଶ୍ୱିନୀ ଓ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିନାହିଁ । ଚହଲଙ୍କୁ ସ୍ଥାନ ନମିଳିବା ଯୋଗୁଁ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛିContinue reading “ଏସିଆ କପରେ କାହିଁକି ଚୟନ ହେଲେନି ୟୁଜବେନ୍ଦ୍ର ଚହଲ? କାରଣ କହିଲେ ରୋହତି ଶର୍ମା”
କ୍ୟାପିଟାଲରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ: ଘଟଣାରେ ଲାଗିପାରେ ଏନଓସି ଭଳି ସଂଗୀନ ଦଫା
କନକ ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ହସ୍ପିଟାଲ କାଜୁଆଲଟିରେ ଡ୍ୟୁଟି କରୁଥିବା ୨ଜଣ ଡାକ୍ତରଙ୍କ କଲର ଧରି ଘୋଷାଡ଼ିବା ସହିତ ମାଡ଼ ମରାଯାଇଥିବା ନେଇ କ୍ୟାପିଟାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଅଭିଯୋଗ ଅନୁସାରେ କ୍ଷୀରୋଦ ଦେଓ ନାମକ ଜଣେ ଯୁବକ ତାଙ୍କ ମା’ଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ କାଜୁଆଲଟିରେ ପହଂଚିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କାଜୁଆଲଟିରେ ଭର୍ତି କରାଯାଇଥିଲା । ନିର୍ଦ୍ଦେଶକଙ୍କ କହିବା ଅନୁସାରେContinue reading “କ୍ୟାପିଟାଲରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ: ଘଟଣାରେ ଲାଗିପାରେ ଏନଓସି ଭଳି ସଂଗୀନ ଦଫା”
କୋଟିଏ ଶବ୍ଦକୁ ବଖାଣିଦିଏ ଗୋଟିଏ ଫଟୋ । ଶୈଶବର ସୁନ୍ଦର କାହାଣୀକୁ ଫଟୋରେ ଫଟୋରେ ପଢ଼ନ୍ତୁ…
କନକ ବ୍ୟୁରୋ: ଶୈଶବ… ନା ଅଛି ପାଇବାର ବଡ଼ ଆଶା । ନା ଅଛି ହରାଇବାର ଦୁଃଖ । ନିଜ ଦୁନିଆରେ ମସଗୁଲ ଥାଏ ଶିଶୁ ଟିଏ । ଏହି ଯେମିତି ମା କୋଳରେ ଅତି ଆରାମରେ ଶୋଇଛି କୁନି ଛୁଆଟି । ଆଉ ମା କାମକୁ ଗଲେ ଜେଜେ ମା ଗୀତ ଗାଇ ଶୁଆଇ ଦିଏ ଛୁଆଟିକୁ । ବାପାଙ୍କ କୋଳରେ ଅତି ଆରାମରେ ବସିଛି ଛୁଆଟି । ସେ ଜାଣିଛି ଏହି ଜାଗା ହିଁContinue reading “କୋଟିଏ ଶବ୍ଦକୁ ବଖାଣିଦିଏ ଗୋଟିଏ ଫଟୋ । ଶୈଶବର ସୁନ୍ଦର କାହାଣୀକୁ ଫଟୋରେ ଫଟୋରେ ପଢ଼ନ୍ତୁ…”
ଭାଇରାଲ ହେଉଛି ଭୁବନେଶ୍ୱର ମହର୍ଷି କଲେଜର ଚିଠି: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା କହି ଛାତ୍ରଛାତ୍ରୀଙ୍କୁ ଆସିବାକୁ ଦିଆଯାଉଥିଲା ନିର୍ଦ୍ଦେଶ, ହେଲେ ସଭାମଂଚରୁ କହିଲେ ଫାଇଭ-ଟି ସଚିବ
କନକ ବ୍ୟୁରୋ: ଆଜି ଭୁବନେଶ୍ୱର ଜନତା ମଇଦାନରେ ୧୫ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିରାଟ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲାର ଯୁକ୍ତ ୨ ଓ ଯୁକ୍ତ ତିନିର ଛାତ୍ରଛାତ୍ରୀ ଯୋଗଦେଇଥିଲେ । କୁହାଯାଉଛି ଏଥିପାଇଁ କଲେଜ ପକ୍ଷରୁ ସମାବେଶରେ ସାମିଲ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମ୍ପର୍କିତ ଏକ ନୋଟିସ ଏବେ ଭାଇରାଲ ହେଉଛି । ନୋଟିସ୍ଟି ଭୁବନେଶ୍ୱରର ମହର୍ଷି କଲେଜ ଅଫ୍ ନାଚ୍ୟୁରାଲ ଲ’ ପକ୍ଷରୁ ଜାରିContinue reading “ଭାଇରାଲ ହେଉଛି ଭୁବନେଶ୍ୱର ମହର୍ଷି କଲେଜର ଚିଠି: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା କହି ଛାତ୍ରଛାତ୍ରୀଙ୍କୁ ଆସିବାକୁ ଦିଆଯାଉଥିଲା ନିର୍ଦ୍ଦେଶ, ହେଲେ ସଭାମଂଚରୁ କହିଲେ ଫାଇଭ-ଟି ସଚିବ”
ଇସ୍ରୋରୁ ଆସିଲା ଖୁସି ଖବର । ଜହ୍ନରେ ଚନ୍ଦ୍ରଯାନ-୩କୁ ସ୍ୱାଗତ କଲା ଚନ୍ଦ୍ରଯାନ-୨
କନକ ବ୍ୟୁରୋ: ଚନ୍ଦ୍ରଯାନ -୩ ଧୀରେ ଧୀରେ ନିଜ ଲକ୍ଷ୍ୟସ୍ଥଳ ଆଡକୁୁ ଅଗ୍ରସର ହେଉଛି । ଏହା ଚନ୍ଦ୍ରଠାରୁ ମାତ୍ର କିଛି କିଲୋମିଟର ଦୂରରେ ରହିଛି । ଅବତରଣ କରିବାକୁ ଏପରି ଏକ ସୁରକ୍ଷିତ ସ୍ଥାନ ଖୋଜୁଛି ଯେଉଁଠାରେ ବୋଲ୍ଡର କି ଖାଲ ନଥିବ । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ -୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୧୭ ତାରିଖରୁ ଏନେଇContinue reading “ଇସ୍ରୋରୁ ଆସିଲା ଖୁସି ଖବର । ଜହ୍ନରେ ଚନ୍ଦ୍ରଯାନ-୩କୁ ସ୍ୱାଗତ କଲା ଚନ୍ଦ୍ରଯାନ-୨”
ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବଡ଼ ଆନ୍ଦୋଳନ: ସଂଗୀତ ମହାବିଦ୍ୟାଳୟ ପରିସରରୁ ଅଳିଆ ଉଠାଇଲେ କଂଗ୍ରେସ କର୍ମୀ
କନକ ବ୍ୟୁରୋ: ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ରାଜ୍ୟ ସରକାର ଓ ବିଏମସିକୁ କଂଗ୍ରେସର ଟାର୍ଗେଟ୍ । ବିଏମ୍ସି ବିରୋଧରେ ବଡ଼ ଆନ୍ଦୋଳନ କରିଛି । ସଂଗୀତ ମହାବିଦ୍ୟାଳୟ ପରିସରରୁ ଅଳିଆ ଉଠାଇ ପ୍ରତିବାଦ କରିଛି କଂଗ୍ରେସ । କଂଗ୍ରେସ କହିଛି, ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି । କିନ୍ତୁ ବିଏମସିର ଏପର୍ଯ୍ୟନ୍ତ ନିଦ ଭାଙ୍ଗିନାହିଁ । ଯାହାର ପ୍ରତିବାଦ କରିଛି କଂଗ୍ରେସ । ସେପଟେ ଅସମ୍ଭାଳ ଡେଙ୍ଗୁ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେContinue reading “ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବଡ଼ ଆନ୍ଦୋଳନ: ସଂଗୀତ ମହାବିଦ୍ୟାଳୟ ପରିସରରୁ ଅଳିଆ ଉଠାଇଲେ କଂଗ୍ରେସ କର୍ମୀ”
ଟଙ୍କା ଉଠାଇବା ଛଡା ଏଟିଏମ୍ ଦ୍ୱାରା ଆଉ କେଉଁ କେଉଁ କାମ ସମ୍ଭବ? ଜାଣନ୍ତୁ…
କନକ ବ୍ୟୁରୋ : ଆଜିର ସମୟରେ ପ୍ରାୟ ସମସ୍ତେ ଏଟିଏମ୍ କାର୍ଡ ବ୍ୟବହାର କରୁଥିଲେ । କିନ୍ତୁ ଯଦି ଏଟିଏମ୍ ବ୍ୟବହାରକାରୀଙ୍କୁ ପଚରାଯାଏ, ଏଟିଏମ୍ କାର୍ଡକୁ ଟଙ୍କା ଉଠାଇବା ବ୍ୟତିତ ଆଉ କେଉଁ କେଉଁ କ୍ଷେତ୍ରରେ ବ୍ୟବହାର କରାପାରେ? ବୋଧ ହୁଏ ଅଧିକାଂଶ ଉପଭୋକ୍ତ ଏ ବାବଦରେ ଅବଗତ ନଥିବେ କି ଏଟିଏମରୁ ଟଙ୍କା ଉଠାଇବା ବ୍ୟତୀତ ଅନ୍ୟ ବ୍ୟାଙ୍କ କାର୍ଯ୍ୟ ମଧ୍ୟ କରାଯାଇପାରିଥାଏ । କେବଳ ବ୍ୟାଙ୍କିଙ୍ଗ୍ କାମ ନୁହେଁ ନନ୍ ବ୍ୟାଙ୍କିଙ୍ଗ୍ ଟ୍ରାଞ୍ଜାକ୍ସନବି ଏଟିଏମ୍Continue reading “ଟଙ୍କା ଉଠାଇବା ଛଡା ଏଟିଏମ୍ ଦ୍ୱାରା ଆଉ କେଉଁ କେଉଁ କାମ ସମ୍ଭବ? ଜାଣନ୍ତୁ…”