କନକ ବ୍ୟୁରୋ : ଭୁବନେଶ୍ୱର ଜନତା ମୈଦାନରେ ଏକାଠି ହୋଇଛନ୍ତି କଲେଜ ଛାତ୍ରଛାତ୍ରୀ । ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ । ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଫାଇଭ-ଟି ସଚିବ । ଏନେଇ ବିଭିନ୍ନ କଲେଜର ଅଧ୍ୟକ୍ଷମାନଙ୍କର ବୈଠକ ହୋଇଥିଲା । କଲେଜ ସମ୍ପର୍କିତ ରହିଥିବା ସମସ୍ୟା ଭିତ୍ତିଭୂମି, ପାଠ ପଢ଼ାକୁ ନେଇ ହେଉଥିବାContinue reading “ଜନତା ମୈଦାନରେ ଏକାଠି ହେଲେ କଲେଜ ଛାତ୍ରଛାତ୍ରୀ : ୧୩୦ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଫାଇଭ-ଟି ସଚିବ”
Tag Archives: News
ଖଡଗେଙ୍କ ନୂଆ ଟିମ୍, ଓଡ଼ିଶାର ନେତାଙ୍କୁ ଅଣଦେଖା । ରାଜ୍ୟ କଂଗ୍ରେସ ନେତା କହିଲେ, ସିଡବ୍ଲୁସିରେ ଓଡ଼ିଶା ନେତାଙ୍କର ବୋଧେ ନାହିଁ ଆବଶ୍ୟକତା ।
କନକ ବ୍ୟୁରୋ : ଓଡ଼ିଶା କଂଗ୍ରେସକୁ ଏଆଇସିସିର ଅଣଦେଖା । କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ନାହାନ୍ତି ଓଡ଼ିଶାର କୌଣସି ବି ନେତା । କେବଳ ୧୪ ଜଣିଆ ପ୍ରଭାରୀ ତାଲିକାରେ ଭକ୍ତ ଚରଣ ଦାସଙ୍କୁ ସ୍ଥାନ ଦିଆଯାଇଛି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି । ଓଡ଼ିଶାକୁ ଏଆଇସିସି ସବୁବେଳେ ଉପେକ୍ଷିତ କରୁଥିବା ଅଭିଯୋଗ ଆଣିବା ସହ ଏନେଇ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ ।Continue reading “ଖଡଗେଙ୍କ ନୂଆ ଟିମ୍, ଓଡ଼ିଶାର ନେତାଙ୍କୁ ଅଣଦେଖା । ରାଜ୍ୟ କଂଗ୍ରେସ ନେତା କହିଲେ, ସିଡବ୍ଲୁସିରେ ଓଡ଼ିଶା ନେତାଙ୍କର ବୋଧେ ନାହିଁ ଆବଶ୍ୟକତା ।”
ଅଭିଯୁକ୍ତକୁ ଧରିବାକୁ ଯାଇଥିବାବେଳେ ପୁଲିସକୁ ଆକ୍ରମଣ ଘଟଣା : ମାଆ, ଝିଅକୁ ଉଠାଇ ନେଲା ପୋଲିସ
କନକ ବ୍ୟୁରୋ : ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ କର୍ମଚାରୀ ଆକ୍ରମଣର ଶିକାର ହୋଇଥିବା ଘଟଣାରେ ମାଆ, ଝିଅଙ୍କୁ ଉଠାଇନେଲା ପୋଲିସ । ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତର ବାଲିଛନ୍ଦାଘାଟ ଗାଁର ବଂଶୀଧର ମଲ୍ଲିକଙ୍କ ନାଁରେ ୨୦୦୯ରୁ ୱାରେଣ୍ଟ ଥିଲା ତାଙ୍କୁ ଗିରଫ କରିବାକୁ ଯାଇଥିଲା ପୋଲିସ । ଏହି ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ ବଂଶୀଧରଙ୍କ ପରିବାର । ଖବର ପାଇ ସୋର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।Continue reading “ଅଭିଯୁକ୍ତକୁ ଧରିବାକୁ ଯାଇଥିବାବେଳେ ପୁଲିସକୁ ଆକ୍ରମଣ ଘଟଣା : ମାଆ, ଝିଅକୁ ଉଠାଇ ନେଲା ପୋଲିସ”
ବ୍ରହ୍ମପୁର ବଡ଼ବଜାର ଖାସପା ସାହିରେ ଅଗ୍ନିକାଣ୍ଡ : ଜଳିଗଲା ହୋଲସେଲ ପୂଜା ଦୋକାନ; ୭୦ଲକ୍ଷ ଟଙ୍କାର ଜିନିଷ ଜଳିପୋଡି ପାଉଁଶ
କନକ ବ୍ୟୁରୋ : ବ୍ରହ୍ମପୁର ବଡ଼ବଜାର ଖାସପା ସାହିରେ ଅଗ୍ନିକାଣ୍ଡ । ଜଳିଗଲା ହୋଲସେଲ ପୂଜା ଦୋକାନ । ୭୦ଲକ୍ଷ ଟଙ୍କାର ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ନିଆଁ ଆୟତ୍ତ କରିଛି ଦମକଳ ବାହିନୀ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । The post ବ୍ରହ୍ମପୁର ବଡ଼ବଜାର ଖାସପା ସାହିରେ ଅଗ୍ନିକାଣ୍ଡ : ଜଳିଗଲା ହୋଲସେଲ ପୂଜା ଦୋକାନ; ୭୦ଲକ୍ଷ ଟଙ୍କାର ଜିନିଷ ଜଳିପୋଡି ପାଉଁଶ first appeared on Kanak News.Continue reading “ବ୍ରହ୍ମପୁର ବଡ଼ବଜାର ଖାସପା ସାହିରେ ଅଗ୍ନିକାଣ୍ଡ : ଜଳିଗଲା ହୋଲସେଲ ପୂଜା ଦୋକାନ; ୭୦ଲକ୍ଷ ଟଙ୍କାର ଜିନିଷ ଜଳିପୋଡି ପାଉଁଶ”
ନିଲାମ ହେବନି ସନ୍ନିଙ୍କ ଘର । ନିଲାମ ନୋଟିସ ଫେରାଇନେଲା ବ୍ୟାଙ୍କ
କନକ ବ୍ୟୁରୋ: ନିଲାମ ହେବନି ସନ୍ନି ଦେଓଲଙ୍କ ଘର । ନିଲାମ ନୋଟିସ ଫେରାଇନେଲା ବ୍ୟାଙ୍କ । ଋଣ ପରିଶୋଧ କରିନଥିବାରୁ ୫୬କୋଟି ଟଙ୍କାରେ ଘର ନିଲାମ ପାଇଁ ହୋଇଥିଲା ନୋଟିସ୍ । ବୈଷୟିକ କାରଣ ଦର୍ଶାଇ ବ୍ୟାଙ୍କ ନୋଟିସ୍ ଫେରାଇନେଇଛି । କିନ୍ତୁ ଏବେ ବ୍ୟାଙ୍କ ନୋଟିସ ଫେରାଇନେବା ପରେ ରାଜନୀତି ତେଜିଛି । କଂଗ୍ରେସ ସାଂସଦ ଜୟରାମ ରମେଶ ଏହି ଘଟଣାକୁ ନେଇ ମୁଁହ ଖୋଲିଛନ୍ତି । ଜୟରାମ ରମେଶ କହିଛନ୍ତି ୨୪ ଘଂଟାContinue reading “ନିଲାମ ହେବନି ସନ୍ନିଙ୍କ ଘର । ନିଲାମ ନୋଟିସ ଫେରାଇନେଲା ବ୍ୟାଙ୍କ”
ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ-୩ : ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ କରିବ ଅବତରଣ
କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ ୩ । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ଲ୍ୟାଣ୍ଡର ବିକ୍ରମ । ଏଲଏଚଡିଏ କ୍ୟାମେରାରୁ ଏହି ଫଟୋ ଉତୋଜଳ କରି ପଠାଇଛି ଲ୍ୟାଣ୍ଡର । ଏଲଏଚଡିଏସି ଅର୍ଥାତ ଲ୍ୟାଣ୍ଡର ହାଜାର୍ଡ ଡିଟେକସନ ଆଣ୍ଡ ଆଭଏଡାନ୍ସ କ୍ୟାମେରା । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ ସ୍ଥାନ ଖୋଜିବା ପାଇଁ ଏହି କ୍ୟାମେରା ସହଯୋଗ କରୁଛି । ଏହି ଫଟୋ ଗୁଡିକ ଜରିଆରେ ଲ୍ୟାଣ୍ଡରContinue reading “ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ-୩ : ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ କରିବ ଅବତରଣ “
ସୀମା ଓ ସଚ୍ଚିନଙ୍କ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମର ପ୍ରଥମ ଝଲକ୍ । ଫିଲ୍ମର ଟାଇଟଲ ସଙ୍ଗ୍ ରିଲିଜ୍ ।
କନକ ବ୍ୟୁରୋ: ସୀମା ହାଇଦର ଓ ସଚ୍ଚିନ ମୀଣାଙ୍କ ଲଭ୍ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ ‘କରାଚି ଟୁ ନୋଏଡା’ର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଏହାସହ ଫିଲ୍ମର ଟାଇଟଲ ସଙ୍ଗ ମଧ୍ୟ ରିଲିଜ ହୋଇଛି । ଏହାକୁ ପ୍ରଡ୍ୟୁସର ଅମିତ ଜାନି ବନାଇଛନ୍ତି । ଜାନି ଫାୟାରବକ୍ସ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସୀମାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଫରହିନ୍ ଫଲକ । ରବିବାର ଏହାର ଥିମ୍ ସଙ୍ଗ ରିଲିଜ୍ ହୋଇଛି ।Continue reading “ସୀମା ଓ ସଚ୍ଚିନଙ୍କ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମର ପ୍ରଥମ ଝଲକ୍ । ଫିଲ୍ମର ଟାଇଟଲ ସଙ୍ଗ୍ ରିଲିଜ୍ ।”
ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ : ଘଟଣାସ୍ଥଳରେ ଅଇଁଠାପାଲି ଥାନା ପୋଲିସର ତଦନ୍ତ
କନକ ବ୍ୟୁରୋ : ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ । ଅଇଁଠାପାଲି ଥାନା ଟାଙ୍ଗପାଲିରେ ମା’ ପୁଅଙ୍କ ଆତ୍ମହତ୍ୟା । ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିତିବା ସୂଚନା । ତେବେ କେଉଁ କାରଣ ପାଇଁ ଏଭଳି ପଦକ୍ଷେପ ନେଲେ କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ଅଇଁଠାପାଲି ଥାନା ପୋଲିସର ତଦନ୍ତ ଜାରି । The post ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ : ଘଟଣାସ୍ଥଳରେ ଅଇଁଠାପାଲି ଥାନା ପୋଲିସରContinue reading “ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ : ଘଟଣାସ୍ଥଳରେ ଅଇଁଠାପାଲି ଥାନା ପୋଲିସର ତଦନ୍ତ”
ମହିଳା ସରପଞ୍ଚଙ୍କ ନାଁରେ ସାଂଘାତିକ ଅଭିଯୋଗ : ବାପା-ମାଆ ଛେଉଣ୍ଡ ନାବାଳିକାକୁ ୫ଲକ୍ଷ ଟଙ୍କାରେ କରିଥିଲେ ଗୁଜରାଟ ଚାଲାଣ
କନକ ବ୍ୟୁରୋ : ସୁନ୍ଦରଗଡ଼ ବିରବିରା ପଞ୍ଚାୟତର ଜଣେ ମହିଳା ସରପଞ୍ଚଙ୍କ ନାଁରେ ସାଂଘାତିକ ଅଭିଯୋଗ । ବାପା-ମାଆ ଛେଉଣ୍ଡ ନାବାଳିକା ଝିଅକୁ ଦଲରସା ଗୁଡିଆ ୫ ଲକ୍ଷ ଟଙ୍କାରେ ଗୁଜରାଟ ଚାଲାଣ କରିଦେଇଥିବା ଅଭିଯୋଗ ହୋଇଛି । ବର୍ଷେ ନିର୍ଯାତନା ଭୋଗିବା ପରେ ନାବାଳିକା କୌଶଳକ୍ରମେ ସୁନ୍ଦରଗଡ଼ ଚାଲିଆସି ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସରପଞ୍ଚ ଓ ତାଙ୍କୁ ଗୃହବନ୍ଦୀ କରି ରଖିଥିବା ଗୁଜରାଟର ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛିContinue reading “ମହିଳା ସରପଞ୍ଚଙ୍କ ନାଁରେ ସାଂଘାତିକ ଅଭିଯୋଗ : ବାପା-ମାଆ ଛେଉଣ୍ଡ ନାବାଳିକାକୁ ୫ଲକ୍ଷ ଟଙ୍କାରେ କରିଥିଲେ ଗୁଜରାଟ ଚାଲାଣ”
ବାପାଙ୍କ ସହ ୪ ପିଲା ଦୋକାନ ଆଗରେ ଛିଡା ହୋଇଥିଲେ । ଭୁଲ ରୁଟରେ ଆସି ମାଡିଗଲା ଟ୍ରକ୍
କନକ ବ୍ୟୁରୋ: ୪ ପିଲାଙ୍କୁ ଆଇସକ୍ରିମ ଖୁଆଇବାକୁ ଆଣି ଆସିଥିଲେ । ଗାଡି ରଖି ସେମାନଙ୍କୁ ଓହ୍ଲାଇଲେ । ହେଲେ କିଏ ଜାଣିଥିଲା ଗୋଟିଏ ମୁହୂର୍ତ୍ତ ତାଙ୍କ ପାଇଁ କାଳ ହୋଇଯିବ । ଛିଡା ହୋଇଥିବା ସମୟରେ ରଙ୍ଗ ରୁଟରେ ଆସି ଏକ ମାଲବୋଝେଇ ମିନି ଟ୍ରକ ସେମାନଙ୍କ ଉପରେ ଚଢିଯାଇଥିଲା । ଫଳରେ ୫ଜଣଙ୍କର ଜୀବନ ଚାଲିଗଲା । ଏଭଳି ଘଟଣା ଘଟିଛି ତାମିଲନାଡୁ ମେଟୁପାଲୟମ୍ ଅଞ୍ଚଳରେ । ଜଣେ ବ୍ୟକ୍ତି ନିଜ ପିଲାମାନଙ୍କୁ ଆଇସକ୍ରିମContinue reading “ବାପାଙ୍କ ସହ ୪ ପିଲା ଦୋକାନ ଆଗରେ ଛିଡା ହୋଇଥିଲେ । ଭୁଲ ରୁଟରେ ଆସି ମାଡିଗଲା ଟ୍ରକ୍”