କନକ ବ୍ୟୁରୋ: ଆମେରିକା ମେରିଲ୍ୟାଣ୍ଡରେ ଭାରତୀୟ ଦମ୍ପତ୍ତିଙ୍କ ସହ ୬ ବର୍ଷର ପୁଅର ଶବ ଉଦ୍ଧାର ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ଯାଞ୍ଚ ଚଳାଇଛି ପୁଲିସ । ମୃତକ ହେଉଛନ୍ତି କର୍ଣ୍ଣାଟକ ବାସିନ୍ଦା ଯୋଗେଶ ଏଚ୍ ନାଗରାଜପ୍ପା , ତାଙ୍କ ପତ୍ନୀ ପ୍ରତିଭା ୱାଇ ଅମରନାଥ ଓ ୬ ବର୍ଷର ପୁଅ ଯଶ୍ ହୋନ୍ନାଲ । ପଡୋଶୀଙ୍କ କହିବା ମୁତାବକ, ଦୁହିଁଙ୍କୁ ଶେଷ ଥର ପାଇଁ ମଙ୍ଗଳବାର ଦେଖିଥିଲେ । କିନ୍ତୁ ତା ପରେContinue reading “ଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କ ସହ ପୁଅର ଶବ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା, ଯାଞ୍ଚ କରୁଛି ପୁଲିସ”
Tag Archives: News
ଭାରତକୁ ଟ୍ରମ୍ପଙ୍କ ଧମକ ! ରାଷ୍ଟ୍ରପତି ହେଲେ ଭାରତର ସମସ୍ତ ପ୍ରଡକ୍ଟ ଉପରେ ଲାଗିବ ଅଧିକ ଟିକସ
କନକ ବ୍ୟୁରୋ : ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ମୁଁ ପୁଣି ରାଷ୍ଟ୍ରପତି ହୁଏ ତେବେ ଭାରତୀରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଇବି । ଏହା ସହିତ ଆମେରିକା ପ୍ରଡକ୍ଟ ହାରଲେ ଡେଭିଡସନ୍ ବାଇକ୍ ଉପରେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଯାଉଥିବା ମୁଦ୍ଦା ମଧ୍ୟ ଉଠାଇଛନ୍ତି ଟ୍ରମ୍ପ । ଏହା ସହିତ ଅନ୍ୟ ପ୍ରଡକ୍ଟ ଉପରେ ମଧ୍ୟ ଅଧିକରୁ ଅଧିକContinue reading “ଭାରତକୁ ଟ୍ରମ୍ପଙ୍କ ଧମକ ! ରାଷ୍ଟ୍ରପତି ହେଲେ ଭାରତର ସମସ୍ତ ପ୍ରଡକ୍ଟ ଉପରେ ଲାଗିବ ଅଧିକ ଟିକସ”
ପଟିଆ ଅଞ୍ଚଳରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସର ତଦନ୍ତ
କନକ ବୁରୋ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପଟିଆ ପଦ୍ମକେଶରୀପୁର ଅଞ୍ଚଳରେ ଭଡ଼ାଘରେ ରହୁଥିବା ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ମୃତକ ହେଲେ ସୂର୍ଯ୍ୟ ନାୟକ । ମୃତ ଯୁବକ ଡ୍ରାଇଭର ଭାବେ କାମ କରୁଥିଲେ । ସୂର୍ଯ୍ୟଙ୍କୁ ହତ୍ୟା କରାଯାଇଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ । TheContinue reading “ପଟିଆ ଅଞ୍ଚଳରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସର ତଦନ୍ତ”
‘ଯଦି ମୁଁ ରାଷ୍ଟ୍ରପତି ହୁଏ…’ ଭାରତକୁ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଧମକ
କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଧମକ ଦେଇଛନ୍ତି । ଆମେରିକାର କିଛି ଉତ୍ପାଦ ଉପରେ ଭାରତ ଶୁଳ୍କ ଲଗାଇଥିବାରୁ ଏଥିରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଭାରତରେ ଆମେରିକାରେ ଉତ୍ପାଦିତ ହାର୍ଲେ ଡେଭିଡସନ୍ ମୋଟରବାଇକ୍ ଉପରେ ଭାରତ ସରକାର ତାରିଫ୍ ଲଗାଯିବା ପ୍ରସଙ୍ଗକୁ ଉଠାଇ କହିଛନ୍ତି ଯଦି ସେ ୨୦୨୪ରେ ରାଷ୍ଟ୍ରପତି ହୁଅନ୍ତି ତେବେ ଭାରତର ଉତ୍ପାଦ ଗୁଡିକୁ ଉପରେ ମଧ୍ୟ କଡା ଶୁଳ୍କ ଲଗାଇବେ । ୨୦୧୯ ରେContinue reading “‘ଯଦି ମୁଁ ରାଷ୍ଟ୍ରପତି ହୁଏ…’ ଭାରତକୁ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଧମକ”
କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ : ୪ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ୍
କନକ ବ୍ୟୁରୋ : କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ୱର ରେଳଷ୍ଟେସନ ରୋଡରୁ ବ୍ରାଉନସୁଗାର ଜବତ କଲା ଏସଟିଏଫ୍ । ସଂଧ୍ୟା ସମୟରେ ବ୍ରାଉନ ସୁଗାର ଡିଲ ପାଇଁ ଚାଲିଥିଲା ବଡ଼ ଧରଣ ଯୋଜନା । ଛଦ୍ମ ବେଶରେ ଛକି ରହିଥିବା ଏସଟିଏଫ୍ ଅଫିସରଙ୍କ ହାତରେ ଧରା ପଡ଼ିଥିଲେ ୪ ଅଭିଯୁକ୍ତ । ସେମାନେ ହେଲେ ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଏବଂ ସମ୍ବିତ ନାୟକ । ୪ ଅଭିଯୁକ୍ତଙ୍କContinue reading “କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ : ୪ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ୍”
ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା : ଜାଣନ୍ତୁ କିଏ ସାମିଲ ହେଲେ , କିଏ ବାଦ୍ ପଡିଲେ ?
କନକ ବ୍ୟୁରୋ : ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଟ୍ୱିଟ କରି ଟିମ ଘୋଷଣାର ସୂଚନା ଦେଇଛି ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କେ.ଏଲ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର,Continue reading “ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା : ଜାଣନ୍ତୁ କିଏ ସାମିଲ ହେଲେ , କିଏ ବାଦ୍ ପଡିଲେ ?”
ମାଟ୍ରିକ୍ ପରେ ଆଉ ପାଠ ପଢୁବାକୁ ରହୁନି ପିଲାଙ୍କ ଆଗ୍ରହ : ଯୁକ୍ତ ଦୁଇରେ ଖାଲି ପଡ଼ିଛି ଲକ୍ଷାଧିକ ସିଟ୍; ଆଇଟିଆଇ ଓ ଡିପ୍ଲୋମାରେ ମଧ୍ୟ ସମାନ ସ୍ଥିତି
କନକ ବ୍ୟୁରୋ : ମାଟ୍ରିକ୍ ପରେ ଆଉ ପାଠ ପଢୁନାହାନ୍ତି ପିଲା । ପରବର୍ତ୍ତୀ ଶ୍ରେଣୀରେ ଆଉ ନାମ ଲେଖାଉନାହାନ୍ତି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୯୩ ଦଶମିକ ୧୨ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିଥିଲେ । ହେଲେ ଯୁକ୍ତ ଦୁଇରେ ଲକ୍ଷାଧିକ ସିଟ୍ ଖାଲି ପଡ଼ିଛି । କେବଳ ଯୁକ୍ତ ଦୁଇ ନୁହଁ, ଆଇଟିଆଇ ଓ ଡିପ୍ଲୋମାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଆଇଟିଆଇ ଓ ଡିପ୍ଲୋମାରେ ୬୫ ହଜାରରୁContinue reading “ମାଟ୍ରିକ୍ ପରେ ଆଉ ପାଠ ପଢୁବାକୁ ରହୁନି ପିଲାଙ୍କ ଆଗ୍ରହ : ଯୁକ୍ତ ଦୁଇରେ ଖାଲି ପଡ଼ିଛି ଲକ୍ଷାଧିକ ସିଟ୍; ଆଇଟିଆଇ ଓ ଡିପ୍ଲୋମାରେ ମଧ୍ୟ ସମାନ ସ୍ଥିତି”
ଫାଇଭ-ଟି ଅନ୍ତର୍ଭୁକ୍ତ ହେବ ଖୋର୍ଦ୍ଧା ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ୩ କଲେଜ : ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ ପାଣ୍ଡିଆନଙ୍କ ଘୋଷଣା
କନକ ବ୍ୟୁରୋ : ଭୁବନେଶ୍ୱର ଜନତା ମୈଦାନରେ ହେଉଥିବା କାର୍ଯ୍ୟକ୍ରମରେ ଫାଇଭ-ଟି ସଚିବଙ୍କ ବଡ଼ ଘୋଷଣା । ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ୩ କଲେଜ ଫାଇଭ-ଟି ଅନ୍ତର୍ଭୁକ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ ପାଣ୍ଡିଆନ ଘୋଷଣା କରିଛନ୍ତି । ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କଲେଜ ଛାତ୍ରଛାତ୍ରୀ । ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ ଙ୍କ ସହContinue reading “ଫାଇଭ-ଟି ଅନ୍ତର୍ଭୁକ୍ତ ହେବ ଖୋର୍ଦ୍ଧା ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ୩ କଲେଜ : ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ ପାଣ୍ଡିଆନଙ୍କ ଘୋଷଣା”
ବିବେକ ରାମସ୍ଵାମୀ କିଏ ?
କନକ ବ୍ୟୁରୋ: ଆସନ୍ତାବର୍ଷ 2024ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ବିବେକ ରାମସ୍ବାମୀ ନାମକ ଜଣେ ଭାରତୀୟ-ଆମେରିକୀୟଙ୍କ ନାମ ବହୁତ ଚର୍ଚ୍ଚାରେ ଅଛି । ବିବେକ ରାମସ୍ବାମୀଙ୍କୁ ଆଗାମୀ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରମୁଖ ଦାବିଦାର ଭାବରେ ମଧ୍ୟ ବିବେଚନା କରାଯାଉଛି। ରାମସ୍ବାମୀ ଦାବି କରିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବହୁତ ଜଲ୍ଦି ସମାପ୍ତ କରିଦେବେ।Continue reading “ବିବେକ ରାମସ୍ଵାମୀ କିଏ ?”
ନାରାୟଣପାଟଣାର ପୂର୍ବତନ ବିଡିଓ ଦିଲ୍ଲୀରୁ ଗିରଫ : ବ୍ଲକର ଟଙ୍କା ଦୁର୍ନୀତି ମାମଲାରେ ଥିଲେ ଫେରାର
କନକ ବ୍ୟୁରୋ : କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ଦିଲ୍ଲୀରୁ ଗିରଫ । ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କଲା ଭିଜିଲାନ୍ସ । ୮ ବର୍ଷ ହେବ ଫେରାର ପୂର୍ବତନ ବିଡିଓଙ୍କୁ ଦୁର୍ନୀତି ମାମଲାରେ ଗିରଫ କରିଛି ଭିଜିଲାନ୍ସ । ୭ଟି ଦୁର୍ନୀତି ମାମଲାରେ ୱାଣ୍ଟେଡ ଥିଲେ ରମେଶ ସାହୁ । ଦିଲ୍ଲୀ କୋର୍ଟରେ ହାଜର ପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି । ୮ ବର୍ଷ ହେବ ସେ ନିୟମିତContinue reading “ନାରାୟଣପାଟଣାର ପୂର୍ବତନ ବିଡିଓ ଦିଲ୍ଲୀରୁ ଗିରଫ : ବ୍ଲକର ଟଙ୍କା ଦୁର୍ନୀତି ମାମଲାରେ ଥିଲେ ଫେରାର”