ଜିନପିଙ୍ଗଙ୍କୁ ଭେଟିବେ କି ମୋଦୀ ? ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଆଜି ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଆଜି ଦକ୍ଷିଣ ଆଫ୍ରିକା ଗସ୍ତ କରିବେ । ରାଷ୍ଟ୍ରପତି ମାଟାମେଲା ସିରିଲ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ଦୁଇ ଦିନିଆ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଗସ୍ତ କରିବେ । ୨୦୧୯ ପରଠାରୁ ଏହା ବ୍ୟକ୍ତିଗତ ଉପସ୍ଥିତିରେ ପ୍ରଥମ ବ୍ରିକ୍ସ ସମ୍ମିଳନୀ ହେବ । ଶିଖର ସମ୍ମିଳନୀ ସମୂହ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକର ପ୍ରଗତିର ସମୀକ୍ଷା ଏବଂ ଭବିଷ୍ୟତର ଗତିବିଧି କ୍ଷେତ୍ରକୁ ଚିହ୍ନଟ କରିବା ନିମନ୍ତେContinue reading “ଜିନପିଙ୍ଗଙ୍କୁ ଭେଟିବେ କି ମୋଦୀ ? ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଆଜି ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ”

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିବା ପୂର୍ବରୁ ଅବଗଣନା ଆରମ୍ଭ :  ବୈଜ୍ଞାନିକ କହିଲେ ନିଶ୍ଚୟ ହେବ ସଫଳ; କୌଣସି ଅଡୁଆ ସ୍ଥିତି ହେଲେ ପ୍ଲାନ ‘ବି’ ପ୍ରସ୍ତୁତ

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ଅବତରଣ କରିବ । ଆସନ୍ତାକାଲି ଏହା ସଂଧ୍ୟାରେ ଅବତରଣ କରିବ । ଏହା ପୂର୍ବରୁ ଅବଗଣନା ଆରମ୍ଭ ହୋଇଯାଇଛି । ଏବେ ସବୁଠି ସେହି ମୂହୂର୍ତକୁ ଅପେକ୍ଷା । ଯେତେବେଳେ ଭାରତ ଜହ୍ନରେ ପହଞ୍ଚିବ । ଏହା ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଚନ୍ଦ୍ରଯାନ-୩ର ସ୍ଥିତି ଓ ଗତିବିଧି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇ କହିଛନ୍ତି ଯେ ସମସ୍ତ ପ୍ରଣାଳୀ ଠିକ୍ ଭାବେ କାର୍ଯ୍ୟ କରୁଛି ଏବଂ ବୁଧବାର କୌଣସି ଆକସ୍ମିକContinue reading “ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିବା ପୂର୍ବରୁ ଅବଗଣନା ଆରମ୍ଭ :  ବୈଜ୍ଞାନିକ କହିଲେ ନିଶ୍ଚୟ ହେବ ସଫଳ; କୌଣସି ଅଡୁଆ ସ୍ଥିତି ହେଲେ ପ୍ଲାନ ‘ବି’ ପ୍ରସ୍ତୁତ”

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଭୁପେଶ ବଘେଲଙ୍କ ମହାନତା: ଭିଡ ଭିତରେ ସାପକୁ ନମାରି କହି ଦେଖାଇଲେ ଜୀବ ଦୟା

କନକ ବ୍ୟୁରୋ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲଙ୍କ ମହାନତା । ସାପଟିକୁ ମାରିବାକୁ ମନାକଲେ ଭୂପେଶ ବାଘଲ । ଏକ ସାମ୍ବାଦିକ ସମ୍ମିଳନୀରେ ଥିବା ସମୟରେ ଗହଳି ମଧ୍ୟକୁ ଏକ ସାପ ପଶି ଆସିଥିଲା । ଯାହାକୁ ଦେଖି ଅନ୍ୟମାନେ ଭୟଭୀତ ହୋଇଥିବାବେଳେ ସାପଟିକୁ କ୍ଷତି ନ ପହଁଚାଇବାକୁ କହିଥିଲେ । ତେବେ ତାଙ୍କର ଏହି ଜୀବଦୟା ଦେଖି ବିଭିନ୍ନ ଆଡ଼ୁ ତାଙ୍କୁ ପ୍ରଶଂସା କରାଯାଇଛି । The post ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଭୁପେଶ ବଘେଲଙ୍କ ମହାନତା:Continue reading “ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଭୁପେଶ ବଘେଲଙ୍କ ମହାନତା: ଭିଡ ଭିତରେ ସାପକୁ ନମାରି କହି ଦେଖାଇଲେ ଜୀବ ଦୟା”

ଦେଶରେ ଲମ୍ବିଛି ଦୁର୍ନୀତିର ଚେର: ଗୋଟିଏ ବର୍ଷରେ ଦେଶରେ ଏକ ଲକ୍ଷ ୧୫ ହଜାର ଦୁର୍ନୀତି ହୋଇଥିବା ସିଭିସି ରିପୋର୍ଟରେ ଖୁଲ୍ଲାସା

କନକ ବ୍ୟୁରୋ: ସବୁଠି ଦୁର୍ନୀତିର ଛାୟା । ଦେଶର ଦୁର୍ନୀତି ଏତେ ମାତ୍ରାରେ ବଢ଼ି ଗଲାଣି ଯେ ଯେଉଁଠି ଖୋଜିବେ ସେଠି ପାଇବେ ଦୁର୍ନୀତିର ଗନ୍ଧ । ତେବେ ଦେଶରେ ବର୍ଷକରେ ୧ ଲକ୍ଷ ୧୫ ହଜାର ଦୁର୍ନୀତି ଅଭିଯୋଗ ଆସିଛି । ଏନେଇ ସେଂଟ୍ରାଲ ଭିଜିଲାନ୍ସ ଆୟୋଗ ବା ସିଭିସି ପକ୍ଷରୁ ରବିବାର ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ୨୦୨୨ରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଅଧିକାରୀଙ୍କ ବିରୋଧରେ ମୋଟ୍ ୧ ଲକ୍ଷContinue reading “ଦେଶରେ ଲମ୍ବିଛି ଦୁର୍ନୀତିର ଚେର: ଗୋଟିଏ ବର୍ଷରେ ଦେଶରେ ଏକ ଲକ୍ଷ ୧୫ ହଜାର ଦୁର୍ନୀତି ହୋଇଥିବା ସିଭିସି ରିପୋର୍ଟରେ ଖୁଲ୍ଲାସା”

୭ ନାବାଳିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଲଣ୍ଡନ ନର୍ସଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ମାଂଚେଷ୍ଟର କ୍ରାଉନ କୋର୍ଟ କରିଥିଲେ ଦୋଷୀ ସାବ୍ୟସ୍ତ

କନକ ବ୍ୟୁରୋ: ଇଂଲଣ୍ଡର ଏକ ହସ୍ପିଟାଲରେ ୭ ନବଜାତକୁ ହତ୍ୟା ଘଟଣାରେ ମାଚେଂଷ୍ଟର ହସପିଟାଲରେ ନର୍ସ ଲୁସି ଲେଟବାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଥାନୀୟ କୋର୍ଟ । ଗିରଫର ୩ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲଣ୍ଡନ ମାଚେଂଷ୍ଟର ହସପିଟାଲରେ ନର୍ସ ଲୁସି ଲେଟବାୟ । ନବଜାତ ଶିଶୁଙ୍କ ହତ୍ୟା କରିଥିବା ସଂଗୀନ ମାମଲାରେ ମାଚେଂଷ୍ଟର କ୍ରାଉନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଜଣେ କି ଦୁଇଜଣ ନୁହେଁ ପୂରା ୭ଜଣ ନବଜାତContinue reading “୭ ନାବାଳିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଲଣ୍ଡନ ନର୍ସଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ମାଂଚେଷ୍ଟର କ୍ରାଉନ କୋର୍ଟ କରିଥିଲେ ଦୋଷୀ ସାବ୍ୟସ୍ତ”

କଂଗ୍ରେସର କଟାକ୍ଷ ବନାମ ବିଜେପିର ବିଶ୍ୱାସ: ୨୪ ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଦମ ଦେଖାଇଲେ ବିଜେପି ଓ କଂଗ୍ରେସ

କନକ ବ୍ୟୁରୋ: କଂଗ୍ରେସର କଟାକ୍ଷ ବନାମ ବିଜେପିର ବିଶ୍ୱାସ । ସୋସିଆଲ ମିଡିଆରେ ଦୁଇ ରାଜନୈତିକ ଦଳ ପକ୍ଷରୁ ଜାରି କରାଯାଇଥିବା କାର୍ଟୁନ ଭିଡିଓ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗତ ୨୦ ତାରିଖରେ ପ୍ରଥମେ ବିଜେପି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା । ଏଥିରେ ଦୁର୍ନୀତି, ପରିବାରବାଦ ଓ ବିରୋଧୀଙ୍କ ପକ୍ଷରୁ କିଭଳି ମିଛ ପ୍ରଚାର ସବୁ କରାଯାଉଛି ତାହାକୁ ସମାଲୋଚନା କରାଯାଇଥିଲା । ଏହାର ଦିନକ ପରେ କଂଗ୍ରେସ ଜାରି କରିଛିContinue reading “କଂଗ୍ରେସର କଟାକ୍ଷ ବନାମ ବିଜେପିର ବିଶ୍ୱାସ: ୨୪ ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଦମ ଦେଖାଇଲେ ବିଜେପି ଓ କଂଗ୍ରେସ”

ପ୍ରତ୍ୟାହାର ହେଲା ନୋଟିସ, ସନ୍ନି ଦେଓଲଙ୍କୁ ମିଳିଲା ଆଶ୍ୱସ୍ତି: ୨୪ ଘଂଟା ଭିତରେ ଘର ନିଲାମ ନୋଟିସ ଫେରାଇ ନେଲା ବ୍ୟାଙ୍କ

କନକ ବ୍ୟୁରୋ: ପ୍ରଥମେ ମିଳିଲା ନୋଟିସ, ୨୪ ଘଂଟା ଭିତରେ ପ୍ରତ୍ୟାହାର ମଧ୍ୟ ହେଲା । ଅଭିନେତା ତଥା ବିଜେପି ନେତା ସନ୍ନି ଦେଓଲଙ୍କୁ ମିଳିଛି ଆଶ୍ୱସ୍ତ । ୫୬କୋଟି ଋଣ ସୁଝନଥିବାରୁ ବ୍ୟାଙ୍କ ପକ୍ଷରୁ ତାଙ୍କ ବଙ୍ଗଳାକୁ ନିଲାମ କରିବାକୁ ବ୍ୟାଙ୍କ ନୋଟିସ ପଠାଇଥିଲା ।ତେବେ ବ୍ୟାଙ୍କ ଜାରି କରିଥିବା ଇ-ଅକ୍ସନ ନୋଟିସ୍ ବୈଷୟିକ ତ୍ରୁଟି ବା ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ପ୍ରତ୍ୟାହାର କରାଯାଇଛି । ୨୪ ଘଂଟା ମଧ୍ୟରେ ନୋଟିସ ପ୍ରତ୍ୟାହାର ହୋଇଥିବାରୁ ଏହାକୁContinue reading “ପ୍ରତ୍ୟାହାର ହେଲା ନୋଟିସ, ସନ୍ନି ଦେଓଲଙ୍କୁ ମିଳିଲା ଆଶ୍ୱସ୍ତି: ୨୪ ଘଂଟା ଭିତରେ ଘର ନିଲାମ ନୋଟିସ ଫେରାଇ ନେଲା ବ୍ୟାଙ୍କ”

୨୦୨୪ ପାଇଁ କଂଗ୍ରେସର ବଡ ପ୍ରସ୍ତୁତି: ରବିବାର ସିଡବ୍ଲୁସିର ପୁର୍ନଗଠନ ପରେ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ଘରକୁ ସଜାଡିବା ଆରମ୍ଭ କରିଛି । ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବେ ସର୍ବୋଚ୍ଚ ନିଷ୍ପତି ଗ୍ରହଣକାରୀ କମିଟି ବା ସିଡବ୍ଲ୍ୟୁସିର ପୁର୍ନଗଠନ କରିଛନ୍ତି । ସବୁଠୁ ବଡ କଥା ହେଉଛି ନିର୍ବାଚନ ପୂର୍ବରୁ ଦଳର ଭିତରେ ଥିବା କନ୍ଦଳ, ଅସନ୍ତୁଷ୍ଟ ନେତାଙ୍କ ମାନଭଂଜନକୁ ଦୃଷ୍ଟିରେ ରଖି କଂଗ୍ରେସ ସିଡବ୍ଲ୍ୟୁସିର ପୁର୍ନଗଠନ କରିଛି । ପୂର୍ବରୁ ୨୦୨୦ ମସିହାରେ ସିଡବ୍ଲୁୃସିର ବଡ ପରିବର୍ତନ କରାଯାଇଥିଲା । ୨୦୨୪Continue reading “୨୦୨୪ ପାଇଁ କଂଗ୍ରେସର ବଡ ପ୍ରସ୍ତୁତି: ରବିବାର ସିଡବ୍ଲୁସିର ପୁର୍ନଗଠନ ପରେ ବଢିଲା ଚର୍ଚ୍ଚା”

ବନ୍ଧୁତାରେ ବିଷ ଦେଲା ବନ୍ଧୁ: ମୃତ ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ କରି ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀ ଗିରଫ

କନକ ବ୍ୟୁରୋ: ଦିଲ୍ଲୀରୁ ଆସିଛି ଆଉ ଏକ ଅମାନବୀୟ ଘଟଣା । ମୃତ ସାଙ୍ଗର ନାବାଳିକା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରି ଗିରଫ ହେଲେ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ । ସବୁଠୁ ଆଶ୍ଚଯ୍ୟର କଥା ହେଉଛି ସ୍ୱାମୀ ଏଭଳି ଅପରାଧ କରୁଥିବା ଜାଣି ମଧ୍ୟ ତାଙ୍କୁ ସମର୍ଥନ ଜଣାଇଥିଲେ ପତ୍ନୀ ।ନାବାଳିକାଙ୍କ ଗର୍ଭପାତ କରାଇଥିଲେ ଅଧିକାରୀଙ୍କ ପତ୍ନୀ । ସେପଟେ ପୀଡିତାଙ୍କ ମାନସିକ ସ୍ଥିିତି ଠିକContinue reading “ବନ୍ଧୁତାରେ ବିଷ ଦେଲା ବନ୍ଧୁ: ମୃତ ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ କରି ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀ ଗିରଫ”

ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ ଥ୍ରୀ: ସେପଟେ ଚନ୍ଦ୍ରଯାନ ଥ୍ରୀକୁ ସ୍ୱାଗତ ଜଣାଇ ସ୍ୱାଗତମ ବନ୍ଧୁ କହିଲା ଚନ୍ଦ୍ରଯାନ-ଟୁର ଅର୍ବିଟର

କନକ ବ୍ୟୁରୋ: ମିଶନ ମୁନ କାଉଁଟଡାଉନ । ଚନ୍ଦ୍ରଠୁ ଖୁବ କମ ଦୂରରେ ଏବେ ଚନ୍ଦ୍ରଯାନ ଥ୍ରୀ । ଦିନ ଯେତିକି ଗୁଡୁଛି ଚନ୍ଦ୍ର ଓ ଚନ୍ଦ୍ରଯାନ ଥ୍ରୀ ମଧ୍ୟରେ ସେତିକି ଦୂରତା କମୁଛି । ମଝିରେ ମାତ୍ରଗୋଟିଏ ଦିନ । ଏହା ପରେ ନୂଆ ଇତିହାସ ରଚିବ ଇସ୍ରୋ । ଶେଷ ଡିବୁଷ୍ଟି ପ୍ରକିୟା ସଫଳ ହେବା ପରେ ସପ୍ଟ ଲ୍ୟାଣ୍ଡିଂ ଆଶା ବଢିଛି । ଏହା ଭିତରେ ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଛି ଚନ୍ଦ୍ରଯାନContinue reading “ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ ଥ୍ରୀ: ସେପଟେ ଚନ୍ଦ୍ରଯାନ ଥ୍ରୀକୁ ସ୍ୱାଗତ ଜଣାଇ ସ୍ୱାଗତମ ବନ୍ଧୁ କହିଲା ଚନ୍ଦ୍ରଯାନ-ଟୁର ଅର୍ବିଟର”

Design a site like this with WordPress.com
Get started