କନକ ବ୍ୟୁରୋ : ଆନନ୍ଦପୁର ପୁଲିସର ବିଚିତ୍ର ନିତି । କଙ୍ଗାରୁ କୋର୍ଟରେ ବନ୍ଧା ହୋଇ ମାଡ ଖାଇଥିବା ଯୁବକକୁ ପୁଲିସ କୋର୍ଟଚାଲାଣ କରିଥିବା ଅଭିଯୋଗ ହୋଇଛି । ଏପରିକି ପୁଅକୁ ଉଦ୍ଧାର କରିବାକୁ ଯାଇଥିବା ମାଆକୁ ମଧ୍ୟ ଲୋକେ ମାଡ ମାରିଥିଲେ । ରାସ୍ତା କଡରେ ଥିବା ପୋଲରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମରାଯାଉଥିବାର ଭିଡିଓ ଭାଇରାଲ ହୋଇଛି । ସୂଚନା ମୁତାବକ, ଗତକାଲି ସକାଳେ ସ୍ଥାନୀୟ ବାରିଙ୍ଗି ଗାଁର ଶ୍ରୀତମ ଜେନାକୁ ପାଖContinue reading “ଆନନ୍ଦପୁର ପୁଲିସର ବିଚିତ୍ର ନିତି : କଙ୍ଗାରୁ କୋର୍ଟରେ ବନ୍ଧା ହୋଇ ମାଡ ଖାଇଥିବା ଯୁବକଙ୍କୁ କୋର୍ଟଚାଲାଣ ଅଭିଯୋଗ”
Tag Archives: News
ଆଜିଠୁ କମିବ ପିଆଜ ଦର : ଖୁଚୁରାରେ କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକିବ ଏନସିସିଏଫ
କନକ ବ୍ୟୁରୋ : ଆଜିଠୁ କମିବ ପିଆଜ ଦର । ଖୁଚୁରାରେ କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକିବ ଜାତୀୟ ଉପଭୋକ୍ତା କୋଅପରେଟିଭ ସଂଘ ତଥା ଏନସିସିଏଫ । ବଢୁଥିବା ଦର ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଷ୍ଟକ ପରିମାଣ ୩ ଲକ୍ଷ ମେଟ୍ରିକ ଟନରୁ ୫ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କକରାଯାଇଛି । ୩ ଲକ୍ଷ ମେଟ୍ରିକ ଟନ ଷ୍ଟକ ରଖିବାକୁ ଲକ୍ଷ୍ୟ ରଖଯାଇଥିଲା ।Continue reading “ଆଜିଠୁ କମିବ ପିଆଜ ଦର : ଖୁଚୁରାରେ କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକିବ ଏନସିସିଏଫ”
ସାପ ନେଲା ୭ମାସ ଶିଶୁର ଜୀବନ : ରାତିରେ ଘରେ ଶୋଇଥିବା ବେଳେ କାମୁଡି ଦେଇଥିଲା ସାପ
କନକ ବ୍ୟୁରୋ : ସାପ କାମୁଡାରେ ଚାଲିଗଲା ୭ ମାସ ଶିଶୁର ଜୀବନ । ଯାଜପୁର ଗୋପପୁର ଗାଁରୁ ଆସିଛି ଏଭଳି ଖବର । ରାତିରେ ମାଆ ପାଖରେ ଶୋଇଥିଲା ଶିଶୁ । ଶୋଇବା ସମୟରେ ଶିଶୁର ଓଠକୁ ସାପ କାମୁଡିଦେଇଥିଲା ବିଷାକ୍ତ ସାପ । ପରିବାର ଲୋକେ ଜାଣିବା ପରେ ଶିଶୁକ ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । କିଛିଦିନ ତଳେ ସୁକିନ୍ଦା ଥାନା ଅନ୍ତର୍ଗତ ଖରଡ଼ିContinue reading “ସାପ ନେଲା ୭ମାସ ଶିଶୁର ଜୀବନ : ରାତିରେ ଘରେ ଶୋଇଥିବା ବେଳେ କାମୁଡି ଦେଇଥିଲା ସାପ “
କଟକ ସିଡିଏରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ପ୍ରଶାସନ ପକ୍ଷରୁ ଘରକୁ ଘର ଯାଞ୍ଚ ଆରମ୍ଭ
କନକ ବ୍ୟୁରୋ : ଭୁବନେଶ୍ୱର ପରେ ଏବେ ଡେଙ୍ଗୁର ହଟସ୍ପଟ ପାଲଟିଛି କଟକ । ଯାହାକୁ ନେଇ କଟକ ସିଡିଏରେ ଲୋକଙ୍କ ମନରେ ଛନକା ପଶଛି । ସିଡିଏ ସେକ୍ଟର ୧୦ ଏବଂ ୧୧ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କେବଳ ସଚେତନତା କରି ସିଏମସସି ଚୁପ ବସି ପଡିଥିବା ଲୋକେ ଅଭିଯୋଗ କରିଛନ୍ତି । ଡେଙ୍ଗୁ ମୁକାବିଲା ପାଇଁ ୪ ନୋଡାଲ ଅଫିସରଙ୍କ ସହ ୪ ଟି ଟିମ ଗଠନ କରାଯାଇଛି ଘରୁକୁContinue reading “କଟକ ସିଡିଏରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ପ୍ରଶାସନ ପକ୍ଷରୁ ଘରକୁ ଘର ଯାଞ୍ଚ ଆରମ୍ଭ”
ଆୟର୍ଲାଣ୍ଡକୁ ହରାଇ ସିରିଜ ଜିତିଲା ଭାରତ : ୩୩ ରନରେ ହାରିଲା ଘରୋଇ ଦଳ
କନକ ବ୍ୟୁରୋ : ଆୟର୍ଲାଣ୍ଡକୁ ହରାଇ ସିରିଜ ଜିତିଲା ଭାରତ । ଏଥି ସହିତ ଭାରତ ମଧ୍ୟ ୩ ମ୍ୟାଚ୍ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି । ତୃତୀୟ ମ୍ୟାଚ୍ ବୁଧବାର ଖେଳାଯିବ । ଭାରତ ପ୍ରଥମ ପାୱାର ପ୍ଲେ ଭିତରେ ୪୭ ରନ୍ ସଂଗ୍ରହ କରି ନେଇଥିଲା। ଏଥି ସହିତ ଋତୁରାଜ ଗାଏକ୍ବାଡ ଏବଂ ସଂଜୁ ସାମସନ୍ ମାତ୍ର ୭.୫ ଓଭରରେ ୭୧ ରନ୍ ଯୋଡ଼ି ବଡ଼ ସ୍କୋର୍ ପାଇଁ ପଥ ପରିସ୍କାର କରିଥିଲେ।Continue reading “ଆୟର୍ଲାଣ୍ଡକୁ ହରାଇ ସିରିଜ ଜିତିଲା ଭାରତ : ୩୩ ରନରେ ହାରିଲା ଘରୋଇ ଦଳ”
ମାଡିଗଲା କାର, ୨ କାଉଡିଆଙ୍କ ମୃତ୍ୟୁ : ୧୫ ଜଣ ଆହତ ଏମକେସିଜିରେ ଭର୍ତ୍ତି
କନକ ବ୍ୟୁରୋ : କାର ମାଡିଯିବାରୁ ୨ କାଉଡିଆଙ୍କ ମୃତ୍ୟୁ । ୧୫ ଜଣ ଆହତ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ଆସିକାକୁ ଅରଖପୁର ପାଣି ନେଇ ଯାଉଥିବା ବେଳେ ପଛପଟୁ କାରଟି ମାଡି ଯାଇଥିଲା । ମୃତକ ହେଲେ ଅନିତା ଜେନା ଓ ମୁକୁନା ବେହେରା । ଅନିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏମକେସିଜିରେ ମୁକୁନାଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କ ଘରContinue reading “ମାଡିଗଲା କାର, ୨ କାଉଡିଆଙ୍କ ମୃତ୍ୟୁ : ୧୫ ଜଣ ଆହତ ଏମକେସିଜିରେ ଭର୍ତ୍ତି”
ପେପର ପ୍ଲେଟ୍ ଓ ଗିନା ପ୍ରସ୍ତୁତ କରି ରୋଜଗାରର ବାଟ ବାଛିଛନ୍ତି ଯୋଡ଼ା ଖଣି ଅଂଚଳର ମହିଳା । ବଳକା ସମୟକୁ ଉପଯୋଗ କରି କରୁଛନ୍ତି ରୋଜଗାର
କନକ ବ୍ୟୁରୋ : ଖଣି ଅଂଚଳର ଉଦ୍ୟମି ମହିଳା । ଏସଏଚଜି ଗ୍ରୁପ୍ ଗଠନ କରି ପ୍ରସ୍ତୁତ କରୁଛନ୍ତି ପେପର ପ୍ଲେଟ୍ । ଘରକାମ ସାରି ବଳକା ସମୟକୁ ଉପଯୋଗ କରି ହେଉଛନ୍ତି ଆତ୍ମନିର୍ଭରଶିଳ । ଅନ୍ୟ ଉପରେ ନିର୍ଭର କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ ବେଶ ଦୁଇପଇସା ରୋଜଗାର କରୁଛନ୍ତି ଏହି ମହିଳା ମାନେ । ପୂର୍ବରୁ କାମ ଧନ୍ଦାନମିଳିବାରୁ ଘରେ ମହିଳା ମାନେ ବସିରହୁଥିଲେ । କିଛି କରିବା ପାଇଁ ଯୋଜନା କରି ସେମାନେContinue reading “ପେପର ପ୍ଲେଟ୍ ଓ ଗିନା ପ୍ରସ୍ତୁତ କରି ରୋଜଗାରର ବାଟ ବାଛିଛନ୍ତି ଯୋଡ଼ା ଖଣି ଅଂଚଳର ମହିଳା । ବଳକା ସମୟକୁ ଉପଯୋଗ କରି କରୁଛନ୍ତି ରୋଜଗାର”
ରାଜଧାନୀରେ ଥମୁନି ଡେଙ୍ଗୁ ଆତଙ୍କ: ରାଜ୍ୟରେ ୨୩୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା
କନକ ବ୍ୟୁରୋ: ରାଜଧାନୀ ଏବେ ପାଲଟିଛି ଡେଙ୍ଗୁର ହବ । ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ ଡ଼େଙ୍ଗୁର ହଟସ୍ପଟ ପାଲଟିପାରେ ବୋଲି ଆଶଙ୍କା କରାଯାଉଛି । ଗତ ୧୫ ଦିନରେ ୧୫ ଜଣ ବ୍ୟବସାୟୀ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ରାଜ୍ୟରେ ବର୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୩ଶହ ଟପିଲାଣି । ତୁରନ୍ତ ଏହାର ନିରାକରଣ ଦିଗରେ ପଦକ୍ଷେପ ନିଆଯାଉ ନହେଲେ ଆହୁରି ବିପଦଜନ୍ନକ ହେବ ବୋଲି ଆଶଙ୍କା କରାଯାଉଛିContinue reading “ରାଜଧାନୀରେ ଥମୁନି ଡେଙ୍ଗୁ ଆତଙ୍କ: ରାଜ୍ୟରେ ୨୩୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା”
ବିଟେକ୍ ଇଞ୍ଜିନିୟରଙ୍କ ବହୁମୁଖୀ ଚାଷ । ମହୁ, ମାଛ, କୁକୁଡ଼ା, ଫଳ ଓ ପନିପରିବାର ଚାଷ କରୁଛନ୍ତି ନୟାଗଡ଼ର ଯୁବ ଚାଷୀ ଶ୍ରୀତମ ସାହୁ
କନକ ବ୍ୟୁରୋ : ବର୍ତମାନ ସମୟରେ ଚାଷବାସ ଅପେକ୍ଷା ବାହାର ରାଜ୍ୟରେ ଦାଦନ ଖଟିବାକୁ ଉଚିତ ମନେକରୁଛନ୍ତି ଯୁବବର୍ଗ । ଚାଷକାମକୁ କଷ୍ଟକର ଭାବି ଜମିରୁ ମନ ଫେରାଇ ନେଉଛନ୍ତି । ଏଭଳି ସ୍ଥିତିରେ ନିଜର ଉଚ୍ଚଶିକ୍ଷାକୁ ପଛରେ ପକାଇ ଚାଷକୁ ଆଦରି ନେଇଛନ୍ତି ଜଣେ ଯୁବ ଇଂଜିନିୟର । ଇଂଟିଗ୍ରେଟେଡ ଫାର୍ମିଂ ଜରିଆରେ ନିଜର କୌଳିକ ବୃତିକୁ ଆପଣାଇ ଗର୍ବରେ କୁହନ୍ତିି ହଁ ମୁଁ ଜଣେ ଚଷା । ନିଜ ଗାଁରେ ଥିବା ୧୦ ଏକରContinue reading “ବିଟେକ୍ ଇଞ୍ଜିନିୟରଙ୍କ ବହୁମୁଖୀ ଚାଷ । ମହୁ, ମାଛ, କୁକୁଡ଼ା, ଫଳ ଓ ପନିପରିବାର ଚାଷ କରୁଛନ୍ତି ନୟାଗଡ଼ର ଯୁବ ଚାଷୀ ଶ୍ରୀତମ ସାହୁ”
ହୋଟେଲରୁ ବଳକା ଖାଦ୍ୟ ସଂଗ୍ରହ କରି ଘୁଷୁରି ଚାଷ କରୁଛନ୍ତି କନ୍ଧମାଳର ପ୍ରେମଶିଳା । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା
କନକ ବ୍ୟୁରୋ : କନ୍ଧମାଳ ଘୁ.ଉଦୟଗିରି ବ୍ଳକ ପାଙ୍ଗାନାଜୁ ଗାଁର ସଫଳ ମହିଳା ପ୍ରେମଶୀଳା । ହୋଟେଲରେ ଫୋପଡ଼ା ହେଉଥିବା ବଳକା ଖାଦ୍ୟକୁ ସଂଗ୍ରହ କରି ସେ ଘୁଷୁରି ମାନଙ୍କୁ ଖାଇବାକୁ ଦିଅନ୍ତି । ଗୋଟିଏ ଘୁଷୁରିରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ୫୦ ଘୁଷୁରିରେ ପହଂଚିଲାଣି । ଏହି ଘୁଷୁରି ବିକ୍ରି କରି ସେ ୨ରୁ ୩ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରିସାରିଲେଣି । ଅନ୍ୟ ଉପରେ ନିର୍ଭର ନକରି ନିଜସ୍ୱ ଉଦ୍ୟମରେ ସେContinue reading “ହୋଟେଲରୁ ବଳକା ଖାଦ୍ୟ ସଂଗ୍ରହ କରି ଘୁଷୁରି ଚାଷ କରୁଛନ୍ତି କନ୍ଧମାଳର ପ୍ରେମଶିଳା । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା”