କୋରାପୁଟ ଜିଲ୍ଲା ପ୍ରଶାସନର ଆଖି ଖୋଲିଦେଲା କୁନିଝିଅ ସୋନାଲି: ପଦୁଗୁଡା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ବିଡିଓ ଓ ଅନ୍ୟ ଅଧିକାରୀ

କନକ ବ୍ୟୁରୋ: ମଙ୍ଗଳାବର ସ୍ୱାଧୀନତା ଦିବସରେ କୁନିପିଲା ସୋନାଲିର ଭିଡିଓ ଏବେ ପ୍ରଶାସନର ଆଖି ଖୋଲିଦେଇଛି । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ବେଳେ ଦଶମନ୍ତପୁର ବ୍ଲକ ଲୁଲା ପଂଚାୟତର ପଦୁଗୁଡାର ସମସ୍ୟାକୁ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଆଗରେ ଅଭିନୟ କରି ଦେଖାଇଥିଲେ ସୋନାଲି ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଆଗରେ ସୋନାଲିଙ୍କ ଅଭିନୟ ପରେ ଆକ୍ସନକୁ ଆସିଛି କୋରାପୁଟ ଜିଲ୍ଲା ପ୍ରଶାସନ । ପଦୁଗୁଡାର ଚିତ୍ରକୁ ଦେଖିଲେContinue reading “କୋରାପୁଟ ଜିଲ୍ଲା ପ୍ରଶାସନର ଆଖି ଖୋଲିଦେଲା କୁନିଝିଅ ସୋନାଲି: ପଦୁଗୁଡା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ବିଡିଓ ଓ ଅନ୍ୟ ଅଧିକାରୀ”

ଆଗକୁ ଆସୁଛି ପାର୍ବଣର ରୁତୁ । ପୂଜା ସାମଗ୍ରୀ ପ୍ରସ୍ତୁତ କରି ଭଲ ରୋଜଗାରର ଆଶା ରଖିଛନ୍ତି ବାଲେଶ୍ୱର ସୋର ଅଂଚଳର ମହିଳା

କନକ ବ୍ୟୁରୋ : ଆଗକୁ ଆସୁଛି ପାର୍ବଣର ରୁତୁ । ରାକ୍ଷୀ ପୂର୍ଣ୍ଣିମା, ଗଣେଷ ପୂଜା, ବିଶ୍ୱକର୍ମା ପୂଜା, ଦୂର୍ଗାପୂଜା ଭଳି ଅନେକ ପର୍ବ ଆସୁଛି । ଆଉ ପୂଜା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡ଼ିକ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି ବାଲେଶ୍ୱର ବାହାନଗା ବ୍ଲକ ସୁଠଙ୍ଗ ଅଂଚଳର ମହିଳା ମାନେ । ଦେବାଦେବୀଙ୍କ ପୋଷାକ, ଘାଗରା, ମାଳି, ମୁକୁଟ, ପତାକା ଭଳି ସାମଗ୍ରୀ ସିଲେଇ କରୁଛନ୍ତି ମହିଳା । କଲିକତା ଓ କଟକରୁ କଂଚାମାଲContinue reading “ଆଗକୁ ଆସୁଛି ପାର୍ବଣର ରୁତୁ । ପୂଜା ସାମଗ୍ରୀ ପ୍ରସ୍ତୁତ କରି ଭଲ ରୋଜଗାରର ଆଶା ରଖିଛନ୍ତି ବାଲେଶ୍ୱର ସୋର ଅଂଚଳର ମହିଳା”

ପେଙ୍ଗଙ୍ଗ୍ ହ୍ରଦରୁ କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ୍: କହିଲେ ’ଭାରତର ସୀମାନ୍ତ ଜମିକୁ ମାଡି ବସିଛି ଚୀନ’

କନକ ବ୍ୟୁରୋ: ଭାରତ-ଚୀନ ସୀମା ବିବାଦ ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବଡ ବୟାନ । ଲେହଗସ୍ତରେ ଥିବା ରାହୁଲ କହିଛନ୍ତି ଲଦାଖ ସୀମାବର୍ତି କିଛି ଜମି ଉପରେ କବଜା କରିଛି ଚୀନ । ଡ୍ରାଗନ ସେନା ଲଦାଖ ସୀମାରେ ଅନୁପ୍ରବେଶ କରୁଛନ୍ତି । ଏକଥାର ଅଭିଯୋଗ ଆଉ କେହି ନୁହେଁ ବଂର ଲଦାଖର ସ୍ଥାନୀୟ ବାସିନ୍ଦା କରିଛନ୍ତି । ରାହୁଲ କହିଛନ୍ତି ଗୋଟେପଟେ ଲଦାଖ ବାସିନ୍ଦା ଚୀନର ଅନୁପ୍ରବେଶ କଥା କହୁଥିବାବେଳେ ମୋଦୀ ସରକାରContinue reading “ପେଙ୍ଗଙ୍ଗ୍ ହ୍ରଦରୁ କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ୍: କହିଲେ ’ଭାରତର ସୀମାନ୍ତ ଜମିକୁ ମାଡି ବସିଛି ଚୀନ’”

ଉଚ୍ଚଶିକ୍ଷିତ ଯୁବକଙ୍କୁ ଲକ୍ଷପତି କରିଛି ପରିବା ଚାଷ । ନିଜ ଜମିରେ ଫଳାଇଛନ୍ତି ସୁନାର ଫସଲ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ଗାଁର ଲିପୁ ସ୍ୱାଇଁ, ସନ୍ତୋଷ କୁମାର ସ୍ୱାଇଁ ଓ ସୀତାଂଶୁ ସ୍ୱାଇଁ । ସ୍ନାତକ ଡିଗ୍ରୀ ହାସଲ ପରେ ବିଭିନ୍ନ ସ୍ଥାନରେ ଚାକିରି ପାଇଁ ଉଦ୍ୟମ କରିଥିଲେ । ଏମିତିକି କାମ କରିବା ପାଇଁ ବାହାର ରାଜ୍ୟ ସୁରଟ ମଧ୍ୟ ଯାଇଥିଲେ । ହେଲେ ଅନ୍ୟ କାହା ଅଧିନରେ ରହି କାମ କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ କିଛି କରିବା ପାଇଁ ଚିନ୍ତା କରି ୫Continue reading “ଉଚ୍ଚଶିକ୍ଷିତ ଯୁବକଙ୍କୁ ଲକ୍ଷପତି କରିଛି ପରିବା ଚାଷ । ନିଜ ଜମିରେ ଫଳାଇଛନ୍ତି ସୁନାର ଫସଲ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା”

ଅଧ୍ୟାପିକାଙ୍କ ଅମାନୁଷିକ କାଣ୍ଡ: ରୁଟି ପୋଡ଼ି ଯିବାରୁ ଭୁଲିଗଲେ ମାନବିକତା, ବୋହୂ ଦେହରେ ଶାଶୂ ଦେଲେ ଚେଙ୍କ୍

କନକ ବ୍ୟୁରୋ: ରୁଟି ପୋଡ଼ି ଯିବାରୁ ବୋହୂକୁ ତତଲା ତାୱାର ଚେଙ୍କ୍ ଦେଲେ ଶାଶୂ । ଚେଙ୍କ ଦେଇଥିବା ଶାଶୂ, ଅପାଠୁଆ କିମ୍ବା ଅନୁନ୍ନତ ନୁହଁନ୍ତି । ବରଂ ପେଷାରେ ସେ ଜଣେ ଅଧ୍ୟାପିକା । ଏଭଳି ଏକ ସାଂଘାତିକ୍ ଅଭିଯୋଗ ହୋଇଛି ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନାରେ । ଥାନାରେ ମାମଲା ପହଂଚିବା ପରେ ସଂପୃକ୍ତ ଅଧ୍ୟାପିକା ଶାଶୂ ଏବଂ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ୍ । ଚେୟାର ପକାଇ ଅତି ଶାନ୍ତ ଓContinue reading “ଅଧ୍ୟାପିକାଙ୍କ ଅମାନୁଷିକ କାଣ୍ଡ: ରୁଟି ପୋଡ଼ି ଯିବାରୁ ଭୁଲିଗଲେ ମାନବିକତା, ବୋହୂ ଦେହରେ ଶାଶୂ ଦେଲେ ଚେଙ୍କ୍”

ଫାଇଭ-ଟି ସଚିବଙ୍କ ଉପରକୁ କାହିଁକି କଲେ କାଳିମାଡ? କନକ ନ୍ୟୁଜକୁ କାରଣ କହିଲେ ଭାସ୍କର

କନକ ବ୍ୟୁରୋ: ସତ୍ୟବାଦୀରେ ଫାଇଭ-ଟି ସଚିବଙ୍କ ଉପରକୁ କାଳିମାଡ କରି ଚର୍ଚ୍ଚାକୁ ଆସିଥିବା ଭାସ୍କର ସାହୁଙ୍କୁ ପୁଲିସ ଛାଡିଦେଇଛି । ଶନିବାରଦିନ କାଳିମାଡ ପରେ ପରେ ପୁଲିସ ଭାସ୍କରଙ୍କୁ ଉଠାଇନେଇଥିଲା । ତେବେ ଫାଇଭ୍-ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ଭାସ୍କର ସାହୁଙ୍କୁ ଶନିବାର ରାତିରେ ଛାଡିଦିଆଯାଇଛି । ଆଉ ଘରକୁ ଫେରିବା ପରେ କନକ ନ୍ୟୁଜକୁ ଭାସ୍କର କହିଛନ୍ତି କାହିଁକି ସେ ଏଭଳି କାଳିମାଡ କଲେ । ଭାସ୍କରଙ୍କ କହିବା କଥା ହେଉଛି ,ଆଂଚଳିକ କି ରାଜ୍ୟContinue reading “ଫାଇଭ-ଟି ସଚିବଙ୍କ ଉପରକୁ କାହିଁକି କଲେ କାଳିମାଡ? କନକ ନ୍ୟୁଜକୁ କାରଣ କହିଲେ ଭାସ୍କର”

ବିରୋଧ ଅଟକାଇ ପାରିନି ପାଣ୍ଡିଆନଙ୍କ ବାଟ: ଗୋଟିଏ ପଟେ ବିରୋଧ, ଆଉ ଗୋଟେ ପଟେ ଗସ୍ତ

କନକ ବ୍ୟୁରୋ: ଗତକାଲି ସତ୍ୟବାଦୀରେ କାଳିମାଡ ଓ ଆଜି ଝାରୁସୁଗୁଡାରେ ବିରୋଧ । ବିରୋଧୀଙ୍କ ବିରୋଧ ଭିତରେ ଆଜି ଝାରସୁଗୁଡ଼ା ଜିଲ୍ଳା ଗସ୍ତ କରି ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଉ ଗସ୍ତ ସମୟରେ ସଚିବଙ୍କୁ ବିରୋଧ କରିଛି ବିଜେପି । ଉଭୟ ବ୍ରଜରାଜନଗର ଏବଂ ଝାରସୁଗୁଡ଼ାରେ କଳାପତକା ଦେଖାଇ ଗୋ-ବ୍ୟାଗ୍ ନାରା ଦେଇଥିଲେ ବିଜେପି ନେତା ଓ କର୍ମୀ । ବିରୋଧୀଙ୍କ ବିରୋଧ ଭିତରେ ଆଜି ଝାରସୁଗୁଡ଼ାContinue reading “ବିରୋଧ ଅଟକାଇ ପାରିନି ପାଣ୍ଡିଆନଙ୍କ ବାଟ: ଗୋଟିଏ ପଟେ ବିରୋଧ, ଆଉ ଗୋଟେ ପଟେ ଗସ୍ତ”

ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ: ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ରେ ଅବତରଣ

କନକ ବ୍ୟୁରୋ: ଫେଲ ମାରିଛି ରୁଷର ଚନ୍ଦ୍ର ଅଭିଯାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ରୁଷର ଚନ୍ଦ୍ରଯାନ ଲୁନା -୨୫ ସଫ୍ଟଲାଣ୍ଡିଂ କରିବାର ଦିନକ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ରୁଷିଆ ମହାକାଶ ଗବେଷଣା ସଂସ୍ଥା ଏହି ସୂଚନା ଦେଇଛି । ସେପଟେ ଆଉ ୩ ଦିନ ପରେ ଇତିହାସ ରଚିବାକୁ ଯାଉଛି ଭାରତ । ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । କକ୍ଷପଥର ଆକାର ହ୍ରାସ କରାଯିବାContinue reading “ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ: ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ରେ ଅବତରଣ”

ଯିବା ଆସିବା କରିବାକୁ ନାହିଁ ରାସ୍ତା । ଭଙ୍ଗା ବାଉଁଶ ପୋଲ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାଉଛନ୍ତି ଛୋଟରୁ ବଡ

କନକ ବ୍ୟୁରୋ: ଅଙ୍ଗନୱାଡି ପିଲାଙ୍କ ପଇଁ ବିପଦ ପାଲଟିଛି କାଠ ପୋଲ । ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ୪ ବର୍ଷ ହେଲା ଭାଙ୍ଗି ଗଲାଣି କାଠ ପୋଲ । ଏବେ ଅସ୍ଥାୟୀ ପୋଲ ପାଲଟିଛି ସମସ୍ତଙ୍କ ଭରସା । ଦେବଗଡର ତଲେଇବଣି ବ୍ଲକ ଦେଓଶୁଙ୍କୁଳି ଗାଁରେ ଗମନା ଗମନ ପାଇଁ ଥିବା ପୋଲ ଭାଙ୍ଗି ନାଳରେ ପଡିଛି । ଯିବା ଆସିବା କରିବାକୁ ଲୋକେ ଏକ ଅସ୍ଥାୟୀ କାଠ ପୋଲ ତିଆରି କରିଛନ୍ତିContinue reading “ଯିବା ଆସିବା କରିବାକୁ ନାହିଁ ରାସ୍ତା । ଭଙ୍ଗା ବାଉଁଶ ପୋଲ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାଉଛନ୍ତି ଛୋଟରୁ ବଡ”

ଅସହାୟ ଜାନକୀଙ୍କୁ ଭୁଲିଗଲା ପ୍ରଶାସନ । ଭଙ୍ଗା ବାଉଁଶ ଓ ଛିଣ୍ଡା ମଶାରୀ ତଳେ ଜୀବନ ଜୀଉଁଛନ୍ତି ହାଟଡିହି ଶାଳଣିଆ ଗାଁର ଜାନକୀ ରଣା

କନକ ବ୍ୟୁରୋ : ଅସହାୟ ଜାନକୀଙ୍କୁ ଭୁଲିଗଲା ପ୍ରଶାସନ । ମିଳିନି ଅବାସ ଗୃହ ଖଣ୍ଡିଏ କି ମିଳିଲାନି ଭତା । ଭଙ୍ଗା ରୁଜା ବାଉଁଶ ଘେରା ଘରେ ମସୁରୀ ଟାଣି ରହୁଛନ୍ତି କେନ୍ଦୁଝର ହାଟଡିହି ଶାଳଣିଆ ଗାଁର ଜାନକୀ ରଣା । ଅଭାବ ଅନଟନ ଭିତରେ ବେସାହାରା ହୋଇ ପଡିରହିଛନ୍ତି ଜାନକୀ । ସ୍ୱାମୀ ଚାଲିଗଲା ପରେ ପୁଅ ଘରକୁ ଆସୁନି । ୧୦ ବର୍ଷ ହେଲେ ସେହି ଭଙ୍ଗା ବାଉଁଶ ଘେରା ତଳେ ଦୟନୀୟContinue reading “ଅସହାୟ ଜାନକୀଙ୍କୁ ଭୁଲିଗଲା ପ୍ରଶାସନ । ଭଙ୍ଗା ବାଉଁଶ ଓ ଛିଣ୍ଡା ମଶାରୀ ତଳେ ଜୀବନ ଜୀଉଁଛନ୍ତି ହାଟଡିହି ଶାଳଣିଆ ଗାଁର ଜାନକୀ ରଣା”

Design a site like this with WordPress.com
Get started