ସରକାରୀ ବାବୁଙ୍କ ନୃଶଂସ କାଣ୍ଡ । ପୋଷା ପକ୍ଷୀଙ୍କ ପାଇଁ ବିଲୁପ୍ତ ପକ୍ଷୀଙ୍କ କରୁଛନ୍ତି ଶିକାର

କନକ ବ୍ୟୁରୋ : ସରକାରୀ ବାସଭବନରେ ସରକାରୀ ବାବୁଙ୍କ ନୃଶଂସ କାଣ୍ଡ । ନିଜର ପକ୍ଷୀଙ୍କୁ ବଂଚାଇବାକୁ ଯାଇ ବିଲୁପ୍ତ ପକ୍ଷୀଙ୍କ ଶିକାର କରୁଛନ୍ତି । ତାପୁଣି ସରକାରୀ ବାସଭବନରେ । ଜାଲ ବସାଇ ବାଦୁଡି ବଗ ଭଳି ପକ୍ଷୀ ମାନଙ୍କ ଶିକାର କରି ଚାଲିଛନ୍ତି ପଦ୍ମପୁର ଅନୁସନ୍ଧାନ ବିଭାଗର ଯନ୍ତ୍ରୀ କୁଳମଣି ସେଠୀ । ଗୋଟିଏ ପଟେ ବିଲୁପ୍ତ ହୋଇଯାଉଥିବା ପକ୍ଷୀଙ୍କ ଶୀକାର ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ଅନ୍ୟ ପଟେ ଖୋଦ୍Continue reading “ସରକାରୀ ବାବୁଙ୍କ ନୃଶଂସ କାଣ୍ଡ । ପୋଷା ପକ୍ଷୀଙ୍କ ପାଇଁ ବିଲୁପ୍ତ ପକ୍ଷୀଙ୍କ କରୁଛନ୍ତି ଶିକାର”

ଜୟପୁରରେ ମାତିଛନ୍ତି ଜମି ଲୁଟେରା । ୨୩୦ରୁ ଅଧିକ ପରିବାର ଲୋକଙ୍କ ଜମି ଉପରେ କବଜା କରିଛନ୍ତି ଜମି ମାଫିଆ

କନକ ବ୍ୟୁରୋ : ଜୟପୁରରେ ମାତିଛନ୍ତି ଜମି ଲୁଟେରା । ସରକାରୀ ହେଉ କି ବେସରକାରୀ, ସବୁଠି ନିଜର ହକ ଯତାଉଛନ୍ତି । ନିଜ ଜମିରେ ଘର କରିବାକୁ ଗଲେ ନାଲି ଆଖି ଦେଖାଉଛନ୍ତି । ଆକ୍ରମଣର ଧମକ ଦେଉଛନ୍ତି । ଜଣେ କି ୨ ଜଣ ନୁହେଁ । ପ୍ରାୟ ୨୩୦ ପରିବାରର ଜମିକୁ ମାଡ଼ି ବସିଛନ୍ତି ଜମି ମାଫିଆ । ଅଭିଯୋଗ ସତ୍ୱେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଶେଷରେ ଜୟପୁରContinue reading “ଜୟପୁରରେ ମାତିଛନ୍ତି ଜମି ଲୁଟେରା । ୨୩୦ରୁ ଅଧିକ ପରିବାର ଲୋକଙ୍କ ଜମି ଉପରେ କବଜା କରିଛନ୍ତି ଜମି ମାଫିଆ”

ଅନ୍ଧାରୀ ଇଲାକାର ଅବହେଳିତ ଅଧିବାସୀ । ସମସ୍ୟା ଭିତରେ ରାୟଗଡା କାଶୀପୁର ବ୍ଳକର କୁଚେଇପଦର ଓ ଡଙ୍ଗାସିଲ ପଂଚାୟତ

କନକ ବ୍ୟୁରୋ : ରାୟଗଡା ଜିଲ୍ଲାର ଦୂର୍ଗମ ଅଂଚଳ କାଶୀପୁର ବ୍ଳକର ଡଙ୍ଗାସିଲ ଓ କୁଚେଇପଦର ପଂଚାୟତ । ମାସକୁ ଥରେ ବାହାର ଦୁନିଆ ଦେଖୁଛନ୍ତି ଗ୍ରାମବାସୀ । ଗାଁକୁ ପରିବହନର ମାଧ୍ୟମ ସାଜିଛି ଖଚର । ପାହାଡିଆ ଜଙ୍ଗଲ ରାସ୍ତାରେ ମାଇଲ ମାଇଲ ବାଟ ଚାଲି ଚାଲି ପିଡିଏସ୍ ଚାଉଳ ନେଇଛନ୍ତି ହିତାଧିକାରୀ । ଏହାସହ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇବାରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଦିବାସୀ ମଣିଷ । ପାହାଡିContinue reading “ଅନ୍ଧାରୀ ଇଲାକାର ଅବହେଳିତ ଅଧିବାସୀ । ସମସ୍ୟା ଭିତରେ ରାୟଗଡା କାଶୀପୁର ବ୍ଳକର କୁଚେଇପଦର ଓ ଡଙ୍ଗାସିଲ ପଂଚାୟତ”

ଖବର ପ୍ରସାରଣ ପରେ ମିଳିଲା ସହାୟତା । ପାରଳାଖେମୁଣ୍ଡି ୯୦ ବର୍ଷୀୟା ବୃଦ୍ଧା ଲବଙ୍ଗ ଗୟାଙ୍କ ଘରେ ପହଂଚିଲା ଡାକ ବିଭାଗ

କନକ ବ୍ୟୁରୋ : ଖବର ପ୍ରସାରଣ ପରେ ମିଳିଲା ସହାୟତା । ୯୦ ବର୍ଷୀୟା ବୃଦ୍ଧା ଲବଙ୍ଗ ଗୟାଙ୍କ ଭତା ସମସ୍ୟା ନେଇ ଖବର ପ୍ରସାରଣ ପରେ ନିଆଗଲା ପଦକ୍ଷେପ । ଘର ପାଖରେ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଯାଇଛି   । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ୧୨ ନମ୍ବର ୱାର୍ଡର ଲବଙ୍ଗଙ୍କୁ ଟ୍ରଲିରେ ବୁହା ହୋଇ ନେବା ଘଟଣା ଚର୍ଚ୍ଚା ପାଲଟିଥିଲା । ବୃଦ୍ଧା ଜଣକ ଚାଲିପାରୁନଥିବା ବେଳେ ଭତା ପାଇଁ ଟ୍ରଲିରେ ଯାଇଥିଲେ । ବୃଦ୍ଧାContinue reading “ଖବର ପ୍ରସାରଣ ପରେ ମିଳିଲା ସହାୟତା । ପାରଳାଖେମୁଣ୍ଡି ୯୦ ବର୍ଷୀୟା ବୃଦ୍ଧା ଲବଙ୍ଗ ଗୟାଙ୍କ ଘରେ ପହଂଚିଲା ଡାକ ବିଭାଗ”

ବାବୁଙ୍କ ଦେଶୀ ଅଣ୍ଡା ଖାଇବାର ସଉକ୍ ନେଉଛି ବିରଳ ପକ୍ଷୀଙ୍କ ଜୀବନ । ଜାଲ ବସେଇ ପଶୁ,ପକ୍ଷୀଙ୍କୁ ମାରୁଛନ୍ତି ବାବୁ ।

କନକ ବ୍ୟୁରୋ: ବାବୁଙ୍କ ଦେଶୀ ଅଣ୍ଡା ଖାଇବାର ସଉକ୍ ବିରଳ ପକ୍ଷୀଙ୍କ ଜୀବନ ନେଇଛି । ସରକାରୀ ବାବୁ ଜଣକ, ଦେଶୀ କୁକୁଡ଼ା ଅଣ୍ଡା ଖାଇବେ ବୋଲି ସରକାରୀ କ୍ୱାର୍ଟରରେ ଦେଶୀ କୁକୁଡ଼ା ଚାଷ କରିଛନ୍ତି । ହେଲେ ଏହି କୁକୁଡ଼ାଙ୍କୁ ସୁରକ୍ଷା ଦେବା ପାଇଁ ସେ ଯାହା କରିଛନ୍ତି ତାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆଉ କୌଣସୀ ପଶୁପକ୍ଷୀ ଚାଲି ଆସିବେ ଏହି ଆଶଙ୍କା କରି କୁକୁଡ଼ା ଘର ପାଖରେ ଜାଲ ବସାଇଛନ୍ତିContinue reading “ବାବୁଙ୍କ ଦେଶୀ ଅଣ୍ଡା ଖାଇବାର ସଉକ୍ ନେଉଛି ବିରଳ ପକ୍ଷୀଙ୍କ ଜୀବନ । ଜାଲ ବସେଇ ପଶୁ,ପକ୍ଷୀଙ୍କୁ ମାରୁଛନ୍ତି ବାବୁ ।”

“ଉତ୍କଳିକା କାତାର”କୁ କାତାରସ୍ଥିତ ଭାରତୀୟ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧନା

କନକ ବ୍ୟୁରୋ : “ଉତ୍କଳିକା କାତାର” କାତାରସ୍ଥିତ ଭାରତୀୟ ଦୂତାବାସ ତତ୍ତ୍ୱାବଧାନରେ ଭାରତୀୟ ସାଂସ୍କୃତିକ କେନ୍ଦ୍ର ସହ ଜଡ଼ିତ ଏକ ପ୍ରମୁଖ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ଯାହା କାତାର ଦେଶରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟର ପ୍ରଚାର-ପ୍ରସାରରେ ମୂଖ୍ୟ ଭୂମିକା ଗ୍ରହଣ କରିଆସୁଅଛି । ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି “ଉତ୍କଳିକା କାତାର” ଅନୁଷ୍ଠାନ ଓଡ଼ିଆ ସଂସ୍କୃତି, କ୍ରୀଡ଼ା ଓ ଶିକ୍ଷାର ମୌଳିକ ମୂଲ୍ୟବୋଧର ପ୍ରଚାର, ପ୍ରସାର ଓContinue reading ““ଉତ୍କଳିକା କାତାର”କୁ କାତାରସ୍ଥିତ ଭାରତୀୟ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧନା”

ଅଗଷ୍ଟ ୨୩ ସଂଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଟୁଇଟ କରି ସୂଚନା ଦେଲା ଇସ୍ରୋ ।

କନକ ବ୍ୟୁରୋ: ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଟୁଇଟ କରି ସୂଚନା ଦେଲା ଇସ୍ରୋ । ଗତକାଲି ରାତି ଗୋଟାଏ ୫୦ ମିନିଟରେ ଚୂଡାନ୍ତ କକ୍ଷପଥ ପରିବର୍ତନ କରାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । କକ୍ଷପଥର ଆକାର ହ୍ରାସ କରାଯିବା ପରେ ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ ଓ ସବୁଠୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ରହି ଚନ୍ଦ୍ର ପରିକ୍ରମଣContinue reading “ଅଗଷ୍ଟ ୨୩ ସଂଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଟୁଇଟ କରି ସୂଚନା ଦେଲା ଇସ୍ରୋ ।”

ବିଶ୍ୱକପରେ ପୁଣି ବଦଳିପାରେ ପାକିସ୍ତାନର ମ୍ୟାଚ ସୂଚୀ: ଏବେ ହାଇଦ୍ରାବାଦକୁ ନେଇ ଦ୍ୱନ୍ଦ୍ୱ

କନକ ବ୍ୟୁରୋ: ଆଇସିସି ବିଶ୍ୱକପ ମ୍ୟାଚକୁ ଆଉ ମାତ୍ର ୨ ମାସ ବାକି ଅଛି । ଏଥର ବିଶ୍ୱକପ ୫ ଅକ୍ଟୋବରରେ ଆରମ୍ଭ ହୋଇ ନଭେମ୍ବର ୧୯ ଯାଏଁ ଚାଲିବ । ଏଥିରେ ଭାରତ-ପାକିସ୍ତାନ ମ୍ୟାଚ ବି ହେବ । ୧୪ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଅକ୍ଟୋବର ୧୫ରେ ହେବାର ଥିଲା । ହେଲେ ନବରାତ୍ରୀ କାରଣରୁ ଏହାକୁ ଗୋଟିଏ ଦିନ ପଛକୁ ଘୁଞ୍ଚାଇContinue reading “ବିଶ୍ୱକପରେ ପୁଣି ବଦଳିପାରେ ପାକିସ୍ତାନର ମ୍ୟାଚ ସୂଚୀ: ଏବେ ହାଇଦ୍ରାବାଦକୁ ନେଇ ଦ୍ୱନ୍ଦ୍ୱ”

୩୦ ବର୍ଷ ପରେ ନେପାଳର ଖୁଚୁରା ବଜାରରେ କମୁଛି ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ । ଜାଣନ୍ତୁ କାରଣ

କନକ ବ୍ୟୁରୋ : ନେପାଳର ଖୁଚୁରା ବଜାରରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୩୦ ବର୍ଷ ପରେ ଅଚାନକ କମିବାରେ ଲାଗିଛି । ନେପାଳୀ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ କମିବା କାରଣରୁ ସ୍ଥାନୀୟ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନେପାଳ ଯାଉଥିବା ଭାରତୀୟ ପର୍ଯ୍ୟଟକମାନଙ୍କ ଉପରେ ଏହାର ପ୍ରଭାବ ମଧ୍ୟ ସିଧାସଳଖ ପଡୁଛି । ସୋସିଆଲ ମିଡିଆରେ ସ୍ଥାନୀୟ ଲୋକମାନେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଏହା ଉପରେ କେନ୍ଦ୍ର ସରକାରଙ୍କContinue reading “୩୦ ବର୍ଷ ପରେ ନେପାଳର ଖୁଚୁରା ବଜାରରେ କମୁଛି ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ । ଜାଣନ୍ତୁ କାରଣ”

ସାମ୍ବାଦିକ , ପୁଲିସ, ଶିକ୍ଷକ, ଠିକାଦାର… ବିହାରରେ ସିରିଜ୍ ହତ୍ୟାକାଣ୍ଡ । ନୀତିଶ ସରକାରଙ୍କ ଉପରେ ପ୍ରଶ୍ନ

କନକ ବ୍ୟୁରୋ: ବିହାରରେ ହତ୍ୟା ଘଟଣା ଥମିବାର ନାଁ ନେଉନି । ସପ୍ତାହକ ଭିତରେ ଭିନ୍ନ ଭିନ୍ନ ସ୍ଥାନରେ ୪ ଜଣଙ୍କ ମୁଣ୍ଡ ଗଡିଲାଣି । ଏଥିରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଅଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ନୀତିଶ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିହାରରେ ସପ୍ତାହକ ଭିତରେ ଲଗାତାର ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସାମ୍ବାଦିକ ବିମଲ କୁମାର ଯାଦବଙ୍କୁ ତାଙ୍କContinue reading “ସାମ୍ବାଦିକ , ପୁଲିସ, ଶିକ୍ଷକ, ଠିକାଦାର… ବିହାରରେ ସିରିଜ୍ ହତ୍ୟାକାଣ୍ଡ । ନୀତିଶ ସରକାରଙ୍କ ଉପରେ ପ୍ରଶ୍ନ”

Design a site like this with WordPress.com
Get started