କନକ ବ୍ୟୁରୋ: ଭାରତରେ ଡେଷ୍ଟିନେସନ୍ ୱେଡିଙ୍ଗର କ୍ରେଜ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି । କେବଳ ଦେଶର ନୁହେଁ ବିଦେଶୀ ନାଗରିକ ମଧ୍ୟ ଭାରତ ଆସି ରାଜକୀୟ ଢଙ୍ଗରେ ବିବାହ କରି ନିଜ ବିବାହ ଦିନକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଭାରତରେ ୱେଡିଙ୍ଗ ଇଣ୍ଡଷ୍ଟ୍ରିକୁ ବଢାଇବାକୁ ପୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ ୱେଡିଙ୍ଗ ପ୍ଲାନର ସହContinue reading “ଭାରତରେ ଆସି ବିଦେଶୀ କରିବେ ରାଜକୀୟ ବିବାହ । ‘ଡେଷ୍ଟିନେସନ୍ ୱେଡିଙ୍ଗ’ ପାଇଁ ସରକାର ଆରମ୍ଭ କଲେ ନୂଆ ଅଭିଯାନ”
Tag Archives: News
ସିମେଣ୍ଟ୍ ଚଟାଣ ଫଟାଇ ବାହାରିଲେ ୩ଟି କୁମ୍ଭୀର ! ଆତାଙ୍କିତ ଅବସ୍ଥାରେ ଲୋକେ
କନକ ବ୍ୟୁରୋ : କୁମ୍ଭୀର ଏକ ଭୟଙ୍କର ଜୀବନ । ସାଧାରଣତଃ ଏହା ନଦୀ, କିମ୍ବା ସମୁଦ୍ରରେ ଦେଖାଯାଇଥାନ୍ତି । କେବେ କେବେ ଏହା ନଦୀ ଆଖପାଖ ଅଞ୍ଚଳରେ ବୁଲୁଥିବାର ମଧ୍ୟ ନଜର ଆସିଥାନ୍ତି । କିନ୍ତୁ ଏପରି କେବେ ଦେଖିବାକୁ ପାଇନଥିବେ କି, ଆପଣ ଘରେ ବସିଥିବେ ଆଉ ଅଚାନକ କୁମ୍ଭୀର ମାଟି ତଳୁ ବାହାରିବେ । ଏପରି ଘଟିବା ଆଶ୍ଚର୍ଯ୍ୟଜନକ ହୋଇଥିଲେ ବି ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ସୋସିଆଲ୍Continue reading “ସିମେଣ୍ଟ୍ ଚଟାଣ ଫଟାଇ ବାହାରିଲେ ୩ଟି କୁମ୍ଭୀର ! ଆତାଙ୍କିତ ଅବସ୍ଥାରେ ଲୋକେ”
ବର୍ଥ ଡେ ପାର୍ଟିରେ ଫଟିଲା ଗୁଳି : ବାଇକରେ ଆସି ୪ ଦୁର୍ବୃତ୍ତଙ୍କ ଗୁଳିମାଡ଼, ଜଣେ ଗୁରୁତର
କନକ ବ୍ୟୁରୋ : ହୋଟେଲରେ ଫୁଟିଲା ଗୁଳି, ବଞ୍ଚିଗଲା ୩୫ରୁ ଅଧିକ ଜୀବନ । ବିହାର ମୁଜଫରପୁରରେ ଥିବା ଏକ ରେସ୍ତୋଁରାରେ ପାର୍ଟି ଚାଲିଥିବାବେଳେ ହଠାତ ଆଖିବୁଜା ଗୁଳିମାଡ଼ କରିଥିଲେ ଦୁବୃର୍ତ୍ତ । କେହି କିିଛି ବୁଝିବା ଆଗକୁ ହୋଟେଲ ଉପରକୁ ଦୁବୃର୍ତ୍ତମାନେ ୨୦ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଯିଏ ଯୁଆଡେ ଥିଲେ ଜୀବନ ବିକଳରେ ଦୌଡିବା ଆରମ୍ଭ କରିଥିଲେ । ପୂରା ଘଟଣାଟି ସିସିଟିଭିରେ କଏଦ ହୋଇଛି । ମିଳିଥିବା ସୂଚନା ଅନୁସାରେ ଘଟଣାରେContinue reading “ବର୍ଥ ଡେ ପାର୍ଟିରେ ଫଟିଲା ଗୁଳି : ବାଇକରେ ଆସି ୪ ଦୁର୍ବୃତ୍ତଙ୍କ ଗୁଳିମାଡ଼, ଜଣେ ଗୁରୁତର”
ଭୁବନେଶ୍ୱରରେ ବ୍ୟାପୁଛି ଡ଼େଙ୍ଗୁ, ଯାଉଛି ଜୀବନ : ଚିନ୍ତା ବଢ଼ାଇଲା ପ୍ରିୟଦର୍ଶିନୀ ମାର୍କେଟ; ଗତ ୧୫ ଦିନରେ ୧୫ ଜଣ ବ୍ୟବସାୟୀ ଆକ୍ରାନ୍ତ, ୨ ମୃତ ସୂଚନା
କନକ ବ୍ୟୁରୋ : ରାଜଧାନୀରେ ବ୍ୟାପୁଛି ଡ଼େଙ୍ଗୁ, ଯାଉଛି ଜୀବନ । ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ ଡ଼େଙ୍ଗୁର ହଟସ୍ପଟ ପାଲଟିପାରେ ବୋଲି ଆଶଙ୍କା କରାଯାଉଛି । ଗତ ୧୫ ଦିନରେ ୧୫ ଜଣ ବ୍ୟବସାୟୀ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏଥିପାଇଁ ବିଏମସି ଓ ବିଡ଼ିଏକୁ ସିଧାସଳଖ ଦାୟୀ କରିଛନ୍ତି ପ୍ରିୟଦର୍ଶିନୀ ମାର୍କେଟ ବ୍ୟବସାୟୀ ସଂଘର ସଭାପତି ଶରତ ରାଉତ । ବର୍ଷା ଦିନ ଆରମ୍ଭରୁ ମାର୍କେଟର ରାସ୍ତାକୁContinue reading “ଭୁବନେଶ୍ୱରରେ ବ୍ୟାପୁଛି ଡ଼େଙ୍ଗୁ, ଯାଉଛି ଜୀବନ : ଚିନ୍ତା ବଢ଼ାଇଲା ପ୍ରିୟଦର୍ଶିନୀ ମାର୍କେଟ; ଗତ ୧୫ ଦିନରେ ୧୫ ଜଣ ବ୍ୟବସାୟୀ ଆକ୍ରାନ୍ତ, ୨ ମୃତ ସୂଚନା”
ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଥିବା ଫାଇଭ୍-ଟି ସଚିବ : ଗୋ-ବ୍ୟାକ୍ ନାରା ଦେଇ ବିରୋଧ ପ୍ରଦର୍ଶନ କଲା ବିଜେପି
କନକ ବ୍ୟୁରୋ : ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଥିବା ଫାଇଭ୍-ଟି ସଚିବଙ୍କୁ ବିରୋଧ । ବ୍ରଜରାଜନଗର ଏବଂ ଝାରସୁଗୁଡ଼ାରେ ବିରୋଧ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ଗୋ-ବ୍ୟାକ୍ ନାରା ଦେଇ ବିଜେପି ନେତା ଓ କର୍ମୀମାନେ ବିରୋଧ କରିଛନ୍ତି । ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଝାରସୁଗୁଡ଼ାରେ ବିରୋଧ କରାଯାଇଛି । ଆଜି ଦିନିକିଆ ଗସ୍ତରେ ଯାଇ, ଫାଇଭ-ଟି ସଚିବ ଏକାଧିକ ବିକାଶମୁଳର କାର୍ଯ୍ୟର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଠିକ୍Continue reading “ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଥିବା ଫାଇଭ୍-ଟି ସଚିବ : ଗୋ-ବ୍ୟାକ୍ ନାରା ଦେଇ ବିରୋଧ ପ୍ରଦର୍ଶନ କଲା ବିଜେପି”
ଫେଲ୍ ମାରିଲା ରୁଷିଆ ଚନ୍ଦ୍ର ଅଭିଯାନ ? ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀକାଳୀନ ସ୍ଥିତିର ସମ୍ମୁଖୀନ
କନକ ବ୍ୟୁରୋ : ରୁଷର ମିଶନ ମୁନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି । ଏହି ସ୍ପେସ୍କ୍ରାପ୍ଟ ଅବତରଣ କରିବା ପୂର୍ବରୁ ଜରୁରୀକାଳିନ ସ୍ଥିତିର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏନେଇ ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଲୁନା ୨୫ର ବର୍ତ୍ତମାନ ସ୍ଥିତି କ’ଣ ରହିଛି ଏନେଇ ବୈଜ୍ଞାନିକମାନ ତଥ୍ୟ ସଂଗ୍ରହ ଜାରି ରଖିଛନ୍ତି । ମସ୍କୋ ଟାଇମ ଅନୁସାରେ ରାତି ୨ଟା ୧୦ ମିନିଟରେ ସ୍ପେସକ୍ରାପ୍ଟର କାର୍ଯ୍ୟ କରିବାରେContinue reading “ଫେଲ୍ ମାରିଲା ରୁଷିଆ ଚନ୍ଦ୍ର ଅଭିଯାନ ? ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀକାଳୀନ ସ୍ଥିତିର ସମ୍ମୁଖୀନ”
ଲଦ୍ଦାଖ ଗସ୍ତରେ ଥିବା ରାହୁଲଙ୍କ ସାଂଘାତିକ ଅଭିଯୋଗ : କହିଲେ ଭାରତର ଜାଗାକୁ ମାଡି ବସିଛି ଚୀନ
କନକ ବ୍ୟୁରୋ : ଭାରତ-ଚୀନ ସୀମା ବିବାଦ ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ବଡ ବୟାନ ଦେଇଛନ୍ତି । ଲେହଗସ୍ତରେ ଥିବା ରାହୁଲ କହିଛନ୍ତି ଲଦ୍ଦାଖ ସୀମାବର୍ତ୍ତୀ କିଛି ଜମି ଉପରେ କବଜା କରିଛି ଚୀନ । ଡ୍ରାଗନ ସେନା ଲଦାଖ ସୀମାରେ ଅନୁପ୍ରବେଶ କରୁଛନ୍ତି । ଏକଥାର ଅଭିଯୋଗ ଆଉ କେହି ନୁହେଁ ବଂର ଲଦାଖର ସ୍ଥାନୀୟ ବାସିନ୍ଦା କରିଛନ୍ତି । ରାହୁଲ କହିଛନ୍ତି ଗୋଟେପଟେ ଲଦ୍ଦାଖ ବାସିନ୍ଦା ଚୀନର ଅନୁପ୍ରବେଶ କଥାContinue reading “ଲଦ୍ଦାଖ ଗସ୍ତରେ ଥିବା ରାହୁଲଙ୍କ ସାଂଘାତିକ ଅଭିଯୋଗ : କହିଲେ ଭାରତର ଜାଗାକୁ ମାଡି ବସିଛି ଚୀନ”
କାହିଁକି ଫାଇଭ-ଟି ସଚିବଙ୍କୁ କାଳି ମାଡ କରିଥିଲେ ଭାସ୍କର ସାହୁ? କନକ ନ୍ୟୁଜକୁ ସାକ୍ଷାତକାର ଦେଇ କହିଲେ…
କନକ ବ୍ୟୁରୋ : କାହିଁକି ଫାଇଭ-ଟି ସଚିବଙ୍କୁ କାଳି ମାଡ କରିଥିଲେ ଭାସ୍କର ସାହୁ । ତାକୁ ନେଇ ଏବେ ବି ଲୋକଙ୍କ ଭିତରେ ଉକ୍ରଣ୍ଠା ଲାଗି ରହିଛି । ଏସବୁ ଭିତରେ କନକ ନ୍ୟୁଜକୁ ସାକ୍ଷାତକାର ଦେଇ କହିଛନ୍ତି- ପ୍ରତିବାଦର ଏହି ବାଟ ଠିକ୍ ନଥିଲା । ଏଥି ପାଇଁ ମୁଁ ଅନୁତପ୍ତ । ତେବେ ଅଂଚଳର ବିକାଶ ପାଇଁ ବାରମ୍ବାର କରି ଆସୁଥିଲି ବୋଲି କହିଛନ୍ତି ଭାସ୍କର ସାହୁ । ଏହି ଘଟଣାକୁ ନେଇContinue reading “କାହିଁକି ଫାଇଭ-ଟି ସଚିବଙ୍କୁ କାଳି ମାଡ କରିଥିଲେ ଭାସ୍କର ସାହୁ? କନକ ନ୍ୟୁଜକୁ ସାକ୍ଷାତକାର ଦେଇ କହିଲେ…”
କଳିଯୁଗର ପୁତନା : ୭ ନବଜାତଙ୍କୁ କରିଥିଲେ ହତ୍ୟା; ଗିରଫର ୩ବର୍ଷ ପରେ ଅଭିଯୁକ୍ତ ନର୍ସକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ
କନକ ବ୍ୟୁରୋ : କଳିଯୁଗର ପୁୁତନା । ୭ ନବଜାତଙ୍କୁ କରିଥିଲେ ହତ୍ୟା । ଗିରଫର ୩ବର୍ଷ ପରେ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲଣ୍ଡନ ମାଚେଂଷ୍ଟର ହସ୍ପିଟାଲରେ ନର୍ସ ଲୁସି ଲେଟବାୟ । ନବଜାତ ଶିଶୁଙ୍କ ହତ୍ୟା କରିଥିବା ସଙ୍ଗୀନ ମାମଲାରେ ମାଚେଂଷ୍ଟର କ୍ରାଉନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜଣେ କି ଦୁଇଜଣ ନୁହେଁ ପୂରା ୭ଜଣ ନବଜାତ ଶିଶୁଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ନବଜାତଙ୍କୁ ବିଭିନ୍ନContinue reading “କଳିଯୁଗର ପୁତନା : ୭ ନବଜାତଙ୍କୁ କରିଥିଲେ ହତ୍ୟା; ଗିରଫର ୩ବର୍ଷ ପରେ ଅଭିଯୁକ୍ତ ନର୍ସକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ”
ବିଦ୍ୟୁତ ସମସ୍ୟାକୁ ନେଇ ତାତିଲେ ଲୋକେ : ବିିଦ୍ୟୁତ ବିଭାଗର ଗାଡିକୁ ୭ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
କନକ ବ୍ୟୁରୋ : ବିଦ୍ୟୁତ ସମସ୍ୟାରେ ଅତିଷ୍ଠ ହୋଇ ବିିଦ୍ୟୁତ ବିଭାଗର ଗାଡିକୁ ଅଟକ ରଖିଲେ ଗ୍ରାମବାସୀ । କେନ୍ଦ୍ରାପଡା ମହାକାଳପଡା ବ୍ଲକ ବାରଡାଙ୍ଗ ଗ୍ରାମର ୧୨ ନମ୍ବର ଓା୍ୱର୍ଡର୍ରେ ଏପରି ଘଟଣା ସାମ୍ନାକୁ ଆସିଛି । ଦୀର୍ଘଦନ ହେବ ବିଦ୍ୟୁତ ସମସ୍ୟା ଲାଗି ରହିଥିବାବେଳେ ଏଥିରେ ଅତିଷ୍ଠ ହୋଇ ଶେଷରେ ଟିପିସିଓଡିଏଲ୍ ବା ଟାଟା ପାୱାର ଗାଡିକୁ ଦୀର୍ଘ ୭ ଘଣ୍ଟା ଅଟକ ରଖିବା ପରେ ଗ୍ରାମବାସୀ ଛାଡ଼ିଛନ୍ତି । ଛିଣ୍ଡା ତାରରେ ବିଦ୍ୟୁତ ସରବରାହContinue reading “ବିଦ୍ୟୁତ ସମସ୍ୟାକୁ ନେଇ ତାତିଲେ ଲୋକେ : ବିିଦ୍ୟୁତ ବିଭାଗର ଗାଡିକୁ ୭ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ”