କନକ ବ୍ୟୁରୋ : ରାତି ଅଧରରେ ବାଇକ ଧରି ଏକୁଟିଆ ପାଟ୍ରୋଲିଂ କରୁଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ଏସପି ସାଗରିକା ନାଥ ସହର ସାରା ପାଟ୍ରୋଲିଂ କରୁଥିବାର ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିଛି । ଏସପି ଭାବେ ସାଗରିକା ନାଥ ଯୋଗ ଦେବା ପରଠାରୁ ତାଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । କେତେବେଳେ ବ୍ରାଉନସୁଗାର ତ ପୁଣି କେତେବେଳେ ବେଆଇନ ବାଲି ଉତୋଳନ ନେଇ ଅପରେସନ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନContinue reading “ରାତି ଅଧରେ ଏସପି ସାଗରିକ ନାଥଙ୍କ ପାଟ୍ରୋଲିଂ : ବାଇକ୍ ଧରି ସହର ସାରା ମାରୁଛନ୍ତି ପଇଁତରା, ଅପରାଧୀଙ୍କ ଉପରେ ରଖୁଛନ୍ତି ନଜର”
Tag Archives: News
ରୁଟି ପୋଡିଯିବାରୁ ବୋହୂକୁ ଗରମ ତାୱା ଚେଙ୍କ : ଜେଲ ଗଲେ ଅଧ୍ୟାପିକା ଶାଶୂ, ସ୍ୱାମୀ
କନକ ବ୍ୟୁରୋ : ଅଧ୍ୟାପିକାଙ୍କ ଅମାନୁଷିକ କାର୍ଯ୍ୟ । ବୋହୂକୁ ରୁଟି ତାୱାରେ ଚେଙ୍କ ଦେଇ ଜେଲ ଗଲେ ଅଧ୍ୟାପିକା ଶାଶୁ ଓ ସ୍ୱାମୀ । ଜଗତସିଂହପୁର ଖାରବେଳ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ସାମାନ୍ୟ ରୁଟି ପୋଡି ଯିବାରୁ ବୋହୂକୁ ତତଲା ତାୱାର ଚେଙ୍କ ଦେଇଥିବା ଜଣାପଡିଛି । ଭୁବନ ଥାନା ଲତାବିଲ ଅଂଚଳର ଭାଗିରଥି ବେହେରାଙ୍କ ଝିଅ ରଶ୍ମିତା ବେହେରା ଜଗତସିଂହପୁର ଖାରବେଳ ଦିଗବିଜୟ ପାତ୍ରଙ୍କୁ ବିବାହ କରିଥିଲେContinue reading “ରୁଟି ପୋଡିଯିବାରୁ ବୋହୂକୁ ଗରମ ତାୱା ଚେଙ୍କ : ଜେଲ ଗଲେ ଅଧ୍ୟାପିକା ଶାଶୂ, ସ୍ୱାମୀ”
‘ରାଜନେତା ବନିଗଲେଣି ରଘୁରାମ ରାଜନ, କାହା ସଙ୍କେତରେ ପଛରୁ ଆକ୍ରମଣ କରୁଛନ୍ତି?’: ଏଭଳି କାହିଁକି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଓ ସୂଚନା ପ୍ରଦ୍ୟୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଛନ୍ତି ରଘୁରାମ ଏବେ ରାଜନେତା ବନିଗଲେଣି । କାହା ପ୍ରରୋଚନାରେ ସେ ପଛରୁ ଆକ୍ରମଣ କରୁଛନ୍ତି । ରାଜନ ଏବେ ସାମ୍ନାକୁ ଆସି ରାଜନୀତି କରନ୍ତୁ ବୋଲି କହିଛନ୍ତି ବୈଷ୍ଣବ । ପୂର୍ବରୁ ରଘୁରାମ ଦେଇଥିବା ଭାରତ ପ୍ରଡକ୍ସନ୍ ଲିଙ୍କଡ୍ ଇନସେଣ୍ଟିଭ୍ ଉପରେ ଦେଇଥିବା ବୟାନକୁ ଭିତ୍ତି କରିଛନ୍ତିContinue reading “‘ରାଜନେତା ବନିଗଲେଣି ରଘୁରାମ ରାଜନ, କାହା ସଙ୍କେତରେ ପଛରୁ ଆକ୍ରମଣ କରୁଛନ୍ତି?’: ଏଭଳି କାହିଁକି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ”
ଧସୁଛି ଅତଡ଼ା, ଭୟ ଭିତରେ ଦଶରଥପୁର ବାସିନ୍ଦା : ବାଉଁଶ, ବାଲି ବସ୍ତା ପକାଇ ଘଳିଆ ରୋକିବାକୁ ପ୍ରୟାସ
କନକ ବ୍ୟୁରୋ : ଗୋଟିଏ ପଟେ ନଦୀ ବନ୍ଧର ଅତଡ଼ା ଖସୁଛି , ଆଉ ଅନ୍ୟପଟେ ବନ୍ଧକୁ ସୁରକ୍ଷା ଦେବାକୁ ଉଦ୍ୟମ ଚାଲିଛି । ଯାଜପୁର ଜିଲ୍ଲା ଦଶରଥପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀରେ ଜଳପ୍ରବାହ ଅଧିକ ଥିବାରୁ କମାରଡ଼ିହ ପଞ୍ଚାୟତ ବଳରାମପୁରଠାରେ ନଦୀବନ୍ଧ ଧସିବାରେ ଲାଗିଛି । ଅତଡ଼ା ଖସି ନଦୀ ଗର୍ଭରେ ଲୀନ ହେଉଛି । ପ୍ରାୟ ୨ଶହ ମିଟର ଧସିଯିବା ପରେ ଅବଶିଷ୍ଟ ବନ୍ଧକୁ ସୁରକ୍ଷାContinue reading “ଧସୁଛି ଅତଡ଼ା, ଭୟ ଭିତରେ ଦଶରଥପୁର ବାସିନ୍ଦା : ବାଉଁଶ, ବାଲି ବସ୍ତା ପକାଇ ଘଳିଆ ରୋକିବାକୁ ପ୍ରୟାସ”
କୋରାପୁଟ ପଦୁଗୁଡାରେ ପହଞ୍ଚିଲା ପ୍ରଶାସନ : ଅଭିନୟ ମାଧ୍ୟମରେ କୁନିଝିଅର ଅଭିଯୋଗ ପରେ ଗାଁର ସ୍ଥିତି ପରଖିଲେ ବିଡିଓ
କନକ ବ୍ୟୁରୋ : କୋରାପୁଟ ପଦୁଗୁଡାରେ ପହଞ୍ଚିଲା ପ୍ରଶାସନ । ଅଭିନୟ ମାଧ୍ୟମରେ କୁନିଝିଅର ଅଭିଯୋଗ ପରେ ଗାଁର ସ୍ଥିତି ପରଖିଛନ୍ତି ବିଡିଓ । ସମସ୍ୟା ସମାଧାନ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦଶମନ୍ତପୁର ବ୍ଲକ୍ ପଦଗୁଡା ଗାଁରେ ସମସ୍ୟା ଖୁନ୍ଦିହୋଇ ରହିଛି। ଗାଁରେ ୬୬ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି । କିନ୍ତୁ ଯାତାୟାତ ପାଇଁ ନିତିଦିନିଆ ରାସ୍ତା ନାହିଁ । ଲୁଲା ପଞ୍ଚାୟତରୁ ଏହି ଗାଁକୁ ଯିବାକୁContinue reading “କୋରାପୁଟ ପଦୁଗୁଡାରେ ପହଞ୍ଚିଲା ପ୍ରଶାସନ : ଅଭିନୟ ମାଧ୍ୟମରେ କୁନିଝିଅର ଅଭିଯୋଗ ପରେ ଗାଁର ସ୍ଥିତି ପରଖିଲେ ବିଡିଓ”
ଆରପାରିକୁ ଚାଲିଗଲେ ସ୍ୱାମୀ, ପଇସା ପାଇ ପରକରିଦେଲା ବୋହୂ : ଏକାକୀ ଜୀବନ ଯନ୍ତ୍ରଣା ସହ ଲଢ଼େଇ କରୁଛନ୍ତି ନିଆଳିର ସହିଦ ପ୍ରଦୀପ ରାଉତଙ୍କ ମା’
କନକ ବ୍ୟୁରୋ : ଓଃ କି ଦୁଃଖ… କି ଯନ୍ତ୍ରଣା… ସହିଦ ପୁଅର ଫଟୋକୁ ଛାତିରେ ଚାପି ଧରିଛି ସ୍ନେହମୟୀ ମା’ । ପଣତ କାନିରେ ପୋଛି ଦେଉଛି, ଆଖିର ଲୁହକୁ ଓଠରେ ପିଇ ଗୁମୁରି କାନ୍ଦୁଛି ବୟସର ଅପରାହ୍ନରେ ଥିବା ବୁଢ଼ୀ ମା’ । ପୁଅ ଫେରିବନି ଜାଣିକି ମଧ୍ୟ ଦୂଆର ମୁହଁରେ ପୁଅର ଫେରିବା ବାଟକୁ ଚାହିଁ ବସିଛି । ମା’ ଝୁରୁଛି, ଗାଁ ବି ଝୁରୁଛି । ନିଆଳି ମାଧବକୂଳର ସହିଦ ପ୍ରଦୀପContinue reading “ଆରପାରିକୁ ଚାଲିଗଲେ ସ୍ୱାମୀ, ପଇସା ପାଇ ପରକରିଦେଲା ବୋହୂ : ଏକାକୀ ଜୀବନ ଯନ୍ତ୍ରଣା ସହ ଲଢ଼େଇ କରୁଛନ୍ତି ନିଆଳିର ସହିଦ ପ୍ରଦୀପ ରାଉତଙ୍କ ମା’”
ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଜରୁରୀକାଳୀନ ସ୍ଥିତି । ଚନ୍ଦ୍ର ପଷ୍ଠରେ ଅବତରଣ ନେଇ ଆଶଙ୍କା
କନକ ବ୍ୟୁରୋ: ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଚନ୍ଦ୍ରପୃଷ୍ଠରେ ଏହାର ଅବତରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଲୁନା-୨୫ ଅଟୋମେଟିକ୍ ଅନବୋର୍ଡ କମ୍ପ୍ୟୁଟରରେ ଜରୁରୀକାଳୀନ ସ୍ଥିତି ଦେଖାଦେଇଛି ବୋଲି ଋଷ ମହାକାଶ ଏଜେନ୍ସି ‘ରସକସମସ୍’ ପକ୍ଷରୁ କୁହାଯାଇଛି । ରସକସମସ୍ ସୂଚନା ମୁତାବକ, ଲ୍ୟାଣ୍ଡର ‘ପ୍ରୋବ୍’କୁ ପ୍ରାକ୍ ଅବତରଣକାଳୀନ କକ୍ଷପଥକୁ ପରିବର୍ତ୍ତନ କରିବା ଲାଗି ‘ଥ୍ରଷ୍ଟ୍’କୁ ରିଲିଜ୍ କରାଯାଇଥିଲା। ଏଭଳି କରାଯିବା ବେରଳେ ‘ଅଟୋମେଟିକ୍ ଷ୍ଟେସନ୍’ର ବୋଯର୍ଡରେ ଅସ୍ୱାଭାବିକ ଅବସ୍ଥା ସୃଷ୍ଟିContinue reading “ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଜରୁରୀକାଳୀନ ସ୍ଥିତି । ଚନ୍ଦ୍ର ପଷ୍ଠରେ ଅବତରଣ ନେଇ ଆଶଙ୍କା”
ଲଦାଖର ପେଙ୍ଗୋଙ୍ଗ ହ୍ରଦ କୂଳରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ । କହିଲେ ‘ଆପଣଙ୍କ ଚିହ୍ନ ହିଁ ମୋର ଚଲାପଥ’
କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତିରେ ଲଦାଖ ପେଙ୍ଗୋଙ୍ଗ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ରାହୁଲ କହିଛନ୍ତି, ‘ ଦେଶପାଇଁ ରାଜୀବ ଗାନ୍ଧୀ ଯାହା ସ୍ୱପ୍ନ ଦେଖିଥିଲେ, ଏବେବି ସେ ଅମୂଲ୍ୟ ସ୍ମୃତି ସବୁ ଆଖି ଆଗରେ ଝଲସି ଉଠୁଛି । ଏବେ ବାପାଙ୍କ ଚିହ୍ନ ହିଁ ତାଙ୍କ ପାଇଁ ଚଲାପଥ । ବାପା ଦେଇଥିବା ସଂସ୍କାରକୁ ସେContinue reading “ଲଦାଖର ପେଙ୍ଗୋଙ୍ଗ ହ୍ରଦ କୂଳରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ । କହିଲେ ‘ଆପଣଙ୍କ ଚିହ୍ନ ହିଁ ମୋର ଚଲାପଥ’”
ଆଜି ଭାରତ- ଆୟର୍ଲାଣ୍ଡ ଦ୍ୱିତୀୟ ଟି-୨୦ : ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ
କନକ ବ୍ୟୁରୋ : ଆଜି ଭାରତ- ଆୟର୍ଲାଣ୍ଡ ଦ୍ୱିତୀୟ ଟି-୨୦ । ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ୍କୁ ମାତ୍ର ୨ ରନରେ ଜିତି ଯଶପ୍ରୀତ ବୁମରାଙ୍କ ଦଳ ୧-୦ରେ ଆଗୁଆ ରହିଛି । ଭାରତୀୟ ବ୍ୟାଟର୍ ମାନେ କିନ୍ତୁ ରବିବାର ମ୍ୟାଚ୍ରେ ପାଗର ପ୍ରତିବନ୍ଧକ ନ ଆସୁ ବୋଲି ଆଶା କରିବେ। କାରଣ ଯୁବ ଖେଳାଳିମାନେ ସେମାନଙ୍କ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିବାରୁ ପର୍ଯ୍ୟାପ୍ତ ସୁଯୋଗ ପାଇବା ଆଶାContinue reading “ଆଜି ଭାରତ- ଆୟର୍ଲାଣ୍ଡ ଦ୍ୱିତୀୟ ଟି-୨୦ : ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ”
ଫାଇଭ-ଟି ସଚିବଙ୍କୁ କାଳି ମାଡ ଘଟଣା : କାହିଁକି କାଳି ମାଡ କଲେ ଭାସ୍କର ସାହୁ ?
କନକ ବ୍ୟୁରୋ : ସତ୍ୟବାଦୀରେ ଫାଇଭ୍- ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ କରିଥିବା ଭାସ୍କର ସାହୁଙ୍କୁ ଛାଡିଲା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଭାସ୍କର ସାହୁଙ୍କୁ ଛାଡିଛି ପୋଲିସ । ଫାଇଭ୍-ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ଭାସ୍କର ସାହୁଙ୍କୁ ପୋଲିସ ଛାଡିଥିବା ଜଣାପଡ଼ିଛି । ଥାନାରୁ ବାହାରିବା ପରେ ଭାସ୍କର ସାହୁ କହିଛନ୍ତି, ସେ କୌଣସି ଦଳର ନୁହନ୍ତି । ନିଜ ଅଞ୍ଚଳର ବିକାଶ ପାଇଁ ସେ ବାରମ୍ବାର ଅଭିଯୋଗ କରିଥିଲେ । ହେଲେContinue reading “ଫାଇଭ-ଟି ସଚିବଙ୍କୁ କାଳି ମାଡ ଘଟଣା : କାହିଁକି କାଳି ମାଡ କଲେ ଭାସ୍କର ସାହୁ ?”