କନକ ବ୍ୟୁରୋ : ଅନ୍ୟ ଲୋକଙ୍କ ଖବର କରୁଥିବା ସାମ୍ବାଦିକ ଆଜି ନିଜେ ଖବରର ସିରୋନାମା ପାଲଟିଯାଇଛନ୍ତି । ଶୁକ୍ରବାର ଭୋରୁ ବିହାର ଅରାରିଆ ଅଂଚଳର ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ଗୁଳି ମାରି ହତ୍ୟା କରିଥିଲେ ଦୁବୁର୍ତ । ସାମ୍ବାଦିକଙ୍କ ଘରେ ସମସ୍ତେ ଶୋଇଥିବା ସମୟରେ କିଛି ଜଣ ଦୁବୁର୍ତ ଆସି କବାଟ ବାଡ଼େଇଥିଲେ । ପପୁ ଭାଇ ଘରେ ଅଛନ୍ତି କି ପଚାରିଥିଲେ । ଡ଼ାକ ଶୁଣି କବାଟ ଖୋଲିବା ପରେ ବିମଳଙ୍କ ଉପରେContinue reading “ବିହାରରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ମାମଲାରେ ୪ ଅଭିଯୁକ୍ତ ଗିରଫ । ବିରୋଧୀ କହିଲେ ବିହାରରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି”
Tag Archives: News
ବାବୁଙ୍କ ଗାଡ଼ି ଚଢ଼ା ଉପରେ ଲାଗିଲା କଟକଣା । କେଉଁ ଅଫିସର, କେତେ କିଲୋମିଟର ଗସ୍ତ କରିବେ, ଧାର୍ଯ୍ୟ କଲା ଅର୍ଥ ବିଭାଗ । ସ୍ଥିର ହେଲା ଗାଡିର ମାସିକ ଭଡ଼ା
କନକ ବ୍ୟୁରୋ: ମନଇଚ୍ଛା ଗାଡି ଚଢିବା ଉପରେ ଲଗିବ ଲଗାମ । ଏଣିକି ସରକାରୀବାବୁ ଚଢିବେ ବେସରକାରୀ ଗାଡି । ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡବାବୁଙ୍କ ପାଇଁ ଭଡାରେ ଅଣାଯିବ ବେସରକାରୀ ଗାଡି । ଏ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ଅଧିକାରୀମାନେ ଗାଡି ଚଢି ମନଇଛା ବିଲ୍ ଦେଉଥିବା କଥା ବାରମ୍ବାର ସାମ୍ନାକୁ ଆସିବା ପରେ ଏଭଳି ପଦକ୍ଷେପ ନେଇଛି ଅର୍ଥ ବିଭାଗ । ଗାଡିର ମନଇଛାContinue reading “ବାବୁଙ୍କ ଗାଡ଼ି ଚଢ଼ା ଉପରେ ଲାଗିଲା କଟକଣା । କେଉଁ ଅଫିସର, କେତେ କିଲୋମିଟର ଗସ୍ତ କରିବେ, ଧାର୍ଯ୍ୟ କଲା ଅର୍ଥ ବିଭାଗ । ସ୍ଥିର ହେଲା ଗାଡିର ମାସିକ ଭଡ଼ା”
ଚର୍ଚ୍ଚାରେ ରାହୁଲ ଓ ରାମେଶ୍ୱରଙ୍କ କାହାଣୀ । ରାମେଶ୍ୱରଙ୍କୁ ଖାଇବା ପରଷିଲେ ରାହୁଲ, ଅତିଥି ସତ୍କାର କଲେ, ସୁଖଦୁଃଖ ବାଣ୍ଟିଲେ
କନକ ବ୍ୟୁରୋ : ରାଜନେତା ରାହୁଲ ଗାନ୍ଧୀଙ୍କୁ ଆପଣ କେତେବେଳେ ଭାଷଣ ଦେଉଥିବାର ଦେଖିଥିବେ କେତେବେଳେ ରାଲି କରୁଥିବା ଦେଖିଥିବେ । ଏବେ ଆସିଛି ଏହି ନୂଆ ଭିଡିଓ । ଯାହାକୁ ରାହୁଲ ନିଜ ଟୁଇଟର ଆକାଉଂଟରେ ସେୟାର କରିଛନ୍ତି । ଏହି ଭିଡିଓରେ ରାହୁଲ ଅତିଥିଙ୍କ ସକ୍ରାର କରୁଥିବା ଦେଖିବାକୁ ମିଳିଛି । ଏଥରକ ତାଙ୍କର ଅତିଥି ଆଉ କେହି ନୁହେଁ ଦିଲ୍ଲୀ ଆଜାଦନଗର ପରିବା ମଣ୍ଡିର ବ୍ୟବସାୟୀ ରାମେଶ୍ୱର ଓ ତାଙ୍କ ପରିବାର ଥିଲେContinue reading “ଚର୍ଚ୍ଚାରେ ରାହୁଲ ଓ ରାମେଶ୍ୱରଙ୍କ କାହାଣୀ । ରାମେଶ୍ୱରଙ୍କୁ ଖାଇବା ପରଷିଲେ ରାହୁଲ, ଅତିଥି ସତ୍କାର କଲେ, ସୁଖଦୁଃଖ ବାଣ୍ଟିଲେ”
ରାଜ୍ୟ ରାଜନୀତିକୁ ସରଗରମ କଲା କାଳିମାଡ଼ । ଘଟଣାକୁ ଏକ ସ୍ୱରରେ ନିନ୍ଦା କଲେ ଶାସକ ଦଳର ନେତା । ବିରୋଧୀଙ୍କ ଉପରେ ବର୍ଷିଲା ବିଜେଡି ।
କନକ ବ୍ୟୁରୋ: ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ କାଳିମାଡ ହେବା ଖବର ସାରା ରାଜ୍ୟରେ ଚହଳ ପକାଇ ଦେଇଛି । ଅଭିଯୁକ୍ତ ଯୁବକ କାଳିମାଡ କରିବା କେତେ ଠିକ୍? କେତେ ଭୁଲ ସେ ନେଇ ଆଲୋଚନା ଆରମ୍ଭ ହୋଇଛି । ଯେଉଁ ବ୍ୟକ୍ତି ରାଜ୍ୟର ଏତେ ଶକ୍ତିଶାଳୀ, ଯାହାଙ୍କ ଗସ୍ତ ବେଳେ ପୁଳା ପୁଳା ପୋଲିସ ମୁତୟନ ହୋଇଥାନ୍ତି, ତାଙ୍କ ଉପରକୁ ଜଣେ ଯୁବକ କେମିତି କାଳିମାଡ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଯାହାକୁContinue reading “ରାଜ୍ୟ ରାଜନୀତିକୁ ସରଗରମ କଲା କାଳିମାଡ଼ । ଘଟଣାକୁ ଏକ ସ୍ୱରରେ ନିନ୍ଦା କଲେ ଶାସକ ଦଳର ନେତା । ବିରୋଧୀଙ୍କ ଉପରେ ବର୍ଷିଲା ବିଜେଡି ।”
୫-ଟି ସଚିବଙ୍କୁ ବିରୋଧ । ସତ୍ୟବାଦୀରେ କାଳିମାଡ କଲେ ଯୁବକ । କାଳିମାଡ ପରେ ଲୋକଙ୍କୁ ଭେଟିଲେ, କାର୍ଯ୍ୟକ୍ରମରେ ସାମିଲ ହେଲେ ପାଣ୍ଡିଆନ୍
କନକ ବ୍ୟୁରୋ: ରାଜନୈତିକ ବିରୋଧ ପାଇଁ ନେତାଙ୍କୁ କାଳିମାଡ ନୂଆଁ ନୁହେଁ । ହେଲେ ପ୍ରଥମ ଥର ୫-ଟି ସଚିବଙ୍କ ଦେହରେ ପଡିଛି ପ୍ରତିବାଦର କାଳି । ପୁରୀ ଜିଲ୍ଲା ସତ୍ୟବାଦୀରେ ସଚିବଙ୍କ ଉପରକୁ କାଳିମାଡ ହୋଇଛି । ଅବଶ୍ୟ କାଳିମାଡ ପରେ ବେଶ ସ୍ୱାଭାବିକ ଆଚରଣ କରିଛନ୍ତି ୫-ଟି ସଚିବ । ଆଉ ମୁହଁରେ ଲାଗିଥିବା କାଳିକୁ ଲୁଗା କାନିରେ ପୋଛି ଦେଇଛନ୍ତି ସଚିବଙ୍କୁ ଅପେକ୍ଷା କରି ରହିଥିବା ମିଶନ୍ତ ଶକ୍ତି ମହିଳା । ୫-ଟିContinue reading “୫-ଟି ସଚିବଙ୍କୁ ବିରୋଧ । ସତ୍ୟବାଦୀରେ କାଳିମାଡ କଲେ ଯୁବକ । କାଳିମାଡ ପରେ ଲୋକଙ୍କୁ ଭେଟିଲେ, କାର୍ଯ୍ୟକ୍ରମରେ ସାମିଲ ହେଲେ ପାଣ୍ଡିଆନ୍”
୫ଟି ସଚିବଙ୍କୁ କାଳିମାଡ଼ । ଘଟଣାକୁ ‘ପ୍ରାୟୋଜିତ’ କହିଲେ କଂଗ୍ରେସ ନେତା । ବିଜେଡି କହିଲା, ରାଜ୍ୟର ପ୍ରଗତିକୁ ସହି ପାରୁନଥିବା ଲୋକଙ୍କ କାମ
କନକ ବ୍ୟୁରୋ: ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଦାବି ହୋଇଛି । ଏଥିସହିତ ଘଟଣା ପଛରେ ଆଉ କେଉଁମାନେ ଅଛନ୍ତି, ସେନେଇ ଉଚିତ ତଦନ୍ତ ହେବା ଦରକାର ବୋଲି ବିଭିନ୍ନ ମହଲରେ କୁହାଯାଉଛି । ଅନ୍ୟ ପକ୍ଷରେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଏହା ପ୍ରାୟୋଜିତ ବୋଲିContinue reading “୫ଟି ସଚିବଙ୍କୁ କାଳିମାଡ଼ । ଘଟଣାକୁ ‘ପ୍ରାୟୋଜିତ’ କହିଲେ କଂଗ୍ରେସ ନେତା । ବିଜେଡି କହିଲା, ରାଜ୍ୟର ପ୍ରଗତିକୁ ସହି ପାରୁନଥିବା ଲୋକଙ୍କ କାମ”
ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା । ଏଯାଏଁ ସରିଲାଣି ୧୮ ଜଣଙ୍କୁ ଜେରା । ପୋଲିସ ପାଖରେ ନାହିଁ ହାତଲେଖା ଚିଠିର ହାର୍ଡକପି ।
କନକ ବ୍ୟୁରୋ: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଏଯାଏଁ ସରିଲାଣି ୧୮ ଜଣଙ୍କୁ ଜେରା । ପୋଲିସ ଏଯାବତ ଏହି ମାମଲାରେ ୧୮ ଜଣଙ୍କୁ ଜେରା କରିଥିବାବେଳେ, ସେମାନଙ୍କ ବୟାନ ରେକର୍ଡ କରିସାରିଛି । ତେବେ ପ୍ରକୃତ ହାତଲେଖା ଚିଠିର ହାର୍ଡକପି ଏପର୍ଯ୍ୟନ୍ତ ପୋଲିସକୁ ମିଳିନଥିବାବେଳେ, ଭାଇରାଲ ହେଉଥିବା ଅଡିଓ କ୍ଲିପର ଯାଞ୍ଚ ହେବ ବୋଲି ସୂଚନା ମିଳିଛି । ଏଥିସହ ଏହି ଘଟଣାରେ ଏପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହେଇନାହିଁ ବୋଲି ସୂଚନା ମିଳିଛି ।Continue reading “ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା । ଏଯାଏଁ ସରିଲାଣି ୧୮ ଜଣଙ୍କୁ ଜେରା । ପୋଲିସ ପାଖରେ ନାହିଁ ହାତଲେଖା ଚିଠିର ହାର୍ଡକପି ।”
କୁକୀ-ମୈତେଇ ଲଢେଇ ମଧ୍ୟରେ ନାଗା ସଂପ୍ରଦାୟର ଏଣ୍ଟ୍ରି, ମଣିପୁରରେ ୨ ସପ୍ତାହ ପରେ ୩ଜଣଙ୍କ ହତ୍ୟାକୁ ନେଇ ବଢିଲା ଚିନ୍ତା
କନକ ବ୍ୟୁରୋ : ମଣିପୁର ହିଂସା ଗତ ୨ ସପ୍ତାହ ଧରି ଟିକେ ଶିଥିଳ ପଡିଥିବା ବେଳେ ଶୁକ୍ରବାର ଦିନ ପୁଣି ଭୟଙ୍କର ହିଂସା ଦେଖିବାକୁ ମିଳିଛି । ଓଖରୁଲ ଜିଲ୍ଲା ଥୋବଇ ଗାଁରୁ ଶୁକ୍ରବାର ସକାଳେ ୩ଜଣ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଏହାପରେ ପ୍ରଶ୍ନ ଉଠୁଛି କି କୁକୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ମଧ୍ୟରେ ନାଗା ସଂପ୍ରଦାୟ କାହିଁକି ଏଣ୍ଟ୍ରି ମାରିଲା । କାରଣ ଓଖରୁଲContinue reading “କୁକୀ-ମୈତେଇ ଲଢେଇ ମଧ୍ୟରେ ନାଗା ସଂପ୍ରଦାୟର ଏଣ୍ଟ୍ରି, ମଣିପୁରରେ ୨ ସପ୍ତାହ ପରେ ୩ଜଣଙ୍କ ହତ୍ୟାକୁ ନେଇ ବଢିଲା ଚିନ୍ତା”
ବିଶ୍ୱ ଫଟୋଗ୍ରାଫି ଦିବସ । ଜାଣନ୍ତୁ ଓଡିଶାର ପ୍ରଥମ ଫଟୋ ସାମ୍ବାଦିକଙ୍କ କାହାଣୀ
କନକ ବ୍ୟୁରୋ : ଅଗଷ୍ଟ ୧୯, ବିଶ୍ୱ ଫଟୋଗ୍ରାଫି ଦିବସ । କୁହାଯାଏ, ଶହେ ଶବ୍ଦ ଅପେକ୍ଷା ଗୋଟିଏ ଫଟୋ ଅନେକ କିଛି ବୟାନ କରିପାରେ । ଜୀବନର ଅଭୁଲା ଓ ସ୍ମରଣୀୟ ମୂହୁର୍ତକୁ ଚିରସ୍ମରଣୀୟ କରିବା ପାଇଁ ଫୋଟଗ୍ରାଫିର ଭୂମିକା ବେଶ ଗୁରତ୍ୱପୁର୍ଣ୍ଣ । ସୁନ୍ଦର ସ୍ମୃତିକୁ କ୍ୟାମେରା ଲେନ୍ସରେ କେମିତି ବାନ୍ଧି ରଖାଯାଇପାରିବ ସେ କଳା ଫୋଟଗ୍ରାଫରଙ୍କୁ ହିଁ ଜଣା । ଅସଜଡା ଆଲବମରେ ଫୋଟଟିଏ ଦେଖିଲେ ପୁରୁଣା ଦିନର ସ୍ମୃତି ତାଜା ହୋଇଯାଏContinue reading “ବିଶ୍ୱ ଫଟୋଗ୍ରାଫି ଦିବସ । ଜାଣନ୍ତୁ ଓଡିଶାର ପ୍ରଥମ ଫଟୋ ସାମ୍ବାଦିକଙ୍କ କାହାଣୀ”
ଉଦ୍ୟୋଗ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ରତନ ଟାଟା । ମହାରାଷ୍ଟ୍ର ସରକାର କଲେ ସମ୍ମାନିତ । ଏକନାଥ ସିନ୍ଦେ କହିଲେ, ଏହି ପୁରସ୍କାରର ଏବେ ପ୍ରତିଷ୍ଠା ବଢିଗଲା ।
କନକ ବ୍ୟୁରୋ: ରତନ ଟାଟାଙ୍କୁ ମିଳିଲା ଉଦ୍ୟୋଗ ରତ୍ନ ପୁରସ୍କାର । ମହାରାଷ୍ଟ୍ର ସରକାର ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଶନିବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଏବଂ ଅଜିତ ପାୱାର, ରତନ ଟାଟାଙ୍କ ଘରକୁ ଯାଇ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ମହାରାଷ୍ଟ୍ର ଉଦ୍ୟୋଗିକ ବିକାଶ ନିଗମ ତରଫରୁ ରତନ ଟାଟାଙ୍କୁ ଏକ ଶାଲ ସହ ସହ ପ୍ରଂଶସା ପତ୍ରContinue reading “ଉଦ୍ୟୋଗ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ରତନ ଟାଟା । ମହାରାଷ୍ଟ୍ର ସରକାର କଲେ ସମ୍ମାନିତ । ଏକନାଥ ସିନ୍ଦେ କହିଲେ, ଏହି ପୁରସ୍କାରର ଏବେ ପ୍ରତିଷ୍ଠା ବଢିଗଲା ।”