ବଲିଉଡରେ ପୁଣି ଓଡିଆ ପୁଅଙ୍କ କମାଲ । ଦମନ ଚଳଚିତ୍ର ପରେ ଗଦର-୨ର ପ୍ରଛଦ ପଟରେ ରହି ପ୍ରଶଂସା ସାଉଁଟୁଛନ୍ତି ଓଡିଆ ପୁଅ

କନକ ବ୍ୟୁରୋ : ବଲିଉଡରେ ପୁଣି ଓଡିଆ ପୁଅଙ୍କ କମାଲ । ଦମନ ଚଳଚିତ୍ର ପରେ ପୁଣି ଗଦର-୨ ଚଳଚିତ୍ର ପ୍ରଛଦ ପଟରେ ରହି ପ୍ରଶଂସା ସାଉଁଟୁଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିର ବରୁଣ । ସେ ଗଦର-୨ରେ ଫଲି କଳାକାର ଭାବେ ଦାୟୀତ୍ୱ ତୁଲାଇଛନ୍ତି । ତାଙ୍କୁ ସହଯୋଗ କରିଛନ୍ତି ଦାରିଙ୍ଗିବାଡିର ଶିବଶମ୍ଭୁ ଦିଗାଳ । ଫଲି କଳାକାର ହେଉଛି, ଏଭଳି ଏକ କଳାକାର. ଯିଏ ନାୟକଠାରୁ ଆରମ୍ଭ କରି ଅଭିନୟ କରୁଥିବା କଳାକାରଙ୍କ ଚାଲି ଚଳଣି,Continue reading “ବଲିଉଡରେ ପୁଣି ଓଡିଆ ପୁଅଙ୍କ କମାଲ । ଦମନ ଚଳଚିତ୍ର ପରେ ଗଦର-୨ର ପ୍ରଛଦ ପଟରେ ରହି ପ୍ରଶଂସା ସାଉଁଟୁଛନ୍ତି ଓଡିଆ ପୁଅ”

ଦାଗି ନେତା ବିଜେପିରେ ଯୋଗଦେବା ନେଇ ଗଡକରୀଙ୍କ ବୟାନ । କହିଲେ ବିଜେପି ପାଖରେ ରହିଛି ପରିବେଶ ଅନୁକୂଳ ସାବୁନ

କନକ ବ୍ୟୁରୋ : ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି । ଏହି କ୍ରମରେ ସେ ଦ୍ୱାରକା ଏକ୍ସପ୍ରେସ ୱେ ନିର୍ମାଣ ନେଇ ସିଏଜି ଦେଇଥିବା ରିପୋର୍ଟ ଉପରେ କହିଛନ୍ତି କି, ଏହି ପ୍ରୋଜେକ୍ଟରେ ଆମେ ଟଙ୍କା ବଞ୍ଚାଇଛୁ । ଯଦି ଏଥିରେ ଦୁର୍ନୀତି ହୋଇଛି ବୋଲି ବିରୋଧୀଦଳ ପ୍ରମାଣ କରିଦେବ ତେବେ ଦଣ୍ଡ ଭୋଗିବାକୁ ମୁଁ ପ୍ରସ୍ତୁତ ରହିଛି । ଏହାସହContinue reading “ଦାଗି ନେତା ବିଜେପିରେ ଯୋଗଦେବା ନେଇ ଗଡକରୀଙ୍କ ବୟାନ । କହିଲେ ବିଜେପି ପାଖରେ ରହିଛି ପରିବେଶ ଅନୁକୂଳ ସାବୁନ”

5 ଟି ଏପରି ଉଦ୍ଭାବନ ଯାହା ଆପଣ ଜାଣିନାହାନ୍ତି ।

କନକ ବ୍ୟୁରୋ: ଭାରତୀୟ ମାନଙ୍କ ଦ୍ଵାରା 5 ଟି ଏପରି ଉଦ୍ଭାବନ ହେଇଛି , ଯାହାଦ୍ଵାରା ବିଶ୍ବର ଭାରତ ପ୍ରତି ଦୃଷ୍ଟିଭଙ୍ଗୀ ବଦଳି ଯାଇଛି ।   ଆଜିର ସମୟରେ ଆମେ ସମସ୍ତେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ବିନା ଇଣ୍ଟରନେଟ୍ ରେ ଆଜିର ଜୀବନ କଳ୍ପନା କରିବା ଅସମ୍ଭବ ମନେହେଉଛି । ଆମେ ପ୍ରତିଦିନ ଏହା ସହ ଜଡିତ ଅନ୍ୟାନ୍ୟ ଉଦ୍ଭାବନ ମଧ୍ୟ ବ୍ୟବହାର କରୁଛୁ ।  କିନ୍ତୁ ଅନେକ ଲୋକ ଜାଣିନାହାନ୍ତି ଯେ  ଇଣ୍ଟରନେଟ୍Continue reading “5 ଟି ଏପରି ଉଦ୍ଭାବନ ଯାହା ଆପଣ ଜାଣିନାହାନ୍ତି ।”

ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ପାଇଁ ବିଜେପି ଘୋଷଣା କଲା ପ୍ରଭାରୀ ତାଲିକା, ଜାଣନ୍ତୁ କାହାକୁ କେଉଁ ଲୋକସଭା ଆସନ ପାଇଁ ଦଳ କଲା ନିଯୁକ୍ତ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଦଳ ଦିଲ୍ଲୀର ସମସ୍ତ ୭ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସୂଚନା ମୁତାବକ ଦିଲ୍ଲୀ ବିଜେପିର ପ୍ରଦେଶ ଉପାଧ୍ୟକ୍ଷ ଦିନେଶ ପ୍ରତାପ ସିଂଙ୍କୁ ନୂଆଦିଲ୍ଲୀ ଲୋକସଭା ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ହର୍ଷ ମାଲହୋତ୍ରାଙ୍କୁ ପୂର୍ବ ଦିଲ୍ଲୀ ଲୋକସଭା ପ୍ରଭାରୀ ନିଯୁକ୍ତContinue reading “ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ପାଇଁ ବିଜେପି ଘୋଷଣା କଲା ପ୍ରଭାରୀ ତାଲିକା, ଜାଣନ୍ତୁ କାହାକୁ କେଉଁ ଲୋକସଭା ଆସନ ପାଇଁ ଦଳ କଲା ନିଯୁକ୍ତ”

ADR ରିପୋର୍ଟ : କେଉଁ ସାଂସଦଙ୍କ ସମ୍ପତ୍ତି କେତେ? ରାଜ୍ୟସଭାର ୧୨% ସାଂସଦ ଅତି ଧନୀ

କନକ ବ୍ୟୁରୋ : ନେତାଙ୍କ ସମ୍ପତି କେତେ, ଜାଣିବା ପାଇଁ ସବୁବେଳେ ସାଧାରଣ ଜନତାଙ୍କ ଆଗ୍ରହ ରହିଥାଏ । ତେବେ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ପାଖରେ ସତ୍ୟପାଠ ଦାଖଲ କରିବା ପରେ ସେମାନଙ୍କ ସମ୍ପତି ବାବଦରେ ତଥ୍ୟ ମିଳିଥାଏ । ଏବେ କେନ୍ଦ୍ର ସରକାରରେ ଥିବା ମନ୍ତ୍ରୀମାନଙ୍କୁ ସେମାନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତିର ତାଲିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେବା ପାଇଁ କୁହାଯାଇଥିଲା । ଏହାପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ପତି ବାବଦରେ ଜଣାପଡିଛିContinue reading “ADR ରିପୋର୍ଟ : କେଉଁ ସାଂସଦଙ୍କ ସମ୍ପତ୍ତି କେତେ? ରାଜ୍ୟସଭାର ୧୨% ସାଂସଦ ଅତି ଧନୀ”

ବିଶ୍ୱକପ ପରେ ସନ୍ୟାସ ନେଇ ଯାଆନ୍ତୁ କୋହଲି । ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କୁ ମୁହଁତୋଡ ଜବାବ ଦେଲେ ଗାଙ୍ଗୁଲି ।

କନକ ବ୍ୟୁରୋ : ବିଶ୍ୱକପ ପରେ ସନ୍ୟାସ ନେଇ ଯାଆନ୍ତୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ଏଭଳି କହି ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ରାୱଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତର । ବିଶ୍ୱକପ୍ ପରେ ଦିନିକିଆ କ୍ରିକେଟରୁ କୋହଲି ସନ୍ୟାସ ନେବାକୁ ପରାମର୍ଶ ଦେଇଛନ୍ତି ସୋଏବ । ଏକ ସାକ୍ଷାତକାରରେ ସୋଏବ କହିଛନ୍ତି, ୨୦୨୩ ବିଶ୍ୱକପ ପରେ କୋହଲି ଦିନିକିଆ ଫର୍ମାଟରେ ଖେଳିବା ଉଚିତ୍ ନୁହେଁ । ତେବେ ଆଗାମୀContinue reading “ବିଶ୍ୱକପ ପରେ ସନ୍ୟାସ ନେଇ ଯାଆନ୍ତୁ କୋହଲି । ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କୁ ମୁହଁତୋଡ ଜବାବ ଦେଲେ ଗାଙ୍ଗୁଲି ।”

ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲା : ଶରତଙ୍କୁ ପୋଲିସର ଘନ ଘନ ଜେରା

କନକ ବ୍ୟୁରୋ : ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବଢ଼ିବାରେ ଲାଗିଛି ରହସ୍ୟ । ଦୁଇ ମାସ ପରେ ନାବାଳିକାଙ୍କ ମୃତ୍ୟୁ ମାମଲା ସାମନାକୁ ଆସିବା , ଅଡିଓ ଭାଇରାଲ ହେବା ପୂରା ମାମଲାକୁ ରହସ୍ୟମୟ କରି ଦେଇଛି । ହେଲେ ଛାତ୍ରୀଙ୍କର ମୃତ୍ୟୁ କେମିତି ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିପାରିନି ପୋଲିସ । ଆଖି ସାମନାରେ ପୁଳା ପୁଳା ପ୍ରଶ୍ନ, ଭାଇରାଲ ଅଡିଓ ଓ ଚିଠି ଥାଇ ବି ପୁଲିସର ତଦନ୍ତ ବିଶେଷContinue reading “ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲା : ଶରତଙ୍କୁ ପୋଲିସର ଘନ ଘନ ଜେରା”

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଧାର୍ଯ୍ୟ ହେଲା ଲଗ୍ନ 

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ  । ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ଧାର୍ଯ୍ୟ କରାଯାଇଛି । ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ପଂଚମୀ ତଥା ସେପ୍ଟେମ୍ବର ୨୦ ତାରିଖ ଦିନ ୧୦ଟା ୨୮ରୁ ୧୦ଟା ୪୧ ମଧ୍ୟରେ ହେବ ନବାନ୍ନ ବିଧି । ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକContinue reading “ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଧାର୍ଯ୍ୟ ହେଲା ଲଗ୍ନ “

ବଜାରକୁ ଆସୁଛି ନୂଆ ଆଇଫୋନ୍

କନକ ବ୍ୟୁରୋ: ଆପଲ୍ ପ୍ରତିବର୍ଷ ସେପ୍ଟେମ୍ବରରେ ନୂଆ ଆଇଫୋନ୍ ସିରିଜ୍ ଲଞ୍ଚ କରେ | ଚଳିତ ବର୍ଷ ମଧ୍ୟ  12 କିମ୍ବା 13 ସେପ୍ଟେମ୍ବରରେ ଏକ ଇଭେଣ୍ଟରେ ଏହାର ନୂତନ ଆଇଫୋନ୍ ଲଞ୍ଚ କରିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଆପଲ୍ ର ପରମ୍ପରା ଅନୁଯାୟୀ, ସମ୍ଭବତ ଚାରୋଟି ନୂତନ ମଡେଲ୍ ବଜାରକୁ ଛାଡ଼ିବ ଯଥା – ଆଇଫୋନ୍ 15, ଆଇଫୋନ୍ 15 ପ୍ଲସ୍, ଆଇଫୋନ୍ 15 ପ୍ରୋ ଏବଂ ଆଇଫୋନ୍ 15 ପ୍ରୋ ମ୍ୟାକ୍ସContinue reading “ବଜାରକୁ ଆସୁଛି ନୂଆ ଆଇଫୋନ୍”

ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଧଉଳି ଥାନା ଏସଆଇ । ହାତୁଡ଼ିରେ ମୁଣ୍ଡକୁ ଆକ୍ରମଣ କରିଥିଲେ ଅଭିଯୁକ୍ତ

କନକ ବ୍ୟୁରୋ : ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଭୁବନେଶ୍ୱର ଧଉଳି ଥାନା ଏସଆଇ । ଅଭିଯୁକ୍ତମାନେ ହାତୁଡିରେ ଏସଆଇ ମୁଣ୍ଡକୁ ବାଡେଇଥିଲେ । ଆକ୍ରମଣର ଶିକାର ହୋଇଥିବା ଏସଆଇ ସନ୍ତୋଷ ବଳ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଏହି ସମୟରେ ନିଶା ମାଫିଆଙ୍କ ଆଡ୍ଡାସ୍ଥଳରେ ଗାଡି ପୋଡି ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି ଏହି ବାଇକ ପୋଡିଛି ତାହାContinue reading “ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଧଉଳି ଥାନା ଏସଆଇ । ହାତୁଡ଼ିରେ ମୁଣ୍ଡକୁ ଆକ୍ରମଣ କରିଥିଲେ ଅଭିଯୁକ୍ତ”

Design a site like this with WordPress.com
Get started