କନକ ବ୍ୟୁରୋ : ୨୦୨୪ ଶେଷ ସୁଦ୍ଧା ଭାରତର ରୋଡ୍ ଇମ୍ଫାଷ୍ଟ୍ରକ୍ଚର ବା ଭିତିଭୂମୀ ଆମରିକର ବରାବର ହୋଇଯିବ । ଭାରତ ଏକ ବିକଶିତ ଦେଶରେ ପରିଣତ ହେବ । ଏକଥା ଆମେ କହୁନାହୁଁ । ଜି-୨୦ ସମ୍ମିଳନୀ ମଞ୍ଚରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଏହା କହିଛନ୍ତି । ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ଗଡକରୀଙ୍କ ଦେଶର ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ଭିତ୍ତିଭୂମୀକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରContinue reading “ଗଡକରୀଙ୍କ ଦାବି : ୨୦୨୪ ଶେଷ ସୁଦ୍ଧା ଆମେରିକା ଭଳି ଥିବ ଭାରତର ଭିତ୍ତିଭୂମୀ”
Tag Archives: News
ଦେଶର ୧୦ ଲକ୍ଷ ଛାତ୍ରଛାତ୍ରୀ ପଛରେ ପକାଇଲେ ଓଡ଼ିଆ ଝିଅ । ଜାତୀୟସ୍ତରର କୁଇଜ୍ ପ୍ରତିଯୋଗିତାରେ ବାଜି ମାରିଲେ ଆଭା ପ୍ରିୟଦର୍ଶନୀ
କନକ ବ୍ୟୁରୋ : ଜାତୀୟସ୍ତରର କୁଇଜ୍ ପ୍ରତିଯୋଗିତାରେ ବାଜି ମାରିଲେ ଓଡ଼ିଆ ଝିଅ ଆଭା ପ୍ରିୟଦର୍ଶନୀ । ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଦେଶର ୧୦ ଲକ୍ଷ ଛାତ୍ରଛାତ୍ରୀ ପଛରେ ପକାଇଲେ ଓଡ଼ିଆ ଝିଅ । ଜାତୀୟ ସ୍ତରୀୟ ଜିଜ୍ଞାସା କୁଇଜ୍ ପ୍ରତିଯୋଗିତାରେ ଦ୍ୱିତୀୟ ରନରସ୍ ଅପ୍ ସ୍ଥାନ ପାଇଛନ୍ତି ଭୁବନେଶ୍ୱର କିଳଙ୍ଗନଗର ଡିଏଭି ସ୍କୁଲର ଆଭା ପ୍ରିୟଦର୍ଶନୀ । ଏହି ପ୍ରତିଯୋଗିତା ଉଭୟ ରାଜ୍ୟ, ଜାତୀୟ ସ୍ତରରେ ହୋଇଥିଲା । ରାଜ୍ୟ ସ୍ତରରେ ମନୋନୀତContinue reading “ଦେଶର ୧୦ ଲକ୍ଷ ଛାତ୍ରଛାତ୍ରୀ ପଛରେ ପକାଇଲେ ଓଡ଼ିଆ ଝିଅ । ଜାତୀୟସ୍ତରର କୁଇଜ୍ ପ୍ରତିଯୋଗିତାରେ ବାଜି ମାରିଲେ ଆଭା ପ୍ରିୟଦର୍ଶନୀ”
ଦୂତୀଙ୍କୁ ହୋଇଥିଲା କ୍ୟାନସର । କହିଲେ, ମୋ ପ୍ରତି ହୋଇଛି ଅନ୍ୟାୟ, ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ମିଳିବ ନ୍ୟାୟ ।
କନକ ବ୍ୟୁରୋ : ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ୪ ବର୍ଷ ପାଇଁ ବାସନ୍ଦ ହେବା ପରେ ତାଙ୍କୁ କ୍ୟାନସର ହୋଇଥିବା କହିଛନ୍ତି ଦୂତୀ । ତାଙ୍କ କହିବା ଅନୁସାରେ ୨୦୨୧ରେ ତାଙ୍କ ଜଙ୍ଘ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ତାଙ୍କୁ ଏହି ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ସହ ଅଲିମ୍ପିକ୍ସ ଚାଲି ଯାଇଥିବାରୁ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିଲା । ଟୋକିଓରୁContinue reading “ଦୂତୀଙ୍କୁ ହୋଇଥିଲା କ୍ୟାନସର । କହିଲେ, ମୋ ପ୍ରତି ହୋଇଛି ଅନ୍ୟାୟ, ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ମିଳିବ ନ୍ୟାୟ ।”
ଫିଲ୍ମ ଷ୍ଟାଇଲରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ । ଟ୍ରେନ ଯାତ୍ରୀଙ୍କୁ କରୁଥିଲେ ଟାର୍ଗେଟ୍
କନକ ବ୍ୟୁରୋ: ଚୋରି ଅଭିଯୁକ୍ତକୁ ଫିଲ୍ମ ଷ୍ଟାଇଲରେ ଧରିଛି କଳାହାଣ୍ଡି କେସିଙ୍ଗା ପୋଲିସ । ଜଣେ ଅଭିଯୁକ୍ତକୁ ବସ୍ ଭିତରୁ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ପଡିଆ ନିକଟରୁ ଗୋଡାଇ ଗୋଡାଇ ଧରିଛି ପୋଲିସ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଷ୍ଟେସନରୁ ଟ୍ରେନରେ ଯାତ୍ରା କରିବା ପାଇଁ ଯାଉଥିବା ବେଳେ ଜଣେ ଯାତ୍ରୀଙ୍କ ଠାରୁ ୨ହଜାର ଟଂକା ଓ ମୋବାଇଲ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।Continue reading “ଫିଲ୍ମ ଷ୍ଟାଇଲରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ । ଟ୍ରେନ ଯାତ୍ରୀଙ୍କୁ କରୁଥିଲେ ଟାର୍ଗେଟ୍”
ପୁଣି ଦୀପିକା ଆଣିଲେ ସାଂଘାତିକ ଅଭିଯୋଗ । ଦୀନେଶଙ୍କ ବାପା,ମା’ ତାଙ୍କୁ ଗ୍ୟାରେଜରେ ତାଲା ପକାଇ ଦେଇଥିବା ନେଇ ଥାନାରେ ଏତଲା
କନକ ବ୍ୟୁରୋ: ପୁଣି ଦିନେଶଙ୍କ ପରିବାର ନାଁରେ ଦୀପିକା ଆଣିଲେ ଗୁରୁତର ଅଭିଯୋଗ । ଗ୍ୟାରେଜ ଘରେ ଦୀପିକାଙ୍କୁ ଦୀନେଶଙ୍କ ବାପା, ମା’ ତାଲା ପକାଇ ଦେଇଥିବା ଥାନାରେ ଅଭିଯୋଗ । ଅଧଘଣ୍ଟା ଯାଏଁ ସେ ଗ୍ୟାରେଜ ଘରେ ବନ୍ଦ ଥିବା ଗୁରୁତର ଅଭିଯୋଗ କଲେ ଦୀପିକା । ସ୍ତ୍ରୀର ଅଧିକାର, ପୁଅକୁ ବାପାର ପରିଚୟ ଦେବାକୁ ବ୍ରହ୍ମପୁର ଦେଶୀ ବେହେରା ସାହିରେ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା । ଗତକାଲି ଧାରଣା ଦେଇଥିବାContinue reading “ପୁଣି ଦୀପିକା ଆଣିଲେ ସାଂଘାତିକ ଅଭିଯୋଗ । ଦୀନେଶଙ୍କ ବାପା,ମା’ ତାଙ୍କୁ ଗ୍ୟାରେଜରେ ତାଲା ପକାଇ ଦେଇଥିବା ନେଇ ଥାନାରେ ଏତଲା “
ସୁନ୍ଦରଗଡ଼ କୋଇଡ଼ାର ନଦିଡିହି ବେଦାନ୍ତ ଲୁହା ଖଣି ବିରୋଧରେ ଗଣଧାରଣା । ନିଯୁକ୍ତି ଦାବି ନେଇ ଗେଟରେ ପକାଇଲେ ତାଲା ।
କନକ ବ୍ୟୁରୋ: ବେଦାନ୍ତର ଲୁହା ଖଣି ବିରୋଧରେ ସିଆଇଟିୟୁର ଗଣଧାରଣା, ବନ୍ଦ କରିଦେଲେ ଖଣି । ସ୍ଥାନୀୟ ନିଯୁକ୍ତି ସହ ପାରିପାଶ୍ୱିର୍କ ଉନ୍ନତି ନେଇ ଗଣଧାରଣା । ବିଧାୟକଙ୍କ ନେତୃତ୍ୱରେ ସାମିଲ ହେଲେ ୫ହଜାରରୁ ଅଧିକ କର୍ମର୍ର୍ୀ । ସୁନ୍ଦରଗଡ଼ କୋଇଡ଼ା ଖଣି ମଣ୍ଡଳର କାଶୀରା ପଂଚାୟତ ନଦିଡିହି ବେଦାନ୍ତ ଲୁହା ଖଣି ଗେଟ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପାରିପାଶ୍ୱିର୍କ ଉନ୍ନତି, ସ୍ଥାନୀୟ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ସ୍ଥାନୀୟ ନିଯୁକ୍ତିକୁContinue reading “ସୁନ୍ଦରଗଡ଼ କୋଇଡ଼ାର ନଦିଡିହି ବେଦାନ୍ତ ଲୁହା ଖଣି ବିରୋଧରେ ଗଣଧାରଣା । ନିଯୁକ୍ତି ଦାବି ନେଇ ଗେଟରେ ପକାଇଲେ ତାଲା । “
ଏଣିକି ସରକାରୀ ଅଧିକାରୀ ଚଢିବେ ବେସରକାରୀ ଗାଡି । ଅର୍ଥମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ସ୍ଥିର ହୋଇଛି ଗାଡିର ମାସିକ ଭଡା
କନକ ବ୍ୟୁରୋ: ଏଣିକି ସରକାରୀ ଅଧିକାରୀ ଚଢିବେ ବେସରକାରୀ ଗାଡି । ମନ୍ତ୍ରୀ, ସଚିବ, ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଜଜଙ୍କୁ ଛାଡିଦେଲେ ଅନ୍ୟ ଅଧିକାରୀଙ୍କ ପାଇଁ ଭଡାରେ ଅଣାଯିବ ବେସରକାରୀ ଗାଡି । ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ କାମ ପାଇଁ ଅଧିକାରୀମାନେ ବେସରକାରୀ ଗାଡିକୁ ବ୍ୟବହାର କରିପାରିବେ ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ହେଲେ କେଉଁ ଅଧିକାରୀ କେଉଁ ନିର୍ଦ୍ଦିଷ୍ଟ ଗାଡି ବ୍ୟବହାର କରିବେ, ତାର ମଧ୍ୟContinue reading “ଏଣିକି ସରକାରୀ ଅଧିକାରୀ ଚଢିବେ ବେସରକାରୀ ଗାଡି । ଅର୍ଥମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ସ୍ଥିର ହୋଇଛି ଗାଡିର ମାସିକ ଭଡା”
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ୁଛି ବୈତରଣୀ । ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ
କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁ ଫୁଲିବାରେ ଲାଗିଛି ବୈତରଣୀ । ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ୧୭ ଦଶମିକ ୮୩ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ରହିଛି ୧୭ ଦଶମିକ ୮୮ ମିଟର । ଆଜି ଭୋର ୫ଟା ୧୦ରେ ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଛୁଇଁଥିଲା । ବୈତରଣୀରେ ଦ୍ୱିତୀୟ ବନ୍ୟା ଆସିଲେ ଯାଜପୁର ଜିଲ୍ଲାର ଦଶରଥ ପ୍ରତି ବିପଦ ଆଣିପାରେ । ଗତ ୧୦ ଦିନ ମଧ୍ୟରେContinue reading “ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ୁଛି ବୈତରଣୀ । ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ”
ହାତୀ ମୃତ୍ୟୁ ରୋକିବ ଆଇଡିଏସ୍ ବା ଇଂଟ୍ରୁଜନ୍ ଡିଟେକସନ୍ ସିଷ୍ଟମ । ରେଳ ଟ୍ରାକକୁ ଆସୁଥିବା ବଣୁଆ ହାତୀକୁ ଚିହ୍ନଟ କରି ଅଧିକାରୀଙ୍କୁ କରାଇବ ସତର୍କ
କନକ ବ୍ୟୁରୋ : ହାତୀ ମୃତ୍ୟୁ ରୋକିବ ଆଇଡିଏସ୍ ବା ଇଂଟ୍ରୁଜନ୍ ଡିଟେକସନ୍ ସିଷ୍ଟମ । ଟ୍ରେନରେ ଧକ୍କାରେ ହେଉଥିବା ହାତୀ ମୃତ୍ୟୁରେ ରୋକ୍ ଲଗାଇବା ପାଇଁ ରେଳ ଟ୍ରାକରେ ଆରଡିଏସ୍ ଲଗାଯିବ । ଏହା ଦ୍ୱାରା ହାତୀ ଅନୁପ୍ରବେଶ ଚିହ୍ନଟ ହୋଇପାରିବ । ରେଳ ଟ୍ରାକ୍ ନିକଟକୁ ଆସୁଥିବା ବଣୁଆ ହାତୀକୁ ଚିହ୍ନଟ କରି ଅଧିକାରୀଙ୍କୁ ସତର୍କ କରିବ । ଏଥିପାଇଁ ପୂର୍ବତଟ ରେଳପଥ ଖର୍ଚ୍ଚ କରିବ ୭୯ କୋଟି ୧୨ ଲକ୍ଷ ଟଙ୍କା ।Continue reading “ହାତୀ ମୃତ୍ୟୁ ରୋକିବ ଆଇଡିଏସ୍ ବା ଇଂଟ୍ରୁଜନ୍ ଡିଟେକସନ୍ ସିଷ୍ଟମ । ରେଳ ଟ୍ରାକକୁ ଆସୁଥିବା ବଣୁଆ ହାତୀକୁ ଚିହ୍ନଟ କରି ଅଧିକାରୀଙ୍କୁ କରାଇବ ସତର୍କ”
ଆଜିଠୁ କମିବ ବର୍ଷାର ପରିମାଣ ! ଛତିଶଗଡମୁହାଁ ସକ୍ରିୟ ଲଘୁଚାପ କ୍ଷେତ୍ର
କନକ ବ୍ୟୁରୋ : ରାଜ୍ୟରେ ଆଜିଠୁ କମିବ ବର୍ଷାର ବିସ୍ତୃତି ଓ ପରିମାଣ । ସକ୍ରିୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଛତିଶଗଡମୁହାଁ । ଫଳରେ ଆଜିଠୁ ରାଜ୍ୟରେ ବର୍ଷା ପ୍ରଭାବ ହ୍ରାସ ସମ୍ଭାବନା ରହିଛି । ୪ରୁ ୫ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ନିଅଣ୍ଟିଆ ବର୍ଷା ପାଇଁ ଚାଷ ଜମି ଫାଟି ଆଁ କଲାଣି । ଆଉ କେଉଁଠିContinue reading “ଆଜିଠୁ କମିବ ବର୍ଷାର ପରିମାଣ ! ଛତିଶଗଡମୁହାଁ ସକ୍ରିୟ ଲଘୁଚାପ କ୍ଷେତ୍ର”