ପୁଅର ଦେହାନ୍ତ ଦୁଃଖକୁ ସହିପାରିଲେନି ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’। ଝୁରି ଝୁରି ଚାଲିଗଲା ଜୀବନ

କନକ ବ୍ୟୁରୋ: ପୁଅକୁ ଝୁରି ଝୁରି ଚାଲିଗଲେ ସହିଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ମାଆ । ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ । ଏହି ଧକ୍କାକୁ ସହି ପାରିନଥିଲେ ସହିଦଙ୍କ ଅସୁସ୍ଥ ମାଆ ସୁନ୍ଦରୀ ଖୁଣ୍ଟିଆ । ୭ ଦିନ ଭିତରେ ସେ ଆହୁରି ଅସୁସ୍ଥ ହୋଇ ପଡିଥିଲେ । ଗତ ୪ ଦିନ ହେଲା ଖିଆପିଆ ଛାଡି ଦେଇଥିଲେ । ଆଜି ସକାଳେ ସେContinue reading “ପୁଅର ଦେହାନ୍ତ ଦୁଃଖକୁ ସହିପାରିଲେନି ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’। ଝୁରି ଝୁରି ଚାଲିଗଲା ଜୀବନ”

ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ ଥ୍ରୀ । ଚନ୍ଦ୍ରର ନୂଆ ଫଟୋ ଉତୋଳନ କଲା ଲ୍ୟାଣ୍ଡର ବିକ୍ରମ

କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ । କକ୍ଷପଥ ପରିବର୍ତ୍ତନ କରି ଚନ୍ଦ୍ର ଆଡ଼କୁ ପାଖେଇଲା ଲ୍ୟାଣ୍ଡର ବିକ୍ରମ । ସଫଳତାର ସହ ଏକୁଟିଆ ଲ୍ୟାଣ୍ଡର ପ୍ରଥମ ପାଦ ଅତିକ୍ରମ କରିଛି । ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ ଓ ସର୍ବାଧିକ ୧୫୭କିଲୋମିଟର ଦୂରରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛି । ଏହାସହ ଲ୍ୟାଣ୍ଡର ବିକ୍ରମର ଏଲପିଡିସି କ୍ୟାମେରା ଚନ୍ଦ୍ରର ଫଟୋ ଚିତ୍ର ପଠାଇଛି । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟContinue reading “ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ ଥ୍ରୀ । ଚନ୍ଦ୍ରର ନୂଆ ଫଟୋ ଉତୋଳନ କଲା ଲ୍ୟାଣ୍ଡର ବିକ୍ରମ”

ନାଗପୁରରୁ ଆସିଲା ଛାତିଥରା ଦୃଶ୍ୟ । ଚଳନ୍ତା ବାଇକକୁ ଧକ୍କା ଦେଇ ୩ କିଲୋମିଟର ଘୋଷାଡି ନେଲା ଦ୍ରୁତ ବେଗର କାର

କନକ ବ୍ୟୁରୋ : ନାଗପୁରରୁ ଆସିଛି ବିଚଳିତ କରିବା ଭଳି ଘଟଣା । ଦୁଇଟି ବାଇକକୁ ଧକ୍କା ଦେବା ପରେ ୩କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଛି ଚଳନ୍ତା କାର । ମିଳିଥିବା ସୂଚନା ଅନୁସାରେ ଗୁରୁବାର ନାଗପୁରର ରାଜୀବ ନଗରର ଭିଡବହୁଳ ଅଂଚଳରେ ଗୋଟିଏ ଦ୍ରୁତ ଗତିର କାର ଦୁଇଟି ବାଇକ ଚାଳକଙ୍କୁ ଧକ୍କା ଦେଇଥିଲା । ଗାଡି ସହ ପିିଟି ହେବା ପରେ କାର ଅଟକିବା ବଦଳରେ ବାଇକ ଓ ଚାଳକଙ୍କୁ ଚଳନ୍ତା କାରରେ ଘୋଷାଡିContinue reading “ନାଗପୁରରୁ ଆସିଲା ଛାତିଥରା ଦୃଶ୍ୟ । ଚଳନ୍ତା ବାଇକକୁ ଧକ୍କା ଦେଇ ୩ କିଲୋମିଟର ଘୋଷାଡି ନେଲା ଦ୍ରୁତ ବେଗର କାର”

ଫୁଟବଲ ମ୍ୟାଚ୍ ଦେଖିଲେ, ଖେଳାଳୀଙ୍କ ମନୋବଳ ବଢାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ଲେହରେ ପହଁଚି ଫୁଟବଲ ମ୍ୟାଚ ଦେଖିଲଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମ୍ୟାଚ୍ ଦେଖିବା ସହ ଖେଳାଳୀଙ୍କୁ ଭେଟି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି ରାହୁଲ । ୮ଦିନିଆ ଲେହ-ଲଦାଖ ଗସ୍ତରେ ଥିବା ରାହୁଲ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହ ଅନେକ ବିଶିଷ୍ଠ ବ୍ୟକ୍ତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ଅଗଷ୍ଟ ୨୦ରେ ପ୍ୟାଙ୍ଗଗ ହ୍ରଦ ନିକଟରେ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ପାଳିବେ କଂଗ୍ରେସ ସାଂସଦ ରାହୁଲContinue reading “ଫୁଟବଲ ମ୍ୟାଚ୍ ଦେଖିଲେ, ଖେଳାଳୀଙ୍କ ମନୋବଳ ବଢାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ”

ବିଧାୟିକା, ସାଂସଦ ଓ ମେୟରଙ୍କ ମଧ୍ୟରେ ତୁତୁ ମେଁ ମେଁ । କାର୍ଯ୍ୟକ୍ରମ ସ୍ଥଳୀରେ ରାଗିଗଲେ ବିଜେପି ବିଧାୟିକା ରିଭାବା ଜାଡେଜା, ସାଂସଦ ଓ ମେୟରଙ୍କୁ କଲେ ସାବାଡ଼

କନକ ବ୍ୟୁରୋ : ଚର୍ଚ୍ଚାରେ ଏବେ ଜାମନଗର ଉତରର ବିଜେପି ବିଧାୟିକା ରିଭାବା ଜାଡେଜା । ନିକଟରେ ଜାମନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ପହଁଚିଥିଲେ । ତେବେ କାର୍ଯର୍କ୍ରମ ସ୍ଥଳରେ ସାଂସଦ ପୁନମ ମାଦମ ଓ ମେୟର ବିନାବେନ କୋଠାରୀଙ୍କ ସହ ରିଭାବାଙ୍କ ତୁତୁ ମେଁମେଁ ଘଟଣାର ଭିଡିଓ ବେଶ ଭାଇରାଲ ହୋଇଛି । ରିଭାବା କହିଛନ୍ତି ତାଙ୍କର କୌଣସି ଭୁଲ ନାହିଁ । ସାଂସଦ ପୁନମ ମାଦମ ତାଙ୍କୁ ଖରାପ ବ୍ୟବହାର କରିଥିବାରୁ ସେContinue reading “ବିଧାୟିକା, ସାଂସଦ ଓ ମେୟରଙ୍କ ମଧ୍ୟରେ ତୁତୁ ମେଁ ମେଁ । କାର୍ଯ୍ୟକ୍ରମ ସ୍ଥଳୀରେ ରାଗିଗଲେ ବିଜେପି ବିଧାୟିକା ରିଭାବା ଜାଡେଜା, ସାଂସଦ ଓ ମେୟରଙ୍କୁ କଲେ ସାବାଡ଼”

ଶୁଷ୍କ ମରୁଭୂମିରେ ଫୁଟିବ ଫୁଲ । ସବୁଜିମାରେ ପରିଣତ ହେବ ଦେଶର ସର୍ବବୃହତ ମରୁଭୂମି ଥର

କନକ ବ୍ୟୁରୋ : ସବୁଜିମାରେ ଭରପୂର ହେବ ଥର୍ ମରୁଭୂମି । ଶୁଷ୍କ ଜଳବାୟୁ ଲାଗି ପରିଚୟ ସୃଷ୍ଟି କରିଥିବା ରାଜସ୍ଥାନର ଥର ମରୁଭୂମି ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସବୁଜିମାରେ ଭରପୂର ହୋଇପାରେ ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ତେବେ ଏହା ପଛର କାରଣ ହେଉଛି ଜଳବାୟୁ ପରିବର୍ତନ । ଗୈାହାଟୀରେ ଥିବା କଟନ୍ ବିଶ୍ୱ ବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ବି.ଏନ ଗୋସ୍ୱାମୀ ତାଙ୍କ ସର୍ଭେରେ ପ୍ରକାଶ କରିଛନ୍ତି । ତାଙ୍କContinue reading “ଶୁଷ୍କ ମରୁଭୂମିରେ ଫୁଟିବ ଫୁଲ । ସବୁଜିମାରେ ପରିଣତ ହେବ ଦେଶର ସର୍ବବୃହତ ମରୁଭୂମି ଥର”

୧୫ବର୍ଷ ପରେ ବିଦେଶରୁ ଗହମ ଆଣିବ ଭାରତ । କମ ବର୍ଷା ଯୋଗୁଁ ଭାରତରେ ହୋଇଛି ଗହମର କମ ଅମଳ

କନକ ବ୍ୟୁରୋ : ଏଣିକି ଶସ୍ତା ଦରରେ ଭାରତକୁ ଗହମ ଦେବ ରୁଷ୍ । କମ୍ ମୂଲ୍ୟରେ ତେଲ ଦେବା ପରେ ଏବେ ରୁଷ ଦେବ ଗହମ । ଦେଶରେ ଗହମ ଦରବୃଦ୍ଧି ଉପରେ ରୋକ ଲଗାଇବାକୁ ସରକାର ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି । ତେବେ ଦେଶରେ ଗହମ ଯୋଗାଣ ବଢ଼ାଇବା ଲାଗି ଭାରତ ରୁଷ ଠାରୁ କମ୍ ମୂଲ୍ୟରେ ଗହମ ଆମଦାନି ପାଇଁ ପ୍ରସ୍ତୁତ ହେଉଛି । ଆଗକୁ ବିଧାନସଭା ନିର୍ବାଚନ ଓ ସାଧାରଣContinue reading “୧୫ବର୍ଷ ପରେ ବିଦେଶରୁ ଗହମ ଆଣିବ ଭାରତ । କମ ବର୍ଷା ଯୋଗୁଁ ଭାରତରେ ହୋଇଛି ଗହମର କମ ଅମଳ”

ପୁଣି ହିଂସାରେ ଥରିଲା ମଣିପୁର । କୁକି-ମୈତିଇ ସମ୍ପ୍ରଦାୟ ମୁହାଁମୁହିଁ, ଗୁଳିମାଡ଼ରେ ୩ କୁକି ସମ୍ପ୍ରଦାୟ ଲୋକଙ୍କ ମୃତ୍ୟୁ

କନକ ବ୍ୟୁରୋ : ଏବେ ହିଂସା କଥା କହିଲେ ଆପଣଙ୍କର ମନକୁ ପ୍ରଥମେ ମଣିପୁର କଥା ନିଶ୍ଚୟ ଆସୁଥିବ । ଲଗାତର ଭାବେ ହିଂସା, ଗୁଳିକାଣ୍ଡ, ହତ୍ୟା, ଅତ୍ୟାଚାର, ମହିଳାଙ୍କୁ ନିର୍ଯାତନା ଆଦି କେତେ କ’ଣ ମଣିପୁରରେ ଘଟିବାରେ ଲାଗିଛି । ଆଉ ଏହି ହିଂସାରେ କାହିଁ କେତେ ନୀରିହ ଜୀବନ ବଳିପଡ଼ିଗଲାଣି । ଥରେ କି ଦୁଇ ଥର ନୁହେଁ, ବାରମ୍ବାର ମଣିପୁରରୁ ଆସୁଛି ହିଂସାର ଖବର । ଗୁରୁବାର ବିଳମ୍ବିତ ରାତିରେ ପୁଣି ଥରେContinue reading “ପୁଣି ହିଂସାରେ ଥରିଲା ମଣିପୁର । କୁକି-ମୈତିଇ ସମ୍ପ୍ରଦାୟ ମୁହାଁମୁହିଁ, ଗୁଳିମାଡ଼ରେ ୩ କୁକି ସମ୍ପ୍ରଦାୟ ଲୋକଙ୍କ ମୃତ୍ୟୁ”

ଏଣିକି ସାବାଡ଼ ହେବେ ସାଇବର ଠକ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ସିମ କାର୍ଡ଼ ଡ଼ିଲରଙ୍କ ଉପରେ ପୁଲିସର ରହିବ କଡ଼ା ନଜର

କନକ ବ୍ୟୁରୋ : ଦିନକୁ ଦିନ ବଢ଼ିବାରେ ଲାଗିଛି ଫୋନ କଲ୍ ମାଧ୍ୟମରେ ଜାଲିଆତି ମାମଲା । ନକଲି ସିମକୁ ବ୍ୟବହାର କରି ଠକି ଚାଲିଛନ୍ତି ସାଇବର ଠକ । ଗୋଟିଏ ଫୋନ କଲରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ ଆଣିଛନ୍ତି । କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫୨ ଲକ୍ଷ ନକଲି ସିମକୁ ଅଚଳ କରିଥିବା କେନ୍ଦ୍ର ମନ୍ତ୍ରୀContinue reading “ଏଣିକି ସାବାଡ଼ ହେବେ ସାଇବର ଠକ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ସିମ କାର୍ଡ଼ ଡ଼ିଲରଙ୍କ ଉପରେ ପୁଲିସର ରହିବ କଡ଼ା ନଜର”

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରାଯାଉଥିଲା ବ୍ଲାକମେଲ । ମନ୍ତ୍ରୀ ପଦ ପାଇବା ପାଇଁ ବିଧାୟକ କରୁଥିଲେ ବ୍ଲାକମେଲ୍ ! ଖୁଲାସା କଲେ ସିନ୍ଦେଙ୍କ ବିଶ୍ୱସ୍ତ ବିଧାୟକ

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜ୍ୟ ରାଜନୀତିରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ଏହି ଖବରର ସିଧା ସର୍ମ୍ପକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ରହିଛି । ସିନ୍ଦେଗୋଷ୍ଠୀ ବିଧାୟକ ଭରତ ଶେଠ ଗୋଗାୱଲେ ଏକ ବଡ ଖୁଲ୍ଲାସା କରିଛନ୍ତି । ମନ୍ତ୍ରୀ ହେବା ପାଇଁ କିଛି ବିଧାୟକ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ବ୍ଲାକମେଲ କରିଥିବା ଗୋଗାୱଲେ କହିଛନ୍ତି । ମହାରାଷ୍ଟ୍ର କ୍ୟାବିନେଟରେ ଜାଗା ପାଇବା ପାଇଁ ଜଣେ ବିଧାୟକ କୁଆଡେ ମୁଖ୍ୟମନ୍ତ୍ରୀକୁ କହିଥିଲେContinue reading “ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରାଯାଉଥିଲା ବ୍ଲାକମେଲ । ମନ୍ତ୍ରୀ ପଦ ପାଇବା ପାଇଁ ବିଧାୟକ କରୁଥିଲେ ବ୍ଲାକମେଲ୍ ! ଖୁଲାସା କଲେ ସିନ୍ଦେଙ୍କ ବିଶ୍ୱସ୍ତ ବିଧାୟକ”

Design a site like this with WordPress.com
Get started