କପ୍ତିପଦାରେ ଭଡାରେ ଲାଗିଛି ସରକାରୀ କାର୍ଯ୍ୟାଳୟ। ଭଡା ଦେଇ ଅସୁରକ୍ଷିତ କୋଠାରେ ରହୁଛନ୍ତି ମୁର୍ଶିଦାବାଦରରୁ ଆସିଥିବା ରାଜମିସ୍ତ୍ରୀ

କନକ ବ୍ୟୁରୋ: ଭଡାରେ ଲାଗିଛି ସରକାରୀ କାର୍ଯ୍ୟାଳୟ । ଭଡା ଦେଇ ସରକାରୀ କାର୍ଯ୍ୟାଳୟରେ ରହୁଛନ୍ତି ମୁର୍ଶିଦାବାଦରରୁ ଆସିଥିବା ରାଜମିସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକରେ । କପ୍ତିପଦା ବ୍ଲକର ପଛପାଖରେ ପୂର୍ବରୁ ରହିଥିବା ସମନ୍ୱିତ ଶିଶୁ ବିକାଶ ସଂସ୍ଥା ତଥା ଆଇସିଡିଏସର କାର୍ଯ୍ୟାଳୟ । ଯେଉଁ କାର୍ଯ୍ୟାଳୟ ଦେଢ ବର୍ଷରୁ ଅଧିକ ହେବ ବିପଦସଙ୍କୁଳ ଘୋଷିତ ହୋଇଛି । ସେବେ ଠାରୁ ଏହି କାର୍ଯ୍ୟାଳୟକୁ ମାଡି ବସିଛନ୍ତି କିଛିContinue reading “କପ୍ତିପଦାରେ ଭଡାରେ ଲାଗିଛି ସରକାରୀ କାର୍ଯ୍ୟାଳୟ। ଭଡା ଦେଇ ଅସୁରକ୍ଷିତ କୋଠାରେ ରହୁଛନ୍ତି ମୁର୍ଶିଦାବାଦରରୁ ଆସିଥିବା ରାଜମିସ୍ତ୍ରୀ”

ଓଡିଶାର ଆଉ ଜଣେ କଳ୍ପନା ଚାୱଲା, ଢେଙ୍କାନାଳ ବିଭାରାଣୀ ପାତ୍ର। ବରଫାବୃତ ପାହାଡ ଚଢି ସାଉଁଟୁଛନ୍ତି ସଫଳତା

କନକ ବ୍ୟୁରୋ: ଏକ ସାଧାରଣ ପରିବାରରୁ ଆସିଥିବା ଅନନ୍ୟ ପ୍ରତିଭାର ଅଧିକାରୀ ଢେଙ୍କାନାଳର ବିଭାରାଣୀ ପାତ୍ର । ୨୦୧୦ରୁ କ୍ରୀଡାରେ ପାରଦର୍ଶିତା ପ୍ରଦର୍ଶନ କରି ସ୍ୱର୍ଣ୍ଣ, ରୋପ୍ୟ ଓ ବ୍ରୋଞ୍ଜ ପଦକ ଜିଣିଛନ୍ତି । ଭବିଷ୍ୟତରେ ଏଭରେଷ୍ଟ ଶିଖରରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଭା । ଆଉ ଏଥିପାଇଁ ସହଯୋଗର ହାତ ବଢାଇଛନ୍ତି ରାଜ୍ୟ ସରକାର ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ । ପାହାଡ ରାଣୀ ବିଭା, ଆସନ୍ତା ସେପ୍ଟେମ୍ବର ମାସରେ ଆଫ୍ରିକାର କିଲିମାଞ୍ଜୋରାContinue reading “ଓଡିଶାର ଆଉ ଜଣେ କଳ୍ପନା ଚାୱଲା, ଢେଙ୍କାନାଳ ବିଭାରାଣୀ ପାତ୍ର। ବରଫାବୃତ ପାହାଡ ଚଢି ସାଉଁଟୁଛନ୍ତି ସଫଳତା”

ଚାଷୀଙ୍କ କାମରେ ଆସୁନି ୪୦ ବର୍ଷର ପୁରୁଣା ଚେକଡ୍ୟାମ୍। ପୋତି ହୋଇଗଲାଣି କେନାଲ

କନକ ବ୍ୟୁରୋ: ୪୦ ବର୍ଷ ତଳେ ଗଜପତି ମୋହନା ବ୍ଲକ ସାନଖଣିରେ ନିର୍ମାଣ ହୋଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀ କାମରେ ଆସୁନାହିଁ । ୧୫ ବର୍ଷ ହେବ ପ୍ରକଳ୍ପର ୨ଟି ଗେଟ୍ ଭାଙ୍ଗି ଯାଇଛି । ଗେଟ୍ କାମ କରୁନି, କେନାଲ ଗୁଡିକ ପୋତି ହୋଇଯାଇଛି । ଫଳରେ ଧାନ ବିଲକୁ ପାଣି ପହଂଚି ପାରୁନାହିଁ । ପାଣି ଅଭାବରୁ ଜମି ଟାଙ୍ଗରା ଭୂଇଁ ପାଲଟିଛି । ଜଳସେଚନ ପ୍ରକଳ୍ପ ଚାଷୀଙ୍କ ଠାରୁ ଜଳକର ଆଦାୟContinue reading “ଚାଷୀଙ୍କ କାମରେ ଆସୁନି ୪୦ ବର୍ଷର ପୁରୁଣା ଚେକଡ୍ୟାମ୍। ପୋତି ହୋଇଗଲାଣି କେନାଲ”

ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା। ବର୍ଷାରେ ଓଦା ହୋଇ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିକ୍ଷୋଭ

କନକ ବ୍ୟୁରୋ: ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା । ଲଗାଣ ବର୍ଷାରେ ହାତରେ ଛତା ଧରି ବିଦ୍ୟାଳୟ ସାମନାରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ପୁରୀ ସତ୍ୟବାଦୀ ନରେନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ପିଲାମାନେ ଏକାଠି ହୋଇ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଜିଦ୍ କରିଛନ୍ତି । ଶିକ୍ଷକଙ୍କ ବଦଳି ବାତିଲ କରାଯିବାକୁ ଦାବି କରିଛନ୍ତି ପିଲା । ସ୍କୁଲରେ ୧୪୦ ଜଣ ପିଲାଙ୍କୁ ୪ଜଣ ଶିକ୍ଷକ ରହିଛନ୍ତି । ସେଥିରୁ ପୁଣି ଜଣେ ସାରଙ୍କୁContinue reading “ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା। ବର୍ଷାରେ ଓଦା ହୋଇ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିକ୍ଷୋଭ”

ବିଶ୍ୱର ସବୁଠୁ ବଡ କୁକୁର ଛୁଆ । ଲମ୍ବ ୬ଫୁଟ୍, ଓଜନ ଜାଣିଲେ ଆଶ୍ଚର୍ଯ୍ୟ ହେବେ

କନକ ବ୍ୟୁରୋ : ବିଶ୍ୱର ସବୁଠୁ ବଡ କୁକୁର । ଲମ୍ବ ୬ଫୁଟ୍, ଓଜନ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ କୁକୁର କଥା କହୁଛୁ ତାହା କୌଣସି ବୟଷ୍କ କୁକୁର ନୁହେଁ । ଏହା ଏକ ଛୁଆ କୁକୁର । ଏହି କୁକୁରର ବୟସ ମାତ୍ର ୯ମାସ । ୯ମାସ ମଧ୍ୟରେ କୁକୁରର ବିଶାଳ ଶରୀର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକ୍କିତ ହୋଇଯାଇଛନ୍ତି । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକଡରେ ସ୍ଥାନ ପାଇବାContinue reading “ବିଶ୍ୱର ସବୁଠୁ ବଡ କୁକୁର ଛୁଆ । ଲମ୍ବ ୬ଫୁଟ୍, ଓଜନ ଜାଣିଲେ ଆଶ୍ଚର୍ଯ୍ୟ ହେବେ”

ଡରାଉଥିଲା ଟମାଟୋ, କନ୍ଦାଉଛି ପିଆଜ। ସମ୍ବଲପୁରରେ ୧୦ ଦିନରେ ଦୁଇ ଗୁଣା ପିଆଜ ଦର

କନକ ବ୍ୟୁରୋ: ବେଶ କିଛି ଦିନ ଧରି ଦରକୁ ନେଇ ଗ୍ରହାକଙ୍କ ଡରାଇଲା ଲାଲ୍ ବିଲାତି, ଏବେ କନ୍ଦାଉଛି ପିଆଜ । ଗରିବର ହାଣ୍ଡିଶାଳ ଉପରେ ଭାରି ହେବାକୁ ବସିଲାଣି ପିଆଜ । ଗରିବ ଖଟିଖିଆ ଲୋକଟିଏ ପିଆଜ ଟିକିଏ ଲଗାଇ ପଖାଳ ଗଣ୍ଡାଏ ଖାଇଥାଏ । ହେଲେ ଏବ ସେତକ ବି ମିଳିବା କଷ୍ଟକର ହୋଇଯିବ । କାରଣ ସମ୍ବଲପୁରରେ ହୁ ହୁ ହୋଇ ବଢୁଛି ପିଆଜ ଦର । ଟମାଟୋ ଦର ୫୦ରୁ ୬୦Continue reading “ଡରାଉଥିଲା ଟମାଟୋ, କନ୍ଦାଉଛି ପିଆଜ। ସମ୍ବଲପୁରରେ ୧୦ ଦିନରେ ଦୁଇ ଗୁଣା ପିଆଜ ଦର”

କୋରାପୁଟ ଗୁପ୍ତେଶ୍ୱର ପୀଠରୁ ଚୋରି। ଠାକୁରଙ୍କ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍

କନକ ବ୍ୟୁରୋ: ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବପୀଠରୁ ଚୋରୀ । କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରୁ ବାରମ୍ବାର ଚୋରୀ ହେଉଛି । କେତେବେଳେ ଭକ୍ତଙ୍କ ମୋବାଇଲ୍ ଓ ଟଙ୍କା ଚୋରୀ ହେଉଛି ତ କେତେବେଳେ ଠାକୁରଙ୍କ ଦାନ ଅର୍ଥ । ଗତକାଲି ରାତିରେ ଗୁପ୍ତେଶ୍ୱରଙ୍କ ଦାନ ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଜି ସକାଳୁ ଦାନ ହୁଣ୍ଡି ଭଙ୍ଗା ହୋଇଥିବା ଦେଖି ଦେବୋତ୍ତର ବିଭାଗ ଓ ରାମଗିରିContinue reading “କୋରାପୁଟ ଗୁପ୍ତେଶ୍ୱର ପୀଠରୁ ଚୋରି। ଠାକୁରଙ୍କ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍”

ଟେକ୍ନୋଲୋଜୀ ପଲିସି ଥିଙ୍କ୍ ଟ୍ୟାଙ୍କ ସର୍ଭେର ବଡ ଖୁଲାସା, ଜାଣନ୍ତୁ ଭାରତୀୟମାନେ ସ୍ମାର୍ଟ ଫୋନରେ ସବୁଠାରୁ ଅଧିକ କଣ ଦେଖନ୍ତି ?

କନକ ବ୍ୟୁରୋ : ସ୍ମାର୍ଟ ଫୋନ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇସାରିଛି । ଫୋନ ମାଧ୍ୟମରେ କଥା ହେବା, ମେସେଜ କରିବା କିମ୍ବା ଇଣ୍ଟରନେଟରେ କିଛି କାମ କରିବା ପାଇଁ ଏବେ ସ୍ମାର୍ଟ ଫୋନ ଏକ ବଡ ମାଧ୍ୟମ ହୋଇଛି । ହେଲେ ଆପଣ କେବେ ଭାବିଛନ୍ତି କି, ଆମେ ଫୋନ ସହିତ ଗୋଟିଏ ଦିନରେ କେତେ ଘଣ୍ଟ ବିତାଉଛନ୍ତି । ଏହାକୁ ନେଇ ଏବେ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛିContinue reading “ଟେକ୍ନୋଲୋଜୀ ପଲିସି ଥିଙ୍କ୍ ଟ୍ୟାଙ୍କ ସର୍ଭେର ବଡ ଖୁଲାସା, ଜାଣନ୍ତୁ ଭାରତୀୟମାନେ ସ୍ମାର୍ଟ ଫୋନରେ ସବୁଠାରୁ ଅଧିକ କଣ ଦେଖନ୍ତି ?”

ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ। କକ୍ଷପଥ ପରିବର୍ତନ କରି ଚନ୍ଦ୍ର ଆଡ଼କୁ ପାଖେଇଲା ଲ୍ୟାଣ୍ଡର

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ । କକ୍ଷପଥ ପରିବର୍ତନ କରି ଚନ୍ଦ୍ର ଆଡ଼କୁ ପାଖେଇଲା ଲ୍ୟାଣ୍ଡର ବିକ୍ରମ । ସଫଳତାର ସହ ଏକୁଟିଆ ଲ୍ୟାଣ୍ଡର ପ୍ରଥମ ପାଦ ଅତିକ୍ରମ କରିଛି । ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ ଓ ସର୍ବାଧିକ ୧୫୭କିଲୋମିଟର ଦୂରରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛି । ଏହାସହ ଲ୍ୟାଣ୍ଡର ବିକ୍ରମର ଏଲପିଡିସି କ୍ୟାମେରା ଚନ୍ଦ୍ରର ଫଟୋ ଚିତ୍ର ପଠାଇଛି । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରିContinue reading “ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ। କକ୍ଷପଥ ପରିବର୍ତନ କରି ଚନ୍ଦ୍ର ଆଡ଼କୁ ପାଖେଇଲା ଲ୍ୟାଣ୍ଡର”

ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ବଡ ଘୋଷଣା, ଆମେଠିରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବ ନିଯୁକ୍ତ ଅଧ୍ୟକ୍ଷ ଅଜୟ ରାୟ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଦଳର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ସେ ବାରଣାସୀ ଲାଲ ବାହାଦୁର ଶାସ୍ତ୍ରୀ ବିମାନ ବନ୍ଦରରେ ପହଂଚିଥିଲେ । ସେଠାରେ ଦଳର କର୍ମକର୍ତ୍ତାମାନେ ତାଙ୍କୁ ବିପୁଳ ସ୍ୱାଗତ ସହ ପାଛୋଟି ନେଇଥିଲେ । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଜୟ ରାୟ କହିଥିଲେ କିContinue reading “ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ବଡ ଘୋଷଣା, ଆମେଠିରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ”

Design a site like this with WordPress.com
Get started