ମନ୍ତ୍ରୀପଦ ପାଇବାକୁ ସିନ୍ଦେ ଗୋଷ୍ଠୀର ବିଧାୟକ ଦର୍ଶାଇଲେ ଅଜବ କାରଣ । କହିଲେ, ମନ୍ତ୍ରୀପଦ ନମିଳିଲେ ମୋ ସ୍ତ୍ରୀ ଆତ୍ମହତ୍ୟା କରିଦେବ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଚାଲିଥିବା ବିଜେପି ଓ ଶିବସେନା ମେଣ୍ଟ ସରକାରରେ ମନ୍ତ୍ରୀପଦ ପାଇବାକୁ ବିଧାୟକମାନେ କିଭଳି ଅଜବ ତରିକା ଆପଣାଇଥିଲେ ସେନେେଇ ରାୟଗଡ ବିଧାୟକ ତଥା ମୁଖ୍ୟ ସଚେତକ ଭରତ ଗୋଗାବଲେ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା କରିଛନ୍ତି । ଭରତ ଗୋଗବଲେ କିଛି ଏଭଳି ଶିବସେନା (ସିନ୍ଦେ ଗୋଷ୍ଠୀ) ବିଧାୟକଙ୍କ ନାମ ଏକ ସାର୍ବଜନୀନ ମଞ୍ଚରେ କହିଛନ୍ତି । ଯେଉଁମାନେ ମନ୍ତ୍ରୀପଦ ପାଇବାକୁ ଅଜବ କାରଣ ଦର୍ଶାଇଥିଲେ ।Continue reading “ମନ୍ତ୍ରୀପଦ ପାଇବାକୁ ସିନ୍ଦେ ଗୋଷ୍ଠୀର ବିଧାୟକ ଦର୍ଶାଇଲେ ଅଜବ କାରଣ । କହିଲେ, ମନ୍ତ୍ରୀପଦ ନମିଳିଲେ ମୋ ସ୍ତ୍ରୀ ଆତ୍ମହତ୍ୟା କରିଦେବ”

ଜେଲରେ ଥିବା ଇମ୍ରାନ ଖାନଙ୍କ ଉପରେ ସଂଗୀନ ଅଭିଯୋଗ, ତୃତୀୟ ପତ୍ନୀଙ୍କ ସହ ମିଶି ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ ଆଣିଲେ ଏହି ମହିଳା

କନକ ବ୍ୟୁରୋ : ଜେଲରେ ବନ୍ଦ ଥିବା ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏବେ ଇମ୍ରାନ ଖାନ ଓ ତାଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କ ଉପରେ ଜଣେ ମହିଳା ସଂଗୀନ ଅଭିଯୋଗ ଆଣିଛନ୍ତି । ସୂଚନା ମୁତାବକ ଗୋଟିଏ ଅନାଥ ଆଶ୍ରମର ପୂର୍ବତନ ସୁପରିଟେଣ୍ଡେଣ୍ଟ ଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି କି ଇମ୍ରାନ ଖାନ ଓ ତାଙ୍କ ତୃତୀୟ ପତ୍ନୀ ବୁଶାରା ବିବି ସେକ୍ସ ରାକେଟ୍Continue reading “ଜେଲରେ ଥିବା ଇମ୍ରାନ ଖାନଙ୍କ ଉପରେ ସଂଗୀନ ଅଭିଯୋଗ, ତୃତୀୟ ପତ୍ନୀଙ୍କ ସହ ମିଶି ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ ଆଣିଲେ ଏହି ମହିଳା”

ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି 

କନକ ବ୍ୟୁରୋ: ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ତୃତୀୟ ମହଲାରେ ଥିବା ଆଇସିୟୁରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରିରହିଛି । ଆଇସିୟୁ ଏବଂ ୱାର୍ଡର ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । The post ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି  first appeared on Kanak News. from Kanak News via <a href="https://ifttt.com/?

୫ ଦିନର ଶିଶୁକୁ ଭୁଲବଶତଃ ଏକାବେଳକେ ୫ଟି ଟିକା ଦେଇଦେଲେ ନର୍ସ; ‘ଆଇସିୟୁ’ରେ ଭର୍ତ୍ତି ଶିଶୁ

କନକ ବ୍ୟୁରୋ: କେରଳ ରାଜ୍ୟର ପାଲକ୍କାଡ଼ ଜିଲ୍ଲା ପ୍ରାଥମିକ ସ୍ୱାସ୍ଥ୍ରକେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା । ଜଣେ ନର୍ସଙ୍କ ବେପରୁଆ କାମ ଯୋଗୁଁ ଶିଶୁର ଜୀବନ ସଙ୍କଟାପନ୍ନ ହୋଇଛି । ୫ ଦିନର ଶିଶୁକୁ ଗୋଟିଏ ଟିକା ଦେବା ବଦଳରେ ୫ଟି ଟିକା ଦିଆଯିବାରୁ ଶିଶୁଟି ଗୁରୁତର ଅସୁସ୍ଥ ହୋଇପଡିଛି । ଫଳରେ ଶିଶୁକୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଭ୍ୟାକ୍‌ସିନ୍‌ ଓଭରଡୋଜ୍‌ ହେବା ଯୋଗୁଁ ଶିଶୁଟିକୁ ଜିଲ୍ଲା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ରିପୋର୍ଟContinue reading “୫ ଦିନର ଶିଶୁକୁ ଭୁଲବଶତଃ ଏକାବେଳକେ ୫ଟି ଟିକା ଦେଇଦେଲେ ନର୍ସ; ‘ଆଇସିୟୁ’ରେ ଭର୍ତ୍ତି ଶିଶୁ”

ଭାରତର ମିଶନ ‘ମତ୍ସ୍ୟା’, ଅନ୍ତରୀକ୍ଷ ପରେ ବର୍ତ୍ତମାନ ସମୁଦ୍ରରରେ ଇତିହାସ ରଚିବ ଭାରତ

କନକ ବ୍ୟୁରୋ: ଆପଣ ଜାଣିଛନ୍ତି କି ଭାରତର ମିଶନ ମତ୍ସ୍ୟା ବାବଦରେ? ଅନ୍ତରୀକ୍ଷ ପରେ ବର୍ତ୍ତମାନ ସମୁଦ୍ରରରେ କେଉଁ ମିଶନ ପାଇଁ ପ୍ରସ୍ତୁତ ହେଉଛି ଭାରତ । କଣ ଏହି ପ୍ରକଳ୍ପର ବିଶେଷତା । ଆସନ୍ତୁ ଜାଣିବା ଏହା ବାବଦରେ ବିସ୍ତୃତ ଭାବେ । ଆମେରିକା, ଚୀନ ଭଳି ବିକଶିତ ଦେଶ ପରେ ଭାରତ ସମୁଦ୍ର ଭିତରର ଦୁନିଆକୁ ସନ୍ଧାନ କରିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ଯୋଜନା ବି ପ୍ରସ୍ତୁତ ହୋଇଛି । ଅନ୍ତରୀକ୍ଷରେ ଇତିହାସContinue reading “ଭାରତର ମିଶନ ‘ମତ୍ସ୍ୟା’, ଅନ୍ତରୀକ୍ଷ ପରେ ବର୍ତ୍ତମାନ ସମୁଦ୍ରରରେ ଇତିହାସ ରଚିବ ଭାରତ”

ସେନାକୁ ବଡ ସଫଳତା । ଜବତ ହେଲା ପୁଳା ପୁଳା ବନ୍ଧୁକ ଓ ଗୋଳାବାରୁଦ

କନକ ବ୍ୟୁରୋ : ସେନାକୁ ମିଳିଛି ବଡ ସଫଳତା । ଜମ୍ମୁ-କାଶ୍ମୀର କୁପୱାଡାର ମାଛିଲ୍ ସେକ୍ଟରରୁ ଅନେକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି ଭାରତୀୟ ସେନା । ସେନା ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଟ୍ୱିଟରେ ଲେଖା ହୋଇଛି ଜମ୍ମୁ-କାଶ୍ମୀର ପୋଲିସ ଏବଂ ବିଏସଏଫ୍ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ଏହି ସଫଳତା ମିଳିପାରିଛି । ପ୍ରବଳ ମାତ୍ରାରେ ବନ୍ଧୁକ ଓ ଗୋଳା-ବାରୁଦ ଜବତ ହୋଇଛି । ତେବେ ସେନା ଦ୍ୱାରା ଜବତContinue reading “ସେନାକୁ ବଡ ସଫଳତା । ଜବତ ହେଲା ପୁଳା ପୁଳା ବନ୍ଧୁକ ଓ ଗୋଳାବାରୁଦ”

ଗରିବ ପରିବାର ପାଇଁ ମହାରାଷ୍ଟ୍ର ସରକାରଙ୍କ ବଡ ଉପହାର, ଗଣେଷ ପୂଜା ଠାରୁ ୧୦୦ଟଙ୍କାରେ ମିଳିବ ରାସନ କିଟ୍

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାର ସାଧାରଣ ଗରିବ ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ‘ଆନନ୍ଦ କା ରାସନ’ ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହି କ୍ରମରେ ଏବେ ସରକାରୀ ରାସନ ଦୋକାନରେ ୧କିଲୋ ସୂଜି, ୧ଲିଟର ଖାଇବା ତେଲ, ୧ କିଲୋ ଚିନି ଓ ୧ କିଲୋ ଚଣାଡାଲି କେବଳ ୧୦୦ ଟଙ୍କାରେ ସରକାର ଉପଲବ୍ଧ କରାଇବେ । ଏହା କେବଳ ରାଜ୍ୟର ରାସନକାର୍ଡଧାରୀଙ୍କୁ ମିଳିବ ।Continue reading “ଗରିବ ପରିବାର ପାଇଁ ମହାରାଷ୍ଟ୍ର ସରକାରଙ୍କ ବଡ ଉପହାର, ଗଣେଷ ପୂଜା ଠାରୁ ୧୦୦ଟଙ୍କାରେ ମିଳିବ ରାସନ କିଟ୍”

ଆତ୍ମହତ୍ୟା ରୋକିବାକୁ ହଷ୍ଟେଲରେ ଲାଗିବ ସ୍ପ୍ରିଙ୍ଗ ଫ୍ୟାନ୍ । କୋଟାରେ ଛାତ୍ର ମୃତ୍ୟୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: କମ୍ପିଟିଟିଭି ପରୀକ୍ଷା ପାଇଁ କୋଚିଙ୍ଗ୍‌ ‘ହବ୍‌’ କୁହାଯାଉଥିବା ରାଜସ୍ଥାନର କୋଟାରେ ଛାତ୍ର ଆତ୍ମହତ୍ୟା ରୋକିବା ଲାଗି ସମସ୍ତ ହଷ୍ଟେଲ୍‌ ଓ ପେଇଙ୍ଗ୍‌ ଗେଷ୍ଟ୍‌ ରୁମରେ ଲାଗିବ ସ୍ପ୍ରିଙ୍ଗ ପଙ୍ଖା । ଏହି ପଙ୍ଖା ଲଗାଇବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ଆଦେଶ ଜାରି କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । #WATCH | Spring-loaded fans installed in all hostels and paying guest (PG) accommodations of Kota to decreaseContinue reading “ଆତ୍ମହତ୍ୟା ରୋକିବାକୁ ହଷ୍ଟେଲରେ ଲାଗିବ ସ୍ପ୍ରିଙ୍ଗ ଫ୍ୟାନ୍ । କୋଟାରେ ଛାତ୍ର ମୃତ୍ୟୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ”

ବଡ ଅଘଟଣ : ଅବତରଣ ବେଳେ ବାଇକ୍ ଓ କାରକୁ ଧକ୍କା ଦେଲା ଜେଟ୍ । ୧୦ମୃତ

ମାଲେସିଆର ରାଜଧାନୀ କୁଆଲାଲମ୍ପୁର୍‌ ଉପକଣ୍ଠରେ ଥିବା ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ କରୁଥିବା ଏକ କ୍ଷୁଦ୍ର ଘରୋଇ ଜେଟ୍‌ ବିମାନ ଗୋଟାଏ ବାଇକ୍‌ ଓ ଗୋଟାଏ କାର୍‌କୁ ଧକ୍କା ଦେବାରୁ ଅନ୍ୟୂନ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଗୁରୁବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ‘ବିଚ୍‌କ୍ରାଫ୍ଟ୍‌ ମଡେଲ୍‌ ୩୯୦’ର (ପ୍ରିମିୟର୍‌) ଉକ୍ତ ଘରୋଇ ବା ବ୍ୟକ୍ତିଗତ ବିମାନରେ ୬ଜଣ ଯାତ୍ରୀ ଓ ୨ଜଣ କର୍ମଚାରୀ ଥିଲେ। ଅପରାହ୍ଣ ୨.୦୮ରେ ଅବତରଣ କରିବାକୁ ଯାଉଥିବା ବ‌େଳେContinue reading “ବଡ ଅଘଟଣ : ଅବତରଣ ବେଳେ ବାଇକ୍ ଓ କାରକୁ ଧକ୍କା ଦେଲା ଜେଟ୍ । ୧୦ମୃତ”

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ । ଆଜିର ଦିନରେ ଡେବ୍ୟୁ କରିଥିଲେ କିଙ୍ଗ୍ କୋହଲି ।

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କଲେ କିଙ୍ଗ୍ କୋହଲି । ଅର୍ଥାତ ଟିମ୍ ଇଣ୍ଡିଆର ଏହି ଷ୍ଟାର ଖେଳାଳି ଆଜିକୁ ଠିକ୍ ୧୫ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟରେ ଏଣ୍ଟ୍ରି ମାରିଥିଲେ । ୨୦୦୮ ମସିହା ଅଗଷ୍ଟ ମାସ ୧୮ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି କୋହଲି ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଯାହାକୁ ଆଜି ୧୫ ବର୍ଷ ପୂରଣ ହେଇଛି । ୧୫ ବର୍ଷର କ୍ରିକେଟ୍ କ୍ୟାରିୟରରେ କୋହଲିContinue reading “ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ । ଆଜିର ଦିନରେ ଡେବ୍ୟୁ କରିଥିଲେ କିଙ୍ଗ୍ କୋହଲି ।”

Design a site like this with WordPress.com
Get started