ବୈତରଣୀ ନଦୀ ବନ୍ଧ ଧସିବା ଘଟଣା : ଦୋଷ ଲୁଚାଇବାକୁ ପାଲ ଘୋଡ଼ାଇଲା ଜଳ ସମ୍ପଦ ବିଭାଗ; ଆତଙ୍କରେ ହଜାର ହଜାର ଲୋକେ

କନକ ବ୍ୟୁରୋ : ଦୋଷ ଲୁଚାଇବାକୁ ଯାଇ ପାଲ ଘୋଡାଇଲା ପ୍ରଶାସନ । ଗତକାଲି ଦଶରଥପୁର ବ୍ଲକରେ ବୈତରଣୀ ନଦୀ ବନ୍ଧ ଧସିଥିଲା । ଏହା ପରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି । ଆଉ ନିମ୍ନ ମାନର କାମ ଯୋଗୁଁ ଏପରି ଅବସ୍ଥା ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦଶରଥପୁର ବ୍ଲକ୍ କମାରଡ଼ିହ ପଞ୍ଚାୟତ ବଳରାମପୁରରେ ୧୦୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ଧସି ନଦୀ ଗର୍ଭରେ ମିଶି ଯାଇଛିContinue reading “ବୈତରଣୀ ନଦୀ ବନ୍ଧ ଧସିବା ଘଟଣା : ଦୋଷ ଲୁଚାଇବାକୁ ପାଲ ଘୋଡ଼ାଇଲା ଜଳ ସମ୍ପଦ ବିଭାଗ; ଆତଙ୍କରେ ହଜାର ହଜାର ଲୋକେ”

ବାଲିଅନ୍ତାରେ ଚାଞ୍ଚଲ୍ୟ : ବନ୍ଧ ଘରୁ ମିଳିଲା ଦୁଇ ମୃତଦେହ; ମୃତ୍ୟୁର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ବନ୍ଧ ଘରୁ ମିଳିଲା ଦୁଇ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣଶ ବଇଁଚ୍ରୁଆଁ ଗାଁରେ ଏଭଳି ଅଘଟଣ ଘଟିଛି । ଖବର ପାଇଁ ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ଛାନଭିନ୍ ଆରମ୍ଭ ହୋଇଛି । ମୃତ ବ୍ୟକ୍ତି ଦୁଇ ଜଣ ହେଉଛନ୍ତି ନିଆଳି ଅଞ୍ଚଳର ସୁଶାନ ଦାସ ଓ ଜଗବନ୍ଧଉ ବେହେରା । କେବେ କେଉଁ ପରିସ୍ଥିତି ସେମାନଙ୍କର ମୃତ୍ୟୁ ହେଲା । ଏହା ହତ୍ୟା ଆତ୍ମହତ୍ୟା ପୁଲିସ ସେଦିଗରେ ତଦନ୍ତ ଚଳାଇଛନ୍ତିContinue reading “ବାଲିଅନ୍ତାରେ ଚାଞ୍ଚଲ୍ୟ : ବନ୍ଧ ଘରୁ ମିଳିଲା ଦୁଇ ମୃତଦେହ; ମୃତ୍ୟୁର କାରଣ ଅସ୍ପଷ୍ଟ”

ଆସନ୍ତା ୪୮ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ! ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଖୋର୍ଦ୍ଧାରେ ସର୍ବାଧିକ ୮୮ ମିଲିମିଟର ବର୍ଷା ରେକର୍ଡ

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୪୮ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୭ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଆଜି ସକାଳ ସାଢ଼େContinue reading “ଆସନ୍ତା ୪୮ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ! ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଖୋର୍ଦ୍ଧାରେ ସର୍ବାଧିକ ୮୮ ମିଲିମିଟର ବର୍ଷା ରେକର୍ଡ”

ସାଇବର ଅପରାଧ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ : ସିମକାର୍ଡ ବିକ୍ରି ପାଇଁ ଡିଲରଙ୍କୁ ପୋଲିସ୍ ଭେରିଫିକେସନ କରିବା ବାଧ୍ୟତାମୂଳକ

କନକ ବ୍ୟୁରୋ : ସାଇବର ଅପରାଧକୁ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଟେଲିକମ ସଂସ୍କାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଦେଶରେ ୫୨ ଲକ୍ଷ ସିମକାର୍ଡକୁ ଅଚଳ କରାଯାଇଛି । ବେଆଇନ୍ ଭାବେ କନେକ୍ସନ ହୋଇଥବା ଏହି ସିମକାର୍ଡ ଗୁଡିକୁ ଅକାମୀ କରିଦିଆଯାଇଛି । ସେହିପିର ୬୭ ହଜାର ଡିଲରଙ୍କୁ ଚିହ୍ନଟ କରାଯାଇ କଳା ତାଲିକା ଭୁକ୍ତ କରାଯାଇଛିContinue reading “ସାଇବର ଅପରାଧ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ : ସିମକାର୍ଡ ବିକ୍ରି ପାଇଁ ଡିଲରଙ୍କୁ ପୋଲିସ୍ ଭେରିଫିକେସନ କରିବା ବାଧ୍ୟତାମୂଳକ”

ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର : ଗଞ୍ଜେଇ ବେପାର କରି ସରକାରୀ ଜାଗାରେ କରିଥିଲେ ବିଳାସପୂର୍ଣ୍ଣ ଘର

କନକ ବ୍ୟୁରୋ : ବର୍ଷ ବର୍ଷ ଧର ସଞ୍ଚୟ କର ତିଆରି କରିଥିଲେ । ଏବେ ଆଖି ଆଗରେ ଭାଙ୍ଗୁଛି ଘର । କାରଣ ବେଆଇନ ଭାବେ ନିଶା ବ୍ୟବସାୟ କରି ଏହି ଘର ନିର୍ମାଣ କରିଥିଲେ । ଗଞ୍ଜେଇ ମାଫିଆଙ୍କ ପାଇଁ କଡ଼ା ପଦକ୍ଷେପ ନେଇ ସାରା ଓଡ଼ିଶା ପ୍ରତି ଏକ ବାର୍ତ୍ତା ଦେଇଛି ବଲାଙ୍ଗୀର ପୁଲିସ । କଳା ଧନ ଆସେ ବହୁତ ଯାଏ ଯେବେ ମୂଳ ସହିତ ତାର ଉଦାହରଣ ଘନଶ୍ୟାମଙ୍କ କ୍ଷେତ୍ରରେContinue reading “ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର : ଗଞ୍ଜେଇ ବେପାର କରି ସରକାରୀ ଜାଗାରେ କରିଥିଲେ ବିଳାସପୂର୍ଣ୍ଣ ଘର”

ପୋଲିସ ହାତରେ ପଡିଛି କୋଟିପତି ଚୋର । ଭାରତଠୁ ଆରମ୍ଭ କରି ନେପାଳ ଯାଏଁ ରହିଛି ବିପୁଳ ସମ୍ପତ୍ତି

କନକ ବ୍ୟୁରା: ଦିଲ୍ଲୀ ପୁଲିସ ହାତରେ ,ମିତି ଏକ ଚୋର ଧରା ପଡିଛି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ଚୋର ଗତ ୨୫ ବର୍ଷ ଧରି ଚୋରୀ କରିଆସୁଛି । ଚୋରି କରି କରି ଏଯୁବକ ଜଣକ ଭାରତଠୁ ନେଇ ନେପାଳ ଯାଏଁ କୋଟି କୋଟି ଟଙ୍କାର କୋଠାବାଡି କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛଇ । ଅଭିଯୁକ୍ତର ପରିବାର ପୂର୍ବରୁ ଉତ୍ତରପ୍ରଦେଶରେ ରହୁଥିାବେଳେ ଏବେ ନେପାଳରେ ରହୁଥିବାContinue reading “ପୋଲିସ ହାତରେ ପଡିଛି କୋଟିପତି ଚୋର । ଭାରତଠୁ ଆରମ୍ଭ କରି ନେପାଳ ଯାଏଁ ରହିଛି ବିପୁଳ ସମ୍ପତ୍ତି”

କେନ୍ଦ୍ରୀୟ ବିଦ୍ୟାଳୟରେ ସୀମା ଡେଇଁଲା ମାନବିକତା : ମିଟିଂକୁ ଅଭିଭାବକ ଆସିଲେନି ବୋଲି ବାହାରେ ବର୍ଷାରେ ପିଲାଙ୍କୁ ଠିଆ କରାଇଲେ ସ୍କୁଲ କର୍ତ୍ତୃପକ୍ଷ

କନକ ବୁରୋ : ସ୍କୁଲ ବୈଠକକୁ ଅଭିଭାବକ ଆସିଲେନି । ତେଣୁ ଛାତ୍ରଛାତ୍ରୀଙ୍କୁ ବାହାରେ ଛିଡା କରିଦେଲେ ସ୍କୁଲ କର୍ତ୍ତୃପକ୍ଷ । ବୌଦ୍ଧ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଗୁରୁବାର ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ଏକ ବୈଠକ ଡାକିଥିଲେ । ମାତ୍ର ବହୁତ କମ ସଂଖ୍ୟକ ଅଭିଭାବକ ଏହି ବୈଠକରେ ଉପସ୍ଥିତ ଥିଲେ । ଏହାପରେ ଯେଉଁ ପିଲାର ଅଭିଭାବକ ଆସିନଥିଲେ ତାଙ୍କୁContinue reading “କେନ୍ଦ୍ରୀୟ ବିଦ୍ୟାଳୟରେ ସୀମା ଡେଇଁଲା ମାନବିକତା : ମିଟିଂକୁ ଅଭିଭାବକ ଆସିଲେନି ବୋଲି ବାହାରେ ବର୍ଷାରେ ପିଲାଙ୍କୁ ଠିଆ କରାଇଲେ ସ୍କୁଲ କର୍ତ୍ତୃପକ୍ଷ”

ସିସିଟିଭି କ୍ୟାମେରାରେ କଏଦ ବାଇକ ଲୁଟର ଦୃଶ୍ୟ : ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରିବାକୁ ପୋଲିସ ତନାଘନା

କନକ ବ୍ୟୁରୋ : ସିସିଟିଭି କ୍ୟାମେରାରେ କଏଦ ବାଇକ ଲୁଟର ଦୃଶ୍ୟ । କଟକ ଜଗତପୁର ନାନକାର ଅଞ୍ଚଳରେ ବାଇକ ଲୁଟ କରିଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ନାନକାର ଅଞ୍ଚଳର ଏକ ଘର ଗେଟ ଭିତରେ ପଶି ବାଇକ ନେଇଯାଇଛନ୍ତି । ଆଉ ସେହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବାଇକ ଲୁଟ ନେଇ ଥାନାରେ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଚଲାଇଛିContinue reading “ସିସିଟିଭି କ୍ୟାମେରାରେ କଏଦ ବାଇକ ଲୁଟର ଦୃଶ୍ୟ : ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରିବାକୁ ପୋଲିସ ତନାଘନା”

ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ନିଜେ ବୋଟ ନେଇ ବିଭିନ୍ନ ଗାଁକୁ ଗଲେ, ସ୍ଥିତି ପରଖିଲେ ଭଗୱନ୍ତ ମାନ୍

କନକ ବ୍ୟୁରୋ: ପଞ୍ଜାବରେ ବନ୍ୟାର ସ୍ଥିତି ଭୀଷଣ ହୋଇଛି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ନିଜେ ବୋଟ୍ ନେଇ ଯାଇ ହୋସିଆରପୁରରେ ପହଞ୍ଚିଥିଲେ । ସେଠିକାର ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରିଥିଲେ । ମୁଖ୍ୟମନ୍ତ୍ରୀ ମାନ ବନ୍ୟା ପରିସ୍ଥିତି ସର୍ବେକ୍ଷଣ କରୁଥିବା ବେଳେ ଗୋଟାଏ ଅଧା-ବୁଡ଼ା ବାସଭବନର ଛାତ ଉପରେ ଉକ୍ତ ପରିବାରର ସଦସ୍ୟମାନେ ବସିଥିବା ଦେଖିଥିଲେ। ସରକାରୀ ଅଧିକାରୀମାନେ କହିଛନ୍ତି, ରବର ବୋଟରେ ବସି ବନ୍ୟାଞ୍ଚଳ ସର୍ବେକ୍ଷଣ କରୁଥିବା ମୁଖ୍ୟମନ୍ତ୍ରୀ ମାନ୍‌ ସେଆଡ଼କୁ ବୋଟ୍‌Continue reading “ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ନିଜେ ବୋଟ ନେଇ ବିଭିନ୍ନ ଗାଁକୁ ଗଲେ, ସ୍ଥିତି ପରଖିଲେ ଭଗୱନ୍ତ ମାନ୍”

କଳାହାଣ୍ଡି ଦଣ୍ଡପାଟ ଅଞ୍ଚଳକୁ ମରୁଡି ଘୋଷଣା ଦାବି : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ 

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳକୁ ମରୁଡି ଘୋଷଣା ଦାବିରେ ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଧର୍ମଗଡ ବ୍ଲକ ୫ଟି ଗ୍ରାମପଞ୍ଚାୟତକୁ ମରୁଡି ଘୋଷଣା ଦାବି ନେଇ ଦଣ୍ଡପାଟ କୃଷର ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବି ପତ୍ର ଉପଜିଲ୍ଲାପାଳଙ୍କୁContinue reading “କଳାହାଣ୍ଡି ଦଣ୍ଡପାଟ ଅଞ୍ଚଳକୁ ମରୁଡି ଘୋଷଣା ଦାବି : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ “

Design a site like this with WordPress.com
Get started