କନକ ବ୍ୟୁରୋ : ହାଇକୋର୍ଟରେ ନିଯୁକ୍ତ ହେବେ ଆଉ ଦୁଇ ବିଚାରପତି । ଓଡ଼ିଶା ଏବଂ କର୍ଣ୍ଣାଟକ ହାଇକୋର୍ଟରେ ଆଇନଜୀବୀ ଶିବ ଶଙ୍କର ମିଶ୍ର ଏବଂ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଓଡ଼ିଶା ହାକୋର୍ଟରେ ନିଯୁ୍କ୍ତି ମିଳିବ । ସୁପ୍ରିକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ନେଇ ଗଠିତ କଲେଜିୟମର ସୁପାରିଶ କ୍ରମେ ସେମାନଙ୍କୁ ବିଚାରପତି ନିଯୁକ୍ତି ଦିଆଯିବ । ଗତ ଜାନୁଆରୀ ମାସରେ ଏହି ଦୁଇ ବ୍ୟକ୍ତିଙ୍କୁ ଓଡ଼ିଶା ହାଇକୋର୍ଟରେ ବିଚାରପତିContinue reading “ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କୁ ମିଳିବ ନିଯୁକ୍ତି : ଶିବଶଙ୍କର ମିଶ୍ର, ଆନନ୍ଦଚନ୍ଦ୍ର ବେହେରା ହେବେ ନୂଆ ବିଚାରପତି”
Tag Archives: News
ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା : ଏଯାଏଁ ଶରତଙ୍କ ପାଖରେ ପହଞ୍ଚି ପାରିଲାନି ପୋଲିସ; ଉଠିଲା ପ୍ରଶ୍ନ, କାହା ଚାପରେ ପୋଲିସ ?
କନକ ବ୍ୟୁରୋ : ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ କେବେ ଶରତ ନାୟକଙ୍କ ପାଖରେ ପହଞ୍ଚିବ ପୋଲିସ । ଝିଅର ପ୍ରେମିକଙ୍କ ମା ସହ ଶରତ କଥା ହେଉଥିବାର ଅଡିଓ ଭାଇରାଲ ହୋଇଛି । ପୋଲିସ ସହ କଥା ହୋଇ ଶବ ବ୍ୟବଚ୍ଛେଦ କରାଇନଥିବା ସ୍ପଷ୍ଟ ଭାବେ କହୁଛନ୍ତି ଶରତ ନାୟକ । ଏପରି ସ୍ଥିତିରେ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସିଯାଇଛିି । ଶରତ କହୁଛନ୍ତି, ଆଇଆଇସି ଓ ଏସଡିପିଓଙ୍କୁ ସେ ମ୍ୟାନେଜ କରିଛନ୍ତି ।Continue reading “ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା : ଏଯାଏଁ ଶରତଙ୍କ ପାଖରେ ପହଞ୍ଚି ପାରିଲାନି ପୋଲିସ; ଉଠିଲା ପ୍ରଶ୍ନ, କାହା ଚାପରେ ପୋଲିସ ?”
ଶିକ୍ଷକଙ୍କ ବଦଳି ପ୍ରତିବାଦ : ବର୍ଷାରେ ଭିଜି ଭିଜି ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା
କନକ ବ୍ୟୁରୋ : ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବର୍ଷାରେ ଭିଜି ଭିଜି ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା । ହାତରେ ଛତା ଧରି ବର୍ଷାରେ ଭିଜି ଭିଜି ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ନରେନ୍ଦ୍ରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସ୍କୁଲରେ ମୋଟ ୫ଜଣ ଶିକ୍ଷକ ଥିବା ବେଳେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶContinue reading “ଶିକ୍ଷକଙ୍କ ବଦଳି ପ୍ରତିବାଦ : ବର୍ଷାରେ ଭିଜି ଭିଜି ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା”
ମାଲକାନଗିରିରୁ ଧଳା ଜହର ଜବତ : ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ
କନକ ବ୍ୟୁରୋ : ମାଲକାନଗିରିରୁ ଜବତ ହେଲା ଧଳା ଜହର । ପୋଲିସ ହାତରେ ଏକ ବଡ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ ଧରାପଡିଛି । ପ୍ରଥମ ଥର ପାଇଁ ଜିଲ୍ଲାରୁ ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମ ବ୍ରାଉନସୁଗାର ଓ ୫୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି କାଲିମେଳା ପୋଲିସ । ଜବତ ବ୍ରାଉନସୁଗାରର ପରିମାଣContinue reading “ମାଲକାନଗିରିରୁ ଧଳା ଜହର ଜବତ : ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ”
ଆଜି ଭାରତ-ଆୟରଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ : ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଠାରୁ ଟି-୨୦ ସିରିଜ ହାରିବା ପରେ ଆଜି ଭାରତୀୟ ଦଳ ଆୟରଲାଣ୍ଡ ସହ ପ୍ରଥମ ଟି-୨୦ ମ୍ୟାଚ ଖେଳିବ । ଆୟରଲାଣ୍ଡ ସହ ଭାରତ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ । ଡଲବିନରେ ଆଜି ହେବାକୁ ଥିବା ପ୍ରଥମ ମ୍ୟାଚରେ ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆୟରଲାଣ୍ଡ ବିପ କ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆର ଯୁବ ବାହିନୀଙ୍କୁ ଦେଖିବାକୁ ମିଳିବ । ଦଳରContinue reading “ଆଜି ଭାରତ-ଆୟରଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ : ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ”
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ୨ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା; ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ବାୟୁମଣ୍ଡଳରେ ୭ଦଶମିକ ୬ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ଆଗାମୀ ୪୮ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ଷାକୁ ନେଇ ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳ ସାଢେContinue reading “ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ୨ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା; ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ”
ଧାବିକା ଦୂତୀ ଚାନ୍ଦଙ୍କୁ ବଡ ଝଟକା : ଡୋପ ଟେଷ୍ଟରେ ବିଫଳ, ୪ବର୍ଷ ପାଇଁ ବାସନ୍ଦ
କନକ ବ୍ୟୁରୋ : ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଶକ୍ତ ଝଟକା । ଡୋପ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଦୂତୀ ଚାନ୍ଦ । ଚଳିତ ବର୍ଷ ଜାନୁୟାରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ ହେବ । ଜାନୁୟାରୀ ୩ ତାରିଖରୁ ଦୂତୀ ଯେଉଁ ଇଭେଣ୍ଟଗୁଡିକରେ ଅଂଶ ଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡିକୁ ଅଯୋଗ୍ୟ ଘୋଷଣା କରାଯିବ । ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ଅଧ୍ୟକ୍ଷContinue reading “ଧାବିକା ଦୂତୀ ଚାନ୍ଦଙ୍କୁ ବଡ ଝଟକା : ଡୋପ ଟେଷ୍ଟରେ ବିଫଳ, ୪ବର୍ଷ ପାଇଁ ବାସନ୍ଦ”
ଉଦଘାଟନ ହେଲା ଗୁରୁକୃପା ସ୍ନାତକ ମହାବିଦ୍ୟାଳୟ: ରାଇଘରରେ ଖୋଲିଲା ପ୍ରଥମ ଯୁକ୍ତ ତିନି ମହାବିଦ୍ୟାଳୟ
କନକ ବ୍ୟୁରୋ: ଆଜି ଗୁରୁକୃପା ଏଜୁକେସନାଲ ଟ୍ରଷ୍ଟ ଉମରକୋଟ ଅଧିନରେ ନବରଙ୍ଗପୁର ଜିଲ୍ଲାର ରାଇଘରଠାରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଗୁରୁକୃପା ସ୍ନାତକ ମହାବିଦ୍ୟାଳୟର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ଭାବେ ଉମରକୋଟର ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ରାଇଘର ପଞ୍ଚାୟତ ସମିତି ଅଧ୍ୟକ୍ଷା ନବିନା ନାୟକ, ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ପୂର୍ବତନ ବିଧାୟକ ସୁବାସ ଗଣ୍ଡ,Continue reading “ଉଦଘାଟନ ହେଲା ଗୁରୁକୃପା ସ୍ନାତକ ମହାବିଦ୍ୟାଳୟ: ରାଇଘରରେ ଖୋଲିଲା ପ୍ରଥମ ଯୁକ୍ତ ତିନି ମହାବିଦ୍ୟାଳୟ”
ସାଇବର ଠକଙ୍କୁ ସାବାଡ କରିବ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ: ଏଣିକି ଗୋଟିଏ ପରିଚୟ ପତ୍ରରେ ସର୍ବାଧିକ ୪ଟି ମୋବାଇଲ ସିମକାଡ ମିଳିପାରିବ
କନକ ବ୍ୟୁରୋ: ସାବାଡ଼ ହେବେ ସାଇବର ଠକ । କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡଲାଇନ । ବିଶେଷ କରି ସିମକାର୍ଡ ଡିଲରଙ୍କ ଉପରେ ପୁଲିସର ଏଣିକି କଡ଼ା ନଜର ରହିବ । ସରକାର ଆଣିଥିବା ନୂଆ ଗାଇଡଲାଇନରେ ସିମ କିଣାବିକାକୁ ନେଇ କିଛି ନୂଆ ନିୟମ ଲାଗୁ ହେବ । ପୂର୍ବରୁ ଗୋଟିଏ ପରିଚୟପତ୍ରରେ ୯ଟି ସିମକାର୍ଡ ମିଳୁଥିବାବେଳେ ଏବେ କେବଳ ୪ଟି ସିମ ମିଳିବ । ସରକାର ୬୭ହଜାର ସିମକାର୍ଡ ଡିଲରଙ୍କୁ କଳା ତାଲିକାଭୁକ୍ତContinue reading “ସାଇବର ଠକଙ୍କୁ ସାବାଡ କରିବ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ: ଏଣିକି ଗୋଟିଏ ପରିଚୟ ପତ୍ରରେ ସର୍ବାଧିକ ୪ଟି ମୋବାଇଲ ସିମକାଡ ମିଳିପାରିବ”
ଉଡନ୍ତା ବିମାନରେ ଚାଲିଗଲା ପାଇଲଟଙ୍କ ଜୀବନ: ମିଆମିରୁୁ ଚିଲ୍ଲି ଯାଉଥିବା ସମୟରେ ଲାଟାମ ଏୟାରଲାଇନ୍ସରେ ଘଟିଛି ଅଘଟଣ
କନକ ବ୍ୟୁରୋ: ମଝି ଆକାଶରେ ଚାଲିଗଲା ପାଇଲଟଙ୍କ ଜୀବନ । ମିଆମିରୁ ଚିଲିକୁ ଯାଉଥିବା ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଛି । ବିମାନକୁ ପାନାମାରେ ଜରୁରୀକାଳିନ ଅବତରଣ କରାଯାଇଥିଲା । ମୃତ୍ୟୁର ୩ ଘଂଟା ପୂର୍ବରୁ ପାଇଲଟ ଜଣକ ଅସୁସ୍ଥ ଅନୁଭବ କରିଥିଲେ । ବାଥରୁମରେ ଖସିପଡିଥିଲେ ପାଇଲଟ୍ । ପରେ ହୃଦଘାତର ଶୀକାର ହୋଇଥିଲେ । ପାଇଲଟଙ୍କୁ ଜରୁରୀ ଚିକିତ୍ସା ମଧ୍ୟ ଯୋଗାଇଦିଆଯାଇଥିଲା । କିନ୍ତୁ ତାଙ୍କ ଜୀବନ ବଂଚିଯାଇପାରିନଥିଲା । ବିମାନରେ ପ୍ରାୟ ୨୭୧Continue reading “ଉଡନ୍ତା ବିମାନରେ ଚାଲିଗଲା ପାଇଲଟଙ୍କ ଜୀବନ: ମିଆମିରୁୁ ଚିଲ୍ଲି ଯାଉଥିବା ସମୟରେ ଲାଟାମ ଏୟାରଲାଇନ୍ସରେ ଘଟିଛି ଅଘଟଣ”