କନକ ବ୍ୟୁରୋ : ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ମାମଲା । ପିଇଟି ଶିକ୍ଷକ ଅନୁପମ ରାୟ ପ୍ରତିକ୍ରିୟା ଦେଇଛନ୍ତି । ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ପ୍ରେମିକ ଶିକ୍ଷକ । ଘଟଣା ପରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଫୋନ କରିଥିବା କହିଛନ୍ତି । ପୋଲିସ ଭୟ ଦେଖାଇ ଶରତ ନାୟକ ଟଙ୍କା ମାଗୁଥିଲେ । ଝିଅ ଆତ୍ମହତ୍ୟା କରିଥିବା କହି ଧମକଚମକ ଦେଲେ । ପଇସା ଡିଲ୍ ନକଲେ କେସContinue reading “ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲା : କ’ଣ କହିଲେ ଖେଳ ଶିକ୍ଷକ ?”
Tag Archives: News
ଶ୍ରାବଣ ସୋମବାରରେ ମହାଦେବଙ୍କୁ ଦର୍ଶନ କରିବାକୁ ଯାଇ ଆଉ ଫେରିଲେନି । ମାଟିତଳେ ଦବି ଚାଲିଗଲା ଗର୍ଭବତୀ ପ୍ରଫେସର ମାନସୀଙ୍କ ଜୀବନ
କନକ ବ୍ୟୁରୋ: ସେଦିନ ଥିଲା ଶ୍ରାବଣ ସୋମବାର । ମନ୍ଦିରକୁ ଛୁଟୁଥିଲା ଶ୍ରଦ୍ଧାଳୁଙ୍କ ଭିଡ । ହିମାଚଳପ୍ରଦେଶ ସିମଲା ସମରହିଲରେ ଥିବା ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରକୁ ପୂଜା ପାଇଁ ଗଲେ ପ୍ରଫେସର ମାନସୀ ବର୍ମା । ସାଙ୍ଗରେ ଥିଲେ ଓକିଲ ସ୍ୱାମୀ ହରିଶ ବର୍ମା । ଘରେ ୧୪ ବର୍ଷର ଝିଅ ଶୀତଲକୁ ଫୋନ ଦେଇ କହିଲେ ଠାକୁର ଦର୍ଶନ ସାରି ଶୀଘ୍ର ଫେରିଆସିବେ ବୋଲି । ହେଲେ ଆଉ ଫେରିଲେ ନାହିଁ ।ଶ୍ରାବଣରContinue reading “ଶ୍ରାବଣ ସୋମବାରରେ ମହାଦେବଙ୍କୁ ଦର୍ଶନ କରିବାକୁ ଯାଇ ଆଉ ଫେରିଲେନି । ମାଟିତଳେ ଦବି ଚାଲିଗଲା ଗର୍ଭବତୀ ପ୍ରଫେସର ମାନସୀଙ୍କ ଜୀବନ”
ନକଲି ମାର୍କସିଟ୍ ଦର୍ଶାଇ ଅଂଶୁମାନଙ୍କୁ ଦିଆଯାଇନଥିଲା ଆଡମିଶନ୍ : ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କନକ ବ୍ୟୁରୋ : ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ହେବ ସିବିଆଇ ତଦନ୍ତ । ୨୦୨୨ ଜେଇଇ ପରୀକ୍ଷାରେ ଅଂଶୁମାନ କାନୁନଗୋଙ୍କ ମାର୍କସିଟକୁ ନକଲି କହି ରାଉରକେଲା ଏନଆଇଟି ଆଡମିଶନ ଖାରଜ କରିଥିଲା । ଏହାପରେ ମାର୍କସିଟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଂଶୁମାନ । ଏବେ ୪ ମାସ ମଧ୍ୟରେ ତଦନ୍ତ କରିି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ମୁରାହରି ରମଣଙ୍କ ଖଣ୍ଡପୀଠ ଏହିContinue reading “ନକଲି ମାର୍କସିଟ୍ ଦର୍ଶାଇ ଅଂଶୁମାନଙ୍କୁ ଦିଆଯାଇନଥିଲା ଆଡମିଶନ୍ : ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ”
୧୨ଘଣ୍ଟାରେ ଲଘୁଚାପ ! ଆଜିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ; ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ । ଆଗାମୀ ୧୨ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ପ୍ରଭାବରେ ଆଜିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା । ଆଜି ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ୭୦ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରିContinue reading “୧୨ଘଣ୍ଟାରେ ଲଘୁଚାପ ! ଆଜିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ; ଅରେଞ୍ଜ ୱାର୍ଣ୍ଣିଂ ଜାରି”
ରାଷ୍ଟ୍ରୀୟ ମହତ୍ୱ ସ୍ମାରକୀ ମାନ୍ୟତା ପାଇଲା କପିଳେଶ୍ୱର ମନ୍ଦିର : ଟ୍ୱିଟ କରି ସୂଚନା ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
କନକ ବ୍ୟୁରୋ : ରାଷ୍ଟ୍ରୀୟ ମହତ୍ୱ ସ୍ମାରକୀ ମାନ୍ୟତା ପାଇଲା ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଘୋଷଣା ପତ୍ରକୁ ଟ୍ୱିଟ କରି ସୂଚନା ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ମନ୍ଦିର ସେବାୟତ ଓ ଏକାମ୍ର କ୍ଷେତ୍ରର ବାସିନ୍ଦାଙ୍କ ଇଛା ପୂରଣ ହୋଇଛି ବୋଲି କହିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଜଣାଇଲେ କୃତଜ୍ଞତା ଜଣାଇଛନ୍ତି ସାଂସଦ । ଅନ୍ୟପଟେ ମନ୍ଦିର ସେବାୟତ ଓContinue reading “ରାଷ୍ଟ୍ରୀୟ ମହତ୍ୱ ସ୍ମାରକୀ ମାନ୍ୟତା ପାଇଲା କପିଳେଶ୍ୱର ମନ୍ଦିର : ଟ୍ୱିଟ କରି ସୂଚନା ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ”
ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଲା ବିଜୁଳି ବୋଝ : ସରକାରୀ କୋଠାରୁ ହଟିବ ୫ ବର୍ଷ ପୁରୁଣା ଫ୍ୟାନ୍ ଓ ଏସି
କନକ ବ୍ୟୁରୋ : ସରକାରୀ କୋଠାରୁ ହଟିବ ପୁରୁଣା ଫ୍ୟାନ, ଏସି । ବିଦ୍ୟୁତ ସଞ୍ଚୟ କରିବାକୁ ଯାଇ ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଫ୍ୟାନ ଓ ଏସି ଗୁଡିକ ୫ ବର୍ଷରୁ ଅଧିକ ପୁରୁଣା ହୋଇଛି ତାକୁ ବଦଳାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ଯେଉଁ ନୂଆ ଫ୍ୟାନ ବ୍ୟବହାର ହେବ ତାହା ବିଏଲଡିସି ବା ବ୍ରସ ଲେସ ଡାଇରେକ୍ଟ କରେଣ୍ଟ ଶ୍ରେଣୀର ରହିବ ସେହିପରି ଏସିContinue reading “ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଲା ବିଜୁଳି ବୋଝ : ସରକାରୀ କୋଠାରୁ ହଟିବ ୫ ବର୍ଷ ପୁରୁଣା ଫ୍ୟାନ୍ ଓ ଏସି”
ଗଡଗଡିଆ ଘାଟରେ ବୁଡିଗଲେ ଯୁବକ : ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
କନକ ବ୍ୟୁରୋ : କଟକ ମହାନଦୀରେ ପୁଣି ଅଘଟଣ । ଗଡ଼ଗଡ଼ିଆ ଘାଟରେ ବୁଡ଼ିଗଲେ ଯୁବକ । ଯୁବକ ଜଣକ ହେଉଛନ୍ତି କଟକ ସୂତାହାଟ ଉପର ସାହି ଅଞ୍ଚଳର ଜଗନ୍ନାଥ ନାୟକ । ଆଜି ସକାଳ ୧୦ଟା ସମୟରେ ଗଡ଼ଗଡ଼ିଆ ଘାଟକୁ ଗାଧେଇବା ପାଇଁ ଆସିଥିଲେ । ମୋବାଇଲରେ ଫଟୋ ଉଠେଇ ଗାଧୋଇବା ସମୟରେ ଗୋଡ଼ ଖସି ଯାଇଥିଲା ଏବଂ ସେ ବୁଡ଼ି ଯାଇଥିଲେ । ତେବେ ଖବର ପାଇ ଅଗ୍ନିଶମ ବାହିନୀର ଗୋଟେ ଟିମ୍ ଏବଂContinue reading “ଗଡଗଡିଆ ଘାଟରେ ବୁଡିଗଲେ ଯୁବକ : ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ”
ସହିଦ ଜୟରାଜଗୁରୁଙ୍କ ଗାଁରେ ଅମୃତକଳା ଯାତ୍ରାର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ : ମୁଣ୍ଡରେ ଅମୃତ କଳସ ଧରି ସଂଗ୍ରହ କଲେ ପବିତ୍ର ମାଟି
କନକ ବ୍ୟୁରୋ : ସହିଦଙ୍କ ଗାଁରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ପୁରୀ ବୀରହରେକୃଷ୍ଣପୁର ଗଁକୁ ଯାଇଛନ୍ତି ନିର୍ମଳା ସୀତାରମଣ୍ । ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ କଲେ ପରିଦର୍ଶନ । ସେଠାରେ ଅମୃତ କଳା ଯାତ୍ରାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପୁରୀ ପେଣ୍ଠକଟା ନିକଟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ବିଶ୍ୱବିଦ୍ୟାଳୟରContinue reading “ସହିଦ ଜୟରାଜଗୁରୁଙ୍କ ଗାଁରେ ଅମୃତକଳା ଯାତ୍ରାର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ : ମୁଣ୍ଡରେ ଅମୃତ କଳସ ଧରି ସଂଗ୍ରହ କଲେ ପବିତ୍ର ମାଟି”
୨୦୨୪ ଲୋକସଭା ନିର୍ବାଚନ ପାଇଁ ଟାଇମ୍ସ ନାଓର ଓପିନିୟନ ପୋଲ, କେଉଁ ଦଳ ପାଇବ କେତେ ଆସନ ?
କନକ ବ୍ୟୁରୋ : ସାରା ଦେଶରେ ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେଉଁ ଆସନରେ କିପରି ନିର୍ବାଚନ ଲଢାଯିବ ସେନେଇ ଘନ ଘନ ବୈଠକ ମଧ୍ୟ ବସୁଛି । ଏହାରି ଭିତରେ ଏକ ସର୍ଭେ ପୋଲ ଆସିଛି । ସର୍ଭେ ଅନୁସାରେ ପୁଣି ସରକାର ଗଢ଼ିପାରେ ଏନଡିଏ । ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦୀ । ସମ୍ପୂର୍ଣ୍ଣ ବହୁମତ ସହ ଆଗାମୀ ନିର୍ବାଚନରେ ଏନଡିଏ ସରକାର ଗଢ଼ିପାରେ ବୋଲିContinue reading “୨୦୨୪ ଲୋକସଭା ନିର୍ବାଚନ ପାଇଁ ଟାଇମ୍ସ ନାଓର ଓପିନିୟନ ପୋଲ, କେଉଁ ଦଳ ପାଇବ କେତେ ଆସନ ?”
ନେହେରୁ ନିଜ ନାଁ ପାଇଁ ନୁହେଁ, କାମ ପାଇଁ ପରିଚିତ ଥିଲେ । କାହିଁକି ଏମିତି କହିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ?
କନକ ବ୍ୟୁରୋ : ନେହେରୁ ମେମୋରିଆଲର ନାମ ପରିବର୍ତ୍ତନକୁ ନେଇ ରାଜନୀତି ତେଜିଥିବା ବେଳେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଲଦାଖ ଗସ୍ତ ସମୟରେ ବିମାନବନ୍ଦରରେ ଏନେଇ ଯେତେବେଳେ ପ୍ରଶ୍ନ ପଚରାଯିବାରୁ ରାହୁଲ କହିଛନ୍ତି, ନେହେରୁ ଜୀ ନିଜ ନାଁକୁ ନେଇ ପରିଚିତ ନଥିଲେ ବରଂ କାମକୁ ନେଇ ପରିଚିତ ଥିଲେ । ସେହିଭଳି କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଏହି ପ୍ରସଙ୍ଗରେ ମୋଦୀ ସରକାରକୁ ଟାର୍ଗେଟ କରିବା ସହ କହିଛନ୍ତି, ନାଁContinue reading “ନେହେରୁ ନିଜ ନାଁ ପାଇଁ ନୁହେଁ, କାମ ପାଇଁ ପରିଚିତ ଥିଲେ । କାହିଁକି ଏମିତି କହିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ?”