କନକ ବ୍ୟୁରୋ: ସରକାରୀ ଡାକ୍ତରଙ୍କ ବେସରକାରୀ ଚିକିତ୍ସା । ଘରୋଇ ଡାକ୍ତରଖାନା ପାଇଁ ସାଜିଛନ୍ତି ସରକାରୀ ଦଲାଲ । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇ ଦେଉଛନ୍ତି ଡାକ୍ତର । ଯେଉଁ ଅପରେସନ୍ ସରକାରୀ ଡାକ୍ତରଖାନାରେ ମାଗଣାରେ ହୋଇପାରିବ ସେହି ଅପରେସନ୍ ପାଇଁ ରୋଗୀଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇ, ଅଯଥାରେ ଖର୍ଚାନ୍ତ କରାଉଛନ୍ତି । ପୁଣି କେବିକେ ଅଂଚଳରେ ଏଭଳି କରୁଛନ୍ତି ଡାକ୍ତର ବାବୁ । କେବିକେ ଅଂଚଳର ଡାକ୍ତରଖାନାରେ ନିଯୁକ୍ତି ପାଇଥିବାରୁ ଅଧିକContinue reading “ବଲାଙ୍ଗୀରରେ ସରକାରୀ ଡାକ୍ତରଙ୍କ ବେସରକାରୀ ଚିକିତ୍ସା: ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ପଠାଉଛନ୍ତି ଘରୋଇ ନର୍ସିଂହୋମ “
Tag Archives: News
ଏକତରଫା ପ୍ରେମକୁ ନେଇ କଲେଜ ଛାତ୍ରୀଙ୍କୁ ଆକ୍ରମଣ: ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କୁ ବ୍ଲେଡରେ କାଟିଦେଲା ଯୁବକ
କନକ ବ୍ୟୁରୋ: ଏକତରଫା ପ୍ରେମକୁ ନେଇ କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କୁ ବ୍ଲେଡ୍ରେ କାଟିଦେଲା ଯୁବକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଜୟପୁର ସହରରୁ । ବିକ୍ରମଦେବ କଲେଜରେ ଯୁକ୍ତ ଦୁଇ ସାଇନ୍ସ ପଢୁଥିବା ଜଣେ ଛାତ୍ରୀଙ୍କୁ ପ୍ରେମ ନିବେଦନ କି ବିଫଳ ହେବା ପରେ ଯୁବକ ଜଣଙ୍କ ଛାତ୍ରୀଙ୍କୁ ବ୍ଲେଡ୍ରେ ଆକ୍ରମଣ କରିଛନ୍ତି । ଛାତ୍ରୀଙ୍କ ଦୁଇ ହାତରେ ବ୍ଲେଡ୍ରେContinue reading “ଏକତରଫା ପ୍ରେମକୁ ନେଇ କଲେଜ ଛାତ୍ରୀଙ୍କୁ ଆକ୍ରମଣ: ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କୁ ବ୍ଲେଡରେ କାଟିଦେଲା ଯୁବକ”
ମାର୍କେଟ ବିଲ୍ଡିଂରେ ମହାଭାରତ। ମୁହାଁମୁହିଁ ହେଲେ ଉଠାଦୋକାନୀ, ସ୍ଥାୟୀ ବ୍ୟବସାୟୀ ସଂଘ
କନକ ବ୍ୟୁରୋ: ମାର୍କେଟ ବିଲ୍ଡିଂରେ ମୁହାଁମୁହିଁ । ଉଠାଦୋକାନୀଙ୍କୁ ହଟାଇଲା ସ୍ଥାୟୀ ବ୍ୟବସାୟୀ ସଂଘ । ଜିନିଷପତ୍ର ଫିଙ୍ଗାଫୋପଡା ଅଭିଯୋଗ । ରାଜଧାନୀର ମାର୍କେଟ ବିଲ୍ଡିଂରେ ଉତ୍ତେଜନା ଦେଖାଦେଇଛି । The post ମାର୍କେଟ ବିଲ୍ଡିଂରେ ମହାଭାରତ। ମୁହାଁମୁହିଁ ହେଲେ ଉଠାଦୋକାନୀ, ସ୍ଥାୟୀ ବ୍ୟବସାୟୀ ସଂଘ first appeared on Kanak News. from Kanak News via <a href="https://ifttt.com/?
ବର୍ଷା ଅଭାବରୁ ମରିଗଲା ଚାଷ, ମରିଗଲେ ଚାଷୀ: ଫସଲ ନଷ୍ଟ ହେବାରୁ କୀଟନାଶକ ପିଇ ମୋହନାରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ
କନକ ବ୍ୟୁରୋ: ଫସଲ ହାନୀରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଚାଷ ନଷ୍ଟ ହୋଇଗଲା, କରଜ ସୁଝିବେ କେମିତି, ପିଲା ଛୁଆ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ଭାଙ୍ଗି ପଡିଥିଲେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଫଟାଚାଂଚଜା ଗାଁର ଚାଷୀ ଗୌରଚନ୍ଦ୍ର କାର୍ଜି । ପାଣି ଅଭାବରୁ ଧାନ ଓ ମକା ଫସଲ ଉଜୁଡି ଯିବା ପରେ ଚାଷୀ ଜଣଙ୍କ କିଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତକାଲିContinue reading “ବର୍ଷା ଅଭାବରୁ ମରିଗଲା ଚାଷ, ମରିଗଲେ ଚାଷୀ: ଫସଲ ନଷ୍ଟ ହେବାରୁ କୀଟନାଶକ ପିଇ ମୋହନାରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ”
କ୍ରିପ୍ଟୋ ନିବେଶ ନାଁରେ ହଜାର କୋଟିର ଠକେଇ ମାମଲା: ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲ୍ୟୁ
କନକ ବ୍ୟୁରୋ: କ୍ରିପ୍ଟୋ ନିବେଶ ନାଁରେ ହଜାର ହଜାର କୋଟି ଟଙ୍କାର ଠକେଇ ମାମଲାରେ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତ ଜଣକ ହେଲେ ରତ୍ନାକର ପଲେଇ । ରତ୍ନାକର ସଂସ୍ଥାର ସୋସିଆଲ ମୁଖ୍ୟ ଭାବେ କାମ କରୁଥିଲେ । ପୂର୍ବରୁ ସଂସ୍ଥାର ଭାରତ ମୁଖ୍ୟ ଗୁରତେଜ ସିଂ ସିଦ୍ଧୁ ଓ ଓଡ଼ିଶା ମୁଖ୍ୟ ନିରଦ ଦାସଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ । ଉଭୟ ଗୁରତେଜ୍ ଓ ନିରଦଙ୍କ ରିମାଣ୍ଡContinue reading “କ୍ରିପ୍ଟୋ ନିବେଶ ନାଁରେ ହଜାର କୋଟିର ଠକେଇ ମାମଲା: ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲ୍ୟୁ”
ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ଦର ତାଲିକା: ଖର୍ଚ୍ଚକୁ ଆଧାର କରି ପ୍ରସ୍ତୁତ ହେଲା ତାଲିକା
କନକ ବ୍ୟୁରୋ: ଏଣିକି ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ । ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ବିକ୍ରି ନେଇ ସୁଆର ଓ ମହାସୁଆର ପକ୍ଷରୁ ଦିଆଯାଇଛି ପ୍ରାଥମିକ ସ୍ତରର ଦର ତାଲିକା । ପରୀକ୍ଷାମୂଳକ ଭାବେ ଏହ ଦର ତାଲିକା ପ୍ରସ୍ତୁତ ହୋଇଛି । ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା ଖର୍ଚ୍ଚକୁ ଆଧାର କରି ଏହି ରେଟ୍ ଚାର୍ଟ ପ୍ରସ୍ତୁତ ହୋଇଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ମହାପ୍ରସାଦର ଚୂଡାନ୍ତ ଦରContinue reading “ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ଦର ତାଲିକା: ଖର୍ଚ୍ଚକୁ ଆଧାର କରି ପ୍ରସ୍ତୁତ ହେଲା ତାଲିକା”
ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଆନ୍ଦୋଳନ: ବିଦ୍ୟାଳୟରେ ତାଲା ପକାଇ ଧାରଣାଦେଲେ ଛାତ୍ରଛାତ୍ରୀ
କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଆନ୍ଦୋଳନ । ଧର୍ମଗଡ ବ୍ଲକ ଜୟନ୍ତପୁର ବିଦ୍ୟାୟଳରେ ତାଲା ପକାଇ ଧାରଣାଦେଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମାତ୍ର ତିନି ଜଣ ଶିକ୍ଷକ ଥିବାବେଳେ ପିଲାଙ୍କ ପାଠପଢାରେ ସମସ୍ୟା ଦେଖାଦେଉଛି । ଶିକ୍ଷକ ନିଯୁକ୍ତି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ପରିଲକ୍ଷିତ ହେଉ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇContinue reading “ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଆନ୍ଦୋଳନ: ବିଦ୍ୟାଳୟରେ ତାଲା ପକାଇ ଧାରଣାଦେଲେ ଛାତ୍ରଛାତ୍ରୀ”
ଆମେରିକାର ହାୱାଇ ଦ୍ୱୀପରେ ଭୟଙ୍କର ଅଗ୍ନିକାଣ୍ଡ: ସପ୍ତାହ ପରେ ବି ଆୟତକୁ ଆସିନି ନିଆଁ ଓ ଧୂଆଁ, ୧୦୦ରୁ ଅଧିକ ଲୋକ ମୃତ
କନକ ବ୍ୟୁରୋ: ହୁହୁ ହୋଇ ଜଳୁଛି ନିଆଁ । ନିଆଁରେ ଜଳି ପୋଡ଼ି ଛାରଖାର ହୋଇଯାଇଛି ସବୁ କିଛି । ଜଙ୍ଗଲ ଜଳିଛି, ଜନବସତି ଜଳିଛି । ଭୟଙ୍କର ଅଗ୍ନିକାଣ୍ଡର ଭୟାନକ୍ ଚିତ୍ର ଆସିଛି, ହାୱାଇ ଦ୍ୱୀପରୁ । ପଶ୍ଚିମ ଆମେରିକାର ପ୍ରଶାନ୍ତ ମହାସାଗର ଭିତରେ ଥିବା ଏହି ଦ୍ୱୀପରେ ଭୟଙ୍କର ନିଆଁ ଲାଗିଛି । ଆମେରିକାର ମୁଖ୍ୟଭୂମିଠାରୁ ପ୍ରାୟ ୨ ହଜାର ମାଇଲ ଦୂରରେ ଥିବା ଏହି ଦ୍ୱୀପର ଭୟଙ୍କର ଚିତ୍ର ସବୁ ଆସିବାରେ ଲାଗିଛିContinue reading “ଆମେରିକାର ହାୱାଇ ଦ୍ୱୀପରେ ଭୟଙ୍କର ଅଗ୍ନିକାଣ୍ଡ: ସପ୍ତାହ ପରେ ବି ଆୟତକୁ ଆସିନି ନିଆଁ ଓ ଧୂଆଁ, ୧୦୦ରୁ ଅଧିକ ଲୋକ ମୃତ”
ଦେଶରେ ଶହେଟି ସହରରେ ଚାଲିବ ଦଶହଜାର ଇ-ବସ୍: ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
କନକ ବ୍ୟୁରୋ: ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଇ-ବସ୍ ସେବା । ଶହେ ଟି ସହରରେ ଚାଲିବ ଦଶହଜାର ଇ-ବସ୍ । ଏନେଇ ଆଜି କେନ୍ଦ୍ର କ୍ୟାବିନେଟ୍ରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଥିପାଇଁ ୫୭ହଜାର ୬୧୩ କୋଟି ଟଙ୍କା ବୟଅଟକଳ ହୋଇଛି । ଇଲେକ୍ଟ୍ରୋନିକ୍ ବସ୍ ସେବା ନେଇ କ୍ୟାବିନେଟ୍ରେ ମଂଜୁରୀ ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । The post ଦେଶରେ ଶହେଟି ସହରରେ ଚାଲିବ ଦଶହଜାରContinue reading “ଦେଶରେ ଶହେଟି ସହରରେ ଚାଲିବ ଦଶହଜାର ଇ-ବସ୍: ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ”
ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଆନ୍ଦୋଳନ । ବିଦ୍ୟାଳୟରେ ପକାଇଲେ ତାଲା
କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଆନ୍ଦୋଳନ । ଧର୍ମଗଡ ବ୍ଲକ ଜୟନ୍ତପୁର ବିଦ୍ୟାୟଳରେ ତାଲା ପକାଇ ଧାରଣାଦେଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମାତ୍ର ତିନି ଜଣ ଶିକ୍ଷକ ଥିବାବେଳେ ପିଲାଙ୍କ ପାଠପଢାରେ ସମସ୍ୟା ଦେଖାଦେଉଛି । ଶିକ୍ଷକ ନିଯୁକ୍ତି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ପରିଲକ୍ଷିତ ହେଉ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇContinue reading “ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଆନ୍ଦୋଳନ । ବିଦ୍ୟାଳୟରେ ପକାଇଲେ ତାଲା “