ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା : ଡିଜିପିଙ୍କୁ ଭେଟି ପୋଲିସ ନିଷ୍କ୍ରିୟତା ନେଇ ଅଭିଯୋଗ କଲା ବିଜେପି

କନକ ବ୍ୟୁରୋ : ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଡିଜିପିଙ୍କୁ ଭେଟି ପୋଲିସ ନିଷ୍କ୍ରିୟତା ନେଇ ଅଭିଯୋଗ କରିଛି ବିଜେପି । ଦୁଇ ମାସ ପୂର୍ବେ ସମ୍ପୃକ୍ତ ଛାତ୍ରୀ ଜଣକଙ୍କର ମୃତ୍ୟୁ ହୋଇଛି, ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଓ କାହିଁକି ପୋଷ୍ଟମର୍ଟମ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ଶବକୁ ପୋଡି ଦେଇ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ହୋଇଛି ଏବଂ ଘଟଣାରେ ପୋଲିସ କୌଣସି ପଦକ୍ଷେପ ନେଇନଥିବା ଦଳContinue reading “ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା : ଡିଜିପିଙ୍କୁ ଭେଟି ପୋଲିସ ନିଷ୍କ୍ରିୟତା ନେଇ ଅଭିଯୋଗ କଲା ବିଜେପି”

ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା : ସାମ୍ନାକୁ ଆସିଲା ସ୍ୱର୍ଣ୍ଣଲତା ଦାସଙ୍କ ଶେଷ ଚିଠି, ସେଥିରେ ଲେଖାଯାଇଛି…

କନକ ବ୍ୟୁରୋ : ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଭିତରେ ସାମ୍ନାକୁ ଆସିଛି ଏକ ଚିଠି । ଏହା ମୃତ ସ୍ୱର୍ଣ୍ଣଲତା ଦାସଙ୍କ ଶେଷ ଚିଠି ବୋଲି କୁହାଯାଉଛି । ଏହି ଚିଠି ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ଲେଖାଯାଇଛି, ମୁଁ ତୁମ ସହ କଥା ହୋଇ ଆସିବା ପରେ ବାପା ପଚାରିଲେ କେଉଁଠି ଥିଲୁ, ତା ପରେ ହାତ ଉଠେଇକି ମାରିଲେ ଅଭାଷା କହି ବହୁତ କଥା କହି ଭାଇକୁContinue reading “ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା : ସାମ୍ନାକୁ ଆସିଲା ସ୍ୱର୍ଣ୍ଣଲତା ଦାସଙ୍କ ଶେଷ ଚିଠି, ସେଥିରେ ଲେଖାଯାଇଛି…”

ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ : ନେତା ଟଙ୍କା ମାଗିବାର ଅଡ଼ିଓ ଭାଇରାଲ୍

କନକ ବ୍ୟୁରୋ : ନେତା ମାଗୁଛନ୍ତି ଟଙ୍କା । ଦଶମ ଶ୍ରେଣୀ ଝିଅ ଆତ୍ମହତ୍ୟା କଲା ପରେ ଘଟଣାକୁ ଚପାଇ ଦେବା ପାଇଁ ନେତା ଟଙ୍କା ମାଗିବାର ଭାଇରାଲ ଅଡ଼ିଓ କନକ ନ୍ୟୁଜ ହାତରେ ଲାଗିଛି । ଘଟଣାଟି ମାହାଙ୍ଗା ଅଞ୍ଚଳର । ପ୍ରେମ ବ୍ୟାପାରକୁ ନେଇ ଦଶମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପୋଡି, ପାଉଁଶକୁ ନଦୀରେ ଫୋପାଡି ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି । ଚର୍ଚ୍ଚାContinue reading “ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ : ନେତା ଟଙ୍କା ମାଗିବାର ଅଡ଼ିଓ ଭାଇରାଲ୍”

ହରିୟାଣାର ନୂଆ ଡିଜିପି ନିଯୁକ୍ତ। ୧୯୯୦ ବ୍ୟାଚ୍ ଆଇପିଏସ ଶତ୍ରୁଜିତ କପୁର ହେଲେ ପୁଲିସ ମୁଖିଆ

କନକ ବ୍ୟୁରୋ: ହରିୟାଣା ସରକାର ପ୍ରଦେଶର ନୂଆ ପୁଲିସ ମୁଖିଆଙ୍କୁ ନିଯୁକ୍ତି ଦେଇଛନ୍ତି । ହରିୟାଣାର ଆଇପିଏସ ଅଫିସର ଶତ୍ରୁଜିତ କପୁରଙ୍କୁ ନୂଆ ପୁଲିସ ମୁଖ୍ୟଭାବେ ଦାୟିତ୍ୱ ଦିଆଯାଇଛି । ୟୁପିଏସସିର ୩ ଜଣିଆ ପ୍ୟାନେଲ ତାଙ୍କ ନାଁ ଏହି ପଦ ପାଇଁ ସୁପାରିଶ କରିଥିଲେ । ଏନେଇ ବିଜ୍ଞପ୍ତି ମଧ୍ୟ ଜାରିକରାଯାଇଛି । ଗତକାଲି ଡିଜିପି ପଦରୁ ପିକେ ଅଗ୍ରୱାଲ ଅବସର ନେଇଥିଲେ । ଏହା ପରେ ଗୋଟିଏ ଦିନ ମଧ୍ୟରେ ନୂଆ ଡିଜିପିଙ୍କୁ ନିଯୁକ୍ତିContinue reading “ହରିୟାଣାର ନୂଆ ଡିଜିପି ନିଯୁକ୍ତ। ୧୯୯୦ ବ୍ୟାଚ୍ ଆଇପିଏସ ଶତ୍ରୁଜିତ କପୁର ହେଲେ ପୁଲିସ ମୁଖିଆ”

କେନ୍ଦୁଝରରେ ପୁଣି ଜନନୀ ଯନ୍ତ୍ରଣା : ଆସିପାରିଲାନି ଆମ୍ବୁଲାନ୍ସ, ଶିକାରେ ବୁହା ହେଲେ ଗର୍ଭବତୀ

କନକ ବ୍ୟୁରୋ : କେନ୍ଦୁଝରରେ ପୁଣି ଜନନୀ ଯନ୍ତ୍ରଣା । ବଂଶପାଲ ବ୍ଲକ ତଳସାହିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ଖଣି କାମ ଚାଲୁ ରହୁଥିବାରୁ ଗାଁକୁ ଯିବାକୁ ଭଲ ରାସ୍ତା ନାହିଁ । ଯାହା ଦ୍ୱାରା ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ । ଫଳରେ ଗାଁର ରଇଦାସ ମୁଣ୍ଡାଙ୍କ ପତ୍ନୀଙ୍କୁ ଦୌଡ଼ି ବନ୍ଧା ଶିକାରେ ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା । ଏହା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।Continue reading “କେନ୍ଦୁଝରରେ ପୁଣି ଜନନୀ ଯନ୍ତ୍ରଣା : ଆସିପାରିଲାନି ଆମ୍ବୁଲାନ୍ସ, ଶିକାରେ ବୁହା ହେଲେ ଗର୍ଭବତୀ”

କ୍ରିକେଟ ମ୍ୟାଚରେ ଆସିପାରେ ଫୁଟବଲ ଭଳି ନିୟମ, ଖେଳାଳୀ କଲେ ଭୁଲ, ଅସୁବିଧାରେ ପଡିବ ଟିମ୍ । 

କନକ ବ୍ୟୁରୋ : ଦିନକୁ ଦିନ କମୁଛି କ୍ରିକେଟର କ୍ରେଜ । ଯେଉଁଥିପାଇଁ କ୍ରିକେଟର ବିଭିନ୍ନ ନିୟମରେ ପରିବର୍ତ୍ତନ ଆଣୁଛି ଆଇସିସି । କିଛି ନୂଆ ନିୟମ ସହ କିଛି ନିୟମକୁ ସଂଶୋଧିତ କରୁଛି ଆଇସିସି । ଯାହାଦ୍ୱାରା ଦର୍ଶକଙ୍କୁ କ୍ରିକେଟ ସହିତ ଯୋଡି ରଖାଯାଇପାରିବ । ଏହାପୂର୍ବରୁ ଗତ ଆଇପିଏଲରେ ଆସିଥିବା ଇମ୍ପାକ୍ଟ ପ୍ଲେୟାର ନିୟମକୁ କ୍ରିକେଟପ୍ରେମୀ ବେଶ ପସନ୍ଦ କରିଥିଲେ । ଏପରିକି ଏହାକୁ ଅନ୍ତର୍ଜାତୀୟ ମ୍ୟାଚରେ ଲାଗୁ କରିବାକୁ ମଧ୍ୟ କ୍ରିକେଟପ୍ରେମୀ ଦାବିContinue reading “କ୍ରିକେଟ ମ୍ୟାଚରେ ଆସିପାରେ ଫୁଟବଲ ଭଳି ନିୟମ, ଖେଳାଳୀ କଲେ ଭୁଲ, ଅସୁବିଧାରେ ପଡିବ ଟିମ୍ । “

ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ, କିନ୍ତୁ ଉଦ୍ଧାର କରିବା ବଦଳରେ ଭିଡିଓ ବନାଉଥିଲ ଲୋକେ, ପାଣିରେ ବୁଡିଗଲେ ୩ ସାଙ୍ଗ

କନକ ବ୍ୟୁରୋ: ମସ୍ତିମଜାକ କରୁ କରୁ ଗଭୀର ପାଣିକୁ ଚାଲିଯାଇଥିଲେ ୩ ସାଙ୍ଗ । ହେଲେ ପାଣିରେ ଆଉ ଥଳକୂଳ ପାଇନଥିଲେ । ବଞ୍ଚାଇବାକୁ ଚିତ୍କାର କରିଥିଲେ କିନ୍ତୁ ଉଦ୍ଧାର ପାଇଁ କେହି ଆସିନଥିଲେ । ଫଳରେ ଲୋକଙ୍କ ଆଗରେ ପାଣିରେ ବୁଡିଯାଇ ପ୍ରାଣ ହରାଇଲେ ୩ ସାଙ୍ଗ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଦିବାସର ଭୈରବ କୁଣ୍ଡରେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ପ୍ରତିକ୍ରିୟା ପ୍ରକାଶContinue reading “ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ, କିନ୍ତୁ ଉଦ୍ଧାର କରିବା ବଦଳରେ ଭିଡିଓ ବନାଉଥିଲ ଲୋକେ, ପାଣିରେ ବୁଡିଗଲେ ୩ ସାଙ୍ଗ”

ମଦ ବେପାରୀଙ୍କୁ କାନ ଧରି ବସଉଠ କରାଇଲେ ପ୍ରତାପ ଷଡ଼ଙ୍ଗୀ : ଚୋରା ମଦ କାରବାର ଚାଲିଥିବାବେଳେ ଅଚାନକ ଆଡ୍ଡାରେ କଲେ ଚଢ଼ଉ

କନକ ବ୍ୟୁରୋ : ଚୋରା ମଦ କାରବାର ବେଳେ ହଠାତ୍ ଆଡାସ୍ଥଳରେ ଚଢ଼ାଉ କଲେ ବାଲେଶ୍ୱର ସାଂସଦ । ମଦବେପାରୀଙ୍କୁ କାନ ଧରି ବସ ଉଠ କରାଇ ତାଗିଦ କଲେ । ଏଭଳି କାର୍ଯ୍ୟ ନକରି ଅନ୍ୟ କାର୍ଯ୍ୟ କରିବାକୁ ଚୋରାମଦ ବେପାରୀଙ୍କୁ ସାଂସଦ କହିଥିଲେ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବଢ଼ିଚାଲିଛି । ନୀଳଗିରିରେ ନୂତନ କରି ଷ୍ଟେସନ ନିର୍ମାଣ ହେଉଥିବା ବେଳେ ସେହିସ୍ଥାନ ଏବେ ଚୋରା ମଦ ବେପାରୀଙ୍କContinue reading “ମଦ ବେପାରୀଙ୍କୁ କାନ ଧରି ବସଉଠ କରାଇଲେ ପ୍ରତାପ ଷଡ଼ଙ୍ଗୀ : ଚୋରା ମଦ କାରବାର ଚାଲିଥିବାବେଳେ ଅଚାନକ ଆଡ୍ଡାରେ କଲେ ଚଢ଼ଉ”

ସ୍ୱାଧୀନତା ଦିବସରେ ପତାକା ବାନ୍ଧୁଥିଲେ, ଚାଲିଗଲା ଜୀବନ : ଡାଲା ଅଟୋରେ ବୁହା ହେଲା ପ୍ରଧାନ ଶିକ୍ଷକଙ୍କ ମୃତଦେହ

କନକ ବ୍ୟୁରୋ : ସ୍ୱାଧୀନତା ଦିବସରେ ଶିକ୍ଷକଙ୍କ ମୃତଦେହକୁ ଅସମ୍ମାନ । ଡାଲା ଅଟୋରେ ବୁହା ହେଲା ପ୍ରଧାନ ଶିକ୍ଷକଙ୍କ ମୃତଦେହ । କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାଲା ଅଟୋରେ ୩ କିଲୋମିଟର ପର୍ଯ୍ୟନ୍ତ ବୁହାହୋଇ ବ୍ୟବଚ୍ଛେଦ ଗୃହରେ ପହଞ୍ଚାଯାଇଛି । ତା ପୁଣି ଡାକ୍ତରଙ୍କ ଉପସ୍ଥିତିରେ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମଲେଶ୍ୱରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେଉଛନ୍ତି ପ୍ରଫୁଲ୍ଲଚନ୍ଦ୍ର ସାହୁ । ସ୍କୁଲରେ ତ୍ରିରଙ୍ଗା ବାନ୍ଧି ସାରିବା ପରେ ଘଟଣାସ୍ଥଳରେ ହିଁContinue reading “ସ୍ୱାଧୀନତା ଦିବସରେ ପତାକା ବାନ୍ଧୁଥିଲେ, ଚାଲିଗଲା ଜୀବନ : ଡାଲା ଅଟୋରେ ବୁହା ହେଲା ପ୍ରଧାନ ଶିକ୍ଷକଙ୍କ ମୃତଦେହ”

ସୁଉଚ୍ଚ ପାହାଡରେ ଝୁଲୁଛି ଦୋକାନ । ଚା’, ପାଣି ପିଇବାକୁ ଦଉଡି ଚଢି ଯାଆନ୍ତି ଗ୍ରାହକ

କନକ ବ୍ୟୁରୋ: ଏମିତି ଏକ ଷ୍ଟୋର ଯାହା ସୁଉଚ୍ଚ ପାହାଡରେ ଝୁଲୁଛି । ଏଠିକି ଚା’, ପାଣି ପିଇବାକୁ ଦଉଡିରେ ଚଢି ଯାଆନ୍ତି ଗ୍ରାହକ । ଚା’ ପିଇ ସେମାନଙ୍କ ଥକ୍କାପଣ ଦୂରେଇ ଯାଏ ବୋଲି କୁଅନ୍ତି । ଏଭଳି ଏକ ଷ୍ଟୋର ରହିଛି ଚୀନର ହୁନାନରେ । ହୁନାନ ଅଞ୍ଚଳର ଶିନିଉଝାଇ ନ୍ୟାସନାଲ ଜିଓଲୋଜିକାଲ ପାର୍କରେ ଏଭଳି ଏକ ପାହାଡ ଅଛି ଯାହାର ଉଚ୍ଚତା ୩୯୩ ଫୁଟ । ଏହି ପାହାଡର ମଝିରେ ଝୁଲିବା ଅବସ୍ଥାରେContinue reading “ସୁଉଚ୍ଚ ପାହାଡରେ ଝୁଲୁଛି ଦୋକାନ । ଚା’, ପାଣି ପିଇବାକୁ ଦଉଡି ଚଢି ଯାଆନ୍ତି ଗ୍ରାହକ”

Design a site like this with WordPress.com
Get started