କନକ ବ୍ୟୁରୋ : ଚାନ୍ଦିପୁର ବନବିଭାଗକୁ ବଡ଼ ସଫଳତା । ରାଜ୍ୟ ବାହାରକୁ ବିଷଧର ସାପ ଚାଲାଣବେଳେ ରେଡ୍ କରି ୩ ଜଣଙ୍କୁ ଗିରଫ କରିଛି ବନବିଭାଗର ସ୍ପେଶାଲ ସ୍କ୍ୱାର୍ଡ । ଏହାସହ ୨୦ରୁ ଅଧିକ ସାପ ଜବତ କରିଛି । ଏଥିରେ ଅନେକ ନାଗ ସାପ ରହିଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ନୂଆଗାଁ, ପଞ୍ଚୁପାଲି ଅଞ୍ଚଳର ଦଣେ ଦମ୍ପତି ଏହି ରାକେଟ୍ ଚଳାଇଥିଲେ । ସାପ ଚାଲାଣ ରାକେଟ୍ ବିଷୟରେContinue reading “ରାଜ୍ୟ ବାହାରକୁ ବିଷଧର ସାପ ଚାଲାଣ ବେଳେ ରେଡ୍ : ୨୦ରୁ ଅଧିକ ସାପ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ”
Tag Archives: News
ଭାରତର ‘ଟୟଲେଟ୍ ମ୍ୟାନ’ଙ୍କ ପରଲୋକ । ନବବଧୂର କାନ୍ଦ ଶୁଣି ଆରମ୍ଭ କରିଥିଲେ ‘ସୁଲଭ ଆନ୍ଦୋଳନ’
କନକ ବ୍ୟୁରୋ: ଭାରତରେ ଟୟଲେଟ୍ କ୍ରାନ୍ତିର ଜନକ ତଥା ସୁଲଭ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କର ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ପାଠକ ମଙ୍ଗଳବାର ସ୍ୱାଧୀନତା ଦିବସ ଉପଲେକ୍ଷେ ନିଜ କାର୍ଯ୍ୟାଳୟ ପରିସରରେ ତ୍ରିରଙ୍ଗା ଉତ୍ତୋଳନ କରିବା ପରେ ହଠାତ୍ ତଳେ ପଡିଯାଇଥିଲେ । ତାଙ୍କୁ ଏମ୍ସ ହସ୍ପିଟାଲ ନିଆଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ପାଠକଙ୍କ ନିଆରା ସ୍ୱଚ୍ଛତାContinue reading “ଭାରତର ‘ଟୟଲେଟ୍ ମ୍ୟାନ’ଙ୍କ ପରଲୋକ । ନବବଧୂର କାନ୍ଦ ଶୁଣି ଆରମ୍ଭ କରିଥିଲେ ‘ସୁଲଭ ଆନ୍ଦୋଳନ’”
ଜେଲରୁ ଫେରାର ଅଭିଯୁକ୍ତର ଉନ୍ମତ୍ତକାଣ୍ଡ : ଅଭିଯୁକ୍ତ ଜୀବନ ସାହୁର କଟୁରୀ ଚୋଟରେ ଆଈ ମୃତ
କନକ ବ୍ୟୁରୋ : ଜେଲରୁ ଫେରାର ଅଭିଯୁକ୍ତର ଉନ୍ମତ୍ତକାଣ୍ଡ । ଅଭିଯୁକ୍ତ ଜୀବନ ସାହୁର କଟୁରୀ ଚୋଟରେ ଆଈ ମୃତ । ୨ଜଣ ଆହତ ବାଲିକୁଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତକୁ କାବୁ କରି ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି । ବାଲିକୁଦା ଥାନା ଗଦେଇଗିରି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ପ୍ରେମ ଜନିତ ଘଟଣାକୁ କେନ୍ଦ୍ର କରି ମାମୁଁ ଘର ଆଈ ମାଆକୁ ହାଣି ହତ୍ୟା କଲା ନାତି । ମୃତ ଆଈContinue reading “ଜେଲରୁ ଫେରାର ଅଭିଯୁକ୍ତର ଉନ୍ମତ୍ତକାଣ୍ଡ : ଅଭିଯୁକ୍ତ ଜୀବନ ସାହୁର କଟୁରୀ ଚୋଟରେ ଆଈ ମୃତ”
ନେତା ମାଗୁଛନ୍ତି ଟଙ୍କା : ୧୦ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ
କନକ ବ୍ୟୁରୋ : ନେତା ମାଗୁଛନ୍ତି ଟଙ୍କା । ୧୦ମ ଶ୍ରେଣୀ ଝିଅ ଆତ୍ମହତ୍ୟା କଲା ପରେ ଘଟଣାକୁ ଚପାଇ ଦେବା ପାଇଁ ନେତା ଟଙ୍କା ମାଗିବାର ଏକ୍ସକ୍ଲ୍ୟୁସିଭ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ଘଟଣାଟି ମାହାଙ୍ଗା ଅଞ୍ଚଳର । ପ୍ରେମ ବ୍ୟାପାରକୁ ନେଇ ୧୦ମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପୋଡି ପାଉଁଶକୁ ନଦୀରେ ଫୋପାଡି ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି । ୧୦Continue reading “ନେତା ମାଗୁଛନ୍ତି ଟଙ୍କା : ୧୦ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ”
ଅଧ୍ୟାପକଙ୍କ ପାଠପଢ଼ାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ : ଉଚ୍ଚଶିକ୍ଷା ବିଭାଗରେ ପହଞ୍ଚିଛି ଅଭିଯୋଗ; କଲେଜରେ ୭ଘଣ୍ଟା ପାଠପଢ଼ାଉ ନାହାନ୍ତି ସାର୍, ମ୍ୟାଡମ
କନକ ବ୍ୟୁରୋ : ଅନେକ ସମୟରେ ପିଲାମାନେ ପାଠ ନପଢ଼ିଲେ ତାଙ୍କୁ ଅଧ୍ୟାପକମାନେ ତାଗିଦ କରିଥିବା ଆମେ ସମସ୍ତେ ଜାଣିଛେ ଏବେ କିନ୍ତୁ ପିଲାଙ୍କ କୋର୍ଟରେ ଅଧ୍ୟାପକଙ୍କ ଭାଗ୍ୟ । ଅଧ୍ୟାପକଙ୍କ ପ୍ରଦର୍ଶନ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଅଧ୍ୟାପକଙ୍କ ପାଠପଢ଼ାରେ ହେଉ ବା କଲେଜର ଭିତ୍ତିଭୂମିକୁ ନେଇ ହେଉ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ମାଳମାଳ ଅଭିଯୋଗ ପରେ ଉକ୍ତ କଲେଜଗୁଡିକୁ ୧୪ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ଶିକ୍ଷାନୁଷ୍ଠାନରେ ଶିକ୍ଷାରମାନ ବଢ଼ାଇବାContinue reading “ଅଧ୍ୟାପକଙ୍କ ପାଠପଢ଼ାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ : ଉଚ୍ଚଶିକ୍ଷା ବିଭାଗରେ ପହଞ୍ଚିଛି ଅଭିଯୋଗ; କଲେଜରେ ୭ଘଣ୍ଟା ପାଠପଢ଼ାଉ ନାହାନ୍ତି ସାର୍, ମ୍ୟାଡମ”
ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପ : ଆମିକସକ୍ୟୁରୀଙ୍କ ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ; ତୁରନ୍ତ ମରାମତି ନହେଲେ ଘଟିପାରେ ବଡ଼ ଧରଣର କ୍ଷତି
କନକ ବ୍ୟୁରୋ : ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଶ୍ରୀମନ୍ଦିରର ନାଟମଣ୍ଡପ । ତୁରନ୍ତ ମରାମତି ନହେଲେ ବଡ଼ ଧରଣର କ୍ଷତି ଘଟିବା ସହିତ ଶ୍ରୀମନ୍ଦିର ଉପରେ ପଡ଼ିବାରେ ପ୍ରଭାବ । ଆମିକସ୍କ୍ୟୁରୀଙ୍କ ଷ୍ଟାଟସ ରିପୋର୍ଟରେ ଏଭଳି ତଥ୍ୟ ଦେବା ପରେ ଚର୍ଚ୍ଚା ବଢ଼ିିଛି । ନାଟମଣ୍ଡପ ଉପର ପାର୍ଶ୍ୱରେ ଥିବା ପଥର ମଧ୍ୟରେ ଫାଙ୍କ ରହିଛି । ଜଗମୋହନ ପାଖେ ଥିବା ମୁଖ୍ୟ ବିମଟି ପ୍ରାୟ ନଷ୍ଟ ହୋଇସାରିଛି । ଯାହା ମରାମତି ଆବଶ୍ୟକ ରହିଛି ।Continue reading “ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପ : ଆମିକସକ୍ୟୁରୀଙ୍କ ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ; ତୁରନ୍ତ ମରାମତି ନହେଲେ ଘଟିପାରେ ବଡ଼ ଧରଣର କ୍ଷତି”
ପରକିୟା ପ୍ରୀତିର କରୁଣ ପରିଣତି : ଛାଡପତ୍ର ସତ୍ତ୍ୱେ ସ୍ତ୍ରୀର ପ୍ରେମିକକୁ ଗୁଳି
କନକ ବ୍ୟୁରୋ : ପରକିୟା ପ୍ରୀତିର କରୁଣ ପରିଣତି । ଛାଡପତ୍ର ସତ୍ତ୍ୱେ ସ୍ତ୍ରୀର ପ୍ରେମିକକୁ ଗୁଳି । ପ୍ରେମିକ ପଙ୍କଜ ଦେହୁରୀକୁ ଗୁଳିମାଡ କଲେ ପ୍ରଥମ ସ୍ୱାମୀ । ଗୁରୁତର ଅବସ୍ଥାରେ ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ଚାରମାଲ ଥାନା ବଡନୂଆପଡା ଖେତିନାଳୀ ଗାଁରେ ଏହି ଘଟଣା ଘଟିଛି । The post ପରକିୟା ପ୍ରୀତିର କରୁଣ ପରିଣତି : ଛାଡପତ୍ର ସତ୍ତ୍ୱେ ସ୍ତ୍ରୀର ପ୍ରେମିକକୁ ଗୁଳି first appeared on Kanak News.Continue reading “ପରକିୟା ପ୍ରୀତିର କରୁଣ ପରିଣତି : ଛାଡପତ୍ର ସତ୍ତ୍ୱେ ସ୍ତ୍ରୀର ପ୍ରେମିକକୁ ଗୁଳି”
ମୋରାରୀ ବାପୁଙ୍କ ‘ରାମକଥା’ ଶୁଣିବାକୁ ପହଞ୍ଚିଲେ ବ୍ରିିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ‘ଜୟ ସିୟାରାମ’ ନାରା ଦେଲେ
କନକ ବ୍ୟୁରୋ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ୍ ମଙ୍ଗଳବାର କେମ୍ବ୍ରିଜ ୟୁନିଭର୍ସିଟିରେ ଆୟୋଜିତ ‘ରାମକଥା’ ଶୁଣିବାକୁ ପହଞ୍ଚିଥିଲେ । ସେଠାରେ ଆଧ୍ୟାତ୍ମିକ କଥାବାଚକ ମୋରାରୀ ବାପୁଙ୍କୁ ପ୍ରଣାମ କରି ରାମକଥା ଶୁଣିବା ସହ ଜୟ ସିୟାରାମ ବୋଲି ନାରା ଦେଇଥିଲେ । ଏବଂ ଶେଷରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ‘ରାମକଥା’ ଶେଷ ହେବା ପରେ ନିଜର ମନ୍ତବ୍ୟ ରଖିଥିଲେ ଋଷି ସୁନକ । କହିଥିଲେ, ସେ ଏଠାକୁ ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହଁନ୍ତି ବରଂ ଜଣେContinue reading “ମୋରାରୀ ବାପୁଙ୍କ ‘ରାମକଥା’ ଶୁଣିବାକୁ ପହଞ୍ଚିଲେ ବ୍ରିିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ‘ଜୟ ସିୟାରାମ’ ନାରା ଦେଲେ”
କୁମ୍ଭୀର ଆତଙ୍କ : ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଟାଣି ନେଇ ଝୁଣି ଖାଇଦେଲା କୁମ୍ଭୀର
କନକ ବ୍ୟୁରୋ : ନଦୀକୁ ଟାଣି ନେଇ ଖାଇଦେଲା କୁମ୍ଭୀର । ଯାଜପୁରରେ ଘଟିଛି ଏଭଳି ଘଟଣା । ବରୀ ବ୍ଲକର ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ନଦୀକୁ ଲୁଗା ସଫା କରିବା ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିଲା । ଏବଂ ଭିତରକୁ ଟାଣି ନେଇ ଖାଉଥିବାର ଦେଖିବାକୁ ମିଳିଥିଲା । ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ସେତେବେଳେକୁ କୁମ୍ଭୀରଟି ମହିଳାଙ୍କ ଶରୀର ଆଉ ଅଳ୍ପ କିଛି ଅଂଶContinue reading “କୁମ୍ଭୀର ଆତଙ୍କ : ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଟାଣି ନେଇ ଝୁଣି ଖାଇଦେଲା କୁମ୍ଭୀର”
ଆଜି ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି । ସଦୈବ ଅଟଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ମନ୍ତ୍ରୀବୃନ୍ଦ
କନକ ବ୍ୟୁରୋ: ଭାରତବର୍ଷର ତୁଙ୍ଗ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୫ମ ପୂଣ୍ୟତିଥି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟ ମନ୍ତ୍ରୀ ଓ ନେତା ବୃନ୍ଦ ତାଙ୍କ ସମାଧିସ୍ଥଳ ‘ସଦୈବ ଅଟଳ’ରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । #WATCH | Delhi: Prime Minister Narendra Modi pays floral tribute at ‘Sadaiv Atal’ memorial on former PMContinue reading “ଆଜି ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି । ସଦୈବ ଅଟଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ମନ୍ତ୍ରୀବୃନ୍ଦ”