କନକ ବ୍ୟୁରୋ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି । ଏହି ଅବସରରେ ବାଜପେୟୀଙ୍କ ସମାଧି ସ୍ଥଳ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜି ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ପଞ୍ଚମତମ ପୁଣ୍ୟତିଥିContinue reading “ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀଙ୍କ ପୁନ୍ୟତିଥି : ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ବହୁ ବରିଷ୍ଠ ନେତା”
Tag Archives: News
ଆଜି ୨ଦିନିଆ ଓଡ଼ିଶା ଗସ୍ତରେ ନିର୍ମଳା ସୀତାରମଣ : ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
କନକ ବ୍ୟୁରୋ : ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ସେ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳୁ ସେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏହା ପରେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟContinue reading “ଆଜି ୨ଦିନିଆ ଓଡ଼ିଶା ଗସ୍ତରେ ନିର୍ମଳା ସୀତାରମଣ : ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ”
ଚନ୍ଦ୍ରଯାନ-୩ ପାଇଁ ଆଜି ଅଗ୍ନି ପରୀକ୍ଷା : ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉପର ପର୍ଯ୍ୟନ୍ତ ହ୍ରାସ ପାଇଁ ପ୍ରକ୍ରିୟା ହାତକୁ ନେବ ଇସ୍ରୋ
କନକ ବ୍ୟୁରୋ : ଚନ୍ଦ୍ରଯାନ-୩ ପାଇଁ ଆଜି ଅଗ୍ନି ପରୀକ୍ଷା । ଚନ୍ଦ୍ରଯାନ-୩ ଏବେ ତାର ସବୁଠୁ କଠିନ ପର୍ଯ୍ୟାୟକୁ ପ୍ରବେଶ କରିବାକୁ ଯାଉଛି । ଇସ୍ରୋ ଏହାର କକ୍ଷକୁ ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉପର ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହାତକୁ ନେବ । ଚନ୍ଦ୍ରଯାନ-୩କୁ ୧୦୦ କିଲୋମିଟର ବୃତାକାର କକ୍ଷକୁ ନେବା ପାଇଁ ବିଭିନ୍ନ ପ୍ରକ୍ରିୟା କରାଯାଇଛି । ଏଥିରୁ ଯୋଜନା ଅନୁସାରେ ୨ଟି ପ୍ରକ୍ରିୟା ସଫଳତାର ସହContinue reading “ଚନ୍ଦ୍ରଯାନ-୩ ପାଇଁ ଆଜି ଅଗ୍ନି ପରୀକ୍ଷା : ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉପର ପର୍ଯ୍ୟନ୍ତ ହ୍ରାସ ପାଇଁ ପ୍ରକ୍ରିୟା ହାତକୁ ନେବ ଇସ୍ରୋ”
ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ଭୁଶୁଡ଼ି ପଡ଼ିଲା କୋଠା : ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା; ଜରୁରୀ ବୈଠକ କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ବଢି ଚାଲିଛି ଭୂସ୍ଖଳନ । ରାଜଧାନୀ ସିମଲାର କ୍ରିଷ୍ଣ ନଗର ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏକ ଘର ଦବି ହୋଇଯାଇଥିବାରୁ ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି । କୋଠାଟି ହଠାତ୍ ଭୁଶୁଡ଼ିପଡ଼ିବାରୁ ଅନେକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୋଠା ଉପରେ ଏକ ଗଛ ପଡ଼ିବାରୁ କୋଠାଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେContinue reading “ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ଭୁଶୁଡ଼ି ପଡ଼ିଲା କୋଠା : ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା; ଜରୁରୀ ବୈଠକ କଲେ ମୁଖ୍ୟମନ୍ତ୍ରୀ”
ଭୁବନେଶ୍ୱରରେ ଚାଞ୍ଚଲ୍ୟ : ଖଣ୍ଡଗିରି ବାରିରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ; ଅଚେତ ଅବସ୍ଥାରେ ବୋହୂ ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଖଣ୍ଡଗିରି ବାରିରେ ହତ୍ୟାକାଣ୍ଡ । ଘର ଭିତରୁ ବୃଦ୍ଧାଙ୍କ ମୃତ ଶରୀର ଉଦ୍ଧାର କଲା ପୋଲିସ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେହିପରି ବୋହୁକୁ ଅଚେତ୍ ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘରେ ମୃତ ବୃଦ୍ଧା, ତାଙ୍କ ସାନ ପୁଅ ଓ ବୋହୁ ରହୁଥିଲେ । ସନ୍ଧ୍ୟାରେ ଘର ଭିତରୁ କିଛି ଶବ୍ଦ ଶୁଭିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ ।Continue reading “ଭୁବନେଶ୍ୱରରେ ଚାଞ୍ଚଲ୍ୟ : ଖଣ୍ଡଗିରି ବାରିରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ; ଅଚେତ ଅବସ୍ଥାରେ ବୋହୂ ମେଡିକାଲରେ ଭର୍ତ୍ତି”
ରାଜ୍ୟକୁ ପୁଣି ଫେରିଲା ବର୍ଷା : ଆଜିଠୁ ୪ ଦିନ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ; ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ରାଜ୍ୟକୁ ଫୁଣି ଫେରିଲା ବର୍ଷା । ଆଜିଠୁ ଚାରି ଦିନ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ସୋନପୁର, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତContinue reading “ରାଜ୍ୟକୁ ପୁଣି ଫେରିଲା ବର୍ଷା : ଆଜିଠୁ ୪ ଦିନ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ; ୟେଲୋ ୱାର୍ଣ୍ଣିଂ ଜାରି”
ଭାରତ ମାତା କି ଜୟ’ ନାରାରେ କମ୍ପିଲା ୱାଘା-ଅଟାରୀ ବର୍ଡର । ବିଏସଏଫ୍ ଯବାନ ଦେଲେ ରଣହୁଙ୍କାର ।
କନକ ବ୍ୟୁରୋ: ‘ଭାରତ ମାତା କି ଜୟ’ ନାରାରେ କମ୍ପିଲା ୱାଘା-ଅଟାରୀ ବର୍ଡର । ବିଏସଏଫ୍ ଯବାନ ଦେଲେ ରଣହୁଙ୍କାର । ସ୍ୱାଧୀନତା ଦିବସ ଅବସରରେ ପଞ୍ଜାବର ୱାଘା-ଅଟାରୀ ବର୍ଡରରେ ବିଟିଂ ଦ ରିଟ୍ରିଟ୍ ସମାରୋହରେ ଦେଖିବାକୁ ମିଳିଥିଲା ଲୋମଟାଙ୍କୁରା ଦୃଶ୍ୟ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଏସଏଫ୍ ଯବାନ । ୱାଘା-ଅଟାରୀ ବର୍ଡରରେ ଭାରତୀୟ ବିଏସଏଫ୍ ଯବାନମାନେ ସକାଳେ ସୀମାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆଉ ସୂର୍ଯ୍ୟାସ୍ତContinue reading “ଭାରତ ମାତା କି ଜୟ’ ନାରାରେ କମ୍ପିଲା ୱାଘା-ଅଟାରୀ ବର୍ଡର । ବିଏସଏଫ୍ ଯବାନ ଦେଲେ ରଣହୁଙ୍କାର ।”
ଲାଲକିଲ୍ଲାରୁ ମୋଦୀ କଲେ ଟାର୍ଗେଟ । ବୟାନକୁ ନେଇ ବିରୋଧୀ ରଖିଲେ କଡା ପ୍ରତିକ୍ରିୟା । କହିଲେ, ମୋଦୀଙ୍କର ଏହା ଶେଷ ପତାକା ଉତ୍ତୋଳନ
କନକ ବ୍ୟୁରୋ: ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅଭିଭାଷଣରେ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ୨୦୨୪ରେ ପୁଣିଥରେ କ୍ଷମତାକୁ ଫେରିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ମୋଦୀଙ୍କ ଏହି ବୟାନକୁ ନେଇ ବିରୋଧୀ କଡ଼ା ପ୍୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ପାଲଟା ଆକ୍ରମଣ କରିଛନ୍ତି । ଖଡଗେ କହିଛନ୍ତି, ମୋଦୀ ଲାଲକିଲ୍ଲାରେ ନୁହେଁ ନିଜ ଘରେ ପତାକା ଉତ୍ତୋଳନ କରିବେ । ପ୍ରତିContinue reading “ଲାଲକିଲ୍ଲାରୁ ମୋଦୀ କଲେ ଟାର୍ଗେଟ । ବୟାନକୁ ନେଇ ବିରୋଧୀ ରଖିଲେ କଡା ପ୍ରତିକ୍ରିୟା । କହିଲେ, ମୋଦୀଙ୍କର ଏହା ଶେଷ ପତାକା ଉତ୍ତୋଳନ”
ହିମାଚଳ ପ୍ରଦେଶରେ ଥମୁନି ପ୍ରକୃତି ତାଣ୍ଡବ: ଲଗାଣ ବର୍ଷା ଓ ଭୂସ୍ଖଳ ଯୋଗୁଁ ୫୫ରୁ ଅଧିକ ଲୋକଙ୍କ ମୃତ୍ୟୁ
କନକ ବ୍ୟୁରୋ: ହିମାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲା ଗୁଡିକ ଉପରେ ନଜର ପକାଇଲେ ବେଶ ସହଜରେ ଅନୁମାନ କରି ହେବ ପ୍ରକୃତିର ପ୍ରକୋପ କେତେ ଯେ ଭୟଙ୍କର ହୋଇପାରେ । କିଭଳି ପ୍ରକୃତିର ତାଣ୍ଡବରେ ଅଣନିଶ୍ୱାସୀ ହୋଇପଡିଛି ପାହାଡ଼ରାଣୀ ହିମାଚଳ । କେଉଁଠି ଭସ୍ଖଳନ ତ ପୁଣି କେଉଁଠି ବାଦଲଫଟା ବର୍ଷା । ଜନଜୀବନ ଅସ୍ତବ୍ୟସ୍ତ କରିଛି ପ୍ରକୃତି । ସେହିପରି ଉତରାଖଣ୍ଡ ମଧ୍ୟ ଭୀଷଣ ମାତ୍ରାରେ କ୍ଷତିଗସ୍ତ ହୋଇଛି । ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛିContinue reading “ହିମାଚଳ ପ୍ରଦେଶରେ ଥମୁନି ପ୍ରକୃତି ତାଣ୍ଡବ: ଲଗାଣ ବର୍ଷା ଓ ଭୂସ୍ଖଳ ଯୋଗୁଁ ୫୫ରୁ ଅଧିକ ଲୋକଙ୍କ ମୃତ୍ୟୁ”
ଦେଶର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳିତ ହେଲା ସ୍ୱାଧୀନତା ଦିବସ: ୱାଘା ବର୍ଡରରେ ପରସ୍ପରକୁ ମିଠା ଖୁଆଇଲେ ଭାରତ-ପାକିସ୍ତାନ ସେନା
କନକ ବ୍ୟୁରୋ: ଆଜି ଦେଶ ପାଳିଛି ୭୭ ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ଫର ଫର ହୋଇ ଉଡିଲା ତ୍ରିରଙ୍ଗା । ରାଜଧାନୀ ଦିଲ୍ଲୀ ଠାରୁ ଶ୍ରୀନଗର ଯାଏଁ ଉତ୍ସବମୁଖର ହୋଇଉଠିଛି । ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ । ସବୁଠି ଆଜି ସ୍ୱାଧୀନତା ଦିବସର ଖୁସି ଦେଖିବାକୁ ମିଳିଛି । ସ୍ୱାଧୀନତା ଦିବସର ଅନ୍ୟତମ ଆକର୍ଷଣ ଥିଲା କେରଳର କୋଚିରେ ହେଉଥିବା ଏୟାର ସୋ । ଲାଗୁଥିଲା ଯେପରି ଆକାଶକୁ ଚିରି ପକ୍ଷୀ ଭଳିContinue reading “ଦେଶର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳିତ ହେଲା ସ୍ୱାଧୀନତା ଦିବସ: ୱାଘା ବର୍ଡରରେ ପରସ୍ପରକୁ ମିଠା ଖୁଆଇଲେ ଭାରତ-ପାକିସ୍ତାନ ସେନା “