ସ୍ୱାଧୀନତା ଦିବସରେ ଶିକ୍ଷକଙ୍କ ମୃତଦେହକୁ ଅସମ୍ମାନ । ଡାଲା ଅଟୋରେ ବୁହା ହେଲା ପ୍ରଧାନ ଶିକ୍ଷକଙ୍କ ଶବ

କନକ ବ୍ୟୁରୋ: ସ୍ୱାଧୀନତା ଦିବସରେ ଶିକ୍ଷକଙ୍କ ମୃତଦେହକୁ ଅସମ୍ମାନ । ଡାଲା ଅଟୋରେ ବୁହା ହେଲା ପ୍ରଧାନ ଶିକ୍ଷକଙ୍କ ମୃତଦେହ । କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାଲା ଅଟୋରେ ୩ କିଲୋମିଟର ପର୍ଯ୍ୟନ୍ତ ଶବ ବୁହାହୋଇ ବ୍ୟବଚ୍ଛେଦ ଗୃହରେ ପହଞ୍ଚାଯାଇଛି, ତା ପୁଣି ଡାକ୍ତରଙ୍କ ଉପସ୍ଥିତିରେ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମଲେଶ୍ୱରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେଉଛନ୍ତି ପ୍ରଫୁଲ୍ଲଚନ୍ଦ୍ର ସାହୁ । ସ୍କୁଲରେ ତ୍ରିରଙ୍ଗା ବାନ୍ଧି ସାରିବା ପରେ ଘଟଣାସ୍ଥ୍ଳରେ ହିଁ ଟଳିପଡିଥିଲେContinue reading “ସ୍ୱାଧୀନତା ଦିବସରେ ଶିକ୍ଷକଙ୍କ ମୃତଦେହକୁ ଅସମ୍ମାନ । ଡାଲା ଅଟୋରେ ବୁହା ହେଲା ପ୍ରଧାନ ଶିକ୍ଷକଙ୍କ ଶବ”

ଫୋନ୍ କରି ଦେଉଥିଲେ ଧମକ, ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ । ୫ଟି ଅଫୁଟା ବୋମା ସହିତ ୩ ମୋବାଇଲ୍ ଜବତ । 

କନକ ବ୍ୟୁରୋ: ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ନିର୍ଗୁଣ୍ଡି ନିକଟରେ ଥିବା ପାର୍ସବା ପ୍ୟାକର୍ସ କମ୍ପାନୀରେ ଦାଦାବଟି ଆଦାୟ ବମିଂ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଙ୍ଗୀ ପୋଲିସ । ୫ଟି ଅଫୁଟା ବୋମା ସହ ବୋମା ପ୍ରସ୍ତୁତ ସାମଗ୍ରୀ, ୩ଟି ମୋବାଇଲ ସହିତ ଏକ ବାଇକ ଜବତ । ଏହି ଘଟଣାରେ ଟାଙ୍ଗୀ ପୋଲିସ ଅଭିଯୋଗ ପାଇ ଏକ ମାସ ହେବ ତଦନ୍ତ ଜାରି ରଖିଥିଲା ।Continue reading “ଫୋନ୍ କରି ଦେଉଥିଲେ ଧମକ, ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ । ୫ଟି ଅଫୁଟା ବୋମା ସହିତ ୩ ମୋବାଇଲ୍ ଜବତ । “

ବିଦ୍ୟାଳୟରେ ଦିଆଯାଇଥିଲା ଆଇରନ୍ ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର । ଗୁରୁତର ଅବସ୍ଥାରେ ମେଡିକାଲରେ ହେଲେ ଭର୍ତ୍ତି ।

କନକ ବ୍ୟୁରୋ: ବିଦ୍ୟାଳୟରେ ଦିଆଯାଇଥିଲା ଆଇରନ୍ ବଟିକା । ଆଉ ଏହି ଆଇରନ୍ ବଟିକା ଖାଇ ବିଦ୍ୟାଳୟର ୮ ଛାତ୍ର ଛାତ୍ରୀ ଗୁରୁତର ହେଇପଡିଛନ୍ତି । କପ୍ତିପଦା ବ୍ଲକ ସାରବସା ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଖବର । ବିଦ୍ୟାଳୟରେ ଗତକାଲି ଛାତ୍ରଛାତ୍ରୀମାନଙ୍କୁ ଆଇରନ ବଟିକା ଖାଇବାକୁ ଦିଆଯାଇଥିଲାବେଳେ । ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିଥିଲେ । ହେଲେ ହଠାତ୍ ସେମାନଙ୍କ ଭିତରୁ ୮ ଜଣଙ୍କୁ ବାନ୍ତି ହେବା ସହିତ ଜ୍ୱରContinue reading “ବିଦ୍ୟାଳୟରେ ଦିଆଯାଇଥିଲା ଆଇରନ୍ ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର । ଗୁରୁତର ଅବସ୍ଥାରେ ମେଡିକାଲରେ ହେଲେ ଭର୍ତ୍ତି ।”

ବଦଳୁଛି କି ଗୋପାଳପୁର ରାଜନୈତିକ ସମୀକରଣ: ନିଜ ନିର୍ବାଚନ ମଣ୍ଡଳୀରେ ଦମ୍ ଦେଖାଇଲେ ପ୍ରଦୀପ ପାଣିଗ୍ରାହୀ

କନକ ବ୍ୟୁରୋ: ବଦଳୁଛି କି ଗୋପାଳପୁର ରାଜନୀତିର ସମୀକରଣ । ପୂର୍ବ ଭଳି ପୁଣି ଥରେ ପ୍ରଭାବ ବିସ୍ତାର କରୁଛନ୍ତି କି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିଜ ନିର୍ବାଚନମଣ୍ଡଳରେ ଯେଉଁଠି ପ୍ରଦୀପ ପାଣିଗ୍ରାହୀଙ୍କୁ ଦିନେ ବିରୋଧର ସାମ୍ନା କରିବାକୁ ପଡୁଥିଲା, ସେଇଠି ଆଜି ପୂର୍ବ ଭଳି ନିଜର ଦମ୍ ଦେଖାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଜେଡିରୁ ବିଦା ହେବା ପରେ ଗୋପାଳପୁର ରାଜନୀତିକୁ ନେଇ ଭିନ୍ନ ଭିନ୍ନ ସମୀକରଣ କରାଯାଉଥିଲା । ଶାସକ ବିଜେଡି ଦଳ,Continue reading “ବଦଳୁଛି କି ଗୋପାଳପୁର ରାଜନୈତିକ ସମୀକରଣ: ନିଜ ନିର୍ବାଚନ ମଣ୍ଡଳୀରେ ଦମ୍ ଦେଖାଇଲେ ପ୍ରଦୀପ ପାଣିଗ୍ରାହୀ”

ରାଜନୀତିରେ ଏଣ୍ଟ୍ରି କରିବେ କି ଅକ୍ଷୟ କୁମାର? ଭାରତୀୟ ନାଗରିକତା ମିଳିବା ପରେ ବଢିଲା ଚର୍ଚ୍ଚା । ପଢନ୍ତୁ, କଣ ଉତ୍ତର ରଖିଲେ ଖିଲାଡୀ ଷ୍ଟାର…

କନକ ବ୍ୟୁରୋ: ରାଜନୀତିରେ ଏଣ୍ଟ୍ରି କରିବେ କି ଅକ୍ଷୟ କୁମାର? ଲଢିବେ କି ୨୦୨୪ ଲୋକସଭା ନିର୍ବାଚନ? ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଆଜି ସ୍ୱାଧୀନତା ଦିବସରେ ଭାରତୀୟ ନାଗରିକତା ମିଳିବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଆଲୋଚନା ହେଉଛି ଯେ, ଆସନ୍ତା ଲୋକସଭା ନିର୍ବାଚନରେ ଅକ୍ଷୟ କୁମାର ରାଜନୀତିକୁ ଏଣ୍ଟ୍ରି ମାରିବା ସହିତ ଲୋକସଭା ନିର୍ବାଚନ ଲଢିପାରନ୍ତି । ହେଲେ ଏହି ସବୁ ଚର୍ଚ୍ଚା ଆଲୋଚନା ଭିତରେ ଏନେଇ ପ୍ରତିକ୍ରିୟା ରଖିଛନ୍ତିContinue reading “ରାଜନୀତିରେ ଏଣ୍ଟ୍ରି କରିବେ କି ଅକ୍ଷୟ କୁମାର? ଭାରତୀୟ ନାଗରିକତା ମିଳିବା ପରେ ବଢିଲା ଚର୍ଚ୍ଚା । ପଢନ୍ତୁ, କଣ ଉତ୍ତର ରଖିଲେ ଖିଲାଡୀ ଷ୍ଟାର…”

ବିଶ୍ୱକପ ମ୍ୟାଚର ଟିକେଟ ପାଇଁ ଆଜି ଠାରୁ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ କେମିତି କିଣିପାରିବେ ଟିକେଟ?

କନକ ବ୍ୟୁରୋ : ଆଇସିସି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଥିବା ବେଳେ ଆସନ୍ତା ଅକ୍ଟୋବର ୫ ତାରିଖରୁ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହେବ । ସେହିଭଳି ନଭେମ୍ବର ୧୯ ତାରିଖରେ ଫାଇନାଲ ମୁକାବିଲା ଖେଳାଯିବ । ନୂଆ କାର୍ଯ୍ୟସୂଚୀରେ ୯ଟି ମ୍ୟାଚର ତାରିଖ ଅଦଳବଦଳ ହୋଇଥିବା ବେଳେ ଟିକେଟ ପାଇଁ ମଧ୍ୟ ଘୋଷଣା ହୋଇଛି । ତେବେ ବିଶ୍ୱକପ ଟିକେଟ ପାଇଁ ସର୍ବପ୍ରଥମେ କ୍ରିକେଟପ୍ରେମୀଙ୍କୁ ରେଜିଷ୍ଟ୍ରେସନ କରିବାକୁ ହେବ । ଆଉ ଏହାପରେ ହିଁ ଜଣେContinue reading “ବିଶ୍ୱକପ ମ୍ୟାଚର ଟିକେଟ ପାଇଁ ଆଜି ଠାରୁ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ କେମିତି କିଣିପାରିବେ ଟିକେଟ?”

ଏସିଆ କପ୍: ଆଜି ହେଇପାରେ ଭାରତୀୟ ଦଳ ଘୋଷଣା । ଜାଣନ୍ତୁ, କାହାକୁ ମିଳିପାରେ ସୁଯୋଗ?

କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଖେଳିବ ଟିମ୍ ଇଣ୍ଡିଆ । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବାଂଲାଦେଶ ଏବଂ ନେପାଳ ଦଳ ଘୋଷଣା କରିସାରିଥିବାବେଳେ, ଆଜି ଦଳ ଘୋଷଣା କରିପାରେ ବିସିସିଆଇ । ଏଥର ହାଇବ୍ରିଡ୍ ମଡେଲରେ ଏସିଆ କପ୍ ଖେଳାଯାଉଛି । ଯାହାକି ପାକିସ୍ତାନ-ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନରେ ଏଥର ଏସିଆ କପର ୪ଟିContinue reading “ଏସିଆ କପ୍: ଆଜି ହେଇପାରେ ଭାରତୀୟ ଦଳ ଘୋଷଣା । ଜାଣନ୍ତୁ, କାହାକୁ ମିଳିପାରେ ସୁଯୋଗ?”

ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟରୁ Big Boss ୱିନର୍ । ଚମକାଇଦେବ ଏଲୱିସଙ୍କ ମାସିକ ରୋଜଗାର!

କନକ ବ୍ୟୁରୋ: ବିଗ୍ ବସ୍ ଓଟିଟି ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ଭାବେ ଏଣ୍ଟ୍ରି କରିଥିବା ଏଲୱିସ୍ ଯାଦବ ହୋଇଛନ୍ତି ଲୋକପ୍ରିୟ ରିଆଲିଟି ଶୋ ବିଗ ବସର ୱିନର । ଜଣେ ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ଶୋର ବିଜେତା ହେବାରେ ଏହା ହେଉଛି ପ୍ରଥମ ଘଟଣା । ୨୪ ବର୍ଷୀୟ ଏଲୱିସ୍ ଯାଦବ ହରିୟାଣା ଗୁରୁଗ୍ରାମର ବାସିନ୍ଦା । ଜଣେ ଜଣାଶୁଣା ୟୁଟ୍ୟୁବର ଓ ସୋସିଅଲ ମିଡିଆ ଇନଫ୍ଲୁଏନ୍ସର ମଧ୍ୟ । ୨୦୧୬ରେ ନିଜ ୟୁଟ୍ୟୁବ ଯାତ୍ରା ଆରମ୍ଭContinue reading “ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟରୁ Big Boss ୱିନର୍ । ଚମକାଇଦେବ ଏଲୱିସଙ୍କ ମାସିକ ରୋଜଗାର!”

ଗାଁ ଝିଅଙ୍କୁ ଆକୃଷ୍ଟ କରୁଛି ସହରି ଚକାଚକ୍ୟ : ଶିକ୍ଷା, ଚାକିରି କିମ୍ବା ଅଭିନୟର ଆଶାରେ ଆସି ଟ୍ରାପରେ ପଡୁଛନ୍ତି ସରଳ ଝିଅ; ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ପରେ ବଢିଲା ଚିନ୍ତା

କନକ ବ୍ୟୁରୋ : ସହର ମୁହାଁ ହେଉଛନ୍ତି ଗାଁ ଯୁବତୀ । ନିଜର ସ୍ୱପ୍ନ ପୂରଣ କରିବା ପାଇଁ ସହରକୁ ଆସୁଛନ୍ତି ସତ କିନ୍ତୁ ପରେ ଏମିତି ଚକ୍ରବ୍ୟୁହରେ ପଡ଼ିଯାଉଛନ୍ତି ଯେ ସେଥିରୁ ମୁକୁଳି ପାରୁନାହାନ୍ତି । କିଏ ପାଠ ପଢ଼ିବା ପାଇଁ ଆସୁଛି ତ କିଏ ଚାକିରି କରିବା ପାଇଁ ଆଉ କାହାକୁ ଅଭିନୟ ଦୁନିଆ ସହରକୁ ଟାଣି ଆଣୁଛି । ଅନେକ ସମୟରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବା ପାଇଁ ଅବାଟରେ ଚାଲିଯାଉଛନ୍ତିContinue reading “ଗାଁ ଝିଅଙ୍କୁ ଆକୃଷ୍ଟ କରୁଛି ସହରି ଚକାଚକ୍ୟ : ଶିକ୍ଷା, ଚାକିରି କିମ୍ବା ଅଭିନୟର ଆଶାରେ ଆସି ଟ୍ରାପରେ ପଡୁଛନ୍ତି ସରଳ ଝିଅ; ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ପରେ ବଢିଲା ଚିନ୍ତା”

ଖବରକାଗଜରେ ବିଜ୍ଞାପନ : ଚର୍ଚ୍ଚାରେ ରାଜସ୍ଥାନ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା; ମାଗଣାରେ ୧ କୋଟି ପରିବାରକୁ ବାଣ୍ଟିବେ …

କନକ ବ୍ୟୁରୋ : ଚର୍ଚ୍ଚାରେ ରାଜସ୍ଥାନ ସରକାରଙ୍କ ବିଜ୍ଞାପନ । ରାଜ୍ୟରେ ମାଗଣା ରାସନ ଯୋଜନାକୁ ନେଇ ଆଞ୍ଚଳିକ ଖବର କାଗଜରେ ସ୍ଥାନ ପାଇଛି ବଡ ବଡ ବିଜ୍ଞାପନ । ୧୫ ଅଗଷ୍ଟରୁ ରାଜସ୍ଥାନ ସରକାର ଆରମ୍ଭ କରିଛନ୍ତି ମାଗଣା ରାସନ ଯୋଜନା । ଅନ୍ନପୂର୍ଣ୍ଣା ରାସନ୍ ପ୍ୟାକେଟ୍ ଜରିଆରେ ରାଜ୍ୟର ୧ କୋଟି ପରିବାରକୁ ମାଗଣା ରାସନ୍ ଯୋଗାଇ ଦିଆଯିବ । ଚାଉଳ, ଡାଲି, ତେଲ, ଲୁଣ ଓ ମସଲାର ପ୍ୟାକେଟ୍ ରାଜ୍ୟର ୧ କୋଟିContinue reading “ଖବରକାଗଜରେ ବିଜ୍ଞାପନ : ଚର୍ଚ୍ଚାରେ ରାଜସ୍ଥାନ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା; ମାଗଣାରେ ୧ କୋଟି ପରିବାରକୁ ବାଣ୍ଟିବେ …”

Design a site like this with WordPress.com
Get started