କନକ ବ୍ୟୁରୋ : ସାର୍ଟିଫିକେଟରେ ବୟସ ତାରତମ୍ୟକୁ ନେଇ ଲୁହ ଝରାଉଛନ୍ତି ଜଣେ ଅସହାୟ ଶିକ୍ଷୟିତ୍ରୀ । ବାପା, ମା’, କିମ୍ବା ସେତେବେଳେର ଶିକ୍ଷକଙ୍କ ସାମାନ୍ୟ ଭୁଲ ଯୋଗୁଁ ଚାକିରିର ଶେଷ ସମୟରେ ଦରମା ବନ୍ଦ କରିଛନ୍ତି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ । ମିଛ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗରେ ତାଙ୍କର ୫ମାସ ହେବ ଦରମା ବନ୍ଦ କରିଦିଆଯାଇଛି । ଦରମା ପାଇଁ ଯାଇ ଗୁହାରି କଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣୁନଥିବାContinue reading “ମୁଁ ନୁହେଁ ନକଲି ଶିକ୍ଷକ : ସାର୍ଟିଫିକେଟରେ ସାମନ୍ୟ ତ୍ରୁଟି ପାଇଁ ଏବେ ଚାକିରିର ଶେଷ କାଳରେ ହିନସ୍ତା ହେଉଛନ୍ତି ସ୍ୱର୍ଣ୍ଣଲତା ନାୟକ”
Tag Archives: News
ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ : ଘଟଣାସ୍ଥଳରେ ଉତ୍ତେଜନା ପାଇଁ ପୋଲିସ ମୁତୟନ
କନକ ବ୍ୟୁରୋ : ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଛାତ୍ର ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରକୁ ଯିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକ୍ୟୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇଥିବା ଅଭିଯୋଗ ହୋଇଛି । ଫଳରେ ଗେଟ୍ ବାହାରେ ତ୍ରିରଙ୍ଗା ଧରି ଧାରଣାରେ ବସିଛନ୍ତି । ଅନ୍ୟ ଗୋଷ୍ଠୀ କ୍ୟାମ୍ପସ ଭିତରେ ରହିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପାଇଁ ପୋଲିସ ମୁତୟନContinue reading “ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ : ଘଟଣାସ୍ଥଳରେ ଉତ୍ତେଜନା ପାଇଁ ପୋଲିସ ମୁତୟନ”
ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ନାହିଁ ଖଡଗେ, କଂଗ୍ରେସ ସ୍ପଷ୍ଟ କଲା କାରଣ
କନକ ବ୍ୟୁରୋ: ଦିଲ୍ଲୀ ଲାଲକିଲ୍ଲାରେ ସ୍ୱାଧୀନତା ଦିବସରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ଏଥିରେ ସାମିଲ ହୋଇଥିଲେ । ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ସମାରୋହରେ ସାମିଲ ହୋଇନଥିଲେ । ପରେ କଂଗ୍ରେସ ତରଫରୁ ଏନେଇ ବୟାନ ଜାରିକରାଯାଇଛି । ଲାଲକିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଖଡଗେଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନ ଖାଲି ଦେଖିବାକୁ ମିଳିଥିଲା । ପରେ କଂଗ୍ରେସ ତରଫରୁ ସ୍ପଷ୍ଟ କରାଯାଇଥିଲା ଯେ ଖଡଗେContinue reading “ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ନାହିଁ ଖଡଗେ, କଂଗ୍ରେସ ସ୍ପଷ୍ଟ କଲା କାରଣ”
ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ମହିଳା : ୨ କୋଟି ମହିଳାଙ୍କୁ ଲକ୍ଷପତି କରିବା ଦିଗରେ କାମ କରିବେ ସରକାର
କନକ ବ୍ୟୁରୋ : ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସରେ ମହିଳା । କାରଣ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଏସଏଚଜି ମହିଳାଙ୍କ କଥା କହିଛନ୍ତି । ୨ କୋଟି ମହିଳାଙ୍କୁ ଲକ୍ଷପତି କରିବା ଦିଗରେ କେନ୍ଦ୍ର ସରକାର କାମ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏପଟେ ଚର୍ଚ୍ଚା ହୁଏ ରାଜ୍ୟରେ ବାରମ୍ବାର ବିଜେଡି କ୍ଷମତାକୁ ଆସିବା ପଛରେ ରହିଛି, ମହିଳା ଭୋଟ୍ । ମିଶନ୍ ଶକ୍ତି ଜରିଆରେ ବଡ ଜନଆନ୍ଦୋଳନ ତିଆରି କରିଛନ୍ତି ନବୀନ ସରକାରContinue reading “ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ମହିଳା : ୨ କୋଟି ମହିଳାଙ୍କୁ ଲକ୍ଷପତି କରିବା ଦିଗରେ କାମ କରିବେ ସରକାର”
ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା, ଟ୍ୱିଟ କରି ଲେଖିଲେ, ହୃଦୟ ଏବଂ ନାଗରିକତା ଉଭୟ ହିନ୍ଦୁସ୍ତାନୀ
କନକ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସ ଅବସରରେ ବଲିଉଡ ଷ୍ଟାର ଅକ୍ଷୟ କୁମାର ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ସେ ଭାରତର ନାଗରିକତା ପାଇଥିବା ନେଇ ଘୋଷଣା କରିଛନ୍ତି । ଅକ୍ଷୟ କୁମାରଙ୍କୁ ଭାରତର ପାସପୋର୍ଟ ମିଳିଛି । ସେ ଟ୍ୱିଟ କରି ଲେଖିଛନ୍ତି ମୋର ହୃଦୟ ଏବଂ ନାଗରିକତା ଉଭୟ ହିନ୍ଦୁସ୍ତାନୀ । ଅକ୍ଷୟଙ୍କ ପାଖରେ ପୂର୍ବରୁ କାନାଡାର ନାଗରିକତା ଥିଲା । ପୁଣିଥରେ ଭାରତୀୟ ନାଗରିକତା ପାଇ ଅକ୍ଷୟ ବେଶ ଖୁସିContinue reading “ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା, ଟ୍ୱିଟ କରି ଲେଖିଲେ, ହୃଦୟ ଏବଂ ନାଗରିକତା ଉଭୟ ହିନ୍ଦୁସ୍ତାନୀ”
୭୭ତମ ସ୍ୱାଧୀନତା ଦିବସ : ନବୀନଙ୍କ ଫାଇଭ-ଟି ବନାମ ମୋଦୀଙ୍କ ଥ୍ରୀ-ଡି
କନକ ବ୍ୟୁରୋ : ନବୀନଙ୍କ ଫାଇଭ-ଟି ବନାମ ମୋଦୀଙ୍କ ଥ୍ରୀ-ଡି । ୭୭ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାରୁ ଥ୍ରୀ-ଡିର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତିଥର ସ୍ୱାଧୀନତା ଦିବସ ଅଭିଭାଷଣରେ କିଛି ନୂଆ କଥା କହିବା ମୋଦୀଙ୍କ ବାକଚାତୁରୀ । ୨୦୧୪ରେ ମୋଦୀ କ୍ଷମତାକୁ ଆସିବା ପରେ, ପ୍ରଥମ ଥର ଲାଲକିଲ୍ଲାରୁ ସ୍ୱଚ୍ଛତାର କଥା କହିଥିଲେ । ଶୌଚାଳୟ ଭଳି ଛୋଟିଆ କଥାକୁ ଚର୍ଚ୍ଚାର ପରିସରକୁ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକContinue reading “୭୭ତମ ସ୍ୱାଧୀନତା ଦିବସ : ନବୀନଙ୍କ ଫାଇଭ-ଟି ବନାମ ମୋଦୀଙ୍କ ଥ୍ରୀ-ଡି”
ଆଞ୍ଚଳିକ ଖବରକାଗଜରେ ରାହୁଲ ଗାନ୍ଧୀଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା
କନକ ବ୍ୟୁରୋ : ଗୋଟିଏ ପଟେ ଦେଶବାସୀ ଶୁଣୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ । ସେପଟେ ଦେଶର ଅନେକ ଆଞ୍ଚଳିକ ଖବର କାଗଜରେ ପ୍ରକାଶ ପାଇଛି ରାହୁଲ ଗାନ୍ଧୀଙ୍କ ସମ୍ପାଦକୀୟ । ଅନାସ୍ଥା ଆଲୋଚନାବେଳେ ସଂସଦରେ ରାହୁଲ ରଖିଥିବା ବକ୍ତବ୍ୟର ଅନୁବାଦ ସମ୍ପାଦକୀୟ ଭାବେ ବିଭିନ୍ନ ଆଞ୍ଚଳିକ ଖବର କାଗଜରେ ସ୍ଥାନ ପାଇଛି । ରାହୁଲ ଦେଶବାସୀଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ତାହା ସମ୍ପାଦକୀୟ ଭାବେ ପ୍ରକାଶ ପାଇଛି । ରାହୁଲ ଏଥିରେ ନିଜContinue reading “ଆଞ୍ଚଳିକ ଖବରକାଗଜରେ ରାହୁଲ ଗାନ୍ଧୀଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା”
୭୭ତମ ସ୍ୱାଧୀନତା ଦିବସ : ଲାଲକିଲ୍ଲାରୁ ଥ୍ରୀ-ଡି ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ; କହିଲେ..
କନକ ବ୍ୟୁରୋ : ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଅଭିଭାଷଣରେ ୧୦ ବର୍ଷର ମୋଦୀ ସରକାଙ୍କ ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଥ୍ରୀ – ଡି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା କଥା କହିଛନ୍ତି । ମୋଦୀ କହିଛନ୍ତି, ଡେମୋକ୍ରାସି, ଡେମୋଗ୍ରାଫି, ଡାଇଭର୍ସିଟି ଅର୍ଥାତ୍ ଭୌଗୋଳିକ ସ୍ଥିତି, ବିବିଧତା ଓContinue reading “୭୭ତମ ସ୍ୱାଧୀନତା ଦିବସ : ଲାଲକିଲ୍ଲାରୁ ଥ୍ରୀ-ଡି ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ; କହିଲେ..”
ଲାଲକିଲ୍ଲାରୁ ‘ବିଶ୍ୱକର୍ମା ଯୋଜନା’ର ଘୋଷଣା କଲେ ମୋଦୀ । କେଉଁମାନେ ହେବେ ଉପକୃତ?
କନକ ବ୍ୟୁରୋ: ଆଜି ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟମବର୍ଗଙ୍କ ପାଇଁ ଆଉ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି । ନିଜର କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ କରିଥିବା ବିଭିନ୍ନ ଯୋଜନା ଓ ସେଗୁଡିକର ସୁଫଳ କହିବା ପରେ ‘ବିଶ୍ୱକର୍ମ ଯୋଜନା’ର ଘୋଷଣା କରିଛନ୍ତି । ଏହି ଯୋଜନା ଦ୍ୱାରା ବିଶେଷ ବର୍ଗ ଲାଭବାନ୍ ହୋଇପାରିବେ । ସୁନାରୀ, ବୁଣାକାର, ରାଜମିସ୍ତ୍ରୀ, ବାରିକ ଏବଂ ଅନ୍ୟContinue reading “ଲାଲକିଲ୍ଲାରୁ ‘ବିଶ୍ୱକର୍ମା ଯୋଜନା’ର ଘୋଷଣା କଲେ ମୋଦୀ । କେଉଁମାନେ ହେବେ ଉପକୃତ?”
୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ପରିଦର୍ଶନ ସମୟ ସକାଳ ୧୦ରୁ ସନ୍ଧ୍ୟା ୫ଟା
କନକ ବ୍ୟୁରୋ: ଉଦ୍ୟାନ ଉତ୍ସବ-୨କୁ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଛନ୍ତି। ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ଗୋଟିଏ ମାସ ପର୍ୟ୍ୟନ୍ତ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଅମୃତ ଉଦ୍ୟାନ ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ଖୋଲା ରହିବ। ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁContinue reading “୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ପରିଦର୍ଶନ ସମୟ ସକାଳ ୧୦ରୁ ସନ୍ଧ୍ୟା ୫ଟା “