ପଞ୍ଚଭୂତରେ ଲୀନ ହେଲେ ସହିଦ ସୁଶାନ୍ତ ଖୁଣ୍ଟିଆ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବୈତରଣୀ ନଦୀ ପଠାରେ କରାଗଲା ଅନ୍ତିମ ସଂସ୍କାର

କନକ ବ୍ୟୁରୋ: ସିଆରପିଏଫ ଯବାନ ସୁଶାନ୍ତ ସିଂଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ଜନ୍ମମାଟି କେନ୍ଦୁଝର ଆନନ୍ଦପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୁଶାନ୍ତଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ସହିଦଙ୍କୁ ବିଶାଳ ଶୋଭାଯାତ୍ରାରେ ନିଆଯିବା ପରେ, ବୈତରଣୀ ନଦୀ ପଠାରେ ଅନ୍ତିମ ସଂସ୍କାର କରାଯାଇଛି । ବୀର ପୁଅକୁ ହରାଇ ଗର୍ବିତ ହେଉଥିଲେ ବି ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର, ବନ୍ଧୁ, ବାନ୍ଧବ,ସମ୍ପର୍କୀୟ । ସହିଦ୍ ସୁଶାନ୍ତ ଅମର ରହେ ନାରାରେ କମ୍ପୁଥିଲା ପୁରା ପରିବେଶContinue reading “ପଞ୍ଚଭୂତରେ ଲୀନ ହେଲେ ସହିଦ ସୁଶାନ୍ତ ଖୁଣ୍ଟିଆ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବୈତରଣୀ ନଦୀ ପଠାରେ କରାଗଲା ଅନ୍ତିମ ସଂସ୍କାର”

ବଲିଉଡର ଏହିସବୁ ସିନେମା, ଯାହା ଦେଖାଇଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କର କାହାଣୀ

କନକ ବ୍ୟୁରୋ : ସନି ଦେଓଲ ଓ ଅମୀଷା ପଟେଲଙ୍କ ନୂଆ ସିନେମା ଗଦର-୨କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ବକ୍ସ ଅଫିସରେ ମଧ୍ୟ ଏହା ଭଲ ରୋଜଗାର କରିବା ଆରମ୍ଭ କରିଛି । ଏହି ସିନେମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ ଦେଖିବାକୁ ମିଳିଛି । ହେଲେ ଗଦର-୨ କେବଳ ଗୋଟିଏ ସିନେମା ନୁହେଁ ବରଂ ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କକୁ ନେଇ ଅନେକContinue reading “ବଲିଉଡର ଏହିସବୁ ସିନେମା, ଯାହା ଦେଖାଇଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କର କାହାଣୀ”

ଚାକିରି ନାଁରେ ବଡ ଠକେଇ: ୩ ଠକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ

କନକ ବ୍ୟୁରୋ: ଶିକ୍ଷିତ ବେକାରୀ ଯୁବକଙ୍କୁ ଚାକିରି ଲୋଭ ଦେଖାଇ ସାଇବର ଠକମାନେ ଶିକାର କରୁଛନ୍ତି। ଯୁବକମାନଙ୍କୁ ନିଜ ଜାଲରେ ପକାଇ ହଜାର ହଜାର ଟଙ୍କା ଠକି ନେଇ ଚମ୍ପଟ ମାରୁଛନ୍ତି। ଠକାମୀର ଶିକାର ହୋଇ ଯୁବକମାନେ ଥାନାର ଦ୍ବାରସ୍ଥ ହେଲା ପରେ ଘଟଣା ପଦାକୁ ଆସୁଛି। ଏଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ସାଇବର ଠକମାନେ ଜାତୀୟସ୍ତରୀୟ କଂପାନି ନାଲ୍‌କୋ, ଜିନ୍ଦଲ, ବେଦାନ୍ତରେ ଚାକିରି ଦେବା ନାରେ ବଡ଼ଧରଣର ଠକେଇ କରିଛନ୍ତି। ଅଭିଯୋାଗContinue reading “ଚାକିରି ନାଁରେ ବଡ ଠକେଇ: ୩ ଠକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ”

ଶାହବାଜ ଶରିଫଙ୍କ ଇସ୍ତଫା ପରେ ନିଷ୍ପତ୍ତି, ଅନୱର ଉଲ୍ ହକ୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପାକିସ୍ତାନରେ ନ୍ୟାନସାଲ ଆସେମବ୍ଲି ଭଙ୍ଗ ହେବା ପରେ ଏବେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିରୋଧୀଦଳର ନିର୍ବତମାନ ନେତା ରାଜା ରିୟାଜଙ୍କୁ ନ୍ୟାସନାଲ ଆସେମବ୍ଲି କହିଛି କି ଅନୱର ଉଲ୍ ହକ୍ କାକରଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତି ମୁତାବକ ଶାହବାଜ ଓ ନ୍ୟାସନାଲ ଆସେମବ୍ଲି ନିର୍ବତମାନ ବିରୋଧୀ ନେତା ରାଜାContinue reading “ଶାହବାଜ ଶରିଫଙ୍କ ଇସ୍ତଫା ପରେ ନିଷ୍ପତ୍ତି, ଅନୱର ଉଲ୍ ହକ୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ”

ବିଜେଡି-ବିଜେପି କଥା କଟାକଟି: ମନମୋହନ କହିଲେ, ଗାଦି ଛାଡିବ ବିଜେଡି, ସରକାର ଗଢ଼ିବ ବିଜେପି । ପ୍ରମିଳା ମଲ୍ଲିକଙ୍କ ଜବାବ ଶୋଇକି ସ୍ୱପ୍ନ ଦେଖୁଛି ବିଜେପି

କନକ ବ୍ୟୁରୋ: ଆଗକୁ ଓଡିଶାରେ କିଏ ଗଢ଼ିବ ସରକାର । ଏହାକୁ ନେଇ ଏବେ ଠାରୁ ବିଜେପି ଓ ବିଜେଡି ନେତା କଥା କଟାକଟି ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପିର ଅନ୍ତରୀଣ ସର୍ଭେରେ ତାଙ୍କ ଦଳ ଆଗରେ ରହିଛି । ଜୁଲାଇ ମାସରେ ମଧ୍ୟ ଆଗରେ ରହିଥିଲେ ଏବଂ ଅଗଷ୍ଟ ମାସରେ ମଧ୍ୟ ଆଗରେ ରହିବ । ଲୋକଙ୍କ ମତ ବିଜେପି ସପକ୍ଷରେ ରହିଛି ।ଭ୍ରଷ୍ଟାଚାରୀ ବିଜେଡି ସରକାର ଗାଦିContinue reading “ବିଜେଡି-ବିଜେପି କଥା କଟାକଟି: ମନମୋହନ କହିଲେ, ଗାଦି ଛାଡିବ ବିଜେଡି, ସରକାର ଗଢ଼ିବ ବିଜେପି । ପ୍ରମିଳା ମଲ୍ଲିକଙ୍କ ଜବାବ ଶୋଇକି ସ୍ୱପ୍ନ ଦେଖୁଛି ବିଜେପି”

ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ: ହାତରେ ରହିଛି ବହୁତ ଗୁଡିଏ ଲଗେଜ । ଉଠିଲା ପ୍ରଶ୍ନ, ହୋଟେଲକୁ ଏତେ ଲଗେଜ୍ ଆଣିଥିଲେ କାହିଁକି?

କନକ ବ୍ୟୁରୋ: କନକନ୍ୟୁଜ୍ ହାତରେ ଲାଗିଲା ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ । ସିସିଟିଭି ଫୁଟେଜରେ ଶେଷଥର ପାଇଁ ଶୁଭଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିଛି । ଏହି ଭିଡିଓ ହେଉଛି ଅଗଷ୍ଟ ୨ ତାରିଖର ଦୀପାଲି ହୋଟେଲର । ରାତି ପ୍ରାୟ ୪ଟା ବାଜି ୧୩ ମିନିଟ୍ ସମୟରେ ହୋଟେଲକୁ ପ୍ରବେଶ କରୁଛନ୍ତି । ସାଙ୍ଗରେ ବହୁତ ଗୁଡିଏ ଲଗେଜ୍ ନେଇ ଆସିଛନ୍ତି ଶୁଭଲକ୍ଷ୍ମୀ । ଏତେ ଲଗେଜ ଆଣିଛନ୍ତି ଯେ, ଦୁଇ ଜଣ ଲୋକ ତାକୁ ବୋହି ବୋହିContinue reading “ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ: ହାତରେ ରହିଛି ବହୁତ ଗୁଡିଏ ଲଗେଜ । ଉଠିଲା ପ୍ରଶ୍ନ, ହୋଟେଲକୁ ଏତେ ଲଗେଜ୍ ଆଣିଥିଲେ କାହିଁକି?”

ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ବଡ ଘୋଷଣା । ଅକ୍ଷୟଙ୍କୁ ଚାପୁଡା ମାରିଲେ ୧୦ ଲକ୍ଷ ପୁରସ୍କାର ।

କନକ ବ୍ୟୁରୋ: ଅକ୍ଷୟ କୁମାରଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ଓଃ ମାଇ ଗଡ୍ -୨ ଶୁକ୍ରବାର ରିଲିଜ୍ ହେଇସାରିଛି । ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ, ଏହି ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଫିଲ୍ମର ଗୋଟିଏ ସିନକୁ ନେଇ ଆଗ୍ରାର ଏକ ହିନ୍ଦୁ ସଙ୍ଗଠନ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବଡ ଘୋଷଣା କରିଛି । ଉକ୍ତ ସଙ୍ଗଠନ ଘୋଷଣା କରିଛି ଯେ, ଯଦି ଅକ୍ଷୟContinue reading “ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ବଡ ଘୋଷଣା । ଅକ୍ଷୟଙ୍କୁ ଚାପୁଡା ମାରିଲେ ୧୦ ଲକ୍ଷ ପୁରସ୍କାର ।”

ନାନୋ ୟୁରିୟା ଭଳି ଏବେ ଇଫକୋ ପ୍ରସ୍ତୁତ କରିବ ନାନୋ ଡିଏପି, କାରଖାନାର ଶିଳାନ୍ୟାସ କଲେ ଗୃହମନ୍ତ୍ରୀ

କନକ ବ୍ୟୁରୋ : ଚାଷୀଭାଇମାନଙ୍କ ପାଇଁ ଖୁସିଖବର । ଏବେ ନାନୋ ୟୁରିୟା ଭଳି ଚାଷୀଙ୍କୁ ମିଳିବ ନାନୋ ଡିଏପି । ଏନେଇ ଇଫକୋ କମ୍ପାନୀ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗୁଜରାଟର ଗାନ୍ଧୀଧାମ ଠାରେ ଇଫକୋ ଦ୍ୱାରା ଆରମ୍ଭ କରାଯାଇଥିବା ନାନୋ ଡିଏପି କାରଖାନାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଏହି ପ୍ଲାଣ୍ଟ ୭୦ ଏକ ଜମି ଉପରେ ନିର୍ମାଣ କରାଯିବ । ଏବେ ଚାଷୀଭାଇମାନେ ୫୦ କିଲୋ ଡିଏପିContinue reading “ନାନୋ ୟୁରିୟା ଭଳି ଏବେ ଇଫକୋ ପ୍ରସ୍ତୁତ କରିବ ନାନୋ ଡିଏପି, କାରଖାନାର ଶିଳାନ୍ୟାସ କଲେ ଗୃହମନ୍ତ୍ରୀ”

ବୁମରାହଙ୍କ ପାଇଁ ବଡ ଚ୍ୟାଲେଞ୍ଜ: ବିନା ହେଡ୍ କୋଚରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ ଭାରତ!

କନକ ବ୍ୟୁରୋ: ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଟିମ ଇଣ୍ଡିଆକୁ ଫେରିବେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ । ଆଉ ଏହି ସିରିଜରେ ବୁମରାହଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ହେଲେ ସିରିଜ ଆରମ୍ଭ ହେବା ଆଗରୁ ବୁମରାହଙ୍କ ପାଇଁ ଟେନସନ ବଢିଯାଇଛି । ଏହି ସିରିଜ ତାଙ୍କ ପାଇଁ ଗୋଟିଏ ବଡ ଚ୍ୟାଲେଞ୍ଜ । କାରଣ ଏହି ସିରିଜରେ ଟିମ ଇଣ୍ଡିଆର ହେଡ କୋଚ ନା ରାହୁଲ ଦ୍ରାବିଡ ଅଛନ୍ତି ନା ଭିଭିଏସ ଲକ୍ଷ୍ମଣ ।Continue reading “ବୁମରାହଙ୍କ ପାଇଁ ବଡ ଚ୍ୟାଲେଞ୍ଜ: ବିନା ହେଡ୍ କୋଚରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ ଭାରତ!”

ଦିପାବଳୀ ଦିନ ହେବ ଧମାଲ: ବିଶ୍ୱକପରେ ଦିପାବଳୀ ଦିନ ଏହି ଦଳକୁ ଭେଟିବ ଭାରତ 

କନକ ବ୍ୟୁରୋ: ପାଖେଇ ଆସୁଛି ୨୦୨୩ କ୍ରିକେଟ ବିଶ୍ୱକପ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଏହି ବିଶ୍ୱକପକୁ ଆୟୋଜନ କରିବାକୁ ଯାଉଛି ଭାରତ । ୫ ଅକ୍ଟୋବରରୁ ଆରମ୍ଭ ହୋଇ ନଭେମ୍ବର ୧୯ ଯାଏଁ ଚାଲିବ ବିଶ୍ୱକପ ମହାସମର । ଆଉ ଏହି ସମୟ ମଧ୍ୟରେ ଭାରତରେ ନବରାତ୍ରୀ, ଦଶହରା, ଦୀପାବଳି ଓ ଛଟ ପୂଜା ଭଳି ପର୍ବ ପଡିବ । ଯାହାର ପ୍ରଭାବ ମ୍ୟାଚ ଉପରେ ପଡିପାରେ । ତେଣୁ ସୁରକ୍ଷାକୁContinue reading “ଦିପାବଳୀ ଦିନ ହେବ ଧମାଲ: ବିଶ୍ୱକପରେ ଦିପାବଳୀ ଦିନ ଏହି ଦଳକୁ ଭେଟିବ ଭାରତ “

Design a site like this with WordPress.com
Get started