ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖିଲେ ଅପରାଧ: ଭାରତୀୟ ନ୍ୟାୟ ସଂହିତା ବିଲରେ ବ୍ୟବସ୍ଥା କଲା କେନ୍ଦ୍ର

କନକ ବ୍ୟୁରୋ: ମିଛ କହି ବିବାହ କରୁଥିବା ପ୍ରେମିକ ଏଣିକି ଛାଡ ପାଇବେନି । ବିବାହ, ଚାକିରି ଓ ପଦୋନ୍ନତିର ମିଥ୍ୟା ପ୍ରତିଶ୍ରୁତି ଦେଇ ଯେଉଁମାନେ ଯୌନ ସମ୍ପର୍କ ରଖିବେ ସେମାନେ ଦଣ୍ଡିତ ହେବ । ସେହିପରି ମିଥ୍ୟା ପରିଚୟ ଦେଇ ବିବାହ କିମ୍ବା ଯୌନ ସମ୍ପର୍କ ରଖିଲେ ଦଣ୍ଡିତ ହେବେ । ଗତକାଲି କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନ କରିଥିବା ଭାରତୀୟ ନ୍ୟାୟ ସଂହିତା ବିଲ୍ରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି । ଛୁଆକୁ ବାପାର ପରିଚୟContinue reading “ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖିଲେ ଅପରାଧ: ଭାରତୀୟ ନ୍ୟାୟ ସଂହିତା ବିଲରେ ବ୍ୟବସ୍ଥା କଲା କେନ୍ଦ୍ର”

ମେଣ୍ଟ ହେବ ନା ଏକା ଏକା ଲଢ଼େଇ? ଦ୍ୱନ୍ଦ୍ୱ ବଢ଼ାଇଲା ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନ

କନକ ବ୍ୟୁରୋ: ବିଜେଡି ବିଜେପି ସମ୍ପର୍କକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ହେଉଛି । ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ହୋଇଥିବା ଆଲୋଚନା ହେଉଛି । ଆଗାମି ନିର୍ବାଚନରେ ମେଂଟ କରିପାରନ୍ତି ବୋଲି ରାଜନୀତି ସମୀକ୍ଷକ କହୁଛନ୍ତି । ଆଉ ଏହି ଚର୍ଚ୍ଚା ଭିତରେ ଦ୍ୱନ୍ଦ୍ୱ ବଢ଼ାଇଛି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନ । ଜଣେ ମେଂଟ ହେବନି କହୁଥିବାବେଳେ ଆଉ ଜଣେ କହିଛନ୍ତି, ଏବେ କିଛି କହି ହେବନି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାContinue reading “ମେଣ୍ଟ ହେବ ନା ଏକା ଏକା ଲଢ଼େଇ? ଦ୍ୱନ୍ଦ୍ୱ ବଢ଼ାଇଲା ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନ”

ପଞ୍ଚଭୂତରେ ଲିନ ହେଲେ ସହିଦ ଯବାନ ସୁଶାନ୍ତ ଖୁଂଟିଆ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ କରାଗଲା ଅନ୍ତିମ ସଂସ୍କାର 

କନକ ବ୍ୟୁରୋ: ସିଆରପିଏଫ ଯବାନ ସୁଶାନ୍ତ ସିଂଙ୍କର ଶେଷ ହୋଇଛି ଅନ୍ତିମ ସଂସ୍କାର । ଜନ୍ମମାଟି କେନ୍ଦୁଝର ଆନନ୍ଦପୁର ଅଂଚଳରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ସୁଶାନ୍ତଙ୍କ ଶେଷ କୃତ୍ୟ । ବିଶାଳ ଶୋଭାଯାତ୍ରାରେ ନିଆଯିବା ପରେ, ବୈତରଣୀ ପଠାରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି । ବୀର ପୁଅକୁ ହରାଇ ଗର୍ବିତ ହେଉଥିଲେ ବି ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର, ବନ୍ଧୁ, ବାନ୍ଧବ,ସମ୍ପର୍କୀୟ । ଆଜି ଅଶ୍ରୁଳ ଆଖିରେ ସହିଦଙ୍କୁ ଦେଇଛନ୍ତି ବିଦାୟContinue reading “ପଞ୍ଚଭୂତରେ ଲିନ ହେଲେ ସହିଦ ଯବାନ ସୁଶାନ୍ତ ଖୁଂଟିଆ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ କରାଗଲା ଅନ୍ତିମ ସଂସ୍କାର “

ଆମ୍ବାଗୁଡା ଦିବ୍ୟାଙ୍ଗଙ୍କ ବନ୍ଧ୍ୟାକରଣ ଘଟଣା: ସାମ୍ନାକୁ ଆସିଲା ସାଂଘାତିକ ସତ

କନକ ବ୍ୟୁରୋ: ଜିଲ୍ଲାର ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଆମ୍ବାଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯିବା ଘଟଣା ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଜଣଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଯୋଜନା ରହିଥିବା ବେଳେ ଆଉ ଜଣେ ବ୍ୟକ୍ତିର ଅସ୍ତ୍ରୋପଚାର କରାଯାଇଛି। ଏଥିରେ ଦିବ୍ୟାଙ୍ଗ ଯୁବକ ଜଣଙ୍କ ବଳି ପଡିଯାଇଛନ୍ତି। କୋସରବାଟା ଗ୍ରାମର ଗଙ୍ଗାରାମ ଦୁରୁଆ ଅସ୍ତ୍ରୋପଚାର ପାଇଁ ଆସିବାକୁ ମନା କରିଦେବା ପରେ ତଞ୍ଚକତାContinue reading “ଆମ୍ବାଗୁଡା ଦିବ୍ୟାଙ୍ଗଙ୍କ ବନ୍ଧ୍ୟାକରଣ ଘଟଣା: ସାମ୍ନାକୁ ଆସିଲା ସାଂଘାତିକ ସତ”

୪ ଓଡିଆ ପୋଲିସ ଅଫିସର ପାଇବେ ମେଡାଲ: ପଦକ ପାଇଁ ନାଁ ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ

କନକ ବ୍ୟୁରୋ: ୪ ଓଡିଆ ପୋଲିସ ଅଫିସରଙ୍କୁ ମିଳିବ ପଦକ । ପଦକ ପାଇଁ ନାଁ ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ । ତଦନ୍ତରେ ଉତ୍କର୍ଷତା ପାଇଁ ୪ ପୋଲିସ ଅଫିସର ମନୋନୀତ ହୋଇଛନ୍ତି । ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଡେପୁଟୀ ଏସପି ମାନଓ ରଞ୍ଜନ ପ୍ରଧାନ, ଡେପୁଟୀ ଏସପି ପ୍ରଭାତ କୁମାର ବିଶ୍ୱାଳ ମନୋନୀତ ହୋଇଛନ୍ତି । The post ୪ ଓଡିଆ ପୋଲିସ ଅଫିସର ପାଇବେ ମେଡାଲ:Continue reading “୪ ଓଡିଆ ପୋଲିସ ଅଫିସର ପାଇବେ ମେଡାଲ: ପଦକ ପାଇଁ ନାଁ ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ”

ପ୍ରକୃତିକୁ ପୂଜା କରନ୍ତି ନିୟମଗିରିର ଆଦିମ ଜନଜାତି । ନିଜ ସଂସ୍କୃତି ଓ ପରମ୍ପରା ସହ ଚଳନ୍ତି । ନିୟମରାଜକୁ ପୂଜା କରନ୍ତି ରାୟଗଡାର ଡଙ୍ଗରିଆ କନ୍ଧ 

କନକ ବ୍ୟୁରୋ: ଡଙ୍ଗର ଅର୍ଥାତ ପାହାଡରେ ରହୁଥିବାରୁ ନିୟମଗିରିର ଆଦିମ ଜନଜାତିଙ୍କୁ ଡଙ୍ଗରିଆ କନ୍ଧର ଆଖ୍ୟା ମିଳିଛି । ଏମାନଙ୍କ ସାମାଜିକ ଜୀବନ, ଚାଲି ଚଳନ ଅନ୍ୟ ଜନଜାତିଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ । କୁକୁଡା ଡାକରୁ ଆରମ୍ଭ ହୁଏ ଡଙ୍ଗରିଆଙ୍କ ଦୀନଚର୍ଯ୍ୟା । ନିଜର ପରମ୍ପରାରେ ବିଶ୍ୱାସ ରଖୁଥିବା ଏହି ଜାତି ଶୃଙ୍ଖଳିତ ଜୀବନଜାପନ କରନ୍ତି । ଡଙ୍ଗରିଆ କନ୍ଧ ସମାଜରେ ଜାନି, ଦୀଶାରି, ବିଶିମାଝୀ, ଗୁରୁ, ବେଜୁଣି ଓ ବେଜୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣContinue reading “ପ୍ରକୃତିକୁ ପୂଜା କରନ୍ତି ନିୟମଗିରିର ଆଦିମ ଜନଜାତି । ନିଜ ସଂସ୍କୃତି ଓ ପରମ୍ପରା ସହ ଚଳନ୍ତି । ନିୟମରାଜକୁ ପୂଜା କରନ୍ତି ରାୟଗଡାର ଡଙ୍ଗରିଆ କନ୍ଧ “

ପାରାଦୀପ ବଜାରରେ ଆକାଶ ଛୁଆଁ ଇଲିଶି ଦର । କମ୍ ପରିମାଣର ମାଛ ଧରା ହେଉଥିବାରୁ କିଲୋପ୍ରତି ଦଲ ୨୫ଶହରୁ ୩ ହଜାର

କନକ ବ୍ୟୁରୋ: ଫିକା ପଡିଛି ଇଲିଶି ବଜାର  । ସୁଆଦିଆ ଇଲିଶି ମାଛ ଏବେ ବେଶ୍ ମହରଗ  । ଇଲିଶି ବଜାରରେ ଚଢା ଦରରେ ବିକ୍ରି ହେଉଛି । ମାଛ କେଜି ପିଛା ୨୫ଶହରୁ ୩ ହଜାର ଟଙ୍କା ହୋଇଥିବାରୁ ଗ୍ରାହକ ଇଲିସି କିଣିବାକୁ ଡରୁଛନ୍ତି  । ଦର ପକେଟକୁ ସୁହାଇବା ଭଳି ହେଲେ ଇଲିସି ମାଛ ଟିକିଏ ପାଟିରେ ବାଜନ୍ତା ବୋଲି ଗ୍ରାହକ କହିଛନ୍ତି । ପାରାଦୀପ ବଜାରରେ ମିଳୁନି ଇଲିସି ମାଛ କମୁଛି ଇଲିଶିContinue reading “ପାରାଦୀପ ବଜାରରେ ଆକାଶ ଛୁଆଁ ଇଲିଶି ଦର । କମ୍ ପରିମାଣର ମାଛ ଧରା ହେଉଥିବାରୁ କିଲୋପ୍ରତି ଦଲ ୨୫ଶହରୁ ୩ ହଜାର”

ଗରିବ ପରିବାରକୁ ମିଳୁନି ସରକାରୀ ଆବାସ । ହାତ ଯୋଡି ନେହୁରା ହେଲେ ଜୟପାଟଣା ଅଞ୍ଚଳର ୭୫ ବର୍ଷିୟ ବୃଦ୍ଧା 

କନକ ବ୍ୟୁରୋ: ଗରିବ ପରିବାରକୁ ମିଳୁନି ସରକାରୀ ଆବାସ । ବୟସ ଅଧିକ ହେବାରୁ ମିଳୁନି ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା । ସରକାର ଭତ୍ତା ଦେଉଛନ୍ତି, ହେଲେ ବ୍ୟାଙ୍କକୁ ଆଣିବାକୁ ଯାଇ ପାରୁନଥିବାରୁ ମିଳୁନି । ଏଭଳି ସ୍ଥିତିରେ ହାତ ଜୋଡି ନେହୁରା ହେଲେ ପ୍ରଶାସନକୁ ନେହୁରା ହୋଇଛନ୍ତି ଜୟପାଟଣା ଅଞ୍ଚଳର ୭୫ ବର୍ଷିୟ ବୃଦ୍ଧା । ସ୍ୱାମୀଙ୍କ ଭତ୍ତା ଟଙ୍କା ଆଣି ଘରେ ଦେବା ସହ ଆବାସ ଯୋଜନାରେ ପକା ଘରଟିଏ ଯୋଗାଇ ଦେବାକୁ ନିବେଦନContinue reading “ଗରିବ ପରିବାରକୁ ମିଳୁନି ସରକାରୀ ଆବାସ । ହାତ ଯୋଡି ନେହୁରା ହେଲେ ଜୟପାଟଣା ଅଞ୍ଚଳର ୭୫ ବର୍ଷିୟ ବୃଦ୍ଧା “

ଶ୍ରାବଣରେ ଚାଷ ପାଇଁ ପାଣି ଅଭାବ । ବର୍ଷା ଅଭାବରୁ ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଫାଟି ଆଁ କରିଛି ଧାନ ବିଲ

କନକ ବ୍ୟୁରୋ: ବର୍ଷା, କେଉଁଠି କେମିତି । କେଉଁଠି ବନ୍ୟା ତ ପୁଣି କେଉଁଠି ଜଳାଭାବ । ଅତ୍ୟଧିକ ବର୍ଷା ଫଳରେ ଅନେକ ସ୍ଥାନରେ ଘରେ ପାଣି ପଶୁଥିବା ବେଳେ କେତେକ ସ୍ଥାନରେ ଭଲ ବର୍ଷାକୁ ଅପେକ୍ଷା କରିଛନ୍ତି ଚାଷୀ । ଆବଶ୍ୟକ ବର୍ଷା ନହେବାରୁ ଚଳିତ ବର୍ଷର ଧାନ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଗଞ୍ଜାମ ଜିଲ୍ଲାର ଆସିକା ଓ ଧରାକୋଟ ବ୍ଲକର ଚାଷୀ । ମୌସୁମୀ ଆରମ୍ଭରୁ ଦୁଇ ଦିନିଆ ବର୍ଷା ଚାଷୀଙ୍କ ମୁହଁରେContinue reading “ଶ୍ରାବଣରେ ଚାଷ ପାଇଁ ପାଣି ଅଭାବ । ବର୍ଷା ଅଭାବରୁ ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଫାଟି ଆଁ କରିଛି ଧାନ ବିଲ”

ବିଦ୍ୟାଳୟ ଉପରେ ବଜ୍ରାଘାତ: ୧୭ ଛାତ୍ରଛାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି 

କନକ ବ୍ୟୁରୋ: କେନ୍ଦ୍ରାପଡା ପାଟକୁରାରେ ଅଘଟଣ । ବିଦ୍ୟାଳୟ ଉପରେ ହେଲା ବଜ୍ରାଘାତ । ବଜ୍ରାଘାତ ଯୋଗୁଁ ୧୭ ଛାତ୍ରଛାତ୍ରୀ ଗୁରୁତର । କୁଦାନଗରୀ ଓଡିଶା ଆଦର୍ଶ ବିଦ୍ୟାଳୟ ଉପରେ ବଜ୍ରାଘାତ ହୋଇଛି । ଗୁରୁତର ପିଲାଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । The post ବିଦ୍ୟାଳୟ ଉପରେ ବଜ୍ରାଘାତ: ୧୭ ଛାତ୍ରଛାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି  first appeared on Kanak News. from Kanak News via <a href="https://ifttt.com/?

Design a site like this with WordPress.com
Get started