କନକ ବ୍ୟୁରୋ: ଅଜାଙ୍କ ଦଶାହ କର୍ମ ବେଳେ ଚାଲିଗଲା ଦୁଇ ନାତିଙ୍କ ଜୀବନ । ପାଣିରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ ଘଟିଛି । ବାଲେଶ୍ୱର ସୋର ୱାଦା ଶାସନରୁ ଆସିଛି ଏଭଳି ଦୁଃଖଦ ଘଟଣା । ବାଗୁଡି ପଥରକଟାଠାରେ ଅଜାଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ପାଣିରେ ବୁଡିଯାଇଥିଲେ ୨ ନାତି । ଦଶାହ ସାରି ଗାଧେଇବା ବେଳେ ଗୋଡ ଖସିଯିବାର ପାଣିରେ ବୁଡିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେContinue reading “ଅଜା ଦଶାହରେ ଦୁଇ ନାତିଙ୍କ ମୃତ୍ୟୁ । ଗାଧୋଇବା ବେଳେ ଗୋଡ ଖସି ଚାଲିଗଲା ଜୀବନ”
Tag Archives: News
ମାତ୍ର ଗୋଟିଏ ଭୁଲ ପାଇଁ ଖାଲି ହୋଇଗଲା ଆକାଉଣ୍ଟ: ୧୦୦ ଟଙ୍କାର ଲୋଭ ଦେଖାଇଲେ, ଲକ୍ଷାଧିକ ଟଙ୍କା ଲୁଟିନେଲେ
କନକ ବ୍ୟୁରୋ: ଇନଷ୍ଟାଗ୍ରାମରେ ଆସୁଛି କି ଏମିତି ମେସେଜ । ତାହେଲେ ହୋଇଯାଆନ୍ତୁ ସାବଧାନ । ନଚେତ ଆପଣ ବି ହୋଇପାରନ୍ତି ଠକାମୀର ଶିକାର । ଲୋଭ ଦେଖାଇ ଆପଣଙ୍କଠାରୁ ଲୁଟି ପାରନ୍ତି ଲକ୍ଷାଧିକ ଟଙ୍କା । ପ୍ରଥମେ ୧୦୦, ପରେ ୨୦୦, ପରେ ୫୦୦ ଆଉ ତା ପରେ ହଜାରେ ଏମିତି ଟଙ୍କା ପଠାଇ ଆପଣଙ୍କ ବିଶ୍ୱାସ ଜିତିବେ ଆଉ ତା ପରେ ଖାଲି କରିଦେବେ ଆପଣଙ୍କ ଆକାଉଣ୍ଟ । ବିଭିନ୍ନ ଆଳରେ ଆପଣଙ୍କୁ ତାଙ୍କContinue reading “ମାତ୍ର ଗୋଟିଏ ଭୁଲ ପାଇଁ ଖାଲି ହୋଇଗଲା ଆକାଉଣ୍ଟ: ୧୦୦ ଟଙ୍କାର ଲୋଭ ଦେଖାଇଲେ, ଲକ୍ଷାଧିକ ଟଙ୍କା ଲୁଟିନେଲେ”
ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ
କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଦୁର୍ବୃତ । ଖଣ୍ଡା ଓ କଟୁରୀରେ ଯୁବକଙ୍କୁ ହାଣି ଲହୁଲୁହାଣ କରି ପକାଇଛି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଆହତ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆକ୍ରମଣ ପଛର କାରଣ ଏପର୍ଯ୍ରନ୍ତ ଜଣାପଡି ନାହିଁ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।Continue reading “ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ”
ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଆକ୍ସନ ମୁଡରେ ଅବକାରୀ ବିଭାଗ । ବାରରେ ନାବାଳିକାଙ୍କୁ ନିୟୋଜିତ କଲେ କାର୍ଯ୍ୟାନୁଷ୍ଠାନ ଧମକ
କନକ ବ୍ୟୁରୋ: ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା । ଆକ୍ସନ ମୋଡରେ ଅବକାରୀ ବିଭାଗ । ବାରରେ ନାବାଳିକା ନିୟୋଜିତ କରିଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ କାର୍ଯ୍ୟରେ ଲଗାଇଲେ ବାର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଖୁବଶୀଘ୍ର ଭୁବନେଶ୍ୱରରେ ଥିବା ସମସ୍ତ ଡାନ୍ସ ବାରରେ ଆତର୍କିତ ଚଢାଉ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡ ପ୍ରଦୀପ ପଟ୍ଟନାୟକ । ଏଥିପାଇଁ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ରContinue reading “ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଆକ୍ସନ ମୁଡରେ ଅବକାରୀ ବିଭାଗ । ବାରରେ ନାବାଳିକାଙ୍କୁ ନିୟୋଜିତ କଲେ କାର୍ଯ୍ୟାନୁଷ୍ଠାନ ଧମକ”
ମଣିପୁର ସାଂସଦଙ୍କ ଗମ୍ଭୀର ଅଭିଯୋଗ । କହିଲେ, ମଣିପୁର ପ୍ରସଙ୍ଗରେ ଆମକୁ କହିବାର ସୁଯୋଗ ଦିଆଗଲା ନାହିଁ
କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ସହଯୋଗୀ ଦଳ ନାଗା ପିପୁଲ୍ସ ଫ୍ରଣ୍ଟର ଏକମାତ୍ର ସାଂସଦ ମଣିପୁରକୁ ନେଇ ବଡ ବୟାନ ଦେଇଛନ୍ତି । ଏନପିଏଫ ସାଂସ ଲୋରହୋ ପଫୋଜ କହିଛନ୍ତି କି ମଣିପୁର ପ୍ରସଙ୍ଗରେ ସଂସଦରେ ମୋତେ କହିବାର ସୂୁଯୋଗ ଦିଆଗଲା ନାହିଁ, ମୁଁ ଯେତେବେଳେ କହିବାକୁ ଚାହିଁଲି ସେତେବେଳେ ମୋତେ ରୋକା ଯାଇଥିଲା । ପଫୋଜ କହିଛନ୍ତି କି ମୁଁ ଯେତେେବେଳ ମଣିପୁର ପ୍ରସଙ୍ଗରେ କହିବାକୁ ଅନୁମତି ମାଗିଲି ସେତେବେଳେ ଉଚ୍ଚ ଅଧିକାରୀContinue reading “ମଣିପୁର ସାଂସଦଙ୍କ ଗମ୍ଭୀର ଅଭିଯୋଗ । କହିଲେ, ମଣିପୁର ପ୍ରସଙ୍ଗରେ ଆମକୁ କହିବାର ସୁଯୋଗ ଦିଆଗଲା ନାହିଁ”
ବାପା ଫେରିବାଲା, ଝିଅ ହେବେ ଡାକ୍ତର : ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ
କନକ ବ୍ୟୁରୋ : ବାପା ଫେରିବାଲା ଝିଅ ହେବେ ଡାକ୍ତର । ଇଛାଶକ୍ତି ଆଗରେ ଗରିବୀ କିପରି ହାରମାନେ ତାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳର ଶୁଭଲକ୍ଷ୍ମୀ ସାହୁଙ୍କ କ୍ଷେତ୍ରରେ । ସ୍ଥାନୀୟ ନରଡ଼ା ଗାଁର ବ୍ରଜକିଶୋର ସାହୁଙ୍କ ଝିଅ ଶୁଭଲକ୍ଷ୍ମୀ । ବାପା,ମାଆଙ୍କ ବଡ଼ ଝିଅ । ସାନ ଭାଇ ଓ ଜଣେ ଭଉଣୀ ମଧ୍ୟ ଅଛନ୍ତି । ବାପା ବ୍ରଜକିଶୋର ଗାଁ ଗାଁ ବୁଲି ଷ୍ଟେସନାରୀ ସାମଗ୍ରୀ ବିକ୍ରି କରନ୍ତିContinue reading “ବାପା ଫେରିବାଲା, ଝିଅ ହେବେ ଡାକ୍ତର : ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ”
ଅଦ୍ରିଜାଙ୍କ ଅଭିଯୋଗ, ପୋଲିସ କରୁନି ସହଯୋଗ : ଶ୍ୱଶୁର ଘରୁ ନିଜ ଜିନିଷ ନେବାକୁ ଲୋଡିଲେ ପୋଲିସର ସହାୟତା
କନକ ବ୍ୟୁରୋ : ଥାନାରେ ରାଜାଘର ବୋହୂ । ବଲାଙ୍ଗୀର ଟାଉନ ଥାନାରେ ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ । ଶ୍ୱଶୁର ଘରୁ ନିଜ ଜିନିଷପତ୍ର ନେବାକୁ ପୋଲିସର ସହାୟତା ଲୋଡ଼ିଛନ୍ତି ଅଦ୍ରିଜା । ତେବେ ପୋଲିସକୁ ଭେଟିବା ପରେ, ସହଯୋଗ ଯୋଗାଇ ଦେଇନଥିବା ଅଭିଯୋଗ କରିଛନ୍ତି ଅଦ୍ରିଜା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜିନିଷ ନେବା ପାଇଁ ପ୍ୟାଲେସକୁ ଆସିଥିଲେ । କିନ୍ତୁ ବଲାଙ୍ଗୀର ଏସପି କହିଲେ, ଡେରାଡୁନରୁ ତଦନ୍ତକାରୀ ଅଧିକାରୀ ଆସିଲେContinue reading “ଅଦ୍ରିଜାଙ୍କ ଅଭିଯୋଗ, ପୋଲିସ କରୁନି ସହଯୋଗ : ଶ୍ୱଶୁର ଘରୁ ନିଜ ଜିନିଷ ନେବାକୁ ଲୋଡିଲେ ପୋଲିସର ସହାୟତା”
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରବର୍ଟ ଭାଦ୍ରା । କହିଲେ, ମଣିପୁର ଜଳୁଛି ହେଲେ ସଂସଦରେ ମୋ ଫଟୋ ଦେଖାଇ ରାଜନୀତି ହେଉଛି
କନକ ବ୍ୟୁରୋ : ଲୋକସଭାରେ ସ୍ମୃତି ଇରାନୀ କଂଗ୍ରେସ ନେତା ରବର୍ଟ ଭାଦ୍ରାଙ୍କ ଫଟୋ ଦେଖାଇବା ପ୍ରସଙ୍ଗରେ ରବର୍ଟ ଭାଦ୍ରା ସ୍ମୃତି ଇରାନୀଙ୍କୁ ଟାର୍ଗେଟ୍ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରବର୍ଟ ଭାଦ୍ରା କହିଛନ୍ତି କି, ମଣିପୁର ଜଳୁଛି, ସେଠାରେ ମହିଳାଙ୍କ ସହ ଯେଭଳି କାଣ୍ଡ କରାଯାଉଛି ତାହାର ଭିଡିଓ ଭାଇରାଲ ହେଉଛି । ହେଲେ ସଂସଦରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ପ୍ରସଙ୍ଗରୁ ଦୂରେଇଯାଇ ମୋ ଫଟୋ ଦେଖାଇ ରାଜନୀତିContinue reading “କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରବର୍ଟ ଭାଦ୍ରା । କହିଲେ, ମଣିପୁର ଜଳୁଛି ହେଲେ ସଂସଦରେ ମୋ ଫଟୋ ଦେଖାଇ ରାଜନୀତି ହେଉଛି”
ଅଶ୍ରୁଳ ଆଖିରେ ବୀର ପୁଅକୁ ବିଦାୟ : ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆ
କନକ ବ୍ୟୁରୋ : ଅଶ୍ରୁଳ ଆଖିରେ ବୀର ପୁଅକୁ ବିଦାୟ । ଗାଁ ଶ୍ମଶାନରେ କରାଗଲା ଶେଷକୃତ୍ୟ । ବିଶାଳ ଶୋଭାଯାତ୍ରାରେ ନିଆଯିବା ପରେ, ବୈତରଣୀ ପଠାରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପସଲାମି ଦିଆଯିବା ପରେ, ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତଙ୍କ ଜନ୍ମମାଟି ଆନନ୍ଦପୁର ପୌରାଞ୍ଚଳର ୪ନମ୍ବର ୱାର୍ଡକୁ, ତାଙ୍କ ପ୍ରାର୍ଥୀବ ଶରୀରକୁ ଅଣାଯାଇଥିଲା । ସେଠାରେ ହଜାର ହଜାର ଲୋକ ବୀରContinue reading “ଅଶ୍ରୁଳ ଆଖିରେ ବୀର ପୁଅକୁ ବିଦାୟ : ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆ”
ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ୱେବ ସିରିଜ ‘କମାଣ୍ଡୋ’ ହିରୋ ପ୍ରେମ୍ ପରିଜା
କନକ ବ୍ୟୁରୋ : ପୁରୀରେ ଜଗାଦର୍ଶନ କଲେ ହିନ୍ଦୀ ୱେବ ସିରିଜର ନାୟକ ତଥା ଓଡିଶା ପୁଅ ପ୍ରେମ ପରିଜା । ପ୍ରେମ ପ୍ରଥମ କରି କମାଣ୍ଡୋ ୱେବ ସିରିଜ୍ ଜରିଆରେ ହିନ୍ଦୀ ୱେବ ସିରିଜରେ ଡେବ୍ୟୁ କରିଛନ୍ତି । ଶନିବାର ପୁରୀରେ ଜଗାଦର୍ଶନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ବିପୁଲ ଶାହଙ୍କ ସହ କାମ କରିଥିବାରୁ ସେ ବେଶ୍ ଖୁସି ଅଛନ୍ତି । ହିନ୍ଦୀ ସିନେମା କମାଣ୍ଡୋର ୩ଟିContinue reading “ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ୱେବ ସିରିଜ ‘କମାଣ୍ଡୋ’ ହିରୋ ପ୍ରେମ୍ ପରିଜା”