ଗୋଟେ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ ବିରାଟ କୋହିଲି ନିଅନ୍ତି ୧୧.୪୫ କୋଟି ଟଙ୍କା ?

    କିଛିଦିନ ପୂର୍ବେ ମିଡ଼ିଆରେ ଏହା ଖୁବ ଚର୍ଚ୍ଚା ହେଉଥିଲା ଯେ ଟିମଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହିଲି ଗୋଟେ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ ସର୍ବାଧିକ ଅର୍ଥ ଦାବି କରନ୍ତି । ଏହାମଧ୍ୟ କୁହାଯାଉଥିଲା ଯେ କୋହିଲି ଗୋଟେ ପୋଷ୍ଟରୁ ୧୧.୪୫ କୋଟି ଟଙ୍କା ଆୟ କରନ୍ତି । ଏବେଏବେ ବିରାଟ କୋହିଲି ଟୁଇଟ କରି ଏହି ଖବରକୁ ଖଣ୍ଡନ କରିଛନ୍ତି । ଏହା ସତ୍ୟ ନୁହେଁ ବୋଲି କୋହିଲି କହିଛନ୍ତି । କିଛିଦିନ ପୂର୍ବେContinue reading “ଗୋଟେ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ ବିରାଟ କୋହିଲି ନିଅନ୍ତି ୧୧.୪୫ କୋଟି ଟଙ୍କା ?”

ନାଗପୁରର ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା, ୫୦ଲକ୍ଷ ଟଙ୍କା ପାଇଁ ସ୍ୱାମୀ ହତ୍ୟା କରିଥିବା ସୂଚନା

କନକ ବ୍ୟୁରୋ : ନାଗପୁରର ବିଜେପି ନେତ୍ରୀ ସାନା ଖାନଙ୍କ ହତ୍ୟା ମାମଲା ଉପରୁ ପରଦା ହଟିବାରେ ଲାଗିଛି । ସାନାଙ୍କୁ ତାଙ୍କ ସ୍ୱାମୀ ଅମିତ୍ ଓରଫ ପପୁ ସାହୁ ହତ୍ୟା କରିଛନ୍ତି । ହତ୍ୟା ପରେ ପପୁ ସାନାଙ୍କ ମୃତଦେହକୁ ହିରଣ ନଦୀରେ ଭସାଇଦେଇଥିଲେ । ଏବେ ପୋଲିସ ନଦୀ ଭିତରୁ ସାନାଙ୍କ ମୃତଦେହ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛି । ପୋଲିସର ସୂଚନା ମୁତାବକ ସାନାଙ୍କ ଠାରୁ ତାଙ୍କ ସ୍ୱାମୀ ୫୦ ଲକ୍ଷ ଟଙ୍କାContinue reading “ନାଗପୁରର ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା, ୫୦ଲକ୍ଷ ଟଙ୍କା ପାଇଁ ସ୍ୱାମୀ ହତ୍ୟା କରିଥିବା ସୂଚନା”

୨୦୨୪ରେ ଏକାକି ଲଢି ରାଜ୍ୟରେ ସରକାର ଗଢିବ ବିଜେପି, କାହା ସହ କରିବନି ମେଣ୍ଟ : ଭୁପେନ୍ଦର ଯାଦବ

କନକ ବ୍ୟୁରୋ : ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଛି । ଆଲୋଚନା ହେଉଛି, ଆଗାମି ନିର୍ବାଚନରେ ବିଜେଡି-ବିଜେପି ପୁଣି ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବେ । କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦର ଯାଦବ । ଓଡିଶା ଗସ୍ତରେ ଆସିଥିବାବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡିଶାରେ କୌଣସି ଦଳ ସହ ବିଜେପି ମେଂଟ କରିବ ନାହିଁ । ବିନା ମେଣ୍ଟରେ ଏକା ଏକା ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇବ ।Continue reading “୨୦୨୪ରେ ଏକାକି ଲଢି ରାଜ୍ୟରେ ସରକାର ଗଢିବ ବିଜେପି, କାହା ସହ କରିବନି ମେଣ୍ଟ : ଭୁପେନ୍ଦର ଯାଦବ”

ସୋର ୱାଦା ଅଞ୍ଚଳରେ ଅଭାବନୀୟ ଘଟଣା : ଅଜାଙ୍କ ଦଶାହରେ ପାଣିରେ ବୁଡି ୨ ନାତି ମୃତ

କନକ ବ୍ୟୁରୋ : ସୋର ୱାଦା ଅଞ୍ଚଳରେ ଅଭାବନୀୟ ଘଟଣା । ଅଜାଙ୍କ ଦଶାହରେ ପାଣିରେ ବୁଡି ୨ ନାତି ମୃତ । ଦଶାହ କର୍ମ ସାରି ଗାଧୋଇବା ବେଳେ ବୁଡିଗଲେ । ଗୋଡ ଖସି ଯିବାରୁ ୨ ନାତିଙ୍କ ମୃତ୍ୟୁ ହୋଇଛି । ଉଭୟଙ୍କୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । The post ସୋର ୱାଦା ଅଞ୍ଚଳରେ ଅଭାବନୀୟ ଘଟଣା : ଅଜାଙ୍କ ଦଶାହରେ ପାଣିରେ ବୁଡି ୨ ନାତି ମୃତ firstContinue reading “ସୋର ୱାଦା ଅଞ୍ଚଳରେ ଅଭାବନୀୟ ଘଟଣା : ଅଜାଙ୍କ ଦଶାହରେ ପାଣିରେ ବୁଡି ୨ ନାତି ମୃତ”

ଦିଲ୍ଲୀ ସେବା ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି । ବନିଗଲା ନୂଆ ଆଇନ

କନକ ବ୍ୟୁରୋ: ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍ । ଏହି ବିଲକୁ ମିଳିଛି ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଭାରତ ସରକାର ଏନେଇ ଅଧିସୂଚନା ଜାରି କରିଛନ୍ତି । ଦିଲ୍ଲୀ ସେବା ବିଲକୁ ରାଷ୍ଟ୍ରପତି ମଂଜୁୁରୀ ଦେବା ପରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର ଅଧିନିୟମ ୨୦୨୩କୁ ଲାଗୁ କରିବାକୁ ନୋଟିଫିକେସନ୍ ଜାରି କରିଥିବା ସୂଚନା ରହିଛି । The post ଦିଲ୍ଲୀ ସେବା ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି । ବନିଗଲା ନୂଆ ଆଇନContinue reading “ଦିଲ୍ଲୀ ସେବା ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି । ବନିଗଲା ନୂଆ ଆଇନ”

ଟାଟା ନିଜର ପତ୍ନୀଙ୍କୁ ଦେଇଥିଲେ ‘କୋହିନୁର’ଠୁ ଦି ଗୁଣା ବଡ଼ ହୀରା ‘ଜୁବୁଲି’ ।

    ଦୋରାବଜୀ ଟାଟା ଏକଲକ୍ଷ ପାଉଣ୍ଡ ଦେଇ କିଣିଥିଲେ ଏହି ହୀରା । ବୀମା ମଧ୍ୟ କରାଇଥିଲେ । ଦକ୍ଷିଣ ଆଫ୍ରିକାର ଜୈଗର୍ସଫ୍ରଣ୍ଟିନ ହୀରା ଖଣି ନିଜର ବହୁମୂଲ୍ୟ ହୀରା ପାଇଁ ସାରା ବିଶ୍ୱରେ ଖୁବ ପରିଚିତ । ଏହି ଖଣିରୁ ଆଜି ପର୍ଯ୍ୟନ୍ତ ୯୬ ଲକ୍ଷ କାରାଟ୍ ରୁ  ଉର୍ଦ୍ଧ ସୁନ୍ଦର ସୁନ୍ଦର ଦାମିକା ହୀରା ଉତ୍ତୋଳନ ହୋଇଛି । ୧୮୯୫ରେ ଏହି ଖଣିରୁ ଏପରି ଏକ ହୀରା ବାହାରିଥିଲା ଯାହା ଆକାରରେ ବିଶ୍ୱପ୍ରସିଦ୍ଧContinue reading “ଟାଟା ନିଜର ପତ୍ନୀଙ୍କୁ ଦେଇଥିଲେ ‘କୋହିନୁର’ଠୁ ଦି ଗୁଣା ବଡ଼ ହୀରା ‘ଜୁବୁଲି’ ।”

ରାଜଧାନୀରେ ବେଆଇନ୍ ପୋଷ୍ଟର, ହୋଡିଂ ଲଗାଉଥିଲେ ସାବଧାନ୍ । ଆପଣଙ୍କୁ ପଡିପାରେ ମୋଟା ଅଙ୍କର ଫାଇନ୍ ।

କନକ ବ୍ୟୁରୋ: ରାଜଧାନୀରେ ଏଣେତେଣେ ପୋଷ୍ଟର ମାରୁଥିଲେ ସାବଧାନ୍ । ଆପଣଙ୍କୁ ଗଣିବାକୁ ପଡିପାରେ ମୋଟା ଅଙ୍କର ଫାଇନ୍ । କାହିଁକି ନା ଏତେତେଣେ ପୋଷ୍ଟର ମାରିଲେ ଏବେ ମୋଟା ଅଙ୍କର ଜରିମାନା ଆଦାୟ କରୁଛି ଭୁବନେଶ୍ୱର ମହାନଗର ନିଗମ । Team BMC has lodged an FIR and imposed penalty of Rs 50,000 on Jatra Sri Biswa Darbar for pasting unauthorized banners/posters/hoardings at many places ofContinue reading “ରାଜଧାନୀରେ ବେଆଇନ୍ ପୋଷ୍ଟର, ହୋଡିଂ ଲଗାଉଥିଲେ ସାବଧାନ୍ । ଆପଣଙ୍କୁ ପଡିପାରେ ମୋଟା ଅଙ୍କର ଫାଇନ୍ ।”

ଏସିଆ କପ୍ ପାଇଁ ଦଳ ଘୋଷଣା କଲା ବାଲାଂଦେଶ । ସାକିବ୍ ଅଲ୍ ହାସନଙ୍କୁ ଅଧିନାୟକ ଭାର, ବାଦ୍ ପଡିଲେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ।

କନକ ବ୍ୟୁରୋ: ଏସିଆ କପ୍ ପାଇଁ ଦଳ ଘୋଷଣା କଲା ବାଂଲାଦେଶ । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା କରିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ । ଏହି ଦଳରେ ଅଭିଜ୍ଞ ସକିବ୍ ଅଲ ହାସନଙ୍କୁ ଅଧିନାୟକ ଭାର ଦିଆଯାଇଥିବାବେଳେ, ଷ୍ଟାର ବ୍ୟାଟ୍ସମ୍ୟାନ୍ ମହମ୍ମଦୁଲ୍ଲାହଙ୍କୁ ସ୍ଥାନ ମିଳିନାହିଁ । ୧୭ ଜଣିଆ ଏହି ଦଳରେ ଅନୁଭବୀ ବ୍ୟାଟ୍ସମ୍ୟାନ୍ ତମିମ୍ ଇକବାଲଙ୍କ ଅନୁପସ୍ଥିତିରେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଭାବେContinue reading “ଏସିଆ କପ୍ ପାଇଁ ଦଳ ଘୋଷଣା କଲା ବାଲାଂଦେଶ । ସାକିବ୍ ଅଲ୍ ହାସନଙ୍କୁ ଅଧିନାୟକ ଭାର, ବାଦ୍ ପଡିଲେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ।”

ଥାନାରେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ : ଶ୍ୱଶୁର ଘରୁ ନିଜ ଜିନିଷ ନେବାକୁ ଲୋଡିଲେ ପୋଲିସର ସହାୟତା

କନକ ବ୍ୟୁରୋ : ଥାନାରେ ରାଜାଘର ବୋହୂ । ବଲାଙ୍ଗୀର ଟାଉନ ଥାନାରେ ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ । ଶଶୁର ଘରୁ ନିଜ ଜିନିଷପତ୍ର ନେବାକୁ ପୋଲିସର ସହାୟତା ଲୋଡ଼ିଛନ୍ତି ଅଦ୍ରିଜା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏବେ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରଧୀନ ରହିଛି । ଏହାରି ଭିତରେ ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଦ୍ରିଜା । ପୂର୍ବରୁ ଏହି ଘଟଣାକୁ ନେଇ ଡେରାଡ଼ୁନ୍ ଥାନାରେ ଏତଲା ଦେଇଛନ୍ତି ଅଦ୍ରିଜା ମଞ୍ଜରୀ । ଅନଙ୍ଗContinue reading “ଥାନାରେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ : ଶ୍ୱଶୁର ଘରୁ ନିଜ ଜିନିଷ ନେବାକୁ ଲୋଡିଲେ ପୋଲିସର ସହାୟତା”

ନକଲି ସାର୍ଟିଫିକେଟ୍ ମାମଲା : ବନ୍ଧାହେଲେ ପୋଷ୍ଟ ମାଷ୍ଟର ବାପା ଓ ସ୍କୁଲ ମାଷ୍ଟର ପୁଅ

କନକ ବ୍ୟୁରୋ : ନକଲି ସାର୍ଟିଫିକେଟ୍ ମାମଲାରେ ବନ୍ଧା ହେଲେ ବାପ-ପୁଅ । ହିନ୍ଦୀ ଚଳଚ୍ଚିତ୍ର ବାପ୍ ନମ୍ବରୀ ବେଟା ଦଶ ନମ୍ବରୀର ସିନେମାର କାହାଣୀ ଭଳି ଭବାନୀପାଟଣାରେ ଦେଖିବାକୁ ମିଳିଛି ସତ କାହାଣୀ । ଏହି ଦୁଇ ବାପ ପୁଅ ହେଉଛନ୍ତି କଳାହାଣ୍ଡି ଭବାନୀପାଟଣାର ପୋଷ୍ଟ ମାଷ୍ଟର ପ୍ରଭାତ ମହାନନ୍ଦ ଓ ତାଙ୍କ ବାପା ପଦ୍ମନାଭ ମହାନନ୍ଦ ଯିଏକି ସାପସିଲେଟ ସ୍କୁଲର ଜଣେ ଶିକ୍ଷକ । ଆଳୁ ଖୋଳୁ ଖୋଳୁ ସାରୁ ମିଳିବା ଭଳି ଡାକContinue reading “ନକଲି ସାର୍ଟିଫିକେଟ୍ ମାମଲା : ବନ୍ଧାହେଲେ ପୋଷ୍ଟ ମାଷ୍ଟର ବାପା ଓ ସ୍କୁଲ ମାଷ୍ଟର ପୁଅ”

Design a site like this with WordPress.com
Get started