ସଂସଦରେ ବର୍ଷିବା ପରେ ପୁଣି ଥରେ ବିରୋଧୀଙ୍କୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ମଣିପୁର ପ୍ରତି ନାହିଁ ବିରୋଧୀଙ୍କ ସମବେଦନା

କନକ ବ୍ୟୁରୋ : ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଜିତିବା ପରେ ଏବେ ମୋଦୀ ସରକାରଙ୍କ ଆତ୍ମବିଶ୍ୱାସ ଅଧିକ ହୋଇଛି । ପୂର୍ବରୁ ଯେତିକି ଆକ୍ରଣାତ୍ମକ ଥିଲେ ଏବେ ଆଉ ଟିକେ ବଢ଼ିଯାଇଛି । ନିକଟରେ ସଂସଦଭବନରେ ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ଦେଇ ବିରୋଧୀଙ୍କ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦି କହିଛନ୍ତି ସରକାର ନିଜର ଆତ୍ମବିଶ୍ୱାସ ଓ ସଚ୍ଚୋଟତା ବଳରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମାତ ଦେବାରେ ସଫଳ ହୋଇଛି । ମୋଦୀContinue reading “ସଂସଦରେ ବର୍ଷିବା ପରେ ପୁଣି ଥରେ ବିରୋଧୀଙ୍କୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ମଣିପୁର ପ୍ରତି ନାହିଁ ବିରୋଧୀଙ୍କ ସମବେଦନା”

ଶ୍ରୀନଗରରେ ଭାରତର ସୁରକ୍ଷା କବଚ । ମୁତୟନ ହେଲା ମିଗ-୨୯ ଯୁଦ୍ଧ ବିମାନ, ପଡ଼ୋଶୀ ପାକିସ୍ତାନ ଓ ଚୀନକୁ ଚେତାବନୀ

କନକ ବ୍ୟୁରୋ : ଏଣିକି ନିଜ ଶତ୍ରୁକୁ ଆହୁରି କଡ଼ା ଜବାବ ଦେବ ଭାରତ । ଭାରତୀୟ ବାୟୁସେନାର ଶ୍ରୀନଗର ଏୟାରବେସରେ ମିଗ-୨୯ ଫାଇଟର ଜେଟର ସ୍କ୍ୱାଡ଼୍ରନ ନିୟୋଜିତ କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୈାଶଳ ପ୍ରୟୋଗ କରି ପ୍ରସ୍ତୁତ କରାଯାଇଥିବା ଏହି ମିଗ୍-୨୯ ଫାଇଟର ଜେଟ ଏବେ ପାକିସ୍ତାନ ଓ ଚୀନ ସୀମାରେ ନଜର ରଖିବେ । ଏହି ଯୁଦ୍ଧ ବିମାନକୁ ଡ଼ିଫେଣ୍ଡର ଅଫ ଦ ନର୍ଥ କୁହାଯାଉଥିବାବେଳେ ଏହା ପୁରାତନ ସ୍କ୍ୱାଡ଼୍ରନ ମିଗ-୨୧ ଫାଇଟର ଜେଟରContinue reading “ଶ୍ରୀନଗରରେ ଭାରତର ସୁରକ୍ଷା କବଚ । ମୁତୟନ ହେଲା ମିଗ-୨୯ ଯୁଦ୍ଧ ବିମାନ, ପଡ଼ୋଶୀ ପାକିସ୍ତାନ ଓ ଚୀନକୁ ଚେତାବନୀ”

ଇଏସଆଇ ଅର୍ଥ ହେରଫେରରେ ଫସିଗଲେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟପ୍ରଦା । ରାଜ୍ୟଶ୍ରମ ବିଭାଗ ପକ୍ଷରୁ ଦାୟର ପିଟିସନର ଶୁଣାଣୀ କରି ଦୋଷୀ ସାବ୍ୟସ୍ତ କଲେ ଚେନ୍ନାଇର ମାଜିଷ୍ଟ୍ରେଟ କୋର୍ଟ

କନକ ବ୍ୟୁରୋ : ଅଭିନେତ୍ରୀ ତଥା ନେତ୍ରୀ ଜୟା ପ୍ରଦାଙ୍କୁ ୬ ମାସ ଜେଲ୍ଦଣ୍ଡ । ୫ହଜାର ଟଙ୍କା ଜୋରିମାନା ଦେବେ ଅଭିନେତ୍ରୀ ଜୟା ପ୍ରଦା । ନିଜ କର୍ମଚାରୀଙ୍କୁ ସଠିକ ବେତନ ଦେଉନଥିବା ଅଭିଯୋଗରେ ଜୟା ପ୍ରଦା ଚେନ୍ନାଇର ଏଗମୋ ମାଜିଷ୍ଟ୍ରେଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ଘଟଣାରେ ଜୟା ପ୍ରଦାଙ୍କୁ ୬ ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କାର ଜୋରିମାନା ଦେବାକୁ କୁହାଯାଇଛି । ଜୟା ପ୍ରଦାଙ୍କ ସହContinue reading “ଇଏସଆଇ ଅର୍ଥ ହେରଫେରରେ ଫସିଗଲେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟପ୍ରଦା । ରାଜ୍ୟଶ୍ରମ ବିଭାଗ ପକ୍ଷରୁ ଦାୟର ପିଟିସନର ଶୁଣାଣୀ କରି ଦୋଷୀ ସାବ୍ୟସ୍ତ କଲେ ଚେନ୍ନାଇର ମାଜିଷ୍ଟ୍ରେଟ କୋର୍ଟ”

ଦେଶରେ କମିପାରେ ଟମାଟୋ ଟେନସନ । ଭାରତକୁ ଶସ୍ତା ଦରରେ ଟମାଟୋ ରପ୍ତାନୀ କରିବ ନେପାଳ

କନକ ବ୍ୟୁରୋ : ଟମାଟୋର ମାତ୍ରାଧିକ ଦରବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ଚିନ୍ତା ଏବେ ଦୂର ହୋଇପାରେ । କାରଣ ଶସ୍ତା ମୂଲ୍ୟରେ ଭାରତକୁ ଟମାଟୋ ଯୋଗାଇବ ନେପାଳ । ଆକାଶଛୁଆଁ ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବାବେଳେ ନେପାଳର ସାହାଯ୍ୟ ଲୋଡ଼ିଛନ୍ତି । ଆଉ ଭାରତ କଥାରେ ସହମତି ପ୍ରକାଶ କରିଛି ନେପାଳ । ଅତି ସୁବିଧା ଓ କମ୍ ମୂଲ୍ୟରେ ଭାରତର ବଜାରକୁ ଟମାଟୋ ଯୋଗାଇବାକୁ ନେପାଳ ରାଜି ହୋଇଛିContinue reading “ଦେଶରେ କମିପାରେ ଟମାଟୋ ଟେନସନ । ଭାରତକୁ ଶସ୍ତା ଦରରେ ଟମାଟୋ ରପ୍ତାନୀ କରିବ ନେପାଳ”

ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ । ଅଧ୍ୟାଦେଶରେ ମୋହର ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲକୁ ଅନୁମୋଦନ କରିଛନ୍ତି । କେନ୍ଦ୍ରସରକାର ଏନେଇ ଏକ ଅଧିସୂଚନା ଜାରି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଗଷ୍ଟ ୧ ତାରିଖରେ ସଂସଦରେ ଦିଲ୍ଲୀ ସରକାର ସଂଶୋଧନ ବିଲ ଆଗତ କରିଥିଲେ । ବିଜ୍ଞପ୍ତିରେ ଏହାକୁ କୁହାଯାଇଛି କି ଦିଲ୍ଲୀ ସରକାର ଅଧିନିୟମ ୨୦୨୩ ବୋଲି କୁହାଯିବ । ସୂଚନା ଥାଉକି ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କContinue reading “ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ । ଅଧ୍ୟାଦେଶରେ ମୋହର ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ”

ତାମିଲନାଡୁ ଉଟିରେ ପହଁଚି ଟୋଡା ସମ୍ପ୍ରଦାୟଙ୍କୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପାରମ୍ପାରିକ ପୋଷାକ ପିନ୍ଧି କଲେ ନୃତ୍ୟ

କନକ ବ୍ୟୁରୋ : ଲୋକସଭା ସଦସ୍ୟତା ଫେରିପାଇବା ପରେ ବଢ଼ିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆତ୍ମବିଶ୍ୱାସ । ସେପଟେ ଭାରତ ଯୋଡ ଯାତ୍ରା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ବେଶ ବଢିଛି । ଏହା ଭିତରେ ପ୍ରଥମ ଥର ପାଇଁ ତାମିଲନାଡୁ ଓ କେରଳଗସ୍ତ କରିଛନ୍ତି ରାହୁଲ । ଶନିବାର ପ୍ରଥମେ ତାମିଲନାଡୁର ଉଟିରେ ପହଁଚିଥିଲେ । ଏଠାକାର ମୁଥୁନାଡୁ ଗାଁର ଟୋଡା ଆଦୀବାସୀଙ୍କୁ ଭେଟିଛନ୍ତି । ଏମାନଙ୍କ ପାରମ୍ପିରକ ପୋଷାକ ପିନ୍ଧିବା ସହ ନୃତ୍ୟContinue reading “ତାମିଲନାଡୁ ଉଟିରେ ପହଁଚି ଟୋଡା ସମ୍ପ୍ରଦାୟଙ୍କୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପାରମ୍ପାରିକ ପୋଷାକ ପିନ୍ଧି କଲେ ନୃତ୍ୟ”

ନିଜକୁ ଅସହାୟ ଦର୍ଶାଇଲେ ଦିଲ୍ଲୀପ ପଟ୍ଟନାୟକ: ବାର୍ଦ୍ଧକ୍ୟ ଭତ୍ତା ପାଇଁ କଲେ ଆବେଦନ

କନକ ବ୍ୟୁରୋ: ସମୟ କାହାକୁ କେଉଁଠି ପହଁଚାଇ ଦିଏ ତାହା କହିବା ମୁସକିଲ୍ । କିଏ କେଉଁ ପରିସ୍ଥିତିର ସମ୍ମୁଖୀନ ହେବ ତାହା କହିବା ମୁସକିଲ୍ । ସେମିିତି ବିଜୁ ବାବୁଙ୍କ ପୁତୁରା, ଦିଲ୍ଲୀପ ପଟ୍ଟନାୟକଙ୍କ ଅବସ୍ଥା । ସେ ଏବେ ଅସହାୟ ହୋଇପଡିଛନ୍ତି । ଆଉ ନିରୁପାୟ ହୋଇ, ବାର୍ଦ୍ଧକ୍ୟ ଭତା ପାଇଁ ଆବେଦନ କରିଛନ୍ତି । ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ଭତା ଦେବାକୁ ନିବେଦନ କରିଛନ୍ତି । ଦିଲ୍ଲୀପ ପଟ୍ଟନାୟକ । ପ୍ରବାଦContinue reading “ନିଜକୁ ଅସହାୟ ଦର୍ଶାଇଲେ ଦିଲ୍ଲୀପ ପଟ୍ଟନାୟକ: ବାର୍ଦ୍ଧକ୍ୟ ଭତ୍ତା ପାଇଁ କଲେ ଆବେଦନ”

ବିଶ୍ୱ ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା: କାହିଁକି ଜନବସତି ମୁହାଁ ହେଉଛନ୍ତି ଗଜରାଜ? ଜଙ୍ଗଲରେ ତାଳ ଗଛ ଲଗାଇବାକୁ ଅଂଟା ଭିଡିଛି ବନ ବିଭାଗ

କନକ ବ୍ୟୁରୋ: ଗୋଟିଏ ପଟେ ମଣିଷ ଓ ହାତୀ ଲଢ଼େଇ ବଢ଼ିବାରେ ଲାଗିଛି । ଅନ୍ୟପଟେ ଆଜି ପାଳନ ହୋଇଛି ବିଶ୍ୱ ହାତୀ ଦିବସ । ଆଉ ଏହି ଅବସରରେ ହାତୀ ସୁରକ୍ଷା ଉପରେ ଗୁରତ୍ୱ ଦେଇଛନ୍ତି ସରକାର । କାହିଁକି ଜନବସତି ମୁହାଁ ହେଉଛନ୍ତି ହାତୀ, ଚାଲିଛି କାରଣ ଖୋଜା । ସେପଟେ ଜଂଗଲରେ ତାଳଗଛ ଲଗାଇବା ପାଇଁ ଅଂଟା ଭିଡିଛି ବନବିଭାଗ । ଦିନକୁ ଦିନ ହାତୀ ମଣିଷ ଲଢ଼େଇ ବଢ଼ିବାରେ ଲାଗିଛି ।Continue reading “ବିଶ୍ୱ ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା: କାହିଁକି ଜନବସତି ମୁହାଁ ହେଉଛନ୍ତି ଗଜରାଜ? ଜଙ୍ଗଲରେ ତାଳ ଗଛ ଲଗାଇବାକୁ ଅଂଟା ଭିଡିଛି ବନ ବିଭାଗ”

ବିବାଦରେ ଓଡ଼ିଆ ଆଇପିଏସ ବସନ୍ତ ରଥ: ଚାକରିରୁ ବିଦା ହେବା ପରେ ଖୋଲାଖୋଲି ଭାବେ କାଶ୍ମୀର ପୁଲିସ ଡିଜି ଓ କେନ୍ଦ୍ର ଗୃହ ସଚିବଙ୍କୁ ଦେଉଛନ୍ତି ଚ୍ୟାଲେଂଜ 

କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଜାମ୍ମୁ-କାଶ୍ମୀରର ଆଇପିଏସ ଅଫିସର ବସନ୍ତ ରଥ । ନିଜର ସୋସଆଲ ମିଡିଆ ଆକାଉଁଟରେ ବିବାଦୀୟ ଟୁଇଟ୍ କରିବା ପରେ ନିଲମ୍ବିତ ଥିବା ବସନ୍ତ ରଥଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି କେନ୍ଦ୍ର ସରକାର । ସେ ରାଜନୀତି କ୍ଷେତ୍ରରେ ଆଗ୍ରହ ଦେଖାଇ ବିଜେପିର ପ୍ରାଥମିକ ସଦସ୍ୟ ଭାବେ ପଞ୍ଜିକୃତ କରିଛନ୍ତି । ତେଣୁ ସେ ରାଜନୀତିକୁ ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଚର୍ଚ୍ଚାରେ ଜାମ୍ମୁ-କାଶ୍ମୀରର ଆଇପିଏସContinue reading “ବିବାଦରେ ଓଡ଼ିଆ ଆଇପିଏସ ବସନ୍ତ ରଥ: ଚାକରିରୁ ବିଦା ହେବା ପରେ ଖୋଲାଖୋଲି ଭାବେ କାଶ୍ମୀର ପୁଲିସ ଡିଜି ଓ କେନ୍ଦ୍ର ଗୃହ ସଚିବଙ୍କୁ ଦେଉଛନ୍ତି ଚ୍ୟାଲେଂଜ “

ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ: ବଡ଼ ବଡ଼ ଲଗେଜ ନେଇ ହୋଟେଲକୁ ଆସୁଛନ୍ତି ଶୁଭଲକ୍ଷ୍ମୀ

କନକ ବ୍ୟୁରୋ: ଦୀପାଳି ହୋଟେଲରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ସ୍ପଷ୍ଟ ହୋଇନଥିବାବେଳେ ସାମନାକୁ ଆସିଛି ସିସିଟିଭି ଫୁଟେଜ୍ । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦେଖାଯାଉଛି, ହୋଟେଲର ସିଡି ଦେଇ ରୁମ ଭିତରକୁ ଏଂଟ୍ରି କରୁଛନ୍ତି ଶୁଭଲକ୍ଷ୍ମୀ । ଆଉ ଆଗରେ ଦୁଇ ଜଣ ଯୁବକ ଯାଉଛନ୍ତି । ତେବେ ସେମାନେ କିଏ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଆକ୍ସନ ମୋଡକୁ ଆସିଛି ଅବକାରୀ ବିଭାଗ । ଅବକାରୀ ବିଭାଗContinue reading “ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ: ବଡ଼ ବଡ଼ ଲଗେଜ ନେଇ ହୋଟେଲକୁ ଆସୁଛନ୍ତି ଶୁଭଲକ୍ଷ୍ମୀ”

Design a site like this with WordPress.com
Get started