ବାରଗର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ନୂଆ ମୋଡ : ଜାତୀୟ ମାନବାଧିକାର କମିଶନରେ ରୁଜୁ ହେଲା ମାମଲା

କନକ ବ୍ୟୁରୋ : ବାରଗର୍ଲ ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ରହସ୍ୟଜନକ ଢଙ୍ଗରେ ରାଜଧାନୀର କଟକରୋଡ ସ୍ଥିତ ଦୀପାଳି ହୋଟେଲରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଛି । କମିସନରେଟ ପୋଲିସ ଏହାର ତଦନ୍ତ କରୁଥିବା ବେଳେ ଜାତୀୟ ମାନବାଧିକାର କମିଶନ ପାଖରେ ମାମଲା ପହଞ୍ଚିଛି । ପୀଡିତାଙ୍କ ପରିବାରକୁ ନ୍ୟାୟ ଓ ପ୍ରକୃତ ଦୋଷୀଙ୍କୁ ଗିରଫ ଦାବିରେ ମାମଲା ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟContinue reading “ବାରଗର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ନୂଆ ମୋଡ : ଜାତୀୟ ମାନବାଧିକାର କମିଶନରେ ରୁଜୁ ହେଲା ମାମଲା”

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ : ୧୦ରୁ ଅଧିକ ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

କନକ ବ୍ୟୁରୋ : ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ଆଜି ୧୦ରୁ ଅଧିକ ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ମିଶନ ଶକ୍ତି ମହିଳାଙ୍କ ପାଇଁ ବୈଠକରେ ରାଜ୍ୟ ସରକାର ବଡ଼ ଘୋଷଣା କରିପାରନ୍ତି । The post ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ : ୧୦ରୁ ଅଧିକ ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର first appeared on KanakContinue reading “ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ : ୧୦ରୁ ଅଧିକ ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର”

ଆସିଲା ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ : ଉଠିଲା ପ୍ରଶ୍ନ ଏବେ କ’ଣ ହେବ ଦୀପିକା ଓ ତାଙ୍କ ସନ୍ତାନର ଭାଗ୍ୟ

କନକ ବ୍ୟୁରୋ : କନକ ନ୍ୟୁଜ୍ ହାତରେ ଦିପିକା-ଦିନେଶଙ୍କ ଡିଏନଏ ରିପୋର୍ଟ । ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ଦିନେଶ ଓ ଦିପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଗତକାଲି ଥାନାରୁ ସାର୍ଟିଫାଏଡ଼ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ୍ ଲାବ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ୨୦୨୧ରେ ହୋଇଥିବା ମାମଲା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେContinue reading “ଆସିଲା ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ : ଉଠିଲା ପ୍ରଶ୍ନ ଏବେ କ’ଣ ହେବ ଦୀପିକା ଓ ତାଙ୍କ ସନ୍ତାନର ଭାଗ୍ୟ”

କୋଟିପତି ଜେଜେଙ୍କ ନାତିକୁ ବନବାସ: ପେଟ ପାଇଁ ମଜୁରୀ ଖଟିଲେ  ଅମେରିକା ଫେରନ୍ତା ନାତି 

କନକ ବ୍ୟୁରୋ: ଆମେ କହୁଛୁ ଦେଶର ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ନାତିଙ୍କ କଥା । ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଏହା ସତ  । ଆମେରିକାରୁ ଏମବିଏ ପଢି ଫେରିଥିବା ନାତିକୁ  ଘରୁ ବାହାର କରିଦେଲେ ଜେଜେବାପା  । ମାସକ ପାଇଁ ନିଜେ ରୋଜଗାର କରି ପେଟ ପୋଷିବାକୁ ନିର୍ଦ୍ଦେଶ ଦେଲେ । ଏହି ନିର୍ଦ୍ଦେଶକୁ ମାନି ହାଇଦ୍ରାବାଦ ଚାଲିଆସିଲେ ନାତି । ହୀରାର ସହର  ସୁରଟର ସବୁଠୁ ଆଗୁଆ ବ୍ୟବସାୟୀ ସାବଜୀଭାଇ ଢୋଲକିଆଙ୍କୁ ବା କିଏContinue reading “କୋଟିପତି ଜେଜେଙ୍କ ନାତିକୁ ବନବାସ: ପେଟ ପାଇଁ ମଜୁରୀ ଖଟିଲେ  ଅମେରିକା ଫେରନ୍ତା ନାତି “

ଝିଅ ପାଇଁ ଭିକ ମାଗୁଛି ମା’ । ଝିଅର ହାର୍ଟ ଅପରେସନ୍ ପାଇଁ ବୁଲି ବୁଲି କରୁଛି ଗୁହାରୀ

କନକ ବ୍ୟୁରୋ: କୁନି ଝିଅର ଛାତିରେ ଦୁଇଟି କଣା । ନିଃଶ୍ୱାସ ନେବାକୁ କଷ୍ଟ ହେଉଛି, ଚାଲିବାକୁ ବି ବଳ ପାଉନି । ପଢିବାକୁ ଇଚ୍ଛା ଥିଲେ ବି ପଢିପାରୁନି । ଅନ୍ୟମାନଙ୍କୁ ଦେଖି କଷ୍ଟ ପାଉଛି । ଆଉ ତା କଷ୍ଟ ଦେଖି ବାପା, ମା’ ବି କଷ୍ଟ ପାଉଛନ୍ତି । ଝିଅକୁ ଚିକିତ୍ସା କରିବାକୁ ବି ପାଖରେ କାଣି କଉଡିଟେ ନାହିଁ । ଫଳରେ ଘର ଘର ବୁଲି ଭିକ ମାଗୁଛନ୍ତି ବାପା, ମା’Continue reading “ଝିଅ ପାଇଁ ଭିକ ମାଗୁଛି ମା’ । ଝିଅର ହାର୍ଟ ଅପରେସନ୍ ପାଇଁ ବୁଲି ବୁଲି କରୁଛି ଗୁହାରୀ”

ପରୀକ୍ଷାରେ ୮୦୦ ରୁ ୮୦୦ ମାର୍କ । କିର୍ତ୍ତୀ ସ୍ଥାପନ କଲେ ସୁହାନି

କନକ ବ୍ୟୁରୋ: ଦୃଢ ଇଚ୍ଛଶକ୍ତି, କଠୋର ପରିଶ୍ରମ ଥିଲେ ସବୁକିଛି ସମ୍ଭବ । ଏହାକୁ ପୁଣିଥରେ ପ୍ରମାଣ କରିଛନ୍ତି ବିହାର କିଶନଗଂଜର ସୁହାନି ଜୈନ୍ । ଦିଲ୍ଲୀ ୟୁନିଭର୍ସିଟିର ଶ୍ରୀରାମ କଲେଜ୍ ଅଫ୍ କମର୍ସର ପ୍ରବେଶିକା ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖି ପୁରା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଶ୍ରୀରାମ କଲେଜ ଅଫ୍ କମର୍ସର ଏଣ୍ଟ୍ରାନ୍ସରେ ୮୦୦ରୁ ୮୦୦ ନମ୍ବର ରଖି କିର୍ତ୍ତୀମାନ୍ ସ୍ଥାପନ କରିଛନ୍ତି ସୁହାନି । ସୁହାନିଙ୍କ ବାପା ସଞ୍ଜୟ କୁମାରContinue reading “ପରୀକ୍ଷାରେ ୮୦୦ ରୁ ୮୦୦ ମାର୍କ । କିର୍ତ୍ତୀ ସ୍ଥାପନ କଲେ ସୁହାନି”

କାଦୁଅ ପଚପଚ ରାସ୍ତାରେ ସ୍କୁଲ ଯାଉଛନ୍ତି ପିଲା : ବ୍ରାହ୍ମଣଧରା ଗାଁ ଲୋକଙ୍କ ଦେହସୁହା ହୋଇଗଲାଣି ଗମନାଗମନର ଦୂରବସ୍ଥା; ଗୁହାରି କଲେ ବି ଶୁଣିବାକୁ କେହିନାହିଁ

କନକ ବ୍ୟୁରୋ : ଗାଁକୁ ପକ୍କାରାସ୍ତା ଖଣ୍ଡିଏ ନଥିବାରୁ ସମସ୍ୟା ଭୋଗୁଛନ୍ତି ଢ଼େଙ୍କାନାଳ କଙ୍କଡାହାଡ଼ ବ୍ଲକ ବ୍ରାହ୍ମଣଧରା ଗାଁର ଲୋକେ । ଫଳରେ କାଦୁଅ ପଚପଚ ରାସ୍ତାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଜଙ୍ଗଲିଆ ରାସ୍ତାରେ କାହିଁ କେଉଁ କାଳରୁ ଥିବା ମାଟି ରାସ୍ତା ଖଣ୍ଡିକ ଆଗରୁ ଯେମିତି ଥିଲା ଆଜି ବି ସେମିତି ଅଛି । ନିର୍ବାଚନ ଅସିଲେ ନେତାଙ୍କର ଅନେକ ପ୍ରତିଶ୍ରୁତି ମିଳୁଛି ହେଲେ ନିର୍ବାଚନ ସରିଗଲେ ପ୍ରତିଶ୍ରୁତି ସବୁ ପାଣିର ଗାର ହୋଇContinue reading “କାଦୁଅ ପଚପଚ ରାସ୍ତାରେ ସ୍କୁଲ ଯାଉଛନ୍ତି ପିଲା : ବ୍ରାହ୍ମଣଧରା ଗାଁ ଲୋକଙ୍କ ଦେହସୁହା ହୋଇଗଲାଣି ଗମନାଗମନର ଦୂରବସ୍ଥା; ଗୁହାରି କଲେ ବି ଶୁଣିବାକୁ କେହିନାହିଁ”

ଅବିବାହିତ ଯୁବକଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର : ଦିବ୍ୟାଙ୍ଗ ହୋଇଥିବାରୁ କରିପାରିିଲେନି ପ୍ରତିବାଦ; କାଗଜ ପତ୍ରରେ ବିବାହିତ ଦର୍ଶାଇ ବନ୍ଧ୍ୟାକରଣ କରି ବୁଡ଼ାଇଦେଲେ ବଂଶ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଚମ୍ପା ଦୁରୁଆଙ୍କ ସ୍ୱାସ୍ଥ୍ୟ ବିଭାଗ ଏମିତି ଖେଳ ଖେଳିଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ୱାମୀଙ୍କ ମୃତ୍ୟୁ ପରେ ଦିବ୍ୟାଙ୍ଗ ପୁଅ ଗଙ୍ଗା ଦୁରୁଆଙ୍କୁ ନେଇ ଚମ୍ପା ଆଖିରେ ଥିଲା ଆଖିଏ ସ୍ୱପ୍ନ । ପୁଅ ବାହା କରାଇବ, ନାତି ନାତୁଣୀଙ୍କ ମେଳରେ ତାର ଶେଷ ଜୀବନ କଟିବ । ହେଲେ ସ୍ୱାସ୍ଥ୍ୟ ବିଭାଗ ନିରୀହ ସରଳ ଆଦିବାସୀ ମହିଳା ଚମ୍ପା ଦୁରୁଆଙ୍କ ସ୍ୱପ୍ନକୁ ଛଡାଇContinue reading “ଅବିବାହିତ ଯୁବକଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର : ଦିବ୍ୟାଙ୍ଗ ହୋଇଥିବାରୁ କରିପାରିିଲେନି ପ୍ରତିବାଦ; କାଗଜ ପତ୍ରରେ ବିବାହିତ ଦର୍ଶାଇ ବନ୍ଧ୍ୟାକରଣ କରି ବୁଡ଼ାଇଦେଲେ ବଂଶ”

‘ଚନ୍ଦ୍ରଯାନ-୩’ ପୂର୍ବରୁ ଚନ୍ଦ୍ରରେ ପହଞ୍ଚିବ ‘ଲୁନା-୨୫’ । ୪୭ ବର୍ଷ ପରେ ଋଷର ମୁନ୍ ମିଶନ୍

କନକ ବ୍ୟୁରୋ: ଋଷ ନିଜର ମୁନ୍ ମିଶନ୍ ‘ଲୁନା-୨୫’ ସଫଳତାପୂର୍ବକ ଲଞ୍ଚ କରିଛି । ଏହି ମିଶନ ଭାରତର ଚନ୍ଦ୍ରଯାନ-୩ ପରେ ଉତକ୍ଷେପଣ କରାଯାଇଥିଲେ ବି ପ୍ରଥମେ ଯାଇ ଚନ୍ଦ୍ରରେ ପହଞ୍ଚିବ ବୋଲି ଋଷର ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି । । ପାଖାପାଖି ୪୭ ବର୍ଷ ପରେ ଋଣ ପୁଣି ଥରେ ଏହି ମୁନ୍ ମିଶନ୍ ଆରମ୍ଭ କରିଛି । ଗୁରୁବାର ରାତିରେ ରୁଷର ‘ସ୍ପେସ୍‌ପୋର୍ଟ’ରୁ ମଧ୍ୟମଧରଣର ‘ରୋବୋଟିକ୍‌ ଲ୍ୟାଣ୍ଡର୍‌’ ‘ଲୁନା-୨୫’କୁ ନେଇ ଗୋଟାଏ ରକେଟ୍‌ ପୃଥିବୀContinue reading “‘ଚନ୍ଦ୍ରଯାନ-୩’ ପୂର୍ବରୁ ଚନ୍ଦ୍ରରେ ପହଞ୍ଚିବ ‘ଲୁନା-୨୫’ । ୪୭ ବର୍ଷ ପରେ ଋଷର ମୁନ୍ ମିଶନ୍”

କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମେତ ରାଜ୍ୟ ବିଜେପିର ଶୋକ ପ୍ରକାଶ

କନକ ବ୍ୟୁରୋ : କଟକର ପ୍ରଥମ ମେୟର ତଥା ବରିଷ୍ଠ ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କ ପରଲୋକ । ଗୁରୁବାର ଅପରାହ୍ଣରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୬୦ବର୍ଷ ହୋଇଥିଲା । ଦେଢ଼ ବର୍ଷ ହେଲା ଅସୁସ୍ଥ ହୋଇ ନିୟମିତ ଚିକିତ୍ସାରେ ରହୁଥିଲେ । କିନ୍ତୁ ନିବେଦିତାଙ୍କୁ କିଛି ଦିନ ତଳେ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲିି ଅପରାହ୍ଣରେ ତାଙ୍କContinue reading “କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମେତ ରାଜ୍ୟ ବିଜେପିର ଶୋକ ପ୍ରକାଶ”

Design a site like this with WordPress.com
Get started