କନକ ବ୍ୟୁରୋ : କଟକ-ପାରାଦୀପ ରେଳ ସେକ୍ସନରେ କଟକ ଏବଂ କନ୍ଦରପୁର ରେଳ ଷ୍ଟେସନ ମଧ୍ୟରେ ଅଟୋ-ସିଗନାଲ୍ କାମ ହେଉଛି । ତେଣୁ ଆଜିଠୁ ୧୪ ତାରିଖ ଯାଏ ବାତିଲ ହୋଇଛି ୧୩ ଟ୍ରେନ । ଅଟୋ-ସିଗନାଲିଙ୍ଗର ଆଧୁନିକୀକରଣ କାର୍ଯ୍ୟ ଟ୍ରେନ ଚଳାଚଳର କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିବ ବୋଲି ସୂଚନା ରହିଛି । କାରଣ ଏବେ ଟ୍ରାକ୍ ବ୍ୟବହାର କରି ସମାନ ମାର୍ଗରେ ଅଧିକ ଟ୍ରେନ୍ ଚଳାଯାଇପାରିବ । ଏବେ ତିନି ଦିନ ଭୁବନେଶ୍ୱର-କଟକ-ନର୍ଗୁଣ୍ଡିContinue reading “କଟକ ଓ କନ୍ଦରପୁର ରେଳ ଷ୍ଟେସନ ମଧ୍ୟରେ ଅଟୋ ସିଗନାଲିଂ କାର୍ଯ୍ୟ : ଆଜିଠୁ ୧୪ ତାରିଖ ମଧ୍ୟରେ ୧୩ ଟ୍ରେନ ବାତିଲ”
Tag Archives: News
ଦୁଇବର୍ଷ ପରେ ପରଦାରେ ରଜନୀକାନ୍ତ । ଚଳଚ୍ଚିତ୍ର ‘ଜେଲର’କୁ ନେଇ ଖୁବ ଚର୍ଚ୍ଚା, ପ୍ରଶଂସକଙ୍କ ମନରେ ଉତ୍ସାହ, ଖୁସି
କନକ ବ୍ୟୁରୋ : ବାଜୁଛି ବାଜା, ଫୁଟୁଛି ବାଣ, ନାଚୁଛନ୍ତି ହଜାର ହଜାର ସିନେପ୍ରେମିକ । ସତେ ଯେମିତି କୈାଣସି ଏକ ବଡ଼ ଉତ୍ସବକୁ ଏମାନେ ପାଳୁଛନ୍ତି । ଡ଼ିଜେ ବଜାଇ ଗୀତ ଗାଇ ଖୁବ ଧୁମଧାମରେ ବିଭିନ୍ନ ପ୍ରେକ୍ଷାଳୟ ବାହାରେ ଦେଖିବାକୁ ମିଳିଛି ଉତ୍ସବ । ଏତେ ସବୁ ପ୍ରସ୍ତୁତି କେବଳ ଆଉ କେବଳ ଜଣଙ୍କ ପାଇଁ । ଦକ୍ଷିଣଭାରତୀୟ ସିନେମାର ଭଗବାନ ଭାବେ ଜଣାଶୁଣା ଥଲାଇବା ଅର୍ଥାତ ରଜନୀକାନ୍ତଙ୍କ ପାଇଁ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତContinue reading “ଦୁଇବର୍ଷ ପରେ ପରଦାରେ ରଜନୀକାନ୍ତ । ଚଳଚ୍ଚିତ୍ର ‘ଜେଲର’କୁ ନେଇ ଖୁବ ଚର୍ଚ୍ଚା, ପ୍ରଶଂସକଙ୍କ ମନରେ ଉତ୍ସାହ, ଖୁସି”
କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକାକୀ ଲାଳନ ପାଳନ କରୁଥିବା ପୁରୁଷଙ୍କ ପାଇଁ ଖୁସି ଖବର, ଚାକିରି କାଳ ମଧ୍ୟରେ ମିଳିବ ମୋଟ ୭୩୦ଦିନର ଛୁଟି
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକୁଟିଆ ଲାଲନ ପାଳନ କରୁଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ପିଲାଙ୍କ ଲାଳନପାଳନ ପାଇଁ ଚାକିରି କାଳର ମଧ୍ୟରେ ମିଳିବ ମୋଟ ୭୩୦ଦିନ ଛୁଟି । ପିଲାଙ୍କୁ ୧୮ବର୍ଷ ହେବା ଯାଏଁ ଏହୀ ୭୩୦ଦିନର ଛୁଟି ମିଳିବ । ପ୍ରଥମ ଦୁଇ ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ଏହି ସୁବିଧା ନେଇପାରିବେ । ଏଥିସହ ଭିନ୍ନ କ୍ଷମ ସନ୍ତାନଙ୍କ ପାଇଁContinue reading “କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକାକୀ ଲାଳନ ପାଳନ କରୁଥିବା ପୁରୁଷଙ୍କ ପାଇଁ ଖୁସି ଖବର, ଚାକିରି କାଳ ମଧ୍ୟରେ ମିଳିବ ମୋଟ ୭୩୦ଦିନର ଛୁଟି”
ମହାରାଷ୍ଟ୍ରରୁ ଆସିଲା ଅପହରଣ ଲାଇଭ ଦୃଶ୍ୟ । ମ୍ୟୁଜିକ କମ୍ପାନୀ ସିଇଓଙ୍କୁ ଅପହରଣ କଲେ ଶିବସେନା ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ପୁଅ
କନକ ବ୍ୟୁରୋ : ଗୋରେଗାଓଁରେ ଥିବା ଏହି କମ୍ପାନୀର ନାଁ ହେଉଛି ଗ୍ଲୋବଲ ମ୍ୟୁଜିକ ଜଙ୍କସନ । ବୁଧବାର ଦିନ ଦ୍ୱିପହରରେ ହଠାତ ୧୦ରୁ ୧୫ଜଣ ଯୁବକ ସୁରକ୍ଷାବଳୟ ଭେଦ କରି ହଠାତ କମ୍ପାନୀ ଭିତରକୁ ପଶିଥିଲେ । କେହି କିଛି ବୁଝିବା ଆଗରୁ ମ୍ୟୁଜିକ କମ୍ପାନୀର ସିଇଓ ରାଜକୁମାର ସିଂଙ୍କୁ ଅପହରଣ କରିନେଇଥିଲେ ଦୁବୁର୍ତ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଅପହରଣ ଆଉ କିଏ ନୁହେଁ ବଂର ମହାରାଷ୍ଟ୍ରର ସରକାରରେ ଥିବା ବିଧାୟକ ପ୍ରକାଶContinue reading “ମହାରାଷ୍ଟ୍ରରୁ ଆସିଲା ଅପହରଣ ଲାଇଭ ଦୃଶ୍ୟ । ମ୍ୟୁଜିକ କମ୍ପାନୀ ସିଇଓଙ୍କୁ ଅପହରଣ କଲେ ଶିବସେନା ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ପୁଅ”
ଚନ୍ଦ୍ରାୟାନ ଥ୍ରୀରୁ ମିଳିଲା ଉଭୟ ପୃଥୀବୀ ଓ ଚନ୍ଦ୍ରର ଫଟୋ । ଚନ୍ଦ୍ରୟାନ ଲ୍ୟାଣ୍ଡର ଇମେଜର କ୍ୟାମେରା ଉଠିଥିବା ଫଟୋକୁ ଟୁଇଟ କଲା ଇସ୍ରୋ
କନକ ବ୍ୟୁରୋ : ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରର କକ୍ଷପଥରେ ପହଁଚିସାରିଛି ଚନ୍ଦ୍ରଯାନ ଥ୍ରି । ତେବେ ଚନ୍ଦ୍ରୟାନ ଲ୍ୟାଣ୍ଡର ଇମେଜର କ୍ୟାମେରା ପୃଥିବୀ ଓ ଚନ୍ଦ୍ରର ଫଟୋ ପଠାଇଛି । ଯାହାକୁ ଟୁଇଟ କରିଛି ଇସ୍ରୋ । ଚନ୍ଦ୍ରର ତୃତୀୟ କକ୍ଷପଥରେ ପହଁଚିବା ଗୋଟେ ଦିନ ପରେ ଚନ୍ଦ୍ରଯାନ-ଥ୍ରି ଏହି ଫଟୋକୁ ହୋରିଜୋଟାଂଲ ଭେଲୋସିଟି ବା ଏଲଭିସି କ୍ୟାମେରାରୁ କଏଦ ହୋଇଛି । ଇସ୍ରୋ ଟ୍ୱିଟ କରି ସୂଚନା ଦେଇଛି ଯେ ବୁଧବାରContinue reading “ଚନ୍ଦ୍ରାୟାନ ଥ୍ରୀରୁ ମିଳିଲା ଉଭୟ ପୃଥୀବୀ ଓ ଚନ୍ଦ୍ରର ଫଟୋ । ଚନ୍ଦ୍ରୟାନ ଲ୍ୟାଣ୍ଡର ଇମେଜର କ୍ୟାମେରା ଉଠିଥିବା ଫଟୋକୁ ଟୁଇଟ କଲା ଇସ୍ରୋ”
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ୫ଟି ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ
କନକ ବ୍ୟୁରୋ : ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୫ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି । ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ । ଏହାContinue reading “ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ୫ଟି ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ”
ଫିଲ୍ମ ଷ୍ଟାଇଲରେ ଗୋଡାଗୋଡି ହେଲେ ପୋଲିସ ଓ ମଦ ମାଫିଆ, ଶେଷରେ କୌଶଳ କ୍ରମେ ବାନ୍ଧିଲା ପୋଲିସ
କନକ ବ୍ୟୁରୋ : ବଲିଉଡ୍ ଫିଲ୍ମର ଦୃଶ୍ୟ ଭଳି ଆଗ ପଟୁ ଆସୁଥିଲା ଚୋରା ମଦ ଭର୍ତି ଥିବା ମାଫିଆଙ୍କ ସ୍କର୍ପିଓଙ୍କ ଗାଡି । ସେହି ରାସ୍ତାରେ ଆରପଟୁ ଆସୁଥିିଲା ଅବକାରୀ ପୋଲିସ ଟିମ୍ । ପୋଲିସ ଗାଡିକୁ ଦେଖି ମଦ ମାଫିଆମାନେ ସେମାନଙ୍କ ଗାଡିକୁ ପଛକୁ ପଛକୁ ନେଇଥିଲେ । ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ । ହେଲେ, ଛାଡିନଥିଲେ ଅବକାରୀ ପୋଲିସ । ମଦ ମାଫିଆଙ୍କ ଗାଡିକୁ ପିଛା କରିଥିଲେ । କିଛି ବାଟContinue reading “ଫିଲ୍ମ ଷ୍ଟାଇଲରେ ଗୋଡାଗୋଡି ହେଲେ ପୋଲିସ ଓ ମଦ ମାଫିଆ, ଶେଷରେ କୌଶଳ କ୍ରମେ ବାନ୍ଧିଲା ପୋଲିସ”
କିଏ କୁଚକ୍ରୀ, କିଏ ଅପାରଗ? ଚର୍ଚ୍ଚାରେ ସମ୍ବଲପୁର ସାଂସଦ ପତ୍ନୀଙ୍କ ପୋଷ୍ଟ
କନକ ବ୍ୟୁରୋ: ଦୀର୍ଘଦିନ ଧରି ଦଳୀୟ କାର୍ଯ୍ୟକ୍ରମରେ ଦେଖାଯାଉନାହାନ୍ତି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ । ଆଉ ଦୂରେଇ ରହିବା ପଛର କାରଣ ଖୋଜା ଚାଲିଥିବାବେଳେ ସାମ୍ନାକୁ ଆସିଛନ୍ତି ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବି ସେ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କୁଚକ୍ରୀ ଓ ରୁଗ୍ମମାନସିକଧାରୀ ବୋଲି କହିବାକୁ ସେ ପଛାଇନାହିନ୍ତି । ଅରୁନ୍ଧତୀ ଦେବୀContinue reading “କିଏ କୁଚକ୍ରୀ, କିଏ ଅପାରଗ? ଚର୍ଚ୍ଚାରେ ସମ୍ବଲପୁର ସାଂସଦ ପତ୍ନୀଙ୍କ ପୋଷ୍ଟ”
ସୁରେନ୍ଦ୍ର ସ୍ପେଶ ଇନୋଭେସନ ସେଣ୍ଟ ଦ୍ୱାରା ସେମିନାର ଆୟୋଜିତ, ସହଯୋଗ କଲା ଇସ୍ରୋ
କନକ ବ୍ୟୁରୋ : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ପଶ୍ଚିମ ଓଡ଼ିଶାର ପାଦଦେଶ ରେ ଅବସ୍ଥିତ। ଏହାର ବୀର ସୁରେନ୍ଦ୍ର ସ୍ପେଶ ଇନୋଭେସନ୍ ସେଣ୍ଟର୍ ଦ୍ୱାରା ଇସ୍ରୋ ର ମିଳିତ ସଂଗଠନରେ ଏକ ସେମିନାର ଆୟୋଜିତ ହୋଇଥିଲା। ଇଭେଣ୍ଟ ଏକ ପରିବେଷ-ସଚେତନତା ପଦକ୍ଷେପ ସହିତ ଆରମ୍ଭ ହୋଇଥିଲା । ଯେଉଁଥିରେ ବୃକ୍ଷରୋପଣ ର ପ୍ରତିଜ୍ଞା ପାଇଁ ସ୍ୱର ସ୍ଥିର କରାଯାଇଥିଲା । ସମାରୋହରେ ଅନେକ ବରିଷ୍ଠ ଯୋଗଦାନ କରିଥିଲେ । ଯେପରି ଶ୍ରୀ ସୁଧୀର କୁମାରContinue reading “ସୁରେନ୍ଦ୍ର ସ୍ପେଶ ଇନୋଭେସନ ସେଣ୍ଟ ଦ୍ୱାରା ସେମିନାର ଆୟୋଜିତ, ସହଯୋଗ କଲା ଇସ୍ରୋ”
ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସ। ମହିଳା କମିଶନଙ୍କ ରିପୋର୍ଟ ତଲବ
କନକ ବ୍ୟୁରୋ: ବାରଗାର୍ଲ ଶୁଭଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ମହିଳା କମିଶନଙ୍କ ରିପୋର୍ଟ ତଲବ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ବାର୍ ଗର୍ଲଙ୍କ ମୃତ୍ୟୁ ରହସ୍ୟାବୃତ ହୋଇ ରହିଯାଇଥିବା ବେଳେ ପ୍ରତିଦିନ ନୂଆ ନୂଆ ଚେହେରା ସାମ୍ନାକୁ ଆସିଛି । ପୁରୁଷ ବନ୍ଧୁ ସଂଜୟ, ପରିବାର ଲୋକଙ୍କ ବୟାନ ଏବଂ ସମ୍ପର୍କୀୟ ଅଙ୍କଲଙ୍କ ପ୍ରତିକ୍ରିୟା ଅନୀଲ ନାମକ ଯୁବକଙ୍କ ଆଡ଼କୁContinue reading “ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସ। ମହିଳା କମିଶନଙ୍କ ରିପୋର୍ଟ ତଲବ”