ଘର ପରିସର ମଶାର ଉତ୍ପତିସ୍ଥଳ ପାଲଟିଛି କି? ସାବଧାନ! ଗଣିବାକୁ ପଡ଼ିବ ଜରିମାନା! ବିଏମସି ଜାରିକଲା କଡ଼ା ନିର୍ଦ୍ଦେଶନାମା

କନକ ବ୍ୟୁରୋ: ରାଜଧାନୀରେ ବ୍ୟାପୁଛି ଡେଙ୍ଗୁ । ଆଉ ବିଏମସି ହଟସ୍ପଟ ପାଲଟିବା ପରେ ବିଳମ୍ବରେ ଚେତିଛି ମହାନଗର ନିଗମ । ମଶା ବୃଦ୍ଧି ପାଇଁ ଏଣିକି ପରିବେଶ ଅନୁକୂଳ ହେଉଥିଲେ ଜରିମାନା ଦେବାକୁ ପଡିବ । ସାଧାରଣ ଲୋକେ ହଜାରେ ଟଙ୍କା ଓ ବ୍ୟବସାୟିକ ସଂସ୍ଥା ୫ ହଜାର ଟଙ୍କା ଜରିମାନା ଦେବେ । ସ୍ୱାଧୀନତା ପରଠାରୁ ଏହି ନିୟମ କଡାକଡି ଯାଞ୍ଚ ହେବ । ଘର ପରିସର ମଶାଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି କି ?Continue reading “ଘର ପରିସର ମଶାର ଉତ୍ପତିସ୍ଥଳ ପାଲଟିଛି କି? ସାବଧାନ! ଗଣିବାକୁ ପଡ଼ିବ ଜରିମାନା! ବିଏମସି ଜାରିକଲା କଡ଼ା ନିର୍ଦ୍ଦେଶନାମା”

ସୁରକ୍ଷିତ ଅଛି ତ ରତ୍ନଭଣ୍ଡାରର ଅଳଙ୍କାର? ସତ୍ୟପାଠ ଓ ବିଧାନସଭା ତଥ୍ୟରେ ନାହିଁ ତାଳମେଳ!

କନକ ବ୍ୟୁରୋ: ରତ୍ନଭଣ୍ଡାରରେ କେତେ ସୁନା ଓ ରୂପା ଅଳଙ୍କାର ଅଛି । ୨୦୧୮ ମସିହାରେ ବିଧାନସଭାରେ ଏ ନେଇ ତଥ୍ୟ ରଖିଥିଲେ ତତକାଳୀନ ଆଇନମନ୍ତ୍ରୀ ପ୍ରତାପ ଜେନା । ସରକାରଙ୍କ ସୂଚନା ଅନୁସାରେ – ଦ୍ରବ୍ୟ                                                   ପରିମାଣ ସୁନା ଅଳଙ୍କାର   Continue reading “ସୁରକ୍ଷିତ ଅଛି ତ ରତ୍ନଭଣ୍ଡାରର ଅଳଙ୍କାର? ସତ୍ୟପାଠ ଓ ବିଧାନସଭା ତଥ୍ୟରେ ନାହିଁ ତାଳମେଳ!”

ଲୋକସଭାରୁ ନିଲମ୍ବିତ ହେଲେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ, ବିବାଦୀୟ ଭାଷଣ ପାଇଁ ନିଲମ୍ବିତ ହୋଇଥିବା ସୂଚନା

କନକ ବ୍ୟୁରୋ : ଆପ୍ ସାଂସଦ ସଂଜୟ ସିଂ ଓ ଟିଏମସି ସାଂସଦ ଡାରେକ ଓ ବ୍ରାଏନଙ୍କ ପରେ ଆଜି ଲୋକସଭାରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀଦଳ ନେତା ଅଧୀର ରଂଜନ ଚୌଧୁରୀ । ଆଜି ମଣିପୁର ପ୍ରସଙ୍ଗରେ ଲୋକସଭାରେ ସେ ରଖିଥିବା ବିବୃତି ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । କହିରଖୁ କି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଗୁରୁବାର ଦିନ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗନେଇ କେନ୍ଦ୍ରContinue reading “ଲୋକସଭାରୁ ନିଲମ୍ବିତ ହେଲେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ, ବିବାଦୀୟ ଭାଷଣ ପାଇଁ ନିଲମ୍ବିତ ହୋଇଥିବା ସୂଚନା”

ଚର୍ଚ୍ଚାରେ ‘କଳାବତୀ’ଙ୍କ କାହାଣୀ। ନିରାଶ୍ରୟ ମହିଳାଙ୍କ ଦୁଃଖ ଦୂର କଲା କିଏ?

କନକ ବ୍ୟୁରୋ: ୨୦୦୮ ମସିହାର କଥା । ମହାରାଷ୍ଟ୍ର, ବିଦଭ୍ର ଅଞ୍ଚଳର କଳାବତୀ ବାନ୍ଦୁରକରଙ୍କୁ ଭେଟିଥିଲେ ରାହୁଲ ଗାନ୍ଧୀ । ଋଣରେ ବୁଡି କଳାବତୀଙ୍କ ସ୍ୱାମୀ ଆତ୍ମହତ୍ୟା କରିବା ପରେ ପରିବାର ଉପରେ ମାଡିଆସିଥିଲା ଦୁଃଖର ପାହାଡ । ୭ ଝିଅ ଓ ୨ ପୁଅଙ୍କ ମଧ୍ୟରୁ ତିନି ଝିଅଙ୍କ ବିବାହ ହୋଇସାରିଥିଲା । ଆଉ ଚତୁର୍ଥ ଝିଅର ବାହାଘର ହେବାର ଥିଲା । ଏହି ସମୟରେ ଋଣରେ ବୁଡି କଳାବତୀଙ୍କ ଅବସ୍ଥା ଦୟନୀୟ ହୋଇପଡିଥିଲା ।Continue reading “ଚର୍ଚ୍ଚାରେ ‘କଳାବତୀ’ଙ୍କ କାହାଣୀ। ନିରାଶ୍ରୟ ମହିଳାଙ୍କ ଦୁଃଖ ଦୂର କଲା କିଏ?”

ମଣିପୁର ହିଂସାକୁ ନେଇ ବିରୋଧୀ ଆଣିଥିଲେ ଅନାସ୍ଥା, ବାଚନିକ୍ ଭୋଟରେ କାଟ୍ ଖାଇଲା ପ୍ରସ୍ତାବ

କନକ ବ୍ୟୁରୋ: ଲୋକସଭାରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ । ବାଚନିକ ଭୋଟରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ । ମଣିପୁର ହିଂସା ନେଇ ବିରୋଧୀ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ବିରୋଧୀଙ୍କ ପକ୍ଷରୁ ସାଂସଦ ଗୌରବ ଗୋଗୋଇ ଏହି ପ୍ରସ୍ତାବ ଲୋକସଭାରେ ଉପସ୍ଥାପନ କରିଥିଲେ । #WATCH | No Confidence Motion defeated in the Lok Sabha through voice vote. https://t.co/hRwQT75Z6n pic.twitter.com/SfPOzCEFNO — ANI (@ANI)Continue reading “ମଣିପୁର ହିଂସାକୁ ନେଇ ବିରୋଧୀ ଆଣିଥିଲେ ଅନାସ୍ଥା, ବାଚନିକ୍ ଭୋଟରେ କାଟ୍ ଖାଇଲା ପ୍ରସ୍ତାବ”

ଆସୁଛି ସ୍ୱାଧୀନତା ଦିବସ । ଜାଣନ୍ତୁ ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

କନକ ବ୍ୟୁରୋ : ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସକୁ ଆଉମାତ୍ର ୪ ଦିନ ବାକି ରହିଛି । ଏହା ପୂର୍ବରୁ ସ୍ୱାଧୀନତା ଦିବସକୁ ମହାସମାରୋହରେ ପାଳନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କରିବେ ପତାକା ଉତ୍ତୋଳନ ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ – ଜଗନ୍ନାଥ ସାରକା (ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ) ପୁରୀ – ନିରଞ୍ଜନ ପୂଜାରୀ (ସଂସଦୀୟContinue reading “ଆସୁଛି ସ୍ୱାଧୀନତା ଦିବସ । ଜାଣନ୍ତୁ ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ”

ମଣିପୁର ପ୍ରସଙ୍ଗରେ ବିବୃତ୍ତି ରଖିଲେ ମୋଦୀ । କହିଲେ, ମଣିପୁରରେ ହେବ ଶାନ୍ତିର ସୂର୍ଯ୍ୟୋଦୟ । ଦୋଷୀଙ୍କୁ ମିଳିବ କଡା ସଜ୍ଜା ।

କନକ ବ୍ୟୁରୋ: ମଣିପୁରରେ ଉଇଁବ ଶାନ୍ତିର ସୂର୍ଯ୍ୟ । ଦୋଷୀଙ୍କୁ ମିଳିବ କଡା ସଜ୍ଜା । ମଣିପୁର ଅଦାଲତଙ୍କ ଏକ ଫଇସଲା ଆସିବା ହିିଂସା ଆରମ୍ଭ ହେଇଛି । ଅନେକ ଲୋକ ନିଜର ଆପଣାର ଲୋକଙ୍କୁ ହରାଇଛନ୍ତି । ମହିଳାଙ୍କ ସହିତ ଅପରାଧ ଘଟିଛି । ହେଲେ ହିଂସାକୁ ରୋକିବାକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କାମ କରିବାରେ ଲାଗିଛନ୍ତି । ମଣିପୁର ଲୋକଙ୍କ ସହ ସାରା ଦେଶ ଛିଡା ହେଇଛି ବୋଲି ଆଜି ଲୋକସଭାରେContinue reading “ମଣିପୁର ପ୍ରସଙ୍ଗରେ ବିବୃତ୍ତି ରଖିଲେ ମୋଦୀ । କହିଲେ, ମଣିପୁରରେ ହେବ ଶାନ୍ତିର ସୂର୍ଯ୍ୟୋଦୟ । ଦୋଷୀଙ୍କୁ ମିଳିବ କଡା ସଜ୍ଜା ।”

ଚାଲିଥିଲା ମୋଦୀଙ୍କ ଅଭିଭାଷଣ । ଅଧାରୁ ଗୃହତ୍ୟାଗ କଲେ ବିରୋଧୀ ସାଂସଦ । ତାତ୍ସଲ୍ୟ କରି ଏମିତି କହିଲେ ମୋଦୀ…

କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବ ଉପରେ ମୋଦୀଙ୍କ ଅଭିଭାଷଣ ସମୟରେ ଅଧାରୁ କକ୍ଷତ୍ୟାଗ କରିଛନ୍ତି ବିରୋଧୀ ସାଂସଦ । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣ ରଖୁଥିବା ସମୟରେ ବିରୋଧୀ ଦଳର ସାଂସଦମାନେ ଅଧାରୁ ନିଜ ସିଟରୁ ଉଠି ବାହାରକୁ ଚାଲିଯାଇଥିଲେ । ଯାହା ପରେ ମଧ୍ୟ ଗୃହରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ । #WATCH | Opposition MPs walk out of the Lok Sabha as Prime Minister Narendra Modi speaks onContinue reading “ଚାଲିଥିଲା ମୋଦୀଙ୍କ ଅଭିଭାଷଣ । ଅଧାରୁ ଗୃହତ୍ୟାଗ କଲେ ବିରୋଧୀ ସାଂସଦ । ତାତ୍ସଲ୍ୟ କରି ଏମିତି କହିଲେ ମୋଦୀ…”

ସଂସଦରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ନୁହେଁ ବରଂ ଅହଂକାରୀ ମେଣ୍ଟ

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତି ଦାବି କରି ବିରୋଧୀମାନେ ଅଡି ବସିଥିବା ବେଳେ ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବିବୃତି ରଖିଛନ୍ତି । ଏହି କ୍ରମରେ ସେ ବିରୋଧୀଙ୍କ ମଣିପୁର ପ୍ରସଙ୍ଗକୁ ପଛରେ ପକାଇ ଆଗ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଆକ୍ଷେପ କରି ଏହାକୁ ଏକ ଅହଂକାରୀଙ୍କ ମେଣ୍ଟ ବୋଲି କହିଛନ୍ତି । ଏହାସହ ଏହି ମେଣ୍ଟକୁ ଏକ ବାହାଘରContinue reading “ସଂସଦରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ନୁହେଁ ବରଂ ଅହଂକାରୀ ମେଣ୍ଟ”

ଲୋକସଭା ଭିତରେ ମୋଦୀଙ୍କ ବଡ ଭବିଷ୍ୟବାଣୀ । ୨୦୨୪ ନିର୍ବାଚନ ଜିତିବ ଏନଡିଏ । ଭାରତ ହେବ ତୃତୀୟ ବୃହତ ଅର୍ଥନୀତି ।

କନକ ବ୍ୟୁରୋ: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ଜବାବ ଦେଉ ଦେଉ ବଡ ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଏବଂ ଏନଡିଏ ପୂର୍ଣ୍ଣ ବହୁମତ ପାଇବା ସହିତ ପୁଣିଥରେ ସରକାର ଗଢିବେ ବୋଲି ମୋଦୀ କହିଛନ୍ତି । ଖାଲି ସେତିକି ନୁହେଁ ଆଗାମୀ ଦିନରେ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେଇ ଛିଡା ହେବ ବୋଲି ମୋଦୀ ଭବିଷ୍ୟବାଣୀ କରିଛନ୍ତି । ଆଜି ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇContinue reading “ଲୋକସଭା ଭିତରେ ମୋଦୀଙ୍କ ବଡ ଭବିଷ୍ୟବାଣୀ । ୨୦୨୪ ନିର୍ବାଚନ ଜିତିବ ଏନଡିଏ । ଭାରତ ହେବ ତୃତୀୟ ବୃହତ ଅର୍ଥନୀତି ।”

Design a site like this with WordPress.com
Get started