କନକ ବ୍ୟୁରୋ : କିଛିଦିନ ହେବ ବିରୋଧୀଙ୍କ ଦାବି ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦକୁ ଆସି ନିଜର ବିବୃତି ରଖିଛନ୍ତି । ଏହି କ୍ରମରେ ସେ ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିବା ସହ କେନ୍ଦ୍ର ସରକାରଙ୍କ ସଫଳତା ବାବଦରେ ମଧ୍ୟ ବଖାଣିଛନ୍ତି । ସେ କହିଛନ୍ତି କି ନୀତି ଆୟୋଗର ରିପୋର୍ଟ ମୁତାବକ ଗତ ୫ବର୍ଷ ମଧ୍ୟରେ ଦେଶର ୧୩.୫ କୋଟି ଲୋକଙ୍କୁ ଗରିବ ସୀମାରେଖା ତଳୁ ଉପରକୁ ଅଣାଯାଇଛି । ଆଇଏମଏଫରContinue reading “ସଂସଦରେ ପ୍ରଧାନମନ୍ତ୍ରୀ କହିଲେ ସରକାରଙ୍କ ସଫଳତା, ଦେଶରେ ଅତ୍ୟାଧିକ ଗରିବୀ ସମାପ୍ତ ହୋଇଛି”
Tag Archives: News
ରାହୁଲ ଗାନ୍ଧୀଙ୍କୁ ତେରେଛା ତୀର ମାରିଲେ ମୋଦୀ । କହିଲେ, ବିଲରେ ହେଉଛି ଭିଡିଓ ସୁଟିଂ । ‘ମୋଦୀ ତମର କବର ଖୋଳାହେବ’ ପାଲଟିଛି ବିରୋଧୀଙ୍କ ପ୍ରିୟ ସ୍ଲୋଗାନ
କନକ ବ୍ୟୁରୋ: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ମୋଦୀ । ସିଧାସଳଖ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ସହିତ ଏବେ ବିଲରେ ଭିଡିଓ ସୁଟିଂ ହେଉଛି ବୋଲି ମୋଦୀ କହିଛନ୍ତି । ଲୋକସଭାରେ ଅଭିଭାଷଣ ରଖିବା ସମୟରେ ମୋଦୀ ଆଜି କହିଛନ୍ତି ଯେ, ହାଲକୁ ନେଇ ବିରୋଧୀମାନେ ମିଛ ଖବର ପ୍ରଘଟ କରୁଛନ୍ତି । ବିଲରେ ଯାଇ ଚାଷୀଙ୍କ ସହ ଭିଡିଓ ସୁଟ୍ କରିବା ସହିତContinue reading “ରାହୁଲ ଗାନ୍ଧୀଙ୍କୁ ତେରେଛା ତୀର ମାରିଲେ ମୋଦୀ । କହିଲେ, ବିଲରେ ହେଉଛି ଭିଡିଓ ସୁଟିଂ । ‘ମୋଦୀ ତମର କବର ଖୋଳାହେବ’ ପାଲଟିଛି ବିରୋଧୀଙ୍କ ପ୍ରିୟ ସ୍ଲୋଗାନ”
ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଗମ୍ଭୀର ଅଭିଯୋଗ । କହିଲେ ଦେଶର ଛବିକୁ ମଳିନ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ
କନକ ବ୍ୟୁରୋ : ମଣିପୁର ହିଂସାକୁ ନେଇ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସରକାର ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂସଦରେ ପ୍ରଧାନମନ୍ତ୍ରୀ ବିବୃତି ରଖି ବିରୋଧୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଦେଶରେ ଆମେ ଯୁବକମାନଙ୍କୁ ଏକ ଦୁର୍ନୀତିମୁକ୍ତ ସରକାର ଦେଇଛୁ । ଏହାସହ ସାରା ବିଶ୍ୱରେ ଭାରତର ଛବି ଉପରେ ପୂର୍ବ ସରକାର ଯେଉଁ କଳଙ୍କ ଲଗାଇଥିଲା ତାହାକୁ ଲିଭାଇବାକୁ ଆମେ ଚେଷ୍ଟା କରୁଛୁContinue reading “ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଗମ୍ଭୀର ଅଭିଯୋଗ । କହିଲେ ଦେଶର ଛବିକୁ ମଳିନ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ”
ଅଧୀର ରଞ୍ଜନ ଚୌଧୁରୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଏଥର ଅନାସ୍ଥା ପ୍ରସ୍ତାବରେ ଦେଖିବାକୁ ମିଳିଛି ବଡ ବିଚିତ୍ର କଥା ।
କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବ ନେଇ ଲୋକସଭାରେ ଆଜି ବିବୃତ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ତାଙ୍କ ସରକାର ପାଇଁ ଶୁଭଙ୍କର କହିବା ସହିତ, ଏହି ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ । ମୋଦୀ କହିଛନ୍ତି ଯେ, ସରକାରକୁ ଟାର୍ଗେଟ କରିବା ଛଡା ବିରୋଧୀଙ୍କର ଆଉ କିଛି କାମ ନାହିଁ । ଯାହାଙ୍କ ନିଜର ବହି ଖାତା ବିଗିଡି ସାରିଲାଣି, ସେମାନେ ଏବେ ଆମର ହିସାବContinue reading “ଅଧୀର ରଞ୍ଜନ ଚୌଧୁରୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଏଥର ଅନାସ୍ଥା ପ୍ରସ୍ତାବରେ ଦେଖିବାକୁ ମିଳିଛି ବଡ ବିଚିତ୍ର କଥା ।”
ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି, ବିରୋଧୀଙ୍କ ‘ନୋ’ବଲରେ ଏନଡିଏ ମାରୁଛି ଶତକ
କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ନିଜର ବୟାନ ରଖିଛନ୍ତି । ଏହି କ୍ରମରେ ସେ ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି ବିରୋଧୀଦଳ ଫିଲ୍ଡିଂ କରୁଛନ୍ତି ହେଲେ ଛକା ଓ ଚୌକା ଏନଡିଏ ମାରୁଛି । ବିରୋଧୀ ଅବିଶ୍ୱାସ ପ୍ରସ୍ତାବ ଉପରେ ନୋ ବଲ ନୋ ବଲ କରୁଛନ୍ତି, ହେଲେ ସରକାରଙ୍କ ତରଫରୁ ଶତକ ମରା ଚାଲିଛି । ଏହାସହContinue reading “ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି, ବିରୋଧୀଙ୍କ ‘ନୋ’ବଲରେ ଏନଡିଏ ମାରୁଛି ଶତକ”
ଅନାସ୍ଥା ପ୍ରସ୍ତାବରେ ମୋଦୀଙ୍କ ବିବୃତ୍ତି । କହିଲେ, ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ । ଦେଶର ଜନସାଧାରଣ ଆମ ପ୍ରତି ବିଶ୍ୱାସ ଦେଖାଇଛନ୍ତି ।
କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବରେ ଲୋକସଭାରେ ବିବୃତ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଜନସାଧାରଣ ବାରମ୍ବାର ଆମ ପ୍ରତି ବିଶ୍ୱାସ ଦେଖାଇଛନ୍ତି । ଏଥିପାଇଁ ଦେଶର ଜନତାଙ୍କ ପ୍ରତି ମୁଁ କୃତଜ୍ଞ । ତେବେ ଭଗବାନ ବେଶ ଦୟାଳୁ ଅଟନ୍ତି । ସେ କାହା ମାଧ୍ୟମରେ ବି ନିଜର ଇଚ୍ଛାକୁ ପୂର୍ଣ୍ଣ କରିଥାନ୍ତି । ତେଣୁ ଭଗବାନ ବିରୋଧୀଙ୍କୁ ସଦବୁଦ୍ଧି ଦେଇଥିବାରୁ, ସେମାନେ ଆମ ପାଇଁ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବୋଲି ମୋଦୀContinue reading “ଅନାସ୍ଥା ପ୍ରସ୍ତାବରେ ମୋଦୀଙ୍କ ବିବୃତ୍ତି । କହିଲେ, ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ । ଦେଶର ଜନସାଧାରଣ ଆମ ପ୍ରତି ବିଶ୍ୱାସ ଦେଖାଇଛନ୍ତି । “
ଟିମ୍ ଇଣ୍ଡିଆ ଜର୍ସିରେ ପ୍ରଥମ ଥର ଲେଖାହେବ ପାକିସ୍ତାନ! ପାକିସ୍ତାନ ଲେଖାଥିବା ଜର୍ସି ପିନ୍ଧି ଖେଳିବ ଭାରତ । ଜାଣନ୍ତୁ, ଏହା ପଛର କାରଣ…
କନକ ବ୍ୟୁରୋ: ଚଳିତ ମାସ ଶେଷ ଆଡକୁ ଏସିଆ କପ୍ ଖେଳିବ ଟିମ୍ ଇଣ୍ଡିଆ । ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏଥର ହାଇବ୍ରିଡ୍ ମଡେଲରେ ଏସିଆ କପ୍ ଖେଳାଯାଉଥିବାରୁ, ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଯିବ । ଆଉ ଟିମ୍ ଇଣ୍ଡିଆ ଜର୍ସିରେ ଏଥର ପ୍ରଥମ ଥର ପାଇଁ ଲେଖାଯିବ ପାକିସ୍ତାନ । ଏସିଆ କପ୍ ଟୁର୍ଣ୍ଣାମେଣ୍ଟContinue reading “ଟିମ୍ ଇଣ୍ଡିଆ ଜର୍ସିରେ ପ୍ରଥମ ଥର ଲେଖାହେବ ପାକିସ୍ତାନ! ପାକିସ୍ତାନ ଲେଖାଥିବା ଜର୍ସି ପିନ୍ଧି ଖେଳିବ ଭାରତ । ଜାଣନ୍ତୁ, ଏହା ପଛର କାରଣ…”
ଜେଲ ଭିତରେ ଅନ୍ତେବାସୀ ସୋ’ରୁମ୍ । ଅପରାଧ ହାତରୁ ଆକର୍ଷଣୀୟ ଜିନିଷ ।
କନକ ବ୍ୟୁରୋ: ଏହି ଅନ୍ତେବାସୀ ସୋ’ରୁମରୁ ଆପଣଙ୍କୁ ମିଳିବ ଭଳିକି ଭଳି ଘରକରଣା ଜିନିଷ । ସମ୍ପୂର୍ଣ୍ଣ ଦେଶୀ ସାମଗ୍ରୀରେ ତିଆରି ବେଡସିଟ୍, ପା’ପୋଛ, ଗାମୁଛା, ରୁମାଲ, ସୋଫାସେଟ୍ ଆଦି ସବୁିକିଛି ଜେଲ ଭିତରର ସୋ’ରୁମରୁ କିଣିପାରିବେ ଆପଣ । କାରଣ ଯେଉଁ ହାତରେ ପଡ଼ିଛି ହାତକଡ଼ି ସେ ହାତ ଆଜି ତିଆରି କରିଛି ଫୁଲ ଚାଙ୍ଗୁଡ଼ି । ଅପରାଧୀର ଟ୍ୟାଗ୍ ପାଇ ଦଣ୍ଡ ଭୋଗୁଥିବା ଅନ୍ତେବାସୀଙ୍କ ହସ୍ତଶିଳ୍ପ ପ୍ରତିଭାକୁ ଚିହ୍ନି ପାରିଛନ୍ତି ଜେଲର, ଆଉ ସେଇଥିପାଇଁContinue reading “ଜେଲ ଭିତରେ ଅନ୍ତେବାସୀ ସୋ’ରୁମ୍ । ଅପରାଧ ହାତରୁ ଆକର୍ଷଣୀୟ ଜିନିଷ । “
ଲୋକସଭାରେ ବିଜେପି ବିରୋଧରେ ବର୍ଷିଲେ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ । କହିଲେ ମୋଦୀ ୧୦୦ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ …
କନକ ବ୍ୟୁରୋ : ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ବିତର୍କ ମଧ୍ୟରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି, ଦେଶର ମୁଖ୍ୟ ହିସାବରେ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଲୋକଙ୍କ ସହ ମନ୍ କି ବାତ୍ କରିବା ଉଚିତ । ଏହି ଦାବି କିଛି ଭୁଲ ଦାବି ନୁହେଁ, ଏହା ଦେଶର ସାଧାରଣ ଜନତାଙ୍କ ଦାବି । ଏହାସହ ମୋଦୀ ୧୦୦ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ ତାContinue reading “ଲୋକସଭାରେ ବିଜେପି ବିରୋଧରେ ବର୍ଷିଲେ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ । କହିଲେ ମୋଦୀ ୧୦୦ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ …”
ଅଗଷ୍ଟରେ ଖୋଲାଯାଉ ରତ୍ନଭଣ୍ଡାର, ଲୋକଙ୍କ ଭିତରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେଲାଣି : ସମୀର ମହାନ୍ତି ।
କନକ ବ୍ୟୁରୋ : ଆସନ୍ତାବର୍ଷ ନୁହେଁ ଅଗଷ୍ଟ ମାସରେ ଖୋଲାଯାଉ ରତ୍ନଭଣ୍ଡାର । ଆସନ୍ତାବର୍ଷକୁ ଅପେକ୍ଷା ନ କରି ଚଳିତ ଅଗଷ୍ଟ ମାସରେ ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ସବୁ ଇନଭେଣ୍ଟରି କରିବା ପାଇଁ ଦାବି କରିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମୀର କହିଛନ୍ତି, ୧୯୭୮ ମସିହା ଇନଭେଣ୍ଟରିକୁ ନେଇ ଗେଜେଟ ନୋଟିଫିକେସନ ହୋଇଛି । ତାହାର ତଥ୍ୟ, ଆଇନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ଏବଂContinue reading “ଅଗଷ୍ଟରେ ଖୋଲାଯାଉ ରତ୍ନଭଣ୍ଡାର, ଲୋକଙ୍କ ଭିତରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେଲାଣି : ସମୀର ମହାନ୍ତି । “