କନକ ବ୍ୟୁରୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆସନ୍ତା ଅକ୍ଟୋବର ୫ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ଏହାକୁ ନେଇ ବଡ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ଆର ଅଶ୍ୱିନୀ । ବିଶ୍ୱକପକୁ ନେଇ ଅଶ୍ୱିନୀ ଭବିଷ୍ୟବାଣୀ କରିବା ସହିତ ଗୋଟିଏ ବିଦେଶୀ ଟିମ୍ ଏଥର ବିଶ୍ୱକପ୍ ଜିତିବାକୁ ପ୍ରବଳ ଦାବିଦାର ବୋଲି ଅଶ୍ୱିନୀ କହିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନୀ କହିଛନ୍ତି, ୨୦୨୩Continue reading “ବିଶ୍ୱକପକୁ ନେଇ ଅଶ୍ୱିନୀଙ୍କ ବଡ ଭବିଷ୍ୟବାଣୀ । କହିଲେ, ଏହି ବିଦେଶୀ ଟିମ୍ ବିଶ୍ୱକପ୍ ଜିତିବାକୁ ପ୍ରବଳ ଦାବିଦାର ।”
Tag Archives: News
ଆଜି ଅପରାହ୍ଣ ୪ଟାରେ ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ମୋଦୀ: ରାହୁଲଙ୍କ ପ୍ରଶ୍ନ ଉପରେ କଣ ରଖିବେ ଉତ୍ତର, ରହିଛି ନଜର
କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଚାଲିଛି ବିତର୍କ । ଆଜି ଦିନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ଏପ୍ରସଙ୍ଗରେ ବିବୃତି ରଖିବେ । ଏନେଇ ପିଏମ୍ଓ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ଗୃହରେ କ’ଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ମଣିପୁର ହିଂସା ଘଟଣାରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସଂସଦରେ ଉତର ରଖନ୍ତୁ ବୋଲି ବିରୋଧୀContinue reading “ଆଜି ଅପରାହ୍ଣ ୪ଟାରେ ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ମୋଦୀ: ରାହୁଲଙ୍କ ପ୍ରଶ୍ନ ଉପରେ କଣ ରଖିବେ ଉତ୍ତର, ରହିଛି ନଜର”
ରାଜ୍ୟସଭାରେ ସରକାର ଆଣିଲେ ଏଭଳି ବିଲ୍, ପାରିତ ହେଲେ ମୁଖ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତିରେ ରହିବ ନାହିଁ ମୁଖ୍ୟ ବିଚାରପତିଙ୍କ ଭୂମିକା
କନକ ବ୍ୟୁରୋ : ଦେଶରେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଭୂମିକାକୁ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟସଭାରେ ଏକ ବିଲ୍ ଉପସ୍ଥାପନ କରିଛନ୍ତି । ଏହାକୁ ନେଇ କଂଗ୍ରେସ ତାର ପ୍ରତିକ୍ରିୟା ରଖିଛି । ଦଳ ତରଫରୁ କୁହାଯାଇଛି କି ନିର୍ବାଚନ କମିଶନଙ୍କୁ ପ୍ରଧାନମନ୍ତ୍ରୀଙ୍କ ହାତରେ କଣ୍ଡେଇ କରି ରଖିବାକୁ ସରକାର ପ୍ରୟାସ କରୁଛନ୍ତି । ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନ ନିଯୁକ୍ତିକୁContinue reading “ରାଜ୍ୟସଭାରେ ସରକାର ଆଣିଲେ ଏଭଳି ବିଲ୍, ପାରିତ ହେଲେ ମୁଖ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତିରେ ରହିବ ନାହିଁ ମୁଖ୍ୟ ବିଚାରପତିଙ୍କ ଭୂମିକା”
ଚର୍ଚ୍ଚାରେ ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ଟାର୍ଗେଟ; କହିଲେ …
କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି । ଲେଖିଛନ୍ତି, ସୁବାସ ଚୌହ୍ୱାନଙ୍କୁ ବଳି ପକାଇବା ପରେ ରାଜାସାହେବ ବା ନୀତେଶ ଗଙ୍ଗଦେବଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ଅପମାନିତ କରି ବଳି ପକାଇବାକୁ ଚାହୁଁଛନ୍ତି । ସେହିପରି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଟାର୍ଗେଟ୍ କରି ଅରୁନ୍ଧତୀ ଦେବୀ ଆଉ ଏକ ପୋଷ୍ଟ କରିଛନ୍ତିContinue reading “ଚର୍ଚ୍ଚାରେ ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ଟାର୍ଗେଟ; କହିଲେ …”
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି । ଘରୋଇ ତଥା ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି ।
କନକ ବ୍ୟୁରୋ : ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୫-ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି। ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ। ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇContinue reading “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି । ଘରୋଇ ତଥା ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି ।”
ଭଲ ରାସ୍ତା ଦାବିରେ ରାସ୍ତାରୋକ : ସମସ୍ୟା ଦେଖିବାକୁ ଆସିଥିବା ବିଡିଓଙ୍କୁ ଖରାପ ରାସ୍ତାରେ ଚଲାଇ ଚଲାଇ ନେଲେ ଗ୍ରାମବାସୀ
କନକ ବ୍ୟୁରୋ : ଭଲ ରାସ୍ତା ପାଇଁ ରାସ୍ତା ରୋକ । ବିଡିଓଙ୍କୁ ଚଲାଇ ଚଲାଇ ନେଲେ ଗ୍ରାମବାସୀ । ଉନ୍ନତ ଗାଁ ରାସ୍ତା ପାଇଁ ଗ୍ରାମବାସୀଙ୍କ ଧାରଣା । ଏଭଳି ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକ ବାଉଁଶବିଲା ପଂଚାୟତରୁ । ଗାଁ ରାସ୍ତା ଶୋଚନୀୟ ହୋଇପଡିଥିବାବେଳେ ମରାମତି ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଏପରିକି ସେମାନଙ୍କ ସମସ୍ୟା ଶୁଣିବାକୁ ଆସିଥିବା ବିଡିଓଙ୍କୁ ସେହି ଖରାପ ରାସ୍ତାରେ ଚଲେଇ ଚଲେଇ ନେଲେ ଗ୍ରାମବାସୀContinue reading “ଭଲ ରାସ୍ତା ଦାବିରେ ରାସ୍ତାରୋକ : ସମସ୍ୟା ଦେଖିବାକୁ ଆସିଥିବା ବିଡିଓଙ୍କୁ ଖରାପ ରାସ୍ତାରେ ଚଲାଇ ଚଲାଇ ନେଲେ ଗ୍ରାମବାସୀ”
ଏନଡିଏର ଏହି ସହଯୋଗୀ ଦଳ ଏବେ ବିଜେପିକୁ କଲା ବିରୋଧ । ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବ ବୋଲି ଘୋଷଣା
କନକ ବ୍ୟୁରୋ : ମିଜୋରାମର ନର୍ଥ-ଇଷ୍ଟ ଡେମୋକ୍ରେଟିକ ଅଲାଏନ୍ସର ସହଯୋଗୀ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ କେନ୍ଦ୍ରରେ ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବ । ଏନେଇ ଲୋକସଭା ସାଂସଦ ସି ଲାଲରେସାଙ୍ଗା ସୂଚନା ଦେଇଛନ୍ତି । ସି ଲାଲରେସାଙ୍ଗା ଗୁରୁବାର ଦିନ କହିଛନ୍ତି କି, ମିଜୋରାମରେ କ୍ଷମତାରେ ଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବ ।Continue reading “ଏନଡିଏର ଏହି ସହଯୋଗୀ ଦଳ ଏବେ ବିଜେପିକୁ କଲା ବିରୋଧ । ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବ ବୋଲି ଘୋଷଣା”
ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ : ପ୍ରତିକ୍ରିୟା ରଖିଲେ ସମ୍ପର୍କୀୟ ଆଣ୍ଟି; କହିଲେ ଆମକୁ ଫସେଇବା ପାଇଁ ଚାଲିଛି ଷଡଯନ୍ତ୍ର
କନକ ବ୍ୟୁରୋ : ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ୁଥିବା ବେଳେ ଏବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସମ୍ପର୍କୀୟ ଆଣ୍ଟି । କହିଛନ୍ତି ସେ ଆମ ଘରେ ରହୁଥିଲା । ତେଣୁ ମାମଲାକୁ ଦିଗହରା କରିବାକୁ କିଏ ଚକ୍ରାନ୍ତ କରି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି । ଆମ ସହ ଶୁଭଲକ୍ଷ୍ମୀର ଭଲ ସମ୍ପର୍କ ଥିଲା । ବ୍ଲାକମେଲ ପ୍ରସଙ୍ଗ ସମ୍ପୂର୍ଣ୍ଣ ମିଛ । ପୋଲିସ ପାଖରେ ଏବେ ଶୁଭଲକ୍ଷ୍ମୀର ମୋବାଇଲ ଅଛି ସତ ସାମ୍ନାକୁContinue reading “ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ : ପ୍ରତିକ୍ରିୟା ରଖିଲେ ସମ୍ପର୍କୀୟ ଆଣ୍ଟି; କହିଲେ ଆମକୁ ଫସେଇବା ପାଇଁ ଚାଲିଛି ଷଡଯନ୍ତ୍ର”
ମାଫିଆ–ପୋଲିସ ଗୋଡାଗୋଡି : ବାରଙ୍ଗରେ ଫିଲ୍ମ ଷ୍ଟାଇଲରେ ମଦ ମାଫିଆଙ୍କୁ ଧରିଲା ପୋଲିସ
କନକ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଅପରାଧୀଙ୍କୁ ଧରିଲା ପୁଲିସ । ଦୁଇ ମଦ ମାଫିଆଙ୍କୁ ଗୋଡାଇ ଗୋଡାଇ ଧରିଲା କଟକ ଜିଲ୍ଲା ଅବକାରୀ ପୁଲିସ । ବାରଙ୍ଗ ଛକ ନିକଟରେ ଆଜି ଭୋର ସମୟରେ ଅବକାରୀ ପୁଲିସ ଓ ମଦ ମାଫିଆ ମୁହାଁମୁହିଁ ହୋଇଥିଲେ । ମଦ ମାଫିଆ ଏକ ଧଳା ରଙ୍ଗର ସ୍କର୍ପିଓରେ ମଦ ନେଇ ଯାଉଥିବା ବେଳେ ଚଢାଉ କରିଥିଲା ପୁଲିସ । ପୁଲିସକୁ ଦେଖି ପଛକୁ ପଛକୁ ଗାଡି ନେଇଥିଲେ ସର୍ପିଓରେContinue reading “ମାଫିଆ–ପୋଲିସ ଗୋଡାଗୋଡି : ବାରଙ୍ଗରେ ଫିଲ୍ମ ଷ୍ଟାଇଲରେ ମଦ ମାଫିଆଙ୍କୁ ଧରିଲା ପୋଲିସ”
ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଚାଲିଛି ବିତର୍କ : ଦିନ ୪ଟା ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି; ବିରୋଧୀଙ୍କ ପ୍ରଶ୍ନ ଉପରେ କ’ଣ ରଖିବେ ଜବାବ, ତାହା ଉପରେ ସଭିଁଙ୍କ ନଜର
କନକ ବ୍ୟୁରୋ : ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଚାଲିଛି ବିତର୍କ । ଆଜି ଦିନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ଏପ୍ରସଙ୍ଗରେ ବିବୃତି ରଖିବେ । ଏନେଇ ପିଏମ୍ଓ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ଗୃହରେ କ’ଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ମଣିପୁର ହିଂସା ଘଟଣାରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସଂସଦରେ ଉତର ରଖନ୍ତୁ ବୋଲିContinue reading “ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଚାଲିଛି ବିତର୍କ : ଦିନ ୪ଟା ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି; ବିରୋଧୀଙ୍କ ପ୍ରଶ୍ନ ଉପରେ କ’ଣ ରଖିବେ ଜବାବ, ତାହା ଉପରେ ସଭିଁଙ୍କ ନଜର”