କନକ ବ୍ୟୁରୋ : ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହା ମହାରାଷ୍ଟ୍ରର ବିଦର୍ଭରେ କଳାବତୀ ବନ୍ଦୁରକରଙ୍କ କଥା କହିଥିଲେ । ଅମିତ୍ ଶାହା ଦାବି କରିଥିଲେ କି, ରାହୁଲ ଗାନ୍ଧୀ ଯେଉଁ ଗରିବ ମହିଳା କଳାବତୀଙ୍କ ଘରେ ଭୋଜନ କରିଥିଲେ ସେହି ମହିଳାଙ୍କୁ ସାହାଯ୍ୟ ରାହୁଲ ଗାନ୍ଧୀ ନୁହେଁ ବରଂ ମୋଦୀ କରିଥିଲେ । ଶାହାଙ୍କ ଏହି ବୟାନ ପରେ ବିଧବା କୃଷକ କଳାବତୀଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚାContinue reading “ରାହୁଲ ଗାନ୍ଧୀ ନା ପ୍ରଧାନମନ୍ତ୍ରୀ ମୋଦୀ କିଏ କରିଥିଲା ସାହାଯ୍ୟ ? ସଂସଦରେ ଅମିତ ଶାହାଙ୍କ ଦାବି ପରେ ମୁହଁ ଖୋଲିଲେ କଳାବତୀ”
Tag Archives: News
ପୁଣି ଚର୍ଚ୍ଚାରେ କଳାବତୀ : ଲୋକସଭାରେ ଅମିତ ଶାହା କହିଥିଲେ ମହାରାଷ୍ଟ୍ର ମହିଳାଙ୍କ କାହାଣୀ; ରାହୁଲଙ୍କୁ କଲେ କଟାକ୍ଷ
କନକ ବ୍ୟୁରୋ : ମହାରାଷ୍ଟ୍ର, ବିଦଭ୍ର ଅଞ୍ଚଳର କଳାବତୀ ବନ୍ଦୁରକରଙ୍କୁ ନେଇ ପୁଣିଥରେ ସାରା ଦେଶରେ ଚର୍ଚ୍ଚା । ୨୦୦୮ ମସିହାରେ କଳାବତୀଙ୍କୁ ତାଙ୍କ ଘରକୁ ଯାଇ ଭେଟିଥିଲେ ରାହୁଲ ଗାନ୍ଧୀ । ଚାଷ ରୁଣରେ ବୁଡି କଳାବତୀଙ୍କ ସ୍ୱାମୀ ଆତ୍ମହତ୍ୟା କରିବା ପରେ କଳାବତୀଙ୍କ ସ୍ଥିତି ବହୁତ ଖରାପ ହୋଇଯାଇଥିଲା । କଳାବତୀଙ୍କ ୭ଟି ଝିଅ ଓ ୨ ପୁଅ ଅଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ବେଳକୁ ତିନି ଝିଅଙ୍କ ବିବାହ ହୋଇ ସାରିଥିଲା ।Continue reading “ପୁଣି ଚର୍ଚ୍ଚାରେ କଳାବତୀ : ଲୋକସଭାରେ ଅମିତ ଶାହା କହିଥିଲେ ମହାରାଷ୍ଟ୍ର ମହିଳାଙ୍କ କାହାଣୀ; ରାହୁଲଙ୍କୁ କଲେ କଟାକ୍ଷ”
ମଣିପୁର ମହିଳାଙ୍କୁ କେମିତି ଅନୁଭବ ହୋଇଥିବ? ଫ୍ଲାଇଂ କିସ ବିବାଦରେ ମହିଳା ଆଇଏଏସଙ୍କ ଟ୍ୱିଟ୍ ଭାଇରାଲ୍
କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତଥା କଥିତ ଫ୍ଲାଇଂ କିସ୍ ବିବାଦ ବଢିବାରେ ଲାଗିଛି । ଏହି ବିବାଦ ମଧ୍ୟରେ ଜଣେ ମହିଳା ଆଇଏଏସ ଅଧିକାରୀଙ୍କ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି । ସେ ଟ୍ୱିଟ କରି ଲେଖିଛନ୍ତି, ମଣିପୁର ଭିଡିଓକୁ ଥରେ ବିଜେପିର ମହିଳା ସାଂସଦ ମନେ ପକାନ୍ତୁ ଯେଉଁମାନେ ଏଥିରେ ହସ୍ତାକ୍ଷର କରିଛନ୍ତି । ନିଜ ଟ୍ୱିଟରରେ ସେ ଲେଖିଛନ୍ତି ଥରେ ଭାବନ୍ତୁ ମଣିପୁରରେ ସେହି ମହିଳାଙ୍କ କେମିତି ଅନୁଭବ ହୋଇଥିବContinue reading “ମଣିପୁର ମହିଳାଙ୍କୁ କେମିତି ଅନୁଭବ ହୋଇଥିବ? ଫ୍ଲାଇଂ କିସ ବିବାଦରେ ମହିଳା ଆଇଏଏସଙ୍କ ଟ୍ୱିଟ୍ ଭାଇରାଲ୍”
ନଦୀରେ ବୁଡି ଯୁବତୀ ନିଖୋଜ : ଘଟଣାସ୍ଥଳରେ ଅଗ୍ନିିଶମ ଏବଂ ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି
କନକ ବ୍ୟୁରୋ : ନଦୀରେ ବୁଡି ଯୁବତୀ ନିଖୋଜ । ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଛନ୍ତି ଯୁବତୀ । ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ଅଗ୍ନିିଶମ ଏବଂ ଓଡ୍ରାଫ୍ ଟିମ୍ ପହଞ୍ଚି ଯୁବତୀଙ୍କୁ ଖୋଜିବାରେ ଲାଗିପଡିଛନ୍ତି । ସ୍ଥାନୀୟ ନିଆଳି ଗାଁର ସସ୍ମିତା ପରିଡା ଭାଉଜଙ୍କ ସହ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍ ପାଣି ଭିତରକୁ ଚାଲିଯାଇଥିଲେ । ଭାଉଜ ବଞ୍ଚାଇବାକୁContinue reading “ନଦୀରେ ବୁଡି ଯୁବତୀ ନିଖୋଜ : ଘଟଣାସ୍ଥଳରେ ଅଗ୍ନିିଶମ ଏବଂ ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି”
୮୦ ବର୍ଷରେ କଂଗ୍ରେସ ବିଧାୟକ ସୁର ରାଉତରାୟ : କୁନି କୁନି ପିଲା ଓ ସମର୍ଥକଙ୍କ ଗହଣରେ ପାଳିଲେ ଜନ୍ମଦିନ
କନକ ବ୍ୟୁରୋ : ୮୦ ବର୍ଷରେ ପାଦଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ତାଙ୍କ ବାସବଭନରେ କୁନି କୁନି ପିଲା ଓ ସମର୍ଥକଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳନ କରିଛନ୍ତି ସୁର ରାଉତରାୟ । ଦଳୀୟ କର୍ମୀ ଓ ତାଙ୍କ ସମର୍ଥକ ପକ୍ଷରୁ ତାଙ୍କୁ ମିଳିଛି ଢ଼େରାସାରା ଶୁଭେଚ୍ଛା ଶୁଭକାମନା । ବେଶ ଧୁମଧାମରେ ଜନ୍ମଦିନ ପାଳନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ସୁରଙ୍କ ସମର୍ଥକ । The post ୮୦ ବର୍ଷରେ କଂଗ୍ରେସContinue reading “୮୦ ବର୍ଷରେ କଂଗ୍ରେସ ବିଧାୟକ ସୁର ରାଉତରାୟ : କୁନି କୁନି ପିଲା ଓ ସମର୍ଥକଙ୍କ ଗହଣରେ ପାଳିଲେ ଜନ୍ମଦିନ”
ସୁରକ୍ଷିତ ଅଛି ତ ରତ୍ନଭଣ୍ଡାରର ଅଳଙ୍କାର ? ସତ୍ୟପାଠ ଓ ତଥ୍ୟରେ ନାହିଁ ତାଳମେଳ; ୪୦ କେଜି ରୁପା ଗଲା କୁଆଡେ ?
କନକ ବ୍ୟୁରୋ : ସୁରକ୍ଷିତ ଅଛି ତ ରତ୍ନଭଣ୍ଡାରର ଅଳଙ୍କାର? ସତ୍ୟପାଠ ଓ ତଥ୍ୟରେ ନାହିଁ ତାଳମେଳ । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପାଖାପାଖି ୨୫୮ କେଜି ଓଜନର ରୁପା ଅଳଙ୍କାର, ପୂଜା ସାମଗ୍ରୀ ଓ ବାସନ ଥିଲା । ନିଜେ ସରକାର ୨୦୧୮ ମସିହାରେ ଏହି ତଥ୍ୟ ଦେଇଥିଲେ । ଏବେ କିନ୍ତୁ ସେତିକି ରୁପା ନାହିଁ । ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି, ୨୧୮ କିଲୋ ରୁପା ସାମଗ୍ରୀ ରହିଛିContinue reading “ସୁରକ୍ଷିତ ଅଛି ତ ରତ୍ନଭଣ୍ଡାରର ଅଳଙ୍କାର ? ସତ୍ୟପାଠ ଓ ତଥ୍ୟରେ ନାହିଁ ତାଳମେଳ; ୪୦ କେଜି ରୁପା ଗଲା କୁଆଡେ ?”
ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଅଙ୍କଲ : କନକ ନ୍ୟୁଜରେ ପ୍ରତିକ୍ରିୟା ରଖି କହିଲେ, ୩ ମାସ ହେଲା ଶୁଭଲକ୍ଷ୍ମୀ ତାଙ୍କ ପାଖରେ ରହୁନଥିଲେ
କନକ ବ୍ୟୁରୋ : ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦୀପାଳି ହୋଟେଲର ୨୦୫ ନମ୍ବର ରୁମରେ ମୃତ୍ୟୁ ପୂର୍ବରୁ କଣ ହୋଇଥିଲା ସେ ନେଇ ପୁଲିସ ଛାନଭିନ ଜାରି ରଖିଥିବାବେଳେ ଏବେ ସାମ୍ନାକୁ ଆସିଛନ୍ତି ସମ୍ପର୍କୀୟ ଅଙ୍କଲ । ସେ କହିଛନ୍ତି, ଶୁଭଲକ୍ଷ୍ମୀଙ୍କୁ କାମର ଆବଶ୍ୟକ ଥିଲା । କିନ୍ତୁ ନାବାଳିକା ଥିବାରୁ ତାଙ୍କୁ କେହି କାମ ଦେଇନଥିଲେ । ପରେ ସେ ତାଙ୍କ ପାଇଁ କାମContinue reading “ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଅଙ୍କଲ : କନକ ନ୍ୟୁଜରେ ପ୍ରତିକ୍ରିୟା ରଖି କହିଲେ, ୩ ମାସ ହେଲା ଶୁଭଲକ୍ଷ୍ମୀ ତାଙ୍କ ପାଖରେ ରହୁନଥିଲେ”
ବିଶ୍ୱକପ ପୂର୍ବରୁ ଇଡେନଗାର୍ଡେନରେ ଅଘଟଣ: ଷ୍ଟାଡିୟମରେ ଲାଗିଗଲା ନିଆଁ
କନକ ବ୍ୟୁରୋ: ୨୦୨୩ କ୍ରିକେଟ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । କୋଲକାତାର ଇଡେନଗାର୍ଡେନରେ ବି ବିଶ୍ୱକପର କିଛି ମ୍ୟାଚ ହେବାର ଅଛି । ଏହାରି ଭିତରେ ଇଡେନ ଗାର୍ଡେନରେ ନିଆଁ ଲାଗିବାର ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ନିଆଁ ଗତକାଲି ରାତି ୧୧ଟା ୫୦ରେ ଲାଗିଥିଲା । ଏହାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବିଶ୍ୱକପ ପାଇଁ ଷ୍ଟାଡିୟମରେ ଉନ୍ନତିକରଣ କାମ ଚାଲିଥିଲା । ଏହାରିContinue reading “ବିଶ୍ୱକପ ପୂର୍ବରୁ ଇଡେନଗାର୍ଡେନରେ ଅଘଟଣ: ଷ୍ଟାଡିୟମରେ ଲାଗିଗଲା ନିଆଁ”
ନିଆଁ ଉଜାଡ଼ି ଦେଲା ଝିଅ ବାହାଘର ସ୍ୱପ୍ନ : ଜଳିଗଲା ସୁନା, ଗହଣା ସହ ଆସବାବ ପତ୍ର; କେମିତି କରିବେ ଝିଅ ବାହାଘର ଚିନ୍ତାରେ ପ୍ରମିଳା ?
କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଝିଅ ବାହାଘର କରିଥାଆନ୍ତେ । ହେଲେ ସବୁ ସ୍ୱପ୍ନ ଚୁନା କରିଦେଲା କରାଳ ନିଆଁ । ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଗଲା ସବୁ ସ୍ୱପ୍ନ । ଝିଅ ବାହାଘର ପାଇଁ ଥିବା ସୁନା ଓ ରୂପା ଗହଣା, ବାସନ କୁସନ ସମେତ ସମସ୍ତ ଗୃହଉପକରଣ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ସେହି ପାଉଁଶ ତଳୁ ନିଜର ସ୍ମୃତି ସାଉଁଟୁଛନ୍ତି ହାଟଡିହି ଓରାଳି ଗାଁContinue reading “ନିଆଁ ଉଜାଡ଼ି ଦେଲା ଝିଅ ବାହାଘର ସ୍ୱପ୍ନ : ଜଳିଗଲା ସୁନା, ଗହଣା ସହ ଆସବାବ ପତ୍ର; କେମିତି କରିବେ ଝିଅ ବାହାଘର ଚିନ୍ତାରେ ପ୍ରମିଳା ?”
ଭାରତରେ ନୂଆ ଇନିଂସ ଆରମ୍ଭ କରିବେ ମୁରଲୀଧରନ । ୫୦୦ରୁ ଅଧିକ ଲୋକଙ୍କୁ ଦେବେ ଚାକିରି, ଜାଣନ୍ତୁ କଣ ରହିଛି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟରଙ୍କ ପ୍ଳାନ?
କନକ ବ୍ୟୁରୋ : ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ତଥା ବିଶ୍ୱ କ୍ରିକେଟ ଜଗତର ଶ୍ରେଷ୍ଠ ବୋଲର ମୁଥେୟା ମୁରଲୀଧରନ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଏବେ ବ୍ୟବସାୟ ସହ ଜଡିତ ଅଛନ୍ତି । ଜଣେ ସଫଳ ବ୍ୟବସାୟ ରୂପେ ଏବେ ଜଣାଶୁଣା ମୁରଲୀଧରନ । ଶ୍ରୀଲଙ୍କାରେ ତାଙ୍କର ବ୍ୟବସାୟ ଥିବା ବେଳେ ଏବେ ଏହାକୁ ଭାରତକୁ ପରିବ୍ୟାପ୍ତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ମୁରଲୀଧରନ । ଏବେ ଭାରତରେ ନିଜର ଫ୍ୟାକ୍ଟି ଖୋଲିବାକୁ ଯାଉଛନ୍ତି ଶ୍ରୀଲଙ୍କାର ଏହି ପୂର୍ବତନContinue reading “ଭାରତରେ ନୂଆ ଇନିଂସ ଆରମ୍ଭ କରିବେ ମୁରଲୀଧରନ । ୫୦୦ରୁ ଅଧିକ ଲୋକଙ୍କୁ ଦେବେ ଚାକିରି, ଜାଣନ୍ତୁ କଣ ରହିଛି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟରଙ୍କ ପ୍ଳାନ? “