ବୃଦ୍ଧ ବାପା ମୃତଦେହକୁ ନେଲେନି ପରିବାର : ମୁଖାଗ୍ନି ଦେଲେ ସମ୍ବଲପୁର କମିଶନର; ଓଡ଼ିଶା ଆସିଲେନି କେରଳରେ ଥିବା ପରିବାର

କନକ ବ୍ୟୁରୋ : ହଜିଗଲା ମାନିକତା । ଭୁଲିଗଲେ ବାପାର ମମତା । ବୃଦ୍ଧ ବାପାର ମୃତଦେହ ନେବରକୁ ଆସିଲେନି ପରିବାର ଲୋକେ । ଶେଷରେ ଶବକୁ କାନ୍ଧରେ ବୋହି ମଶାଣି ନେବା ସହ ମୁଖାଗ୍ନୀ ଦେଇଛନ୍ତି ସମ୍ବଲପୁର ମହାନଗର ନିଗମ କମିଶନର । ଏଭଳି ଘଟଣା ଦେଖିବାକୁ ମିିଳିଛି ସମ୍ବଲପୁର ହୀରାକୁଦ ଅଞ୍ଚଳରେ । କେରଳର ପଦ୍ମା ନାୟାର ୧୯୯୮ ମସିହାରୁ ହୀରାକୁଦରେ ଥିବା ଏକ ସ୍କୁଲରେ ସହକାରୀ ଶିକ୍ଷକ ଥିଲେ । ଗତ ଦୁଇContinue reading “ବୃଦ୍ଧ ବାପା ମୃତଦେହକୁ ନେଲେନି ପରିବାର : ମୁଖାଗ୍ନି ଦେଲେ ସମ୍ବଲପୁର କମିଶନର; ଓଡ଼ିଶା ଆସିଲେନି କେରଳରେ ଥିବା ପରିବାର”

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ : ୬.୫ ପ୍ରତିଶତରେ ସ୍ଥିର ରହିଲା ସୁଧହାର

କନକ ବ୍ୟୁରୋ : ବଢିବ ମୁଦ୍ରାସ୍ଫୀତି । ଚଳିତ ଆର୍ଥିକ ବର୍ଷରେ ଦରଦାମ ୫ ଦଶମିକ ୧ ପ୍ରତିଶତରୁ ୫ ଦଶମିକ ୪ ପ୍ରତିଶତ ବଢିବ ବୋଲି ଆକଳନ କରିଛି ଆରବିଆଇ । କିନ୍ତୁ ରେପୋ ରେଟ ତଥା ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି । ଏବେ ୬ ଦଶମିକ ୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍ । ଲଗାତାର ତୃତୀୟ ଥର ରେପୋ ରେଟରେ ପରିବର୍ତ୍ତନ କରାଯାଇନାହିଁ । ଏ ନେଇ ଆଇବିଆଇ ଗଭର୍ନରContinue reading “ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ : ୬.୫ ପ୍ରତିଶତରେ ସ୍ଥିର ରହିଲା ସୁଧହାର”

ସାମାଜିକ ଗଣମାଧ୍ୟମରେ ବିଜେପି ନେତାଙ୍କୁ ଟାର୍ଗେଟ : ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଟାର୍ଗେଟ କଲେ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ; କହିଲେ…

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି । ଲେଖିଛନ୍ତି, ସୁବାସ ଚୌହ୍ୱାନଙ୍କୁ ବଳି ପକାଇବା ପରେ ରାଜାସାହେବ ବା ନୀତେଶ ଗଙ୍ଗଦେବଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ଅପମାନିତ କରି ବଳି ପକାଇବାକୁ ଚାହୁଁଛନ୍ତି । ସେହିପରି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଟାର୍ଗେଟ୍ କରି ଅରୁନ୍ଧତୀ ଦେବୀ ଆଉ ଏକ ପୋଷ୍ଟ କରିଛନ୍ତିContinue reading “ସାମାଜିକ ଗଣମାଧ୍ୟମରେ ବିଜେପି ନେତାଙ୍କୁ ଟାର୍ଗେଟ : ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଟାର୍ଗେଟ କଲେ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ; କହିଲେ…”

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା : ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ; ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଭୁବନେଶ୍ୱର ଦୀପାଳି ହୋଟେଲରେ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ । ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ବର୍ତମାନ ସୁଦ୍ଧା ୧୫ ଜଣଙ୍କର ବୟାନ ରେକର୍ଡ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର ତଥ୍ୟ ଅନୁସାରେ ତଦନ୍ତ କରାଯାଉଛି । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ କାହା ସାଙ୍ଗେ କଥା ହୋଇଥିଲେ ସେ ବିଷୟରେContinue reading “ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା : ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ; ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ”

ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ : ୭ଟି ଘର ଭାଙ୍ଗି କଲେ ଫସଲ ନଷ୍ଟ,ସାରା ରାତି ଜଗି ବସିଥିଲେ ଗାଁଲୋକ

କନକ ବ୍ୟୁରୋ : ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ । ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛି ଦନ୍ତା । ଚାରି ୫ ଦିନ ହେବ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ମହୁଲଯୋର ଏବଂ ଘାଣ୍ଟିବୁଡ଼ ଅଞ୍ଚଳରେ ୪ଟି ଦନ୍ତା ଲୋକଙ୍କ ନିଦ ହଜାଇଛି । ପଡ଼ୋଶୀ ଜିଲ୍ଲା ସମ୍ବଲପୁରର ବାମଡା ଫରେଷ୍ଟ ରେଞ୍ଜର ବଦରମା ଅଭୟାରଣ୍ୟରୁ ଏହି ହାତୀ ଆସିଥିବା ଅନୁମାନ କରାଯାଉଛି । ବନବିଭାଗ ବିଳମ୍ବିତ ରାତିରେContinue reading “ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ : ୭ଟି ଘର ଭାଙ୍ଗି କଲେ ଫସଲ ନଷ୍ଟ,ସାରା ରାତି ଜଗି ବସିଥିଲେ ଗାଁଲୋକ”

ରିଲିଜ ହେଲା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ : ବାଣ ଫୁଟାଇ ନାଚଗୀତ କଲେ ପ୍ରଶଂସକ, ବଣ୍ଟାଗଲା ମାଗଣା ଟିକେଟ

କନକ ବ୍ୟୁରୋ : ଆଜି ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ସିନେମା ଜେଲର । ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ଦକ୍ଷିଣ ଭାରତ ଉତ୍ସୁକତା ରହିଛି । ପ୍ରଶଂସକମାନେ ହଲ ସାମ୍ନାରେ ଭିଢ ଜମାଇଥିବା ଦେଖିବାକୁ ମିଳିଛି । ହଲ ସାମ୍ନାରେ ଫ୍ୟାନ୍ସମାନେ ଡାନ୍ସ କରୁଥିବା ଦେଖିବାକୁ ମଳିଛି । ଫିଲ୍ମଟି ଅଗ୍ରୀମ ଟିକେଟ ବୁକିଂରେ ୧୩ କୋଟି ଟଙ୍କା ସଂଗ୍ରହ କରିଛି । ଫିଲ୍ମରେ ରଜନୀକାନ୍ତ ଜଣେContinue reading “ରିଲିଜ ହେଲା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ : ବାଣ ଫୁଟାଇ ନାଚଗୀତ କଲେ ପ୍ରଶଂସକ, ବଣ୍ଟାଗଲା ମାଗଣା ଟିକେଟ”

ଋଷିକୁଲ୍ୟା ଜିଲ୍ଲା ଦାବିରେ ଆଜି ଆସିକା ବନ୍ଦ : ଦୋକାନ ବଜାର ସହ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ

କନକ ବ୍ୟୁରୋ : ଋଷିକୁଲ୍ୟା ଜିଲ୍ଲା ଦାବିରେ ଆଜି ଆସିକା ବନ୍ଦ । ଗଞ୍ଜାମ ଜିଲ୍ଲା ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମସ୍ତ ଦୋକନାବଜାର ସହ ଶିଷାନୁଷ୍ଠାନ, କୋର୍ଟ, ବ୍ୟାଙ୍କ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ୧୯୯୩ ମସିହାରୁ ଋଷିକୂଲ୍ୟା ଜିଲ୍ଲା ଗଠନ ପାଇଁ ଦାବିContinue reading “ଋଷିକୁଲ୍ୟା ଜିଲ୍ଲା ଦାବିରେ ଆଜି ଆସିକା ବନ୍ଦ : ଦୋକାନ ବଜାର ସହ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ”

ଚନ୍ଦ୍ରଶେଖରପୁର ନନ୍ଦନ ବିହାରରେ ଅଗ୍ନିକାଣ୍ଡ : ୩ ମହଲା କୋଠାରେ ଲାଗିଲା ନିଆଁ

କନକ ବ୍ୟୁରୋ : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନନ୍ଦନ ବିହାରରେ ଅଗ୍ନିକାଣ୍ଡ । ଏକ ତିନି ମହଲା କୋଠାରେ ଲାଗିଲା ନିଆଁ । ଆଜି ଭୋରରୁ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ । ଏବେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଅପରେସନ୍ ଜାରି ରହିଛି । ପ୍ରଥମ ମହଲାରେ ଥିବା ତିନି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ହୋଇଛିContinue reading “ଚନ୍ଦ୍ରଶେଖରପୁର ନନ୍ଦନ ବିହାରରେ ଅଗ୍ନିକାଣ୍ଡ : ୩ ମହଲା କୋଠାରେ ଲାଗିଲା ନିଆଁ”

ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହେଲେ ସଂସ୍ଥାକୁ ଗଣିବାକୁ ପଡ଼ିବ ୨୫୦ କୋଟି : ତଥ୍ୟ ହେରଫେର ହେଲେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେଲେ ସଂସ୍ଥାକୁ ଦେବାକୁ ପଡ଼ିବ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା । ତଥ୍ୟର ହେରଫେର ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂସଦରେ ଗୃହୀତ ହୋଇଥିବା ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ରେ ଏପରି ବ୍ୟବସ୍ଥା ରହିଛି । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଘରୋଇ ଓ ସରକାରୀ ସଂସ୍ଥା କିଭଳି ନାଗରିକଙ୍କ ତଥ୍ୟ ସଂଗ୍ରହ ଓ ପ୍ରକ୍ରିୟା କରଣ କରିବେ ସେଥିପାଇଁ ବିଲ୍ରେContinue reading “ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହେଲେ ସଂସ୍ଥାକୁ ଗଣିବାକୁ ପଡ଼ିବ ୨୫୦ କୋଟି : ତଥ୍ୟ ହେରଫେର ହେଲେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ”

ସାପ ଧରିବା ପାଇଁ ଗାଇଡଲାଇନ୍ : ପଞ୍ଜିକରଣ କରିବେ ରାଜ୍ୟର ସବୁ ସାପଧରାଳି, ମିଳିବ ସୁରକ୍ଷା ଟୁଲ୍ କିଟ୍; ସାପର କ୍ଷତି କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ସାପ ଧରାଳିଙ୍କ ପାଇଁ ଆସିଲ ଗାଇଡଲାଇନ୍ । ସାପ ଧରିବା ଏବଂ ଛାଡିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିଛି । ସାପ ଉଦ୍ଧାରକାରୀ ଦଳ ଠିକ ସମୟରେ ପହଞ୍ଚୁନଥିବାରୁ ଲୋକେ ସାପବୁ ବଡେଇ ମାରିଦେଉଛନ୍ତି । ସାପ କାମୁଡାରେ ଗତ ୭ ବର୍ଷରେ ରାଜ୍ୟର ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କେତକ କ୍ଷେତ୍ରରେ ସାପଧରିବାକୁ ଯାଉଥିବା ବ୍ୟକ୍ତି ଆବଶ୍ୟକ ସରଞ୍ଜାମ ନେଉନଥିବାରୁ ସାପContinue reading “ସାପ ଧରିବା ପାଇଁ ଗାଇଡଲାଇନ୍ : ପଞ୍ଜିକରଣ କରିବେ ରାଜ୍ୟର ସବୁ ସାପଧରାଳି, ମିଳିବ ସୁରକ୍ଷା ଟୁଲ୍ କିଟ୍; ସାପର କ୍ଷତି କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ”

Design a site like this with WordPress.com
Get started