କନକ ବ୍ୟୁରୋ : ସ୍ୱାମୀଙ୍କୁ ‘କଳା’ କହି ଅପମାନ କରିବା ନିଷ୍ଠୁରତା ସହ ସମାନ । ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏପରି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଆଉ ଏହି ଆଧାରରେ ବିବାହ ବିଚ୍ଛେଦ ମଧ୍ୟ ହୋଇପାରିବ ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି । ସ୍ୱାମୀଙ୍କୁ କଳା କହି ଅପମାନ କରିବା ଆଧାରରେ ଛାଡ଼ପତ୍ର ମଂଜୁରୀ ଗ୍ରହଣ କରିହେବ ବୋଲି କୁହାଯାଇଛି । କର୍ଣ୍ଣାଟକ ହାଇକୋର୍ଟ ଏପରି ଟିପ୍ପଣୀ ଦେଇ ଏକ ଦମ୍ପତିଙ୍କ ଛାଡ଼ପତ୍ରContinue reading “କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ସ୍ୱାମୀଙ୍କୁ ‘କଳା’ କହିବା ନିଷ୍ଠୁରତା”
Tag Archives: News
ଜେଲରେ ସଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଭିଯୋଗ । କହିଲେ, ଜେଲରେ ଦିଆଯାଉଛି ନିମ୍ନମାନର ସେବା
କନକ ବ୍ୟୁରୋ : ‘ମୋତେ ଏଠାରୁ ବାହାରକୁ ବାହାର କର, ମୁଁ ଜେଲରେ ରହିବାକୁ ଚାହୁନାହିଁ ବୋଲି ନିଜ ଓକିଲଙ୍କୁ କହିଛନ୍ତି ଇମ୍ରାନ ଖାନ୍ । ୫ ଅଗଷ୍ଟରେ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାକିସ୍ତାନର ଅଟୋକ ଜେଲରେ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହା ସହ ଏକ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ । ତେବେ ଇମ୍ରାନ ଖାନ ଏବେ ଜେଲରେ ଥିବାବେଳେ ତାଙ୍କୁ ‘ସି’ ଶ୍ରେଣୀରContinue reading “ଜେଲରେ ସଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଭିଯୋଗ । କହିଲେ, ଜେଲରେ ଦିଆଯାଉଛି ନିମ୍ନମାନର ସେବା”
ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ଼ ସୂଚନା । ଚନ୍ଦ୍ରର ୧୭୪ କିଲୋମିଟର ଦୂରରେ ବୁଲୁଛି ଯାନ
କନକ ବ୍ୟୁରୋ : ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ଼ ସୂଚନା । ଆଜି ଜହ୍ନର ସବୁଠୁ ନିକଟ ୧୭୪ କିଲୋମିଟର ଦୂର କକ୍ଷପଥରେ ବୁଲୁଛି ଚନ୍ଦ୍ରଯାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏନେଇ ଟୁଇଟ କରି ସୂଚନା ଦେଇଛି । ଏବେ ଚନ୍ଦ୍ରଯାନ ୧୭୪ କିଲୋମିଟରରୁ–୧୪୩୭ କିଲୋମିଟର ଦୂର ଚନ୍ଦ୍ରର କକ୍ଷ ପକ୍ଷରେ ଘୁରୁଛି ଚନ୍ଦ୍ରଯାନ । ଆସନ୍ତା ଅଗଷ୍ଟ ୧୪ରେ ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଏହିପରି ଭାବେ ଅଗଷ୍ଟContinue reading “ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ଼ ସୂଚନା । ଚନ୍ଦ୍ରର ୧୭୪ କିଲୋମିଟର ଦୂରରେ ବୁଲୁଛି ଯାନ”
ଭାରତ ଛାଡ ଆନ୍ଦୋଳନର ୮୧ବର୍ଷ ପୂର୍ତି ଅବସରରେ ସାରା ଦେଶରେ ବିଜେପିର ଆନ୍ଦୋଳନ । ଭ୍ରଷ୍ଟ୍ରାଚାର, ତୁଷ୍ଟିକରଣ ଓ ବଂଶବାଦ ରାଜନୀତି ବିରୋଧରେ ଆହ୍ୱାନ
କନକ ବ୍ୟୁରୋ : ଭାରତ ଛାଡ ଆନ୍ଦୋଳନର ୮୧ବର୍ଷ ପୁର୍ତି ଅବସରରେ ସାରା ଦେଶରେ ବିଜେପିର ଆନ୍ଦୋଳନ ଦେଖିବାକୁ ମିଳିଛି । ସଂସଦରୁ ସଡ଼କ ପର୍ଯ୍ୟନ୍ତ ସବୁଠି ଶୁଭୁଛି ବିଭିନ୍ନ ନାରା । ତେବେ ବହୁ ସଂଖ୍ୟକ ବିଜେପି ସାଂସଦ ଏକାଠି ହୋଇ ସଂସଦର ଗାନ୍ଧୀ ମୂର୍ତି ତଳେ ଇଣ୍ଡିଆ ମେଂଟ ବିରୋଧରେ ବିକ୍ଷୋଭ କରିଛନ୍ତି । ଏଥିରେ ଭ୍ରଷ୍ଟ୍ରାଚାର, ତୁଷ୍ଟିକରଣ ଓ ବଂଶବାଦ ରାଜନୀତି ବିରୋଧରେ ଆନ୍ଦୋଳନ ପାଇଁ ବିଜେପି ପକ୍ଷରୁ ନାରା ଦିଆଯାଇଛି ।Continue reading “ଭାରତ ଛାଡ ଆନ୍ଦୋଳନର ୮୧ବର୍ଷ ପୂର୍ତି ଅବସରରେ ସାରା ଦେଶରେ ବିଜେପିର ଆନ୍ଦୋଳନ । ଭ୍ରଷ୍ଟ୍ରାଚାର, ତୁଷ୍ଟିକରଣ ଓ ବଂଶବାଦ ରାଜନୀତି ବିରୋଧରେ ଆହ୍ୱାନ”
ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ମୃତି ଇରାନୀ । ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ
କନକ ବ୍ୟୁରୋ : ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ଗୃହ ଭିତରେ ନିଜ ବିତର୍କ ପରେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ କିସ୍ ଦେଇଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି ଇରାନୀଙ୍କ ଅଭିଯୋଗ ପରେ ବିଜେପି ମହିଳା ସାଂସଦମାନେ ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି । ଆଉ ରାହୁଲଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ବିଜେପି ମହିଳା ସାଂସଦContinue reading “ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ମୃତି ଇରାନୀ । ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ”
‘ଭାରତ ଛାଡ଼ ନାରା’କୁ ନେଇ ରାଜନୀତି: କ୍ରାନ୍ତି ଦିବସରେ ମୁହାଁମୁହିଁ କଂଗ୍ରେସ-ବିଜେପି
କନକ ବ୍ୟୁରୋ: ଭାରତ ଛାଡ ନାରାକୁ ନେଇ ତେଜିଛି ରାଜନୀତି । ଗୋଟିଏ ପଟେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ସ୍ମ୍ମୃତିଚାରଣ ଉଦେଶ୍ୟରେ କଂଗ୍ରେସ କାନ୍ତି ଦିବସ ପାଳନ କରୁଥିବାବେଳେ, ଆଉ ଗୋଟିଏ ପଟେ ନିଜ ଢ଼ଂଗରେ ଭାରତ ଛାଡ ନାରା ଦେଇଛି ବିଜେପି । ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟିକରଣ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବାକୁ ଆନ୍ଦୋଳନ ଦେଇଛି ଭାରତୀୟ ଜନତା ପାର୍ଟି । ଆଜିକୁ ୮ ଦଶନ୍ଧୀ ତଳେContinue reading “‘ଭାରତ ଛାଡ଼ ନାରା’କୁ ନେଇ ରାଜନୀତି: କ୍ରାନ୍ତି ଦିବସରେ ମୁହାଁମୁହିଁ କଂଗ୍ରେସ-ବିଜେପି”
ବିଜେଡି ଫୋକସରେ ଆଦିବାସୀ । କାହା ସପକ୍ଷରେ ଯିବ ୨୨ ପ୍ରତିଶତ ଭୋଟ୍?
କନକ ବ୍ୟୁରୋ: ଆଦିବାସୀ ଚେହେରା ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଓଡିଶାର ଆଦିବାସୀ ଭୋଟ କାହା ସପକ୍ଷରେ ଯିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଆଉ ଏହାରି ଭିତରେ ଆଦିବାସୀ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ବିଜେଡି ପାଳନ କରିଛି ବିଶ୍ୱ ଆଦିବାସୀ ଦିବସ । ଏଥିରେ ସାରା ଓଡିଶାର ଆଦିବାସୀ ନେତା ଓ ବିଭିନ୍ନ ଜନଜାତିକୁ ଏକତ୍ରିତ କରାଯାଇଛି । ତେଣୁ ଆଦିବାସୀ ଏବେ ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁକୁ ଆସିContinue reading “ବିଜେଡି ଫୋକସରେ ଆଦିବାସୀ । କାହା ସପକ୍ଷରେ ଯିବ ୨୨ ପ୍ରତିଶତ ଭୋଟ୍?”
ଅନାସ୍ଥା ପ୍ରସ୍ତାବ ବିତର୍କରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଘେରିଲେ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ଯାଇନାହାନ୍ତି ପ୍ରଶ୍ନ କଲେ କଂଗ୍ରେସ ସାଂସଦ
କନକ ବ୍ୟୁରୋ : ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ରାହୁଲ ଗାନ୍ଧୀ କ’ଣ ବିବୃତି ରଖିବେ, ସେହି ଅପେକ୍ଷାରେ ଥିଲେ ଉଭୟ ଶାସକ ଓ ବିରୋଧୀ । ରାହୁଲ ଯେଉଁଭଳି ଢଙ୍ଗରେ ଗୃହରେ ବିତର୍କ ରଖିଲେ, ବୋଧହୁଏ ପୂର୍ବରୁ ତାଙ୍କର ଏଭଳି ଆଭିମୁଖ୍ୟ ଦେଖିବାକୁ ମିଳିନଥିଲା । ମଣିପୁର ପ୍ରସଙ୍ଗକୁ ନେଇ ପୂରା ଆକ୍ରମଣାତ୍ମକ ଢଙ୍ଗରେ ମୋଦୀ ସରକାରକୁ ଘେରିଥିଲେ କଂଗ୍ରେସ ସାଂସଦ । ମଣିପୁରର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି,Continue reading “ଅନାସ୍ଥା ପ୍ରସ୍ତାବ ବିତର୍କରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଘେରିଲେ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ଯାଇନାହାନ୍ତି ପ୍ରଶ୍ନ କଲେ କଂଗ୍ରେସ ସାଂସଦ”
ବଢୁଛି ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସ: ସାମ୍ନାକୁ ଆସିଲେ ସମ୍ପର୍କୀୟ ଅଙ୍କଲ୍
କନକ ବ୍ୟୁରୋ: ଦୀପାଳି ହୋଟେଲରେ ଶୁଭଲକ୍ଷ୍ମୀଙ୍କର କେମିତି ହେଲା ମୃତ୍ୟୁ । ତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ । ସେ ଏଭଳି ଚରମ ନିଷ୍ପତି ନେବା ପାଇଁ କିଏ ତାଙ୍କୁ ବାଧ୍ୟ କରିଥିଲେ । କୌଣସି ବ୍ଲାକମେଲର ଶିକାର ହୋଇଥିଲେ କି? ସାଧାରଣରେ ଏମିତି ଏକାଧିକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ସାମନାକୁ ଆସିଛନ୍ତି ଅଙ୍କଲ । ଆଉ କହିଛନ୍ତିି, ପୂରା କାହାଣୀ । ତେବେ ଭିଡିଓ ରଖି ବ୍ଲାକମେଲ କରିବା କଥାକୁ ସେ ଅସ୍ୱୀକାର କରିଛନ୍ତିContinue reading “ବଢୁଛି ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସ: ସାମ୍ନାକୁ ଆସିଲେ ସମ୍ପର୍କୀୟ ଅଙ୍କଲ୍”
ବନବିଭାଗ ପାଇଁ ହେଲା କି ବାଘର ମୃତ୍ୟୁ? ରାସ୍ତା ଉପରେ ଛଟପଟ ହେଉଥିବା ବାଘକୁ ଚିକିତ୍ସା କରିବାରେ ବିଳମ୍ବ ଅଭିଯୋଗ ।
କନକ ବ୍ୟୁରୋ: ଗାଡି ଧକ୍କାରେ ଛଟପଟ ହେଉଥିବା ବାଘର ମୃତ୍ୟୁ ପାଇଁ ବନବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଚିକିତ୍ସା ପାଇଁ ତୁରନ୍ତ ବ୍ୟବସ୍ଥା ନକରିବା ଯୋଗୁଁ ବାଘଟିର ମୃତ୍ୟୁ ହେଲା ବୋଲି କହିଛନ୍ତି । ଏଥିସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉନଥିବାରୁ ଘୁମୁସର ବନଖଣ୍ଡରେ ବହୁ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ । ମଙ୍ଗଳବାର, ବିଳମ୍ବିତ ରାତି ସ୍ଥାନ- ଘୁମୁସର ବନଖଣ୍ଡ ଏକ ଅଜଣା ଭାରି ଯାନଧକ୍କା ଦେଇContinue reading “ବନବିଭାଗ ପାଇଁ ହେଲା କି ବାଘର ମୃତ୍ୟୁ? ରାସ୍ତା ଉପରେ ଛଟପଟ ହେଉଥିବା ବାଘକୁ ଚିକିତ୍ସା କରିବାରେ ବିଳମ୍ବ ଅଭିଯୋଗ ।”