ଋଷର “ଲୁନା-୨୫” ମିଶନ୍ : ୪୭ ବର୍ଷ ପରେ ଋଷ ଆରମ୍ଭ କରିବ ଚନ୍ଦ୍ର ଅଭିଯାନ । ଭାରତର ‘ଚନ୍ଦ୍ରାୟନ-୩’ ପ୍ରତିଦ୍ୱନ୍ଦିତା କରୁଛି କି ଋଷ ?

କନକ ବ୍ୟୁରୋ : ଇସ୍ରୋର ଚନ୍ଦ୍ରାୟନ-୩ ପରେ ପରେ ରୁଷ ମଧ୍ୟ ଅଗଷ୍ଟ ୧୦ ତାରିଖରେ ତାର ଚନ୍ଦ୍ର ମିଶନ ଆରମ୍ଭ କରିବାକୁ ଯାଉଛି । ଏହି ମିଶନର ନାମ ହେଉଛି ‘ଲୁନା -୨୫’ । ଦୀର୍ଘ ୪୭ ବର୍ଷ ପରେ ରୁଷ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର୍ ପଠାଉଛି । ବିଗତ ଲୁନା କାର୍ଯ୍ୟକ୍ରମ ଗୁଡିକରେ ରୁଷ ଅନେକ ସଫଳତା ପାଇଛି । ଆସନ୍ତୁ ଜାଣିବା ରୁଷର ଏହି ଲୁନା ମିଶନ ବିଷୟରେ । ୪୭ ବର୍ଷContinue reading “ଋଷର “ଲୁନା-୨୫” ମିଶନ୍ : ୪୭ ବର୍ଷ ପରେ ଋଷ ଆରମ୍ଭ କରିବ ଚନ୍ଦ୍ର ଅଭିଯାନ । ଭାରତର ‘ଚନ୍ଦ୍ରାୟନ-୩’ ପ୍ରତିଦ୍ୱନ୍ଦିତା କରୁଛି କି ଋଷ ?”

ସମ୍ବଲପୁର ଲପଡ଼ା ଗାଁରେ ଟ୍ରିପଲ ମର୍ଡର ମାମଲା: ବାପାକୁ ମୃତ୍ୟୁ ଦଣ୍ଡାଦେଶ, ହତ୍ୟାରେ ସହଯୋଗ କରିଥିବା ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

କନକ ବ୍ୟୁରୋ: ସମ୍ବଲପୁର ମହୁଲପାଲି ଥାନା ଲପଡ଼ା ଗାଁରେ ଟ୍ରିପଲ ମର୍ଡର ମାମଲା । ବାପା, ପୁଅକୁ ଦଣ୍ଡାଦେଶ ଶୁଣାଇଲେ କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ । ବାପା ନବୀନ ଦେହୁରୀକୁ ମୃତ୍ୟୁ ଦଣ୍ଡାଦେଶ, ହତ୍ୟାରେ ସହଯୋଗ କରିଥିବା ପୁଅ ହେମାନନ୍ଦ ଦେହୁରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ ମସିହାରେ ମହୁଲପାଲି ଲପଡ଼ା ଗାରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ୩ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ପଡ଼ୋଶୀ ନବୀନ ଦେହୁରୀContinue reading “ସମ୍ବଲପୁର ଲପଡ଼ା ଗାଁରେ ଟ୍ରିପଲ ମର୍ଡର ମାମଲା: ବାପାକୁ ମୃତ୍ୟୁ ଦଣ୍ଡାଦେଶ, ହତ୍ୟାରେ ସହଯୋଗ କରିଥିବା ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ”

ପୁଣି ଥରେ ପ୍ରେମିକ ଘର ସାମ୍ନାରେ ବସିଲେ କେ ଦୀପିକା: ଧାରଣାରେ ବସିଥିବା ବେଳେ ପାଣି ଫିଙ୍ଗିଲେ ପ୍ରେମିକଙ୍କ ମାଆ

କନକ ବ୍ୟୁରୋ: ପୁଣି ଧାରଣାରେ ବସିଲେ କେ ଦୀପିକା । ବ୍ରହ୍ମପୁର ବଡ଼ବଜାର ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଲେ ଦୀପିକା । ଘର ସାମ୍ନାରେ ବସିବାରୁ ପ୍ରେମିକଙ୍କ ମା’ଙ୍କ ସହ ଦୀପିକାଙ୍କ ଝଗଡା ହୋଇଛି । ଧାରଣାରେ ବସିଥିବା ବେଳେ ପ୍ରେମିକଙ୍କ ମାଆ ଦୀପିକାଙ୍କ ଉପରକୁ ପାଣି ପକାଇଦେଇଥିବା ସେ ଅଭିଯୋଗ କରିଛନ୍ତି । ଓଦା ଅବସ୍ଥାରେ ଯାଇ ବ୍ରହ୍ମପୁର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଦୀପିକା । ଗତ ବର୍ଷ ପ୍ରାୟ ୬ ମାସContinue reading “ପୁଣି ଥରେ ପ୍ରେମିକ ଘର ସାମ୍ନାରେ ବସିଲେ କେ ଦୀପିକା: ଧାରଣାରେ ବସିଥିବା ବେଳେ ପାଣି ଫିଙ୍ଗିଲେ ପ୍ରେମିକଙ୍କ ମାଆ”

ହରିୟାଣାର ମୁଖ୍ୟଯନ୍ତ୍ରୀ ନିଲମ୍ବିତ, ଦିଲ୍ଲୀରେ ବନ୍ୟା ବେଳେ ଖୋଲାଯାଇନଥିଲା ଯମୁନା ବ୍ୟାରେଜର ୪ ଗେଟ୍

କନକ ବ୍ୟୁରୋ: ହିମାଚଳ, ହରିୟାଣା ସମେତ ସାରା ଉତ୍ତର ଭାରତରେ ଗତ ମାସ ୮ରୁ ୧୧ ଜୁଲାଇ ଯାଏ ପ୍ରବଳ ବର୍ଷା ପରେ ଦିଲ୍ଲୀର ଅନେକ ଅଞ୍ଚଳରେ ବନ୍ୟା ହୋଇଥିଲା । ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପହଞ୍ଚିଥିଲା । ସ୍ଥିତି ଏଭଳି ହୋଇଯାଇଥିଲା ଯେ ସୁପ୍ରିମକୋର୍ଟ ଯାଏ ପାଣି ଆସିଯାଇଥିଲା । ଦିଲ୍ଲୀର ବନ୍ୟାକୁ ନେଇ ସିଏମ ଅରବିନ୍ଦ କେଜ୍ରିୱାଲ ହରିୟାଣାକୁ ଦାୟୀ କରିଥିଲେ । ବର୍ତ୍ତମାନ ଯମୁନା ନଦୀରେ ବନ୍ୟା ନିୟନ୍ତ୍ରଣରେContinue reading “ହରିୟାଣାର ମୁଖ୍ୟଯନ୍ତ୍ରୀ ନିଲମ୍ବିତ, ଦିଲ୍ଲୀରେ ବନ୍ୟା ବେଳେ ଖୋଲାଯାଇନଥିଲା ଯମୁନା ବ୍ୟାରେଜର ୪ ଗେଟ୍”

ଲୋକସଭାରେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ: ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ କିସ୍ କରିଥିବା ଅଭିଯୋଗ ଆଣିଲେ ସ୍ମୃତି ଇରାନୀ

କନକ ବ୍ୟୁରୋ: ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ । ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ କିସ୍ କରିଥିବା ଅଭିଯୋଗ ଆଣିଲେ ବିଜେପି ସାଂସଦ ସ୍ମୃତି ଇରାନୀ । ରାହୁଲ ନାରୀମାନଙ୍କୁ ଘୃଣା କରୁଥିବା ମଣିଷ କହିଲେ ବିଜେପି ସାଂସଦ । The post ଲୋକସଭାରେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ: ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ କିସ୍ କରିଥିବା ଅଭିଯୋଗ ଆଣିଲେ ସ୍ମୃତି ଇରାନୀContinue reading “ଲୋକସଭାରେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ: ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ କିସ୍ କରିଥିବା ଅଭିଯୋଗ ଆଣିଲେ ସ୍ମୃତି ଇରାନୀ”

ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ଼ ଅପଡେଟ୍: ଆଜି ଜହ୍ନର ସବୁଠୁ ନିକଟ ୧୭୪ କିଲୋମିଟର ଦୂର କକ୍ଷପଥରେ ବୁଲୁଛି ଯାନ

କନକ ବ୍ୟୁରୋ: ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ଼ ଅପଡେଚଟ । ଆଜି ଜହ୍ନର ସବୁଠୁ ନିକଟ ୧୭୪ କିଲୋମିଟର ଦୂର କକ୍ଷପଥରେ ବୁଲୁଛି ଚନ୍ଦ୍ରଯାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏନେଇ ଟୁଇଟ କରି ସୂଚନା ଦେଇଛି । ଏବେ ଚନ୍ଦ୍ରଯାନ ୧୭୪ କିଲୋମିଟରରୁ – ୧୪୩୭ କିଲୋମିଟର ଦୂର ଚନ୍ଦ୍ରର କକ୍ଷ ପକ୍ଷରେ ଘରୁଛି ଯାନ । ଆସନ୍ତା ଅଗଷ୍ଟ ୧୪ରେ ଚନ୍ଦ୍ରର ଆହୁରୀ ନିକଟର ହେବ ଚନ୍ଦ୍ରଯାନ-୩ । The postContinue reading “ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ଼ ଅପଡେଟ୍: ଆଜି ଜହ୍ନର ସବୁଠୁ ନିକଟ ୧୭୪ କିଲୋମିଟର ଦୂର କକ୍ଷପଥରେ ବୁଲୁଛି ଯାନ”

ଦେଶର ଏହି ରାଜ୍ୟର ନାଁ ଶୀଘ୍ର ବଦଳିବ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ 

କନକ ବ୍ୟୁରୋ: କେରଳ ନାଁ ବଦଳି କେରଲମ୍ କରାଯିବ । ଏହାକୁ ନେଇ କେରଳ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବରକୁ ଗୃହରେ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ ରାଜ୍ୟର ନାଁ ମାଲାୟଲମ ଭାଷାରେ କେରଲମ୍ କୁହାଯାଏ । ଅନ୍ୟ ଭାଷାରେ ଏହା ବର୍ତ୍ତମାନ ମଧ୍ୟ କେରଳ ରହିଛି । ସିଏମ ବିଜୟନ ବିଧାନସଭାରେ ଧାରା ୧୧୮ ଅନୁସାରେ ଏହି ପ୍ରସ୍ତାବ ପେଶ କରିଥିଲେ ।Continue reading “ଦେଶର ଏହି ରାଜ୍ୟର ନାଁ ଶୀଘ୍ର ବଦଳିବ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ “

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଆସିଲା ସିଡିଆର ରିପୋର୍ଟ: କଲ ଡିଟେଲ ରିପୋର୍ଟରୁ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା

କନକ ବ୍ୟୁରୋ: ବାର ଗର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା ।ପୋଲିସ ନିକଟକୁ ଆସିଲା ଶୁଭଲକ୍ଷ୍ମୀଙ୍କ କଲ ଡିଟେଲ୍ସ ରିପୋର୍ଟ । କଲ ଡିଟେଲ ରିପୋର୍ଟରୁ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତ୍ୟୁ ପୂର୍ବରୁ କାହା ସାଙ୍ଗେ କଥା ହୋଇଥିଲେ ସେ ବିଷୟରେ ଜାଣିବା ପାଇଁ ମଗା ଯାଇଥିଲା ସିଡିଆର ରପୋର୍ଟ । ସେପଟେ ପୋଲିସର ହସ୍ତଗତ ହୋଇଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣାପଡ଼ିବା ପରେ ଭିସରା ରିପୋର୍ଟ ଅପେକ୍ଷାContinue reading “ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଆସିଲା ସିଡିଆର ରିପୋର୍ଟ: କଲ ଡିଟେଲ ରିପୋର୍ଟରୁ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା”

ସଂସଦ ଟିଭିରେ ମାତ୍ର ୪ ମିନିଟ ଦେଖାଗଲେ ରାହୁଲ! କଂଗ୍ରେସ କହିଲା- ଏକଛତ୍ରବାଦୀ କେତେ ଡରୁଆ ?

କନକ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇଛନ୍ତି । ଏବି ସମୟରେ ସେ ଲୋକସଭାରେ ନିଜର ତର୍କ ରଖିଥିଲେ । କଂଗ୍ରେସ ଏହାରି ଭିତରେ ଅଭିଯୋଗ କରିଛି ଯେ ରାହୁଲ ଗାନ୍ଧୀଙ୍କ ଭାଷଣ ବେଳେ ତାଙ୍କୁ ସଂସଦ ଟିଭିର ପରଦାରେ କମ ସମୟ ଯାଏ ଦେଖିବାକୁ ମିଳିଥିଲା । କଂଗ୍ରେସ ନିଜର ଟ୍ୱିଟର ହାଣ୍ଡେଲରେ କହିଛି ଯେ, ରାହୁଲ ଗାନ୍ଧୀ ଯିଏ ସଦନରେ ମଣିପୁର ଉପରେContinue reading “ସଂସଦ ଟିଭିରେ ମାତ୍ର ୪ ମିନିଟ ଦେଖାଗଲେ ରାହୁଲ! କଂଗ୍ରେସ କହିଲା- ଏକଛତ୍ରବାଦୀ କେତେ ଡରୁଆ ?”

ସ୍ମୃତି ଇରାନୀଙ୍କ ଅଭିଯୋଗ : ଭାଷଣ ପରେ ସଂସଦରେ ମହିଳାଙ୍କ ପ୍ରତି ଖରାପ ଇଶାରା କରିଛନ୍ତି ରାହୁଲ ଗାନ୍ଧୀ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାରଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ରାହୁଲ ଗାନ୍ଧୀ ସଂସଦରେ ନିଜ ଭାଷଣ ସମାପ୍ତ କରି ବାହାରକୁ ବାହାରିବା ସମୟରେ ମହିଳା ସାଂସଦଙ୍କ ଉର୍ଦ୍ଦେଶ୍ୟରେ ଫ୍ଲାଇଙ୍ଗ୍ କିସ୍ ଭଳି ଇଶାରା ଦେଇଥିଲେ । ଲୋକସଭାରେ କହିବା ବେଳେ କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି , ଲୋକସଭା ଭଳିContinue reading “ସ୍ମୃତି ଇରାନୀଙ୍କ ଅଭିଯୋଗ : ଭାଷଣ ପରେ ସଂସଦରେ ମହିଳାଙ୍କ ପ୍ରତି ଖରାପ ଇଶାରା କରିଛନ୍ତି ରାହୁଲ ଗାନ୍ଧୀ”

Design a site like this with WordPress.com
Get started