ମଣିପୁର ହିଂସା ଉପରେ ସଂସଦରେ ବିବୃତି ରଖିଲେ ଗୃହମନ୍ତ୍ରୀ ଅମିତ୍ ଶାହା । କହିଲେ, ମଣିପୁରରେ ହୋଇଛି ହିଂସାର ତାଣ୍ଡବ

କନକ ବ୍ୟୁରୋ : ଲୋକସଭାରେ ବିରୋଧୀଙ୍କ ଆଗତ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ଜାରି ରହିଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସରକାରଙ୍କ ପକ୍ଷରୁ ନିଜ ମତ ରଖି ବିରୋଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହ ରାହୁଲ ଗାନ୍ଧି ନାଁ ନ ନେଇ କହିଛନ୍ତି, ଗୃହର ଜଣେ ନେତାଙ୍କୁ ୧୩ ଥର ଲଂଚ କରାଗଲା , କିନ୍ତୁ ସେ ସବୁଥର ଫେଲ ମାରିଛନ୍ତି । ଏଥିପାଇଁContinue reading “ମଣିପୁର ହିଂସା ଉପରେ ସଂସଦରେ ବିବୃତି ରଖିଲେ ଗୃହମନ୍ତ୍ରୀ ଅମିତ୍ ଶାହା । କହିଲେ, ମଣିପୁରରେ ହୋଇଛି ହିଂସାର ତାଣ୍ଡବ”

ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ଚର୍ଚ୍ଚା । ନବ ଦାସଙ୍କୁ ଦର୍ଶାଯାଇଛି ପ୍ରଥମ ସାକ୍ଷୀ । ବରିଷ୍ଠ ଆଇନଜୀବୀଙ୍କ ସମାଲୋଚନା

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ କାହିଁକି ମାରିଲା, ତାହା ଏବେ ବି ରହସ୍ୟରେ ରହିଛି । ନବ ଦାସଙ୍କ ଗୋପାଳ ହତ୍ୟା କରିବାର ସ୍ପଷ୍ଟ କରିପାରିନି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ । କିନ୍ତୁ ଏହା ଭିତରେ ସାମନାକୁ ଆସିଛି, କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟରେ ଏକ ବଡ ତ୍ରୁଟି । ଚାର୍ଜସିଟ୍ ଅନୁସାରେ ନିଜ ମୃତ୍ୟୁର ନିଜେ ସାକ୍ଷୀ ବନିଛନ୍ତି ନବ ଦାସ । ତେଣୁ ଜଣେ ମୃତବ୍ୟକ୍ତି କିଭଳି ନିଜର ପ୍ରଥମContinue reading “ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ଚର୍ଚ୍ଚା । ନବ ଦାସଙ୍କୁ ଦର୍ଶାଯାଇଛି ପ୍ରଥମ ସାକ୍ଷୀ । ବରିଷ୍ଠ ଆଇନଜୀବୀଙ୍କ ସମାଲୋଚନା”

ସାଙ୍ଗର ବାପା ପାଲଟିଲା ପିଶାଚ: ୧୩ ବର୍ଷର ନାବାଳିକା ଗର୍ଭବତୀ, ଦୁଷ୍ମର୍ମକାରୀ ଘରେ ଝିଅକୁ ଛାଡ଼ିଦେଲା ବାପା!

କନକ ବ୍ୟୁରୋ: ବର୍ତମାନ ଏକ ସମ୍ବେଦନଶୀଳ ଖବର ଆପଣଙ୍କ ସମୁଖରେ ରଖିବା ପାଇଁ ଚାହିଁବି । ଯେଉଁ ଖବର ଶୁଣିଲେ ଲଜ୍ଜାରେ ମୁଣ୍ଡ ନଇଁ ଯିବ । ସାଂଗର ବାପା ପାଲଟିଲା ପିଶାଚ । ଆଉ ମାତ୍ର ୧୩ ବର୍ଷର ନାବାଳିକାକୁ ଗର୍ଭବତୀ ହୋଇଛନ୍ତି । ଆହୁରି ବିଡମ୍ବନାର କଥା ହେଉଛି, ଦୁଷ୍ମର୍ମକାରୀ ଘରେ ଝିଅକୁ ଛାଡ଼ିଦେଇଛି ବାପା । ଏହା ଏପରି ଏକ ସମ୍ବେଦନଶୀଳ ଘଟଣା ଯାହାକୁ ଶୁଣିଲେ ସଭ୍ୟ ସମାଜର ମୁଣ୍ଡ ତଳକୁ ନଇଁଯିବContinue reading “ସାଙ୍ଗର ବାପା ପାଲଟିଲା ପିଶାଚ: ୧୩ ବର୍ଷର ନାବାଳିକା ଗର୍ଭବତୀ, ଦୁଷ୍ମର୍ମକାରୀ ଘରେ ଝିଅକୁ ଛାଡ଼ିଦେଲା ବାପା!”

ବୁନ୍ଦେଲଖଣ୍ଡର ଗରିବ ମହିଳା କଳାବତୀଙ୍କ ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଘେରିଲେ ଅମିତ ଶାହା । କହିଲେ, ରାହୁଲ ଯାହା ଘରେ ଖାଇଲେ ମୋଦୀ…..

କନକ ବ୍ୟୁରୋ : ସଂସଦରେ ଆଜି ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ପ୍ରଥମେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବାର କିଛି ସମୟ ପରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କଂଗ୍ରେସ ଓ ଅନ୍ୟ ବିରୋଧୀଦଳଙ୍କୁ ଟାର୍ଗେଟ କରି ସଂସଦରେ ନିଜର ବୟାନ ରଖିଛନ୍ତି । ଏହି କ୍ରମରେ ଅମିତ ଶାହା ରାହୁଲ ଗାନ୍ଧୀତଙ୍କ ନାମ ନନେଇ ତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି କଂଗ୍ରେସର ଜଣେ ଏଭଳି ନେତା ଅଛନ୍ତି ଯାହାଙ୍କୁ ୧୩Continue reading “ବୁନ୍ଦେଲଖଣ୍ଡର ଗରିବ ମହିଳା କଳାବତୀଙ୍କ ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଘେରିଲେ ଅମିତ ଶାହା । କହିଲେ, ରାହୁଲ ଯାହା ଘରେ ଖାଇଲେ ମୋଦୀ…..”

ସଂସଦରେ ଗିରିଧର ଗମାଙ୍ଗଙ୍କ କଥା କହିଲେ ଅମିତ ଶାହା: ଗମାଙ୍ଗଙ୍କ ଗୋଟିଏ ଭୋଟ ଯୋଗୁଁ ଭାଙ୍ଗିଯାଇଥିଲା ବାଜପେୟୀ ସରକାର!

କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ଚାଲିଛି ଆଲୋଚନା । ପ୍ରଧାନମନ୍ତ୍ରୀଙ୍କ ଶାସନ ସମୟରେ ହୋଇଥିବା ସଫଳତା ବିଷୟରେ ବକ୍ତବ୍ୟ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ସେ ପୂର୍ବରୁ ବିଜେପି ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିଷୟରେ କହିଛନ୍ତି । ୧୯୯୯ ମସିହାରେ ବାଜପେୟୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ମାତ୍ର ଖଣ୍ଡିଏ ଭୋଟରେ ବାଜପେୟୀ ସରକାର ପରାସ୍ତ ହୋଇଥିଲା । ଭୋଟଟି ଥିଲା ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀContinue reading “ସଂସଦରେ ଗିରିଧର ଗମାଙ୍ଗଙ୍କ କଥା କହିଲେ ଅମିତ ଶାହା: ଗମାଙ୍ଗଙ୍କ ଗୋଟିଏ ଭୋଟ ଯୋଗୁଁ ଭାଙ୍ଗିଯାଇଥିଲା ବାଜପେୟୀ ସରକାର!”

ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ବୟାନ ରଖିଲେ ଗୃହମନ୍ତ୍ରୀ । କହିଲେ, ମୋଦୀଙ୍କ ନେତୃତ୍ୱାଧୀନ ସରକାର ଉପରେ ରହିଛି ଲୋକଙ୍କର ଅତୁଟ ବିଶ୍ୱାସ

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ବିରୋଧୀମେଣ୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ସଂସଦରେ ବୟାନ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି କ୍ରମରେ ଗୃହମନ୍ତ୍ରୀ କଂଗ୍ରେସ ସମେତ ତମାମ୍ ବିରୋଧୀଦଳଙ୍କ ଉପରେ ବର୍ଷିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି କି ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଜନତାଙ୍କୁ ଭ୍ରମିତ କରିବା ଉର୍ଦ୍ଦେଶ୍ୟରେ ଅଣାଯାଇଛି । ଏହି ଅବିଶ୍ୱାସ ପ୍ରସ୍ତାବରେ ନାହିଁ ସରକାରଙ୍କ ବିରୋଧରେ ମୁଦ୍ଦା । ଏହା ସହ ବିରୋଧୀ ଆଣିଥିବାContinue reading “ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ବୟାନ ରଖିଲେ ଗୃହମନ୍ତ୍ରୀ । କହିଲେ, ମୋଦୀଙ୍କ ନେତୃତ୍ୱାଧୀନ ସରକାର ଉପରେ ରହିଛି ଲୋକଙ୍କର ଅତୁଟ ବିଶ୍ୱାସ”

ଆସାମକୁ ଭାରତରୁ ଅଲଗା କରିବାକୁ ଚଳାଇଛନ୍ତି ଉଗ୍ରବାଦୀ ସଂଗଠନ, ଜାଣନ୍ତୁ ଆସାମ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କୁ ଅତିଥି ଭାବେ କରିଛନ୍ତି ନିମନ୍ତ୍ରଣ

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା ଉଗ୍ରବାଦୀ ସଂଗଠନ ୟୁଏଲଏଫଏ (ସ୍ୱତନ୍ତ୍ର) ର କମାଣ୍ଡର ପରେଶ ବରୁଆଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି । ଏନେଇ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି, ୟୁଏଲଏଫଏ ମୁଖ୍ୟ ବଦଳୁଥିବା ଆସାମକୁ ଦେଖିବା ଦରକାର । ହିମନ୍ତ ବିଶ୍ୱଶର୍ମା ୟୁଏଲଏଫଏ ମୁଖ୍ୟ ପରେଶ ବରୁଆଙ୍କୁ ଦଶବର୍ଷ ମଧ୍ୟରେ ଆସାମରେ ହୋଇଥିବା ପରିବର୍ତ୍ତନ ଦେଖିବାକୁ ନିମନ୍ତ୍ରଣ କରିଛନ୍ତି । ୟୁଏଲଏଫ (ସ୍ୱତନ୍ତ୍ର) ଉଗ୍ରବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।Continue reading “ଆସାମକୁ ଭାରତରୁ ଅଲଗା କରିବାକୁ ଚଳାଇଛନ୍ତି ଉଗ୍ରବାଦୀ ସଂଗଠନ, ଜାଣନ୍ତୁ ଆସାମ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କୁ ଅତିଥି ଭାବେ କରିଛନ୍ତି ନିମନ୍ତ୍ରଣ”

ବଦଳିଲା କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀ। ଭାରତ-ପାକିସ୍ତାନ ମ୍ୟାଚ ସମେତ ୯ ମ୍ୟାଚରେ ପରିବର୍ତ୍ତନ 

କନକ ବ୍ୟୁରୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଆସନ୍ତା ଅକ୍ଟୋବର ୫ରୁ ଖେଳାଯିବ । ଏହାର ଫାଇନାଲ ନଭେମ୍ବର ୧୯ରେ ଅନୁଷ୍ଠିତ ହେବ । ଆଇସିସି ବର୍ତ୍ତମାନ ନୂଆ ଖେଳସୂଚୀ ଜାରିକରିଛି । ସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ ସମେତ ୯ ମ୍ୟାଚରେ ପରିବର୍ତ୍ତନ କରାଯାଇଛି । ଭାରତ-ପାକିସ୍ତାନ ମ୍ୟାଚ ବର୍ତ୍ତମାନ ୧୫ ବଦଳରେ ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ଖେଳାଯିବ । ଅନ୍ୟ ମ୍ୟାଚର ସମୟ ସାରଣୀ ମଧ୍ୟ ପରିବର୍ତ୍ତନ ହୋଇଛି । ଇଂଲଣ୍ଡ ବନାମContinue reading “ବଦଳିଲା କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀ। ଭାରତ-ପାକିସ୍ତାନ ମ୍ୟାଚ ସମେତ ୯ ମ୍ୟାଚରେ ପରିବର୍ତ୍ତନ “

ଲୋକସଭାରେ ଅମିତ ଶାହାଙ୍କ ବକ୍ତବ୍ୟ: କହିଲେ, ଭ୍ରମ ସୃଷ୍ଟି ପାଇଁ ଏଥର ଅଣାଯାଇଛି ଅନାସ୍ଥା ପ୍ରସ୍ତାବ

କନକ ବ୍ୟୁରୋ: ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା । ଲୋକସଭାରେ ବକ୍ତବ୍ୟ ରଖୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସ୍ୱାଧୀନତା ପରଠୁ ୨୭ ଥର ଅନାସ୍ଥା ପ୍ରସ୍ତାବ ଆସିଛି । ସରକାରଙ୍କ ଉପରେ ଜନତାଙ୍କର ଅନାସ୍ଥା ନାହିଁ । ବିପକ୍ଷ ଦଳର ଉଦ୍ଦେଶ୍ୟ ଲୋକଙ୍କୁ ଭୂଆଁ ବୁଲାଇବା । ଭ୍ରମ ସୃଷ୍ଟି ପାଇଁ ଏଥର ଅଣାଯାଇଛି ଅନାସ୍ଥା ପ୍ରସ୍ତାବ । ମୋଦୀ ସରକାର ସବୁଠାରୁ ଭରସାଯୋଗ୍ୟ ସରକାର । ୨୪ ଘଣ୍ଟାରୁ ୧୭ ଘଣ୍ଟାContinue reading “ଲୋକସଭାରେ ଅମିତ ଶାହାଙ୍କ ବକ୍ତବ୍ୟ: କହିଲେ, ଭ୍ରମ ସୃଷ୍ଟି ପାଇଁ ଏଥର ଅଣାଯାଇଛି ଅନାସ୍ଥା ପ୍ରସ୍ତାବ”

ଭାରତ ସରକାରଙ୍କୁ ମାଲାମାଲ୍ କଲା ବିସିସିଆଇ । ଗୋଟିଏ ଆର୍ଥିକ ବର୍ଷରେ ୧୧୫୯ କୋଟି ଟଙ୍କା ଦେଲା ଟ୍ୟାକ୍ସ ।

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ଭାବେ ବିସିସିଆଇ ବେଶ ପ୍ରସିଦ୍ଧ । ଆଇପିଏଲ ହେଉ କି ଅନ୍ୟ କିଛି, ସବୁଥିରୁ ମୋଟା ଅଙ୍କର ଟଙ୍କା ଆଦାୟ କରିଥାଏ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ହେଲେ ଏବେ ବିସିସିଆଇକୁ ନେଇ ଆସିଛି ରୋଚକ ଖବର । କେବଳ ନିଜେ ମୋଟା ଅଙ୍କର ଟଙ୍କା ରୋଜଗାର ନୁହେଁ ବରଂ ଭାରତ ସରକାରଙ୍କୁ ମଧ୍ୟ ଧନୀ କରୁଛି ଆମ ଦେଶର କ୍ରିକେଟ୍ ବୋର୍ଡ । ଗତContinue reading “ଭାରତ ସରକାରଙ୍କୁ ମାଲାମାଲ୍ କଲା ବିସିସିଆଇ । ଗୋଟିଏ ଆର୍ଥିକ ବର୍ଷରେ ୧୧୫୯ କୋଟି ଟଙ୍କା ଦେଲା ଟ୍ୟାକ୍ସ ।”

Design a site like this with WordPress.com
Get started